"ଧଉଳି" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Pinaki1969 (ଆଲୋଚନା | ଅବଦାନ) No edit summary |
Zephyrmaten (ଆଲୋଚନା | ଅବଦାନ) No edit summary |
||
୨୪ କ ଧାଡ଼ି: | ୨୪ କ ଧାଡ଼ି: | ||
*ସହଜଯାନ |
*ସହଜଯାନ |
||
==ଦ୍ରଷ୍ଟବ୍ୟ== |
|||
==ରେରେରେନ୍ସ== |
|||
<references/> |
<references/> |
||
୧୪:୧୬, ୧୧ ଅପ୍ରେଲ ୨୦୧୧ ଅନୁସାରେ କରାଯାଇଥିବା ବଦଳ
ଧଉଳି ପାହାଡ ଦୟା ନଇ କୂଳରେ ଅଛି । ଏହା ରାଜଧାନୀ ଭୁବନେଶ୍ୱର ଠାରୁ ୮ କିମି ଦୁରରେ ଅଛି । ଏହି ପାହାଡର ପଥର ଉପରେ ଓଡ଼ିଆ ଭାଷାରେ ଅଶୋକଙ୍କ ଶିଳାଲେଖ ଅଛି । ଏହା ହେଉଛି ସେହି ଜାଗା ଯେଉଁଠାରେ କଳିଙ୍ଗ ଯୁଦ୍ଧ ହୋଇଥିଲା ।
ଇତିହାସ
ଏଠାରେ ଥିବା ୬କ ଶିଳାଲେଖର ଅଶୋକ ପୁରା ପୃଥିବୀର ମଙ୍ଗଳ ପାଇଁ ସେ ହାତକୁ ନେଇଥିବା ସବୁ କାମ ଉପରେ ଲେଖାଯାଇଛି । ପଥରରେ ତିଆରି କରାଯାଇଥିବା ହାତୀ ଯାହା ଏହି ଶିଳାଲେଖ ଉପରେ ଅଛି ତାହା ତାହା ଅନେକ ଦିନ ଆଗରୁ ତିଆରି କରାଯାଇଥିବା ଓଡ଼ିଶାର ବ୍ଔଧ କୀର୍ତ୍ତି । ଏହାର ବିଶେଷତା ହେଉଛି, ଏହି ହାତୀ ବୁଦ୍ଧଙ୍କ ଶିଷ୍ୟମାନଙ୍କ ପାଇଁ ଖୋଦ ବୁଦ୍ଧଙ୍କୁ ହିଁ ସୂଚାଏ । ଅଶୋକ ଏହି ଜାଗାରେ କଳିଙ୍ଗ ଯୁଦ୍ଧ ଲଢିବା ପରେ ହଜାର ହଜାର ଲୋକଙ୍କ ମରଣ ତାଙ୍କୁ ଶାନ୍ତି ଆଡକୁ ବାଟଦେଖାଇଥିଲା ବୋଲି ବିଶ୍ଵାସ କରାଯାଏ । ତେବେ ଏହା ଏବେ ବି ଏକ ସବୁ ଗବେଷକ ମାନଙ୍କ ଦେଇ ଗ୍ରହଣ କରାଯାଇନାହିଁ, କିଛି ଗବେଷକ ଅଶୋକଙ୍କ ସମୟରେ ହୋଇଥିବା କଳିଙ୍ଗ ଯୁଦ୍ଧ ତାଙ୍କୁ ପ୍ରଭାବିତ କରିନଥିଲା ବୋଲି ଯୁକ୍ତି ବାଢନ୍ତି । [୧]କଳିଙ୍ଗ ଯୁଦ୍ଧ ଓ ଅଶୋକଙ୍କ ଉପରେ ତାହାର ପ୍ରଭାବ । ସେ ବଉଧ ଧରମକରେ ନିଜକୁ ବଦଳାଇପବା ପରେ ଅନେକ ବ୍ଔଧ ସ୍ତୁପ, ସ୍ତମ୍ଭ ଗଢାଇଥିଲେ [୨] । ସାଧରଣ ଲୋକଙ୍କ ପାଇଁ ସେ 'ଦଣ୍ଡନୀତି' ଲାଗୁକରାଇଥିଲେ । ଜାପାନ ବୁଦ୍ଧ ସନ୍ଧ ଓ କଳିଙ୍ଗ ବୁଦ୍ଧ ସଙ୍ଘର ମିଳିତ ଚେଷ୍ଟାରେ ଧଉଳି ପାହାଡ ଉପରେ ଏକ ଶାନ୍ତି ସ୍ତୁପ ତୋଳାଯାଇଛି ୧୯୭୦ରେ ଯାହା ଗବେଷକ ମାନଙ୍କ ପାଇଁ ଏକ ବିଶେଷ ଜାଗା ।
ଓଡ଼ିଶାରେ ଥିବା ବାକି ବଉଧ କୀର୍ତି:
- ବଉଧ ଜିଲାରେ ଅନେକ ଜାଗାରେ ବଉଧ କୀରତିମାନ ଅଛି, ବିଶ୍ଵାସ କରାଯାଏ ଯେ ବୁଦ୍ଧଙ୍କ ନାଆଁରୁ ବଉଧ/ବଉଦ ଏହି ଜିଲାର ନାଆଁ ଦିଆଯାଇଛି ।
- ଖଣ୍ଡଗିରି, ଭୁବନେଶ୍ୱର
- ଉଦୟଗିରି, ଭୁବନେଶ୍ୱର
- ରତନଗିରି, ଯାଜପୁର
- ଲଳିତଗିରି, ଯାଜପୁର
- ଜଉଗଡ, ଗଞ୍ଜାମରେ ଥିବା ଅଶୋକଙ୍କ ଶିଳାଲେଖ
ବଉଧ ଧରମର ଶ୍ରେଣିବିଭାଗ
- ଥେରବାଦ
- ମହାଯାନ
- ବଜ୍ରଯାନ
- ସହଜଯାନ
ଦ୍ରଷ୍ଟବ୍ୟ
ବାହାର ଲିଙ୍କ
http://www.dhauli.net/ ଧଉଳି, ଓଡ଼ିଶା