"ପୋଡ଼ ପିଠା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
ଟିକେ ବ/ୱ ଫଳା ବଦଳ |
||
୨୬ କ ଧାଡ଼ି: | ୨୬ କ ଧାଡ଼ି: | ||
[[ଫାଇଲ:PODAPITHA.JPG|thumb|ପୋଡ଼ ପିଠା ]] |
[[ଫାଇଲ:PODAPITHA.JPG|thumb|ପୋଡ଼ ପିଠା ]] |
||
==ବାହୁଡ଼ା ଯାତ୍ରାରେ ପୋଡ଼ ପିଠା== |
==ବାହୁଡ଼ା ଯାତ୍ରାରେ ପୋଡ଼ ପିଠା== |
||
ବାହୁଡ଼ା ଦିନ ରଥାରୁଢ଼ ହୋଇ ଠାକୁରମାନେ [[ଶ୍ରୀମନ୍ଦିର]]କୁ ବାହୁଡ଼ିବେ । ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଳଗନ୍ନାଥଙ୍କ ରଥ ମାଭସୀଙ୍କ ହାତରୁ ପୋଡ଼ପିଠା ଖାଇବା ପରେ ରଥ ଗଡ଼େ । ଏହି ବିଧି ପାଇଁ ମାଉସୀ ମା’ଙ୍କ ସେବକଙ୍କ ଘରେ ପୋଡ଼ପିଠା ପ୍ରସ୍ତୁତି ହୁଏ । ପୁରୁଷାନୁକ୍ରମିକ ମାଉସୀ ମା'ଙ୍କ ସେବକ ଏହି ସେବା କରନ୍ତି । [[ଅଟା]], [[ଘିଅ]], [[ଚିନି]], [[ଛେନା]], [[ଲବଙ୍ଗ]], [[ଗୁଜୁରାତି]] ପକାଯାଇ ତିନି ଠାକୁରଙ୍କ ପାଇଁ ତିନିଟି ପୋଡ଼ପିଠା ପ୍ରସ୍ତୁତ ହୁଏ । ପ୍ରଥମେ ଏସବୁ ଦ୍ରବ୍ୟ ମିଶାଯାଇ ଖଳି ପ୍ରସ୍ତୁତ ହୁଏ । ଏହାପରେ ଏକ ବଡ଼ ପାତ୍ରରେ ପାଣି ନିଆଯାଇ ଚୁଲିରେ ବସାଯାଏ । ପାଣି ଫୁଟିବା ପରେ ଏହି ପାତ୍ର ଭପରେ ଜାଲି ଦିଆଯାଇ ତା' ଉପରେ ଖଲିପତ୍ର ରଖାଯାଏ । ଖଲିପତ୍ର ଉପରେ ତାଟି ଦିଆଯାଇ ଆଉ ଏକ ଖଲିପତ୍ର ରଖାଯାଏ । ବାମ୍ପରେ ପ୍ରସ୍ତୁତ ହୁଏ ପିଠା । ପରେ ବାହାରକୁ କାଢ଼ି ଦିଆଯାଏ । ଥଣ୍ଡା ହେବାପରେ ଏହାକୁ ଖଣ୍ଡ ଖଣ୍ଡ କରି କାଟି ଗୁଆଘିଅରେ ଛଣାଯାଏ । ପରେ ଏହାକୁ ମାଟିହାଣ୍ଡିରେ ରଖାଯାଏ । [[ହେରାପଞ୍ଚମୀ]]ରୁ ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ ହୁଏ । ସେବକଙ୍କ |
ବାହୁଡ଼ା ଦିନ ରଥାରୁଢ଼ ହୋଇ ଠାକୁରମାନେ [[ଶ୍ରୀମନ୍ଦିର]]କୁ ବାହୁଡ଼ିବେ । ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଳଗନ୍ନାଥଙ୍କ ରଥ ମାଭସୀଙ୍କ ହାତରୁ ପୋଡ଼ପିଠା ଖାଇବା ପରେ ରଥ ଗଡ଼େ । ଏହି ବିଧି ପାଇଁ ମାଉସୀ ମା’ଙ୍କ ସେବକଙ୍କ ଘରେ ପୋଡ଼ପିଠା ପ୍ରସ୍ତୁତି ହୁଏ । ପୁରୁଷାନୁକ୍ରମିକ ମାଉସୀ ମା'ଙ୍କ ସେବକ ଏହି ସେବା କରନ୍ତି । [[ଅଟା]], [[ଘିଅ]], [[ଚିନି]], [[ଛେନା]], [[ଲବଙ୍ଗ]], [[ଗୁଜୁରାତି]] ପକାଯାଇ ତିନି ଠାକୁରଙ୍କ ପାଇଁ ତିନିଟି ପୋଡ଼ପିଠା ପ୍ରସ୍ତୁତ ହୁଏ । ପ୍ରଥମେ ଏସବୁ ଦ୍ରବ୍ୟ ମିଶାଯାଇ ଖଳି ପ୍ରସ୍ତୁତ ହୁଏ । ଏହାପରେ ଏକ ବଡ଼ ପାତ୍ରରେ ପାଣି ନିଆଯାଇ ଚୁଲିରେ ବସାଯାଏ । ପାଣି ଫୁଟିବା ପରେ ଏହି ପାତ୍ର ଭପରେ ଜାଲି ଦିଆଯାଇ ତା' ଉପରେ ଖଲିପତ୍ର ରଖାଯାଏ । ଖଲିପତ୍ର ଉପରେ ତାଟି ଦିଆଯାଇ ଆଉ ଏକ ଖଲିପତ୍ର ରଖାଯାଏ । ବାମ୍ପରେ ପ୍ରସ୍ତୁତ ହୁଏ ପିଠା । ପରେ ବାହାରକୁ କାଢ଼ି ଦିଆଯାଏ । ଥଣ୍ଡା ହେବାପରେ ଏହାକୁ ଖଣ୍ଡ ଖଣ୍ଡ କରି କାଟି ଗୁଆଘିଅରେ ଛଣାଯାଏ । ପରେ ଏହାକୁ ମାଟିହାଣ୍ଡିରେ ରଖାଯାଏ । [[ହେରାପଞ୍ଚମୀ]]ରୁ ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ ହୁଏ । ସେବକଙ୍କ ତତ୍ତ୍ୱାବଧାନରେ ୩ଜଣା ବ୍ରାହ୍ମଣ ପ୍ରସ୍ତୁତ କରନ୍ତି । ମହାପ୍ରଭୁଙ୍କର ପୋଡ଼ ପିଠା ଅତ୍ୟନ୍ତ ପ୍ରିୟ ବୋଲି ବିଶ୍ୱାସ ରହିଛି । |
||
<ref name=ପ୍ରମେୟ>{{cite web|title=ପୋଡ଼ ପିଠା ପାଇଁ ଅଟକିବ ତିନିରଥ|url=http://epaper.prameyanews.com/epapermain.aspx?queryed=9&eddate=07/26/2015|accessdate=5 September 2015}}</ref> |
<ref name=ପ୍ରମେୟ>{{cite web|title=ପୋଡ଼ ପିଠା ପାଇଁ ଅଟକିବ ତିନିରଥ|url=http://epaper.prameyanews.com/epapermain.aspx?queryed=9&eddate=07/26/2015|accessdate=5 September 2015}}</ref> |
||
== ଆଧାର == |
== ଆଧାର == |
୨୩:୨୦, ୧୫ ଡିସେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ
ଆରମ୍ଭ | |
---|---|
ଅଲଗା ନାଆଁ | ପୋଡ଼ |
ମୂଳ ଜାଗା | ଭାରତ |
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ଖାଇବାର ମେଳଣ | ଖାଲି ବା କ୍ଷୀର ସହିତ, ଭୋଗ ଭାବରେ |
ବାଢ଼ିବାର ତାତି | ଗରମ, ଥଣ୍ଡା |
ମୂଳ ଉପାଦାନ | ଚାଉଳ, ଗୁଡ଼, ନଡ଼ିଆ, ଗୁଡ଼ |
ପୋଡ଼ ପିଠା ବା ପୋଡ଼ାପିଠା ଏକ ପାରମ୍ପାରିକ ଓଡ଼ିଆ ପିଠା । ଏହା ଚାଉଳ ଚୁନା ଓ ଗୁଡ଼/ଚିନିତିଆରି ପିଠଉକୁ ଏକ ବଡ଼ କଡ଼ାଇରେ ଚାରିପଟୁ ପୋଡ଼ି ତିଆରିକରାଯାଏ । ଏହା ପ୍ରତ୍ୟେକ ଓଡ଼ିଆ ଘରେ ରଜ ଓ ନାନାଦି ପର୍ବପର୍ବାଣୀରେ ତିଆରି କରାଯାଇଥାଏ । ଜଗନ୍ନାଥଙ୍କ ଛପନ ଭୋଗରେ ମଧ୍ୟ ଏହା ଠାକୁରଙ୍କୁ ଅର୍ପଣ କରାଯାଇଥାଏ ।
ଉପାଦାନ
ତିଆରି ପ୍ରଣାଳୀ
ପାଣି ଫୁଟାଯାଇ ସେଥିରେ ଧିରେ ଧିରେ ଚାଉଳ ଚୁନା ଓ ଗୁଡ଼ ଗୋଳାଯାଇ ବହଳିଆ ଜନ୍ତଣି ତିଆରି କରାଯାଏ । ସେଥିରେ କାଜୁ, କିସମିସ ଓ ଘିଆ ଆଦି ଗୋଳାଯାଇ ଏକ ବଡ଼ କଡ଼ାଇରେ କଦଳୀ ପତ୍ରରେ ଅଜାଡ଼ି ଦିଆଯାଏ । ଏହା ଉପରେ ପୁଣି ପତ୍ର ଘୋଡ଼ାଇ ତାହାକୁ ଜଳନ୍ତା ଅଙ୍ଗାରରେ ଢାଙ୍କି ଦିଆଯାଏ । ଏହି କଡ଼ାଇକୁ ଅଳ୍ପ ନିଆଁ ଥିବା ଚୁଲିରେ ଅଧଘଣ୍ଟାରୁ ଘଣ୍ଟାଏ ଯାଏଁ ରଖାଯାଇଥାଏ । ଏହା ପରେ ଅଙ୍ଗାର ଓ ପତ୍ର ସବୁକୁ ବାହାର କରି ଧୋଇ, କାଟି ଏହାକୁ ଖିଆଯାଇଥାଏ ।[୧]
ବାହୁଡ଼ା ଯାତ୍ରାରେ ପୋଡ଼ ପିଠା
ବାହୁଡ଼ା ଦିନ ରଥାରୁଢ଼ ହୋଇ ଠାକୁରମାନେ ଶ୍ରୀମନ୍ଦିରକୁ ବାହୁଡ଼ିବେ । ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଳଗନ୍ନାଥଙ୍କ ରଥ ମାଭସୀଙ୍କ ହାତରୁ ପୋଡ଼ପିଠା ଖାଇବା ପରେ ରଥ ଗଡ଼େ । ଏହି ବିଧି ପାଇଁ ମାଉସୀ ମା’ଙ୍କ ସେବକଙ୍କ ଘରେ ପୋଡ଼ପିଠା ପ୍ରସ୍ତୁତି ହୁଏ । ପୁରୁଷାନୁକ୍ରମିକ ମାଉସୀ ମା'ଙ୍କ ସେବକ ଏହି ସେବା କରନ୍ତି । ଅଟା, ଘିଅ, ଚିନି, ଛେନା, ଲବଙ୍ଗ, ଗୁଜୁରାତି ପକାଯାଇ ତିନି ଠାକୁରଙ୍କ ପାଇଁ ତିନିଟି ପୋଡ଼ପିଠା ପ୍ରସ୍ତୁତ ହୁଏ । ପ୍ରଥମେ ଏସବୁ ଦ୍ରବ୍ୟ ମିଶାଯାଇ ଖଳି ପ୍ରସ୍ତୁତ ହୁଏ । ଏହାପରେ ଏକ ବଡ଼ ପାତ୍ରରେ ପାଣି ନିଆଯାଇ ଚୁଲିରେ ବସାଯାଏ । ପାଣି ଫୁଟିବା ପରେ ଏହି ପାତ୍ର ଭପରେ ଜାଲି ଦିଆଯାଇ ତା' ଉପରେ ଖଲିପତ୍ର ରଖାଯାଏ । ଖଲିପତ୍ର ଉପରେ ତାଟି ଦିଆଯାଇ ଆଉ ଏକ ଖଲିପତ୍ର ରଖାଯାଏ । ବାମ୍ପରେ ପ୍ରସ୍ତୁତ ହୁଏ ପିଠା । ପରେ ବାହାରକୁ କାଢ଼ି ଦିଆଯାଏ । ଥଣ୍ଡା ହେବାପରେ ଏହାକୁ ଖଣ୍ଡ ଖଣ୍ଡ କରି କାଟି ଗୁଆଘିଅରେ ଛଣାଯାଏ । ପରେ ଏହାକୁ ମାଟିହାଣ୍ଡିରେ ରଖାଯାଏ । ହେରାପଞ୍ଚମୀରୁ ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ ହୁଏ । ସେବକଙ୍କ ତତ୍ତ୍ୱାବଧାନରେ ୩ଜଣା ବ୍ରାହ୍ମଣ ପ୍ରସ୍ତୁତ କରନ୍ତି । ମହାପ୍ରଭୁଙ୍କର ପୋଡ଼ ପିଠା ଅତ୍ୟନ୍ତ ପ୍ରିୟ ବୋଲି ବିଶ୍ୱାସ ରହିଛି । [୨]
ଆଧାର
- ↑ PODA PITHA
- ↑ "ପୋଡ଼ ପିଠା ପାଇଁ ଅଟକିବ ତିନିରଥ". Retrieved 5 September 2015.