"ଚଢ଼େଇଆ ନାଚ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
ଟିକେ ବ/ୱ ଫଳା ବଦଳ |
||
୯ କ ଧାଡ଼ି: | ୯ କ ଧାଡ଼ି: | ||
| descendant = |
| descendant = |
||
| culture = [[ଓଡ଼ିଆ ଚଳଣି]] |
| culture = [[ଓଡ଼ିଆ ଚଳଣି]] |
||
| origin = [[ |
| origin = [[ବାଲେଶ୍ୱର ଜିଲା|ବାଲେଶ୍ୱର]], [[ଓଡ଼ିଶା]]</br />{{flag|ଭାରତ}} |
||
| era = |
| era = |
||
| music = [[ଚଢ଼େଇଆ ସଙ୍ଗୀତ]] |
| music = [[ଚଢ଼େଇଆ ସଙ୍ଗୀତ]] |
||
| participants = ଚଢ଼େଇଆ, ଚଢ଼େଇଆଣି |
| participants = ଚଢ଼େଇଆ, ଚଢ଼େଇଆଣି |
||
}} |
}} |
||
'''ଚଢ଼େଇଆ ନାଟ''' ବା '''ଚଢ଼େଇଆ ନାଚ''' ଏକ ପାରମ୍ପାରିକ [[ଓଡ଼ିଆ ଭାଷା|ଓଡ଼ିଆ]] ଗୀତ-ନାଟ/ନୃତ୍ୟ କଳା । ଏହି ନୃତ୍ୟକଳାଟି ଦଣ୍ଡ ନାଚର ଏକ ପ୍ରକାରଭେଦ ଓ ମୟୂରଭଞ୍ଜ ଛଉ ନାଚ ସହିତ ଏହାର ବହୁ ସମାନତା ପରିଲେକ୍ଷିତ କରାଯାଏ ।<ref>http://ezccindia.org/orissa.html</ref> ଏହା ବିଶେଷକରି [[ଭଦ୍ରକ ଜିଲ୍ଲା|ଭଦ୍ରକ]], [[ |
'''ଚଢ଼େଇଆ ନାଟ''' ବା '''ଚଢ଼େଇଆ ନାଚ''' ଏକ ପାରମ୍ପାରିକ [[ଓଡ଼ିଆ ଭାଷା|ଓଡ଼ିଆ]] ଗୀତ-ନାଟ/ନୃତ୍ୟ କଳା । ଏହି ନୃତ୍ୟକଳାଟି ଦଣ୍ଡ ନାଚର ଏକ ପ୍ରକାରଭେଦ ଓ ମୟୂରଭଞ୍ଜ ଛଉ ନାଚ ସହିତ ଏହାର ବହୁ ସମାନତା ପରିଲେକ୍ଷିତ କରାଯାଏ ।<ref>http://ezccindia.org/orissa.html</ref> ଏହା ବିଶେଷକରି [[ଭଦ୍ରକ ଜିଲ୍ଲା|ଭଦ୍ରକ]], [[ବାଲେଶ୍ୱର ଜିଲା|ବାଲେଶ୍ୱର]] ଓ [[ମୟୂରଭଞ୍ଜ ଜିଲ୍ଲା|ମୟୂରଭଞ୍ଜ]]ର ଗ୍ରାମାଞ୍ଚଳରେ ପରିବେଷଣ କରାଯାଏ । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ଯୋଡ଼ି ହୋଇ ନାଚିଥାନ୍ତି । ନର୍ତ୍ତକଙ୍କୁ ଚଢ଼େଇଆ ଓ ନର୍ତ୍ତକୀଙ୍କୁ ଚଢ଼େଇଆଣୀ କୁହାଯାଇଥାଏ । ଏକ ବାଦନ ଦଳ ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ ଚଢ଼େଇଆ ଓ ଚଢ଼େଇଆଣୀ ଅଭିନୟ କରି ନାଚିଥାନ୍ତି । ନାଚ ମାଧ୍ୟମରେ ମଉସା ଓ ଚୌକିଆ ହାସ୍ୟ ଅଭିନୟକରି ଲୋକଙ୍କର ମନୋରଞ୍ଜନ କରିଥାନ୍ତି । ନାଚରେ ହାରମୋନିୟମ, ଢୋ଼ଲ ଓ କୁବୁଜି ଆଦି ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇଥାଏ । ପ୍ରୋସ୍ଚାହନର ଅଭାବ ତଥା ନୂତନ ପିଢିଙ୍କର ଅନାଗ୍ରହ ଏହି ଲୋକନୃତ୍ୟକୁ ବିଲୁପ୍ତପ୍ରାୟ ଅବସ୍ଥାକୁ ଆଣିସାରିଲାଣି । <ref>ସମାଜ ୨୬/୦୩/୨୦୧୪ ପୃଷ୍ଠା ୧୬</ref> |
||
== ଇତିହାସ == |
== ଇତିହାସ == |
||
ଚଢ଼େଇଆ ହେଉଛନ୍ତି କେଳା ଓ ଶବର । ସେମାନେ ବଣ ଜଙ୍ଗଲରୁ ଚଢ଼େଇ ଧରି ବିକିବା, ସାପ ଧରି ଗାଁ ଗଣ୍ଡାରେ ସାପ ଖେଳାଇ ଜୀବନ ଚଳାଇଥାନ୍ତି । କେଳୁଣି ବା ଶବରୁଣି ଗାଁରେ ବୁଲି ଚିତା କୁଟାଇଥାନ୍ତି । ସେମାନଙ୍କର ଜୀବନ ଜୀବିକା ଚଳଣି ଓ ପରମ୍ପରାକୁ ନେଇ ଚଢ଼େଇଆ ନାଟର ଆରମ୍ଭ ।<ref>{{cite book |title=ଉନ୍ନୟନୀ, |
ଚଢ଼େଇଆ ହେଉଛନ୍ତି କେଳା ଓ ଶବର । ସେମାନେ ବଣ ଜଙ୍ଗଲରୁ ଚଢ଼େଇ ଧରି ବିକିବା, ସାପ ଧରି ଗାଁ ଗଣ୍ଡାରେ ସାପ ଖେଳାଇ ଜୀବନ ଚଳାଇଥାନ୍ତି । କେଳୁଣି ବା ଶବରୁଣି ଗାଁରେ ବୁଲି ଚିତା କୁଟାଇଥାନ୍ତି । ସେମାନଙ୍କର ଜୀବନ ଜୀବିକା ଚଳଣି ଓ ପରମ୍ପରାକୁ ନେଇ ଚଢ଼େଇଆ ନାଟର ଆରମ୍ଭ ।<ref>{{cite book |title=ଉନ୍ନୟନୀ, ବାଲେଶ୍ୱରର ଅବଲୁପ୍ତ କଳା ଓ ସଂସ୍କୃତି |last=ମହାରଣା|first= ସୁଦର୍ଶନ|authorlink= |coauthors= |year= ୨୦୦୬|publisher= |location=ବାଲେଶ୍ୱର |isbn= |page= |pages=୯୮-୯୯ |url= |accessdate=}}</ref> |
||
== [[ଚଢ଼େଇଆ ସଙ୍ଗୀତ]] == |
== [[ଚଢ଼େଇଆ ସଙ୍ଗୀତ]] == |
||
୨୪ କ ଧାଡ଼ି: | ୨୪ କ ଧାଡ଼ି: | ||
ଭଙ୍ଗା ସଂଗିନୀ ମୋ ଗଳାର ହାର |
ଭଙ୍ଗା ସଂଗିନୀ ମୋ ଗଳାର ହାର |
||
ରସିକା ରମଣୀ ରସ ବିଲାସିନୀ |
ରସିକା ରମଣୀ ରସ ବିଲାସିନୀ |
||
ଚାଷୀ-ମୋହିନୀ ମୋ ପ୍ରୀତି ସୁଧାର ॥|[[ଚଢ଼େଇଆ ସଙ୍ଗୀତ]], [[ |
ଚାଷୀ-ମୋହିନୀ ମୋ ପ୍ରୀତି ସୁଧାର ॥|[[ଚଢ଼େଇଆ ସଙ୍ଗୀତ]], [[ବାଲେଶ୍ୱର ଜିଲା]]}} |
||
== ଆଧାର == |
== ଆଧାର == |
||
୩୨ କ ଧାଡ଼ି: | ୩୨ କ ଧାଡ଼ି: | ||
{{ଓଡ଼ିଶା ପ୍ରସଙ୍ଗ}} |
{{ଓଡ଼ିଶା ପ୍ରସଙ୍ଗ}} |
||
[[ଶ୍ରେଣୀ: |
[[ଶ୍ରେଣୀ:ବାଲେଶ୍ୱରୀ ଲୋକ କଳା]] |
||
[[ଶ୍ରେଣୀ:ଓଡ଼ିଶାର ଲୋକନାଟ]] |
[[ଶ୍ରେଣୀ:ଓଡ଼ିଶାର ଲୋକନାଟ]] |
||
[[ଶ୍ରେଣୀ:ଲୋକନାଟ]] |
[[ଶ୍ରେଣୀ:ଲୋକନାଟ]] |
୨୦:୨୨, ୧୫ ଡିସେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ
ଚଢ଼େଇଆ ନାଟ | |
---|---|
ମାଧ୍ୟମ | ଗୀତ-ନାଟ |
ସଂସ୍କୃତି | ଓଡ଼ିଆ ଚଳଣି |
ସୃଷ୍ଟି | ବାଲେଶ୍ୱର, ଓଡ଼ିଶା ଭାରତ |
ଗୀତ-ସଙ୍ଗୀତ | ଚଢ଼େଇଆ ସଙ୍ଗୀତ |
କଳାକାର | ଚଢ଼େଇଆ, ଚଢ଼େଇଆଣି |
ଚଢ଼େଇଆ ନାଟ ବା ଚଢ଼େଇଆ ନାଚ ଏକ ପାରମ୍ପାରିକ ଓଡ଼ିଆ ଗୀତ-ନାଟ/ନୃତ୍ୟ କଳା । ଏହି ନୃତ୍ୟକଳାଟି ଦଣ୍ଡ ନାଚର ଏକ ପ୍ରକାରଭେଦ ଓ ମୟୂରଭଞ୍ଜ ଛଉ ନାଚ ସହିତ ଏହାର ବହୁ ସମାନତା ପରିଲେକ୍ଷିତ କରାଯାଏ ।[୧] ଏହା ବିଶେଷକରି ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜର ଗ୍ରାମାଞ୍ଚଳରେ ପରିବେଷଣ କରାଯାଏ । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ଯୋଡ଼ି ହୋଇ ନାଚିଥାନ୍ତି । ନର୍ତ୍ତକଙ୍କୁ ଚଢ଼େଇଆ ଓ ନର୍ତ୍ତକୀଙ୍କୁ ଚଢ଼େଇଆଣୀ କୁହାଯାଇଥାଏ । ଏକ ବାଦନ ଦଳ ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ ଚଢ଼େଇଆ ଓ ଚଢ଼େଇଆଣୀ ଅଭିନୟ କରି ନାଚିଥାନ୍ତି । ନାଚ ମାଧ୍ୟମରେ ମଉସା ଓ ଚୌକିଆ ହାସ୍ୟ ଅଭିନୟକରି ଲୋକଙ୍କର ମନୋରଞ୍ଜନ କରିଥାନ୍ତି । ନାଚରେ ହାରମୋନିୟମ, ଢୋ଼ଲ ଓ କୁବୁଜି ଆଦି ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇଥାଏ । ପ୍ରୋସ୍ଚାହନର ଅଭାବ ତଥା ନୂତନ ପିଢିଙ୍କର ଅନାଗ୍ରହ ଏହି ଲୋକନୃତ୍ୟକୁ ବିଲୁପ୍ତପ୍ରାୟ ଅବସ୍ଥାକୁ ଆଣିସାରିଲାଣି । [୨]
ଇତିହାସ
ଚଢ଼େଇଆ ହେଉଛନ୍ତି କେଳା ଓ ଶବର । ସେମାନେ ବଣ ଜଙ୍ଗଲରୁ ଚଢ଼େଇ ଧରି ବିକିବା, ସାପ ଧରି ଗାଁ ଗଣ୍ଡାରେ ସାପ ଖେଳାଇ ଜୀବନ ଚଳାଇଥାନ୍ତି । କେଳୁଣି ବା ଶବରୁଣି ଗାଁରେ ବୁଲି ଚିତା କୁଟାଇଥାନ୍ତି । ସେମାନଙ୍କର ଜୀବନ ଜୀବିକା ଚଳଣି ଓ ପରମ୍ପରାକୁ ନେଇ ଚଢ଼େଇଆ ନାଟର ଆରମ୍ଭ ।[୩]
ଚଢ଼େଇଆ ସଙ୍ଗୀତ
ଚଢ଼େଇଆ ନାଟବେଳେ ବୋଲାଯାଉଥିବା ଗୀତକୁ ଚଢ଼େଇଆ ସଙ୍ଗୀତ କୁହାଯାଏ ।
ସୁସଙ୍ଗୀ, ସୁରଙ୍ଗୀ, ସୁରସ, ପ୍ରେମାଂଶ
ଭଙ୍ଗା ସଂଗିନୀ ମୋ ଗଳାର ହାର ରସିକା ରମଣୀ ରସ ବିଲାସିନୀ
ଚାଷୀ-ମୋହିନୀ ମୋ ପ୍ରୀତି ସୁଧାର ॥