"ଏକଳିଙ୍ଗଜୀ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି: ୧ କ ଧାଡ଼ି:
{{Infobox Hindu temple|name=Eklingji, Harihara temple popularly called the Meera temple|image=Meera temple Eklingji.jpg|pushpin_map=<!-- India Rajasthan#India -->|map_caption=Location in Rajasthan|proper_name=Eklingji|country=[[India]]|state=[[Rajasthan]]|district=[[Udaipur district]]|location=Kailash Puri|coordinates_region=IN|coordinates_display=title|primary_deity=Shri Ekling Ji|important_festivals=Eklingji Patotsav, [[Maha Shivaratri]]|number_of_temples=108|date_built=8th Century|creator=Bapa Rawal}}'''ଏକଳିଙ୍ଗଜୀ ମନ୍ଦିର,'''ଭାରତୀୟ ରାଜ୍ୟ ରାଜସ୍ଥାନର ଉଦୟପୁର ଜିଲ୍ଲାରେ ଏକ ମନିର । ପ୍ରାଚୀନ ମେବାର ରାଜ୍ୟର ଆରାଧ୍ୟା ଦେବତା ରହିଥିବା ଏକଲିଙ୍ଗିଜୀ ମନକ ମନ୍ଦିର ଏକ ବହୁ ପ୍ରାଚୀନ ସ୍ଥାପତ୍ୟ ।  

ଏହି ମନ୍ଦିର ପରିସର 971 ମସିହାରେ ନିର୍ମାଣ କାର୍ଯ୍ୟ ପ୍ରଥମେ ହେଇଥିଲା । ମେବାରର ଗୁହିଲା ରାଜବଂଶ ଏହାକୁ ତାଙ୍କର ଆରାଦ୍ୟହୟା ଦେବୀଙ୍କ ସମ୍ମାନାର୍ଥେ ନିର୍ମାଣ କରିଥିଲେ । ଏହାର ସୁନ୍ଦର ସ୍ଥାପତ୍ୟ କଳା କାର୍ଯ୍ୟ ହେଇଥିବା ପରିସର ମଧ୍ୟରେ 108ଟି ମନ୍ଦିର ପ୍ରାଚୀର ମଧ୍ୟରେ ରହିଥିଲା । ମୁଖ୍ୟ ମନ୍ଦିରଟି 15 ଶ ଶତାବ୍ଦୀରେ ନିର୍ମିତ ହେଇଥିଲା । ଏହାକୁ ପୂର୍ବନିର୍ମିତ ମନ୍ଦିରର ଧ୍ବଂଶାବଶେଷ ଉପରେ ନିର୍ମାଣ କରାଯାଇଥିଲା । ଉସ ଉଛ ପ୍ରାଚୀର ବେଷ୍ଟିତ ପରିବେଶ ମଧ୍ୟରେ ଥିବା ନିର୍ମାଣ ସବୁ ମାର୍ବଳ ଓ  ଗ୍ରାନାଇଟ ପ୍ରସ୍ତରରେ ନିର୍ମିତ ହେବା ସହ ଦ୍ବିତଳ ବିଶିଷ୍ଟ ଥିଲା । ପିରାମିଡ ଆକୃତି ତ ଛାତ ସହ ସୁନ୍ଦର ସ୍ତମ୍ବ  ଯୁକ୍ତ ମଣ୍ଡପ ସବୁ ରହି ସେଠାରେ ଚତୁର୍ମୁଖୀ ଭଗବାନ ଶିବଙ୍କ ପ୍ରତିମୂର୍ତି କଳା ମାର୍ବଳରେ ରହିଛି । ଅହି ପରିସର ଭିତରେ ଲକୁଇଶ ମନ୍ଦିର ନାମକ ମନ୍ଦିର 971 ମସିହାରେ ନିର୍ମିତ ହେଇ ସେ ଜାତୀୟ ମନ୍ଦିର ଭିତରେ ଭରତରେ ଏକମାତ୍ର ମନ୍ଦିର ଭାବରେ ରହିଛି । 
ଏହି ମନ୍ଦିର ପରିସର 971 ମସିହାରେ ନିର୍ମାଣ କାର୍ଯ୍ୟ ପ୍ରଥମେ ହେଇଥିଲା । ମେବାରର ଗୁହିଲା ରାଜବଂଶ ଏହାକୁ ତାଙ୍କର ଆରାଦ୍ୟହୟା ଦେବୀଙ୍କ ସମ୍ମାନାର୍ଥେ ନିର୍ମାଣ କରିଥିଲେ । ଏହାର ସୁନ୍ଦର ସ୍ଥାପତ୍ୟ କଳା କାର୍ଯ୍ୟ ହେଇଥିବା ପରିସର ମଧ୍ୟରେ 108ଟି ମନ୍ଦିର ପ୍ରାଚୀର ମଧ୍ୟରେ ରହିଥିଲା । ମୁଖ୍ୟ ମନ୍ଦିରଟି 15 ଶ ଶତାବ୍ଦୀରେ ନିର୍ମିତ ହେଇଥିଲା । ଏହାକୁ ପୂର୍ବନିର୍ମିତ ମନ୍ଦିରର ଧ୍ୱଂଶାବଶେଷ ଉପରେ ନିର୍ମାଣ କରାଯାଇଥିଲା । ଉସ ଉଛ ପ୍ରାଚୀର ବେଷ୍ଟିତ ପରିବେଶ ମଧ୍ୟରେ ଥିବା ନିର୍ମାଣ ସବୁ ମାର୍ବଳ ଓ  ଗ୍ରାନାଇଟ ପ୍ରସ୍ତରରେ ନିର୍ମିତ ହେବା ସହ ଦ୍ୱିତଳ ବିଶିଷ୍ଟ ଥିଲା । ପିରାମିଡ ଆକୃତି ତ ଛାତ ସହ ସୁନ୍ଦର ସ୍ତମ୍ବ  ଯୁକ୍ତ ମଣ୍ଡପ ସବୁ ରହି ସେଠାରେ ଚତୁର୍ମୁଖୀ ଭଗବାନ ଶିବଙ୍କ ପ୍ରତିମୂର୍ତି କଳା ମାର୍ବଳରେ ରହିଛି । ଅହି ପରିସର ଭିତରେ ଲକୁଇଶ ମନ୍ଦିର ନାମକ ମନ୍ଦିର 971 ମସିହାରେ ନିର୍ମିତ ହେଇ ସେ ଜାତୀୟ ମନ୍ଦିର ଭିତରେ ଭରତରେ ଏକମାତ୍ର ମନ୍ଦିର ଭାବରେ ରହିଛି । 

ଉଦୟପୁର ସହର ଠାରୁ ଉତ୍ତରକୁ 22 କିଲୋମିଟର ଦୂରରେ ଏହି ମନ୍ଦିରକୁ ରାସ୍ତା ପଥରେ ପହଞ୍ଚି ହୁଏ । ଉଦୟଔରର ମହାରାନା ଏହି ମନ୍ଦିରକୁ ଆଗ କାଳରେ ପ୍ରତି ସୋମବାର ଦିନ ଯାଇ ଉପାସନା କରୁଥିଲେ ବୋଲି ଜଣାଯାଇଥାଏ । 

ହିନ୍ଦୁ ଧାର୍ମିକ ପର୍ଯ୍ୟଟନର ଏକ ମହତ୍ବପୂର୍ଣ ସ୍ଥାନ ଭାବରେ ଏକଳିଙ୍ଗଜୀ ରହିଥିବା ବେଳେ ମେୱାର ଓ ଗୁଜରାଟ ଅଞ୍ଚଳର ତ୍ରିବେଦୀ  ମେଦାୱା ଓ ଭଟ୍ଟ ମେଡାୱା ସଂପ୍ରଦାଯର ବ୍ରାହ୍ମଣ ମାନକ କୁଳଦେବତା ହିସାବରେ ରହି ଥାନ୍ତି । ପ୍ରତ୍ଯେକ ସୋମବାର ଦିନ ଅଗଣିତ ଭକ୍ତ ମନ୍ଦିରକୁ ଉପାସନା ନିମନ୍ତେ ଆସିଥାନ୍ତି । 
ହିନ୍ଦୁ ଧାର୍ମିକ ପର୍ଯ୍ୟଟନର ଏକ ମହତ୍ୱପୂର୍ଣ ସ୍ଥାନ ଭାବରେ ଏକଳିଙ୍ଗଜୀ ରହିଥିବା ବେଳେ ମେୱାର ଓ ଗୁଜରାଟ ଅଞ୍ଚଳର ତ୍ରିବେଦୀ  ମେଦାୱା ଓ ଭଟ୍ଟ ମେଡାୱା ସଂପ୍ରଦାଯର ବ୍ରାହ୍ମଣ ମାନକ କୁଳଦେବତା ହିସାବରେ ରହି ଥାନ୍ତି । ପ୍ରତ୍ଯେକ ସୋମବାର ଦିନ ଅଗଣିତ ଭକ୍ତ ମନ୍ଦିରକୁ ଉପାସନା ନିମନ୍ତେ ଆସିଥାନ୍ତି । 

Tଏହି ଅଞ୍ଚଳ ନିକଟରେ 1473 ଓ 1509 ମସିହାରେ ମହାରାଣା ରଇମଲ ନିର୍ମାଣ କରିଥିବା ଅନନ୍ୟ ଦୁଇଟି ଶିବ ମନ୍ଦିର ମଧ୍ୟ ରହିଛି । ଏକଳିଙ୍ଗଜୀ ମନ୍ଦିରରୁ 1 କିଲୋମିଟର ଦୂରରେ ଥିବା ନାଗଦା ସହର ଏହାର ସହସ୍ର ବାହୁ ମନ୍ଦିର ଓ ଅଦ୍ବୂଦ୍ ଜୀ ମନ୍ଦିର ପାଇଁ ଖ୍ୟାତ । ଏହାକୁ ଶାଶ- ବହୁ ମନ୍ଦିର ମଧ୍ୟ କୁହାଯାଏ । ଏଠାରେ ସୂକ୍ଷ୍ମ ପ୍ରସ୍ତର ଖୋଦେଇ କାର୍ଯ୍ୟ ପ୍ରାଚୀନ ଭାରତର ରାମାୟଣର କଥା ବଳି ସମ୍ପର୍କିତ । 
Tଏହି ଅଞ୍ଚଳ ନିକଟରେ 1473 ଓ 1509 ମସିହାରେ ମହାରାଣା ରଇମଲ ନିର୍ମାଣ କରିଥିବା ଅନନ୍ୟ ଦୁଇଟି ଶିବ ମନ୍ଦିର ମଧ୍ୟ ରହିଛି । ଏକଳିଙ୍ଗଜୀ ମନ୍ଦିରରୁ 1 କିଲୋମିଟର ଦୂରରେ ଥିବା ନାଗଦା ସହର ଏହାର ସହସ୍ର ବାହୁ ମନ୍ଦିର ଓ ଅଦ୍ୱୂଦ୍ ଜୀ ମନ୍ଦିର ପାଇଁ ଖ୍ୟାତ । ଏହାକୁ ଶାଶ- ବହୁ ମନ୍ଦିର ମଧ୍ୟ କୁହାଯାଏ । ଏଠାରେ ସୂକ୍ଷ୍ମ ପ୍ରସ୍ତର ଖୋଦେଇ କାର୍ଯ୍ୟ ପ୍ରାଚୀନ ଭାରତର ରାମାୟଣର କଥା ବଳି ସମ୍ପର୍କିତ । 

== ପୁନଶ୍ଚ ଦେଖଣା ==
== ପୁନଶ୍ଚ ଦେଖଣା ==

୧୮:୧୪, ୧୫ ଡିସେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ

Eklingji, Harihara temple popularly called the Meera temple
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictUdaipur district
Location
ସ୍ଥାନKailash Puri
StateRajasthan
CountryIndia
Architecture
Bapa Rawal

ଏକଳିଙ୍ଗଜୀ ମନ୍ଦିର,ଭାରତୀୟ ରାଜ୍ୟ ରାଜସ୍ଥାନର ଉଦୟପୁର ଜିଲ୍ଲାରେ ଏକ ମନିର । ପ୍ରାଚୀନ ମେବାର ରାଜ୍ୟର ଆରାଧ୍ୟା ଦେବତା ରହିଥିବା ଏକଲିଙ୍ଗିଜୀ ମନକ ମନ୍ଦିର ଏକ ବହୁ ପ୍ରାଚୀନ ସ୍ଥାପତ୍ୟ ।  

ଏହି ମନ୍ଦିର ପରିସର 971 ମସିହାରେ ନିର୍ମାଣ କାର୍ଯ୍ୟ ପ୍ରଥମେ ହେଇଥିଲା । ମେବାରର ଗୁହିଲା ରାଜବଂଶ ଏହାକୁ ତାଙ୍କର ଆରାଦ୍ୟହୟା ଦେବୀଙ୍କ ସମ୍ମାନାର୍ଥେ ନିର୍ମାଣ କରିଥିଲେ । ଏହାର ସୁନ୍ଦର ସ୍ଥାପତ୍ୟ କଳା କାର୍ଯ୍ୟ ହେଇଥିବା ପରିସର ମଧ୍ୟରେ 108ଟି ମନ୍ଦିର ପ୍ରାଚୀର ମଧ୍ୟରେ ରହିଥିଲା । ମୁଖ୍ୟ ମନ୍ଦିରଟି 15 ଶ ଶତାବ୍ଦୀରେ ନିର୍ମିତ ହେଇଥିଲା । ଏହାକୁ ପୂର୍ବନିର୍ମିତ ମନ୍ଦିରର ଧ୍ୱଂଶାବଶେଷ ଉପରେ ନିର୍ମାଣ କରାଯାଇଥିଲା । ଉସ ଉଛ ପ୍ରାଚୀର ବେଷ୍ଟିତ ପରିବେଶ ମଧ୍ୟରେ ଥିବା ନିର୍ମାଣ ସବୁ ମାର୍ବଳ ଓ  ଗ୍ରାନାଇଟ ପ୍ରସ୍ତରରେ ନିର୍ମିତ ହେବା ସହ ଦ୍ୱିତଳ ବିଶିଷ୍ଟ ଥିଲା । ପିରାମିଡ ଆକୃତି ତ ଛାତ ସହ ସୁନ୍ଦର ସ୍ତମ୍ବ  ଯୁକ୍ତ ମଣ୍ଡପ ସବୁ ରହି ସେଠାରେ ଚତୁର୍ମୁଖୀ ଭଗବାନ ଶିବଙ୍କ ପ୍ରତିମୂର୍ତି କଳା ମାର୍ବଳରେ ରହିଛି । ଅହି ପରିସର ଭିତରେ ଲକୁଇଶ ମନ୍ଦିର ନାମକ ମନ୍ଦିର 971 ମସିହାରେ ନିର୍ମିତ ହେଇ ସେ ଜାତୀୟ ମନ୍ଦିର ଭିତରେ ଭରତରେ ଏକମାତ୍ର ମନ୍ଦିର ଭାବରେ ରହିଛି । 

ଉଦୟପୁର ସହର ଠାରୁ ଉତ୍ତରକୁ 22 କିଲୋମିଟର ଦୂରରେ ଏହି ମନ୍ଦିରକୁ ରାସ୍ତା ପଥରେ ପହଞ୍ଚି ହୁଏ । ଉଦୟଔରର ମହାରାନା ଏହି ମନ୍ଦିରକୁ ଆଗ କାଳରେ ପ୍ରତି ସୋମବାର ଦିନ ଯାଇ ଉପାସନା କରୁଥିଲେ ବୋଲି ଜଣାଯାଇଥାଏ । 

ହିନ୍ଦୁ ଧାର୍ମିକ ପର୍ଯ୍ୟଟନର ଏକ ମହତ୍ୱପୂର୍ଣ ସ୍ଥାନ ଭାବରେ ଏକଳିଙ୍ଗଜୀ ରହିଥିବା ବେଳେ ମେୱାର ଓ ଗୁଜରାଟ ଅଞ୍ଚଳର ତ୍ରିବେଦୀ  ମେଦାୱା ଓ ଭଟ୍ଟ ମେଡାୱା ସଂପ୍ରଦାଯର ବ୍ରାହ୍ମଣ ମାନକ କୁଳଦେବତା ହିସାବରେ ରହି ଥାନ୍ତି । ପ୍ରତ୍ଯେକ ସୋମବାର ଦିନ ଅଗଣିତ ଭକ୍ତ ମନ୍ଦିରକୁ ଉପାସନା ନିମନ୍ତେ ଆସିଥାନ୍ତି । 

Tଏହି ଅଞ୍ଚଳ ନିକଟରେ 1473 ଓ 1509 ମସିହାରେ ମହାରାଣା ରଇମଲ ନିର୍ମାଣ କରିଥିବା ଅନନ୍ୟ ଦୁଇଟି ଶିବ ମନ୍ଦିର ମଧ୍ୟ ରହିଛି । ଏକଳିଙ୍ଗଜୀ ମନ୍ଦିରରୁ 1 କିଲୋମିଟର ଦୂରରେ ଥିବା ନାଗଦା ସହର ଏହାର ସହସ୍ର ବାହୁ ମନ୍ଦିର ଓ ଅଦ୍ୱୂଦ୍ ଜୀ ମନ୍ଦିର ପାଇଁ ଖ୍ୟାତ । ଏହାକୁ ଶାଶ- ବହୁ ମନ୍ଦିର ମଧ୍ୟ କୁହାଯାଏ । ଏଠାରେ ସୂକ୍ଷ୍ମ ପ୍ରସ୍ତର ଖୋଦେଇ କାର୍ଯ୍ୟ ପ୍ରାଚୀନ ଭାରତର ରାମାୟଣର କଥା ବଳି ସମ୍ପର୍କିତ । 

ପୁନଶ୍ଚ ଦେଖଣା 

ଆଧାର ସମୂହ