"ଉଇକିପିଡ଼ିଆ:ମେଳଣ/ବେଙ୍ଗାଳୁରୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Created page with "ଉଇକିପିଡ଼ିଆ ମେଳଣ ଦେଇ ଆମେ ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍..."
 
(କିଛି ବଦଳିନାହିଁ)

୧୪:୫୬, ୮ ଅପ୍ରେଲ ୨୦୧୧ ଅନୁସାରେ କରାଯାଇଥିବା ବଦଳ

ଉଇକିପିଡ଼ିଆ ମେଳଣ ଦେଇ ଆମେ ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚେଇବାର ଚେଷ୍ଟା କରିଥାଉ, ଓଡ଼ିଆ ଉଇକିପିଡ଼ିଆ ଉପରେ ନାନା ଆଲୋଚନା କରିଥାଉ ଓ ଆଗକୁ ବଢାଇବାର ବାଟ ତିଆରି କରିଥାଉ । ଯଦି ଆପଣ କଟକ ଓ କଟକ ବାହାରେ ଓଡ଼ିଆ ଉଇକିପିଡ଼ିଆ ଓ ବାକି ଉଇକିମିଡ଼ିଆ ପ୍ରକଳ୍ପସବୁର ବିକାଶ ପାଇଁ ଇଛୁକ ତେବେ ଏଥିରେ ଭାଗ ନିଅନ୍ତୁ ।

ଜନସଚେତନତା

ଅଧିକରୁ ଅଧିକ ଲୋକଙ୍କୁ ଭେଟି ସେହି ଆଗ୍ରହୀ ଲୋକଙ୍କ ପାଖରେ ଏଇ କଥାଟିକୁ ସଭିଙ୍କ ପାଖରେ ପହଞ୍ଚାନ୍ତୁ, ଯେଉଁ ଉଇକିଆଳିମାନେ ବେଙ୍ଗାଳୁରୁରେ ହେଉଥିବା କରମଶାଳା, ଓଡ଼ିଶାରେ ଥିବା ଉଇକିଆଳି, ଭାରତ ଉଇକିପ୍ରକଳ୍ପ, ଓଡିଶା ଉଇକି ପ୍ରକଳ୍ପରେ, ଭାଗ ନେବାକୁ ଚାହାନ୍ତି ସେମାନେ ବେଙ୍ଗାଳୁରୁର ଆଲୋଚନାରେ ନାଆଁ ଲେଖାଇ ପାରିବେ ।

ମେଲ ତାଲିକା

ଯଦି ଆପଣ ଆଗ୍ରହୀ ତେବେ ଏହି ମେଲ ତାଲିକାରେ ଯୋଗ ଦିଅନ୍ତୁ https://lists.wikimedia.org/mailman/listinfo/wikipedia-or

ଆଗକୁ ହେବାକୁ ଥିବା ମେଳଣ

  • , ୧୭ ଏପ୍ରିଲ ୨୦୧୧

କେମିତି କରିବେ ଓଡ଼ିଆ ଉଇକିପିଡ଼ିଆ ମେଳଣ

ଓଡ଼ିଆ ଉଇକିପିଡ଼ିଆ ମେଳଣସବୁ ସ୍ଵେଚ୍ଛାସେବୀ ମାନଙ୍କ ଦେଇ କରାଯାଇଥାଏ । ଯଦି ଆପଣ ଆଗ୍ରହୀ ତେବେ ନିଜ ଯାଗାରେ ବି ଏହା କରିପାରିବେ ।


ଆଗରୁ ହୋଇଥିବା ମେଳଣ

ପ୍ରଥମ ଓଡ଼ିଆ ଉଇକିପିଡ଼ିଆ, ବେଁଗାଳୁରୁ

ସୂଚନା

ଯଦି ଆଗକୁ ହେବାକୁ ଥିବା ମେଳଣରେ ଭାଗନେବାକୁ ଚାହାନ୍ତି ତେବେ ଏଠାରେ ନିଜର ଇଉଜର ନାଆଁ ଲେଖନ୍ତୁ, ଆସନ୍ତା ମେଳଣ ଆଗରୁ ଆପଣଙ୍କୁ ଜଣାଇଦିଆଯିବ