"ଜଗନ୍ନାଥ ମନ୍ଦିର, ରାୟଗଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୪୪ କ ଧାଡ଼ି: ୪୪ କ ଧାଡ଼ି:
Jagannath, Balabhadra & Subhadra.JPG|ବରାହ ବେଶରେ ପ୍ରଭୁ
Jagannath, Balabhadra & Subhadra.JPG|ବରାହ ବେଶରେ ପ୍ରଭୁ
Jagannath in Nrusingha Avatar in Mausima Temple.JPG|ନୃସିଂହ ବେଶରେ ପ୍ରଭୁ
Jagannath in Nrusingha Avatar in Mausima Temple.JPG|ନୃସିଂହ ବେଶରେ ପ୍ରଭୁ
Jagannath_Temple.5,_Rayagada.JPG|ମୁଖ୍ୟ ମନ୍ଦିରକୁ ପ୍ରବେଶ ଦ୍ବାର
Jagannath_Temple.5,_Rayagada.JPG|ମୁଖ୍ୟ ମନ୍ଦିରକୁ ପ୍ରବେଶ ଦ୍ୱାର
Jagannath, Balabhadra and Devi Subhadra in the Chariot.jpg|ରଥ ଉପରେ ତିନି ଦିଅଁ
Jagannath, Balabhadra and Devi Subhadra in the Chariot.jpg|ରଥ ଉପରେ ତିନି ଦିଅଁ
Jagannath Temple.3, Rayagada.JPG|ମୁଖ୍ୟ ମନ୍ଦିର ସହ ଲକ୍ଷ୍ମୀ ମନ୍ଦିର
Jagannath Temple.3, Rayagada.JPG|ମୁଖ୍ୟ ମନ୍ଦିର ସହ ଲକ୍ଷ୍ମୀ ମନ୍ଦିର
Jagannath_Temple.4,_Rayagada.JPG|ମନ୍ଦିର ମୁଖ୍ୟ ଦ୍ବାର
Jagannath_Temple.4,_Rayagada.JPG|ମନ୍ଦିର ମୁଖ୍ୟ ଦ୍ୱାର
Car ready for Car Festival at Rayagada.JPG|[[ରଥଯାତ୍ରା]] ପାଇଁ ରଥ ପ୍ରସ୍ତୁତ
Car ready for Car Festival at Rayagada.JPG|[[ରଥଯାତ୍ରା]] ପାଇଁ ରଥ ପ୍ରସ୍ତୁତ
Jagannath_in_Parashuram_Avatar.JPG|ପର୍ଶୁରାମ ବେଶରେ ପ୍ରଭୁ
Jagannath_in_Parashuram_Avatar.JPG|ପର୍ଶୁରାମ ବେଶରେ ପ୍ରଭୁ

୨୦:୫୦, ୧୫ ଡିସେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ


ଜଗନ୍ନାଥ ମନ୍ଦିର, ରାୟଗଡ଼ା
ଶ୍ରଦ୍ଧା ଶ୍ରୀକ୍ଷେତ୍ର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtରାୟଗଡ଼ା
Location
ସ୍ଥାନରାୟଗଡ଼ା
Stateଓଡ଼ିଶା
Countryଭାରତ

ଏହି ଜଗନ୍ନାଥ ମନ୍ଦିର ରାୟଗଡ଼ା ଜିଲ୍ଲା, (ଓଡ଼ିଶା)ର ରାୟଗଡ଼ାଠାରେ ଅବସ୍ଥିତ ।[୧][୨] ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା । ଶ୍ରଦ୍ଧା ଶ୍ରୀକ୍ଷେତ୍ର ନାମରେ ମଧ୍ୟ ଏହା ପରିଚିତ ।[୩][୪]

ଇତିହାସ

ମୂଳ ମନ୍ଦିରଟି ପଚାଶ ବର୍ଷରୁ ଅଧିକ ପୁରୁଣା । ନୂତନ ମନ୍ଦିରଟି ଜୁନ୍ ୨୦, ୨୦୦୭ରେ ପ୍ରତିଷ୍ଠିତ । ଏଠାକାର ପ୍ରମୁଖ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାସୁଦର୍ଶନ । ଏଥି ସହ ଲକ୍ଷ୍ମୀ, ଗଣେଶ, ହନୁମାନ, ବିମଳା ଆଦି ମଧ୍ୟ ଏଠାରେ ପୂଜିତ । ଶାବର ଶ୍ରୀକ୍ଷେତ୍ର କୋରାପୁଟରୁ ଏହା ୧୧୦ କି.ମି. ଦୂରରେ ଅବସ୍ଥିତ ।

ପାର୍ବଣ

ଏଠାରେ ପାଳିତ ସମସ୍ତ ପାର୍ବଣ ମଧ୍ୟରେ ରଥଯାତ୍ରା ଅନ୍ୟତମ ।

ଗ୍ୟାଲେରୀ

ଆହୁରି ଦେଖନ୍ତୁ

ଆଧାର

  1. "Jagannath Temple". ixigo.com. Retrieved 2 July 2015.
  2. "Shree Jagannath Temple". jagannath.nic.in. Retrieved 2 July 2015.
  3. "Temples in Rayagada". onefivenine.com. Retrieved 2 July 2015.
  4. Mahalika, Er. Nirakar. "Cultural Heritage of Undivided Koraput District of Odisha" (PDF) (Apr–May, 2014): 102–105. Retrieved 2 July 2015. {{cite journal}}: Cite journal requires |journal= (help)