"ମାହିୟା ମାହି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୩୧ କ ଧାଡ଼ି: ୩୧ କ ଧାଡ଼ି:
୨୦୧୩ ମସିହାରେ ତାଙ୍କ ଅଭିନୀତ ଅନ୍ୟରକମ ଭାଲୋବାସା, ପୋଡ଼ାମନ, ଭାଲୋବାସା ଆଜକାଲ ଓ ତବୁଓ ଭାଲୋବାସି ମୁକ୍ତିଲାଭ କରିଥିଲା । ୨୦୧୪ ମସିହାରେ ସେ କି ଦାରୁନ ଦେଖତେ, ଅଗ୍ନି, ଦବିର ସାହେବେର ସଂସାର, ହାନିମୁନ, ଅନେକ ସାଧେର ମୟନା, ଦେଶା : ଦ ଲିଡର ଆଦି ୬ଟି କଥାଚିତ୍ରରେ ଅଭିନୟ କରିଥିଲେ । ୨୦୧୫ ମସିହାରେ ତାଙ୍କ ଅଭିନୀତ ୪ଟି କଥାଚିତ୍ର ରୋମିଓ ବନାମ ଜୁଲିୟେଟ, ବିଗ ବ୍ରାଦାର, ଓୟାର୍ନିଂ, ଅଗ୍ନି ୨ ମୁକ୍ତିଲାଭ କରିଥିଲା । ତାଙ୍କ ଅଭିନୀତ କୃଷ୍ଣପକ୍ଷ, ଅନେକ ଦାମେ କେନା, ହାର ଜିତ୍ ଆଦି ୩ଟି କଥାଚିତ୍ର ୨୦୧୬ ମସିହାରେ ମୁକ୍ତିଲାଭ କରିଥିଲା । ୨୦୧୭ ମସିହାରେ ସେ ମାତ୍ର ଗୋଟିଏ ଚଳଚ୍ଚିତ୍ର ଢାକା ଆଟକ୍‌ରେ ଅଭିନୟ କରିଥିଲେ । ୨୦୧୮ ମସିହାରେ ସେ ତୋମାକେ ଚାଇ, ମନେ ରେଖୋ, ତୁଇ ଶୁଧୁ ଆମାର, ଜନତ ଆଦି ୪ଟି କଥାଚିତ୍ରରେ ଅଭିନୟ କରିଥିଲେ ।
୨୦୧୩ ମସିହାରେ ତାଙ୍କ ଅଭିନୀତ ଅନ୍ୟରକମ ଭାଲୋବାସା, ପୋଡ଼ାମନ, ଭାଲୋବାସା ଆଜକାଲ ଓ ତବୁଓ ଭାଲୋବାସି ମୁକ୍ତିଲାଭ କରିଥିଲା । ୨୦୧୪ ମସିହାରେ ସେ କି ଦାରୁନ ଦେଖତେ, ଅଗ୍ନି, ଦବିର ସାହେବେର ସଂସାର, ହାନିମୁନ, ଅନେକ ସାଧେର ମୟନା, ଦେଶା : ଦ ଲିଡର ଆଦି ୬ଟି କଥାଚିତ୍ରରେ ଅଭିନୟ କରିଥିଲେ । ୨୦୧୫ ମସିହାରେ ତାଙ୍କ ଅଭିନୀତ ୪ଟି କଥାଚିତ୍ର ରୋମିଓ ବନାମ ଜୁଲିୟେଟ, ବିଗ ବ୍ରାଦାର, ଓୟାର୍ନିଂ, ଅଗ୍ନି ୨ ମୁକ୍ତିଲାଭ କରିଥିଲା । ତାଙ୍କ ଅଭିନୀତ କୃଷ୍ଣପକ୍ଷ, ଅନେକ ଦାମେ କେନା, ହାର ଜିତ୍ ଆଦି ୩ଟି କଥାଚିତ୍ର ୨୦୧୬ ମସିହାରେ ମୁକ୍ତିଲାଭ କରିଥିଲା । ୨୦୧୭ ମସିହାରେ ସେ ମାତ୍ର ଗୋଟିଏ ଚଳଚ୍ଚିତ୍ର ଢାକା ଆଟକ୍‌ରେ ଅଭିନୟ କରିଥିଲେ । ୨୦୧୮ ମସିହାରେ ସେ ତୋମାକେ ଚାଇ, ମନେ ରେଖୋ, ତୁଇ ଶୁଧୁ ଆମାର, ଜନତ ଆଦି ୪ଟି କଥାଚିତ୍ରରେ ଅଭିନୟ କରିଥିଲେ ।


ମାହି ବଙ୍ଗଳାଦେଶୀ କଥାଚିତ୍ର ଜଗତେରେ ଅଭିନୟ ଆରମ୍ଭ କରିବାପରେ ବଙ୍ଗଳାଦେଶୀ ମିଡ଼ିଆ ତାଙ୍କୁ ଏକ ବଡ଼ ପରିଚୟ ଦେଇଥିଲା ।<ref name=NewAge5nov2013/><ref>{{cite news |date=11 July 2013 |title=Mahiya Mahi sign up for 9 new movies |url=http://www.dhakatribune.com/dhallywood/2013/jul/11/mahiya-mahi-sign-9-new-movies |newspaper=Dhaka Tribune |access-date=17 October 2015}}</ref> ''ଦ ଡେଲି ଇତ୍ତେଫାକ୍ ଏବଂ ଏସିଆନ ଟିଭି କାର୍ଯ୍ୟକ୍ରମ ''ମୁଭି ବଜାର'' ତାଙ୍କୁ ୨୦୧୩ ମସିହାର ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଘୋଷଣା କରିଥିଲେ ।<ref>{{cite news |script-title=বর্ষসেরা নায়িকা |url=http://www.ittefaq.com.bd/index.php?ref=MjBfMTJfMzFfMTNfMV85XzFfOTc0ODk= |language=bn |newspaper=The Daily Ittefaq}}</ref><ref>{{cite web|title=বর্ষসেরা মাহিয়া মাহী |url=http://bn.takkizbd.com/2013/12/5225/}}</ref><ref>{{cite web|title='মুভি বাজার' জরিপে সেরা শাকিব-মাহী|url=http://www.showbiztimes.net/2013/12/24/%E0%A6%AE%E0%A7%81%E0%A6%AD%E0%A6%BF-%E0%A6%AC%E0%A6%BE%E0%A6%9C%E0%A6%BE%E0%A6%B0-%E0%A6%9C%E0%A6%B0%E0%A6%BF%E0%A6%AA%E0%A7%87-%E0%A6%B8%E0%A7%87%E0%A6%B0%E0%A6%BE-%E0%A6%B6/}}</ref><ref>{{cite news |script-title=মুভি বাজারে সেরা পূর্ণদৈর্ঘ্য প্রেমকাহিনী ও পোড়ামন |url=http://www.kalerkantho.com/print-edition/rangberang/2013/12/25/34487 |language=bn |newspaper=Kaler Kantho}}</ref><ref>{{cite news |script-title=সেরা শাকিব-মাহী |url=http://www.bd-pratidin.com/2013/12/26/34211 |language=bn |newspaper=Bangladesh Pratadin}}</ref> ଏହାପରେ ମାହି ଅପ୍ରେଲ ୨୦୧୪ରେ ଫେୟାର ଆଣ୍ଡ ଲଭ୍‌ଲିର ବ୍ରାଣ୍ଡ ଆମ୍ବାସଡର ଭାବରେ ବିଭିନ୍ନ ବିଜ୍ଞାପନ କରିବା ପାଇଁ ଚୁକ୍ତି କରିଥିଲେ ।<ref>{{cite news |title=Mahi appointed Fair & Lovely's brand ambassador |url=http://www.thedailystar.net/mahi-appointed-fair-lovelys-brand-ambassador-19613 |newspaper=The Daily Star |date=11 April 2014}}</ref>
ମାହି ବଙ୍ଗଳାଦେଶୀ କଥାଚିତ୍ର ଜଗତେରେ ଅଭିନୟ ଆରମ୍ଭ କରିବାପରେ ବଙ୍ଗଳାଦେଶୀ ମିଡ଼ିଆ ତାଙ୍କୁ ଏକ ବଡ଼ ପରିଚୟ ଦେଇଥିଲା ।<ref name=NewAge5nov2013>{{cite news |date=5 November 2013 |title=Mahi: a new Dhallywood sensation |url=http://www.newagebd.com/detail.php?date=2013-11-05&nid=71786 |newspaper=New Age |archive-url=https://web.archive.org/web/20131230232620/http://www.newagebd.com/detail.php?date=2013-11-05&nid=71786#.VkD75r-z43g |archive-date=30 December 2013}}</ref><ref>{{cite news |date=11 July 2013 |title=Mahiya Mahi sign up for 9 new movies |url=http://www.dhakatribune.com/dhallywood/2013/jul/11/mahiya-mahi-sign-9-new-movies |newspaper=Dhaka Tribune |access-date=17 October 2015}}</ref> ''ଦ ଡେଲି ଇତ୍ତେଫାକ୍'' ଏବଂ ଏସିଆନ ଟିଭି କାର୍ଯ୍ୟକ୍ରମ ''ମୁଭି ବଜାର'' ତାଙ୍କୁ ୨୦୧୩ ମସିହାର ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଘୋଷଣା କରିଥିଲେ ।<ref>{{cite news |script-title=বর্ষসেরা নায়িকা |url=http://www.ittefaq.com.bd/index.php?ref=MjBfMTJfMzFfMTNfMV85XzFfOTc0ODk= |language=bn |newspaper=The Daily Ittefaq}}</ref><ref>{{cite web|title=বর্ষসেরা মাহিয়া মাহী |url=http://bn.takkizbd.com/2013/12/5225/}}</ref><ref>{{cite web|title='মুভি বাজার' জরিপে সেরা শাকিব-মাহী|url=http://www.showbiztimes.net/2013/12/24/%E0%A6%AE%E0%A7%81%E0%A6%AD%E0%A6%BF-%E0%A6%AC%E0%A6%BE%E0%A6%9C%E0%A6%BE%E0%A6%B0-%E0%A6%9C%E0%A6%B0%E0%A6%BF%E0%A6%AA%E0%A7%87-%E0%A6%B8%E0%A7%87%E0%A6%B0%E0%A6%BE-%E0%A6%B6/}}</ref><ref>{{cite news |script-title=মুভি বাজারে সেরা পূর্ণদৈর্ঘ্য প্রেমকাহিনী ও পোড়ামন |url=http://www.kalerkantho.com/print-edition/rangberang/2013/12/25/34487 |language=bn |newspaper=Kaler Kantho}}</ref><ref>{{cite news |script-title=সেরা শাকিব-মাহী |url=http://www.bd-pratidin.com/2013/12/26/34211 |language=bn |newspaper=Bangladesh Pratadin}}</ref> ଏହାପରେ ମାହି ଅପ୍ରେଲ ୨୦୧୪ରେ ଫେୟାର ଆଣ୍ଡ ଲଭ୍‌ଲିର ବ୍ରାଣ୍ଡ ଆମ୍ବାସଡର ଭାବରେ ବିଭିନ୍ନ ବିଜ୍ଞାପନ କରିବା ପାଇଁ ଚୁକ୍ତି କରିଥିଲେ ।<ref>{{cite news |title=Mahi appointed Fair & Lovely's brand ambassador |url=http://www.thedailystar.net/mahi-appointed-fair-lovelys-brand-ambassador-19613 |newspaper=The Daily Star |date=11 April 2014}}</ref>


==ବୈବାହିକ ଜୀବନ==
==ବୈବାହିକ ଜୀବନ==

୧୦:୪୭, ୨୭ ନଭେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ

ମାହିୟା ମାହି
মাহিয়া মাহি
Born
ଶାରମିନ ଅକତାର ନିପା

Error: Need valid birth date: year, month, day[୧]
ରାଜସାହି, ବଙ୍ଗଳାଦେଶ
Nationalityବଙ୍ଗଳାଦେଶୀ
Occupationଅଭିନେତ୍ରୀ
Years active୨୦୧୨–ଏବେଯାଏଁ
Known forଅଗ୍ନୀ (୨୦୧୪ର କଥାଚିତ୍ର)
Spouseପରଭେଜ ମହମ୍ମଦ ଅପୁ[୨]

ମାହିୟା ମାହି (ବଙ୍ଗଳା: মাহিয়া মাহি; ଜନ୍ମ: ୨୭ ଅକ୍ଟୋବର ୧୯୯୩)[୧][୩] ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରନ୍ତି ।[୪][୫] ସେ ୨୦୧୨ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଭଲବାସର ରଙ୍ଗ, ଯାହାକି ସେତେବେଳେ ବଡ଼ ସଫଳତା ପାଇଥିଲା ।[୬][୭][୮] ସେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ତାଙ୍କର ପେଶା ଆରମ୍ଭ କରିବାପରେ ଜଣେ ସଫଳ ଅଭିନେତ୍ରୀ ଭାବରେ ନିଜକୁ ପ୍ରତିଷ୍ଠିତ କରିଥିଲେ ଏବଂ ରଙ୍ଗୀନ ଦୁନିଆରେ ଅଧିକ ଲୋକପ୍ରିୟ ଅଭିନେତ୍ରୀ ଭାବରେ ସେ ଜଣା । ବର୍ତ୍ତମାନ ସେ ବଙ୍ଗଳାଦେଶ କଥାଚିତ୍ର ଜଗତର ଅଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀ ।[୯][୧୦]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

ମାହିୟା ମାହି ୧୯୯୩ ମସିହା ଅକ୍ଟୋବର ମାସ ୨୭ ତାରିଖରେ ବଙ୍ଗଳାଦେଶର ନାଚୋଲ ଉପଜିଲ୍ଲାର ରାଜସାହୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କର ନାମ ଆବୁ ବକର ଏବଂ ମାଆଙ୍କର ନାମ ଦିଲାରା ଇୟାସମିନ । ଜନ୍ମବେଳେ ତାଙ୍କର ନାମ ଥିଲା ଶାରମିନ ଅକତାର ନିପା, ମାତ୍ର ସେ କଥାଚିତ୍ର ଜଗତରେ କାମ କରିବା ପରେ ନିଜର ନାମ ପରିବର୍ତ୍ତନ କରି ମାହିୟା ମାହି ରଖିଥିଲେ । ସେ ୨୦୧୦ ମସିହାରେ ଉତ୍ତର ହାଇ ସ୍କୁଲ, ଢାକାରୁ ତାଙ୍କର ସ୍କୁଲ ଶିକ୍ଷା ଶେଷ କରିବାପରେ ୨୦୧୨ ମସିହାରେ ଢାକା ସିଟି କଲେଜରେ ଯୋଗ ଦେଇଥିଲେ ଏବଂ ସେଠାରେ ସେ ତାଙ୍କର ଉଚ୍ଚ ଶିକ୍ଷା ଶେଷ କରିଥିଲେ । ଏହାପରେ ସେ ଶାନ୍ତା-ମାରିୟମ ଇଉନିଭରସିଟି ଅଫ୍ କ୍ରିଏଟିଭ୍ ଆଣ୍ଡ ଟେକ୍ନୋଲୋଜିରେ ଫ୍ୟାସନ ଡିଜାଇନିଂରେ ସ୍ନାତକ ପଢ଼ିଥିଲେ ।[୧୧]

ଅଭିନୟ ଜୀବନ

ମାହିୟା ୨୦୧୨ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୧୨] ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ବଲବାସର ରଙ୍ଗ, ଯେଉଁଥିରେ ସେ ନବାଗତ ବାପି ଚୌଧୁରୀଙ୍କ ସ‌ହ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ଏକ ବଡ଼ ସଫଳତା ପାଇଥିଲା ।[୧୩]

୨୦୧୩ ମସିହାରେ ତାଙ୍କ ଅଭିନୀତ ଅନ୍ୟରକମ ଭାଲୋବାସା, ପୋଡ଼ାମନ, ଭାଲୋବାସା ଆଜକାଲ ଓ ତବୁଓ ଭାଲୋବାସି ମୁକ୍ତିଲାଭ କରିଥିଲା । ୨୦୧୪ ମସିହାରେ ସେ କି ଦାରୁନ ଦେଖତେ, ଅଗ୍ନି, ଦବିର ସାହେବେର ସଂସାର, ହାନିମୁନ, ଅନେକ ସାଧେର ମୟନା, ଦେଶା : ଦ ଲିଡର ଆଦି ୬ଟି କଥାଚିତ୍ରରେ ଅଭିନୟ କରିଥିଲେ । ୨୦୧୫ ମସିହାରେ ତାଙ୍କ ଅଭିନୀତ ୪ଟି କଥାଚିତ୍ର ରୋମିଓ ବନାମ ଜୁଲିୟେଟ, ବିଗ ବ୍ରାଦାର, ଓୟାର୍ନିଂ, ଅଗ୍ନି ୨ ମୁକ୍ତିଲାଭ କରିଥିଲା । ତାଙ୍କ ଅଭିନୀତ କୃଷ୍ଣପକ୍ଷ, ଅନେକ ଦାମେ କେନା, ହାର ଜିତ୍ ଆଦି ୩ଟି କଥାଚିତ୍ର ୨୦୧୬ ମସିହାରେ ମୁକ୍ତିଲାଭ କରିଥିଲା । ୨୦୧୭ ମସିହାରେ ସେ ମାତ୍ର ଗୋଟିଏ ଚଳଚ୍ଚିତ୍ର ଢାକା ଆଟକ୍‌ରେ ଅଭିନୟ କରିଥିଲେ । ୨୦୧୮ ମସିହାରେ ସେ ତୋମାକେ ଚାଇ, ମନେ ରେଖୋ, ତୁଇ ଶୁଧୁ ଆମାର, ଜନତ ଆଦି ୪ଟି କଥାଚିତ୍ରରେ ଅଭିନୟ କରିଥିଲେ ।

ମାହି ବଙ୍ଗଳାଦେଶୀ କଥାଚିତ୍ର ଜଗତେରେ ଅଭିନୟ ଆରମ୍ଭ କରିବାପରେ ବଙ୍ଗଳାଦେଶୀ ମିଡ଼ିଆ ତାଙ୍କୁ ଏକ ବଡ଼ ପରିଚୟ ଦେଇଥିଲା ।[୧୪][୧୫] ଦ ଡେଲି ଇତ୍ତେଫାକ୍ ଏବଂ ଏସିଆନ ଟିଭି କାର୍ଯ୍ୟକ୍ରମ ମୁଭି ବଜାର ତାଙ୍କୁ ୨୦୧୩ ମସିହାର ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଘୋଷଣା କରିଥିଲେ ।[୧୬][୧୭][୧୮][୧୯][୨୦] ଏହାପରେ ମାହି ଅପ୍ରେଲ ୨୦୧୪ରେ ଫେୟାର ଆଣ୍ଡ ଲଭ୍‌ଲିର ବ୍ରାଣ୍ଡ ଆମ୍ବାସଡର ଭାବରେ ବିଭିନ୍ନ ବିଜ୍ଞାପନ କରିବା ପାଇଁ ଚୁକ୍ତି କରିଥିଲେ ।[୨୧]

ବୈବାହିକ ଜୀବନ

ମାହିୟା ମାହି ୨୦୧୬ ମସିହାରେ ବିବାହ କରିଥିଲେ ।[୨୨] ସେ ପରଭେଜ ମହମ୍ମଦ ଅପୁଙ୍କୁ ବଙ୍ଗୀୟ ପରମ୍ପରା ଓ ରୀତିନିତି ଅନୁସାରେ ବିବାହ କରିଥିଲେ ।[୨୩]

ଆଧାର

  1. ୧.୦ ୧.୧ হাসপাতালে মাহীর জন্মদিন পালন [Mahi birthday in hospital]. Jamuna News 24 (in Bengali). 27 October 2013. Archived from the original on 29 October 2013. Retrieved 31 January 2017. {{cite news}}: Invalid |script-title=: missing prefix (help); Unknown parameter |deadurl= ignored (|url-status= suggested) (help)
  2. http://www.prothom-alo-com/article/867751/মাহির-বিয়ে
  3. "Mahiya Mahi Latest Photography". {{cite web}}: Cite has empty unknown parameter: |dead-url= (help)
  4. ছোট্ট বেলার সেই মাহি টা. Dhallywood24.com. Retrieved on 17 October 2015.
  5. Islam, Zia Nazmul. MAHI FIRE IN DISGUISE. The Daily Star
  6. চলচ্চিত্রে আলোচিত ৫ নায়িকার দৌড় চলছে এখন! ittefaq.com.bd
  7. সাত নায়িকার উত্তেজনায় কাঁপছে বড় পর্দা. Banglamail24. 10 October 2013.
  8. সাইমন-মাহীর 'পোড়া মন' kalerkantho.com
  9. Mahi: A new Dhallywood sensation. Priyo News. 5 November 2013
  10. qhttp://www.bhorerkagoj.net/print-edition/2017/03/18/137201.php
  11. "Mahiya Mahi, A New Sensation of Bangladeshi films". celebritynewsbd. Retrieved 6 October 2015.
  12. "Mahiya Mahi". Thecelebsfact.com. Retrieved 2016-06-26.
  13. 'ভালবাসার রঙ'-এর ডিজিটাল জাদুতে মুগ্ধ দর্শক. Daily Manab Zamin (in Bengali). Retrieved 6 October 2015. {{cite news}}: Invalid |script-title=: missing prefix (help)
  14. "Mahi: a new Dhallywood sensation". New Age. 5 November 2013. Archived from the original on 30 December 2013.
  15. "Mahiya Mahi sign up for 9 new movies". Dhaka Tribune. 11 July 2013. Retrieved 17 October 2015.
  16. বর্ষসেরা নায়িকা. The Daily Ittefaq (in Bengali). {{cite news}}: Invalid |script-title=: missing prefix (help)
  17. "বর্ষসেরা মাহিয়া মাহী".
  18. "'মুভি বাজার' জরিপে সেরা শাকিব-মাহী".
  19. মুভি বাজারে সেরা পূর্ণদৈর্ঘ্য প্রেমকাহিনী ও পোড়ামন. Kaler Kantho (in Bengali). {{cite news}}: Invalid |script-title=: missing prefix (help)
  20. সেরা শাকিব-মাহী. Bangladesh Pratadin (in Bengali). {{cite news}}: Invalid |script-title=: missing prefix (help)
  21. "Mahi appointed Fair & Lovely's brand ambassador". The Daily Star. 11 April 2014.
  22. "মাহিয়া মাহি". আলোকিত চাঁপাইনবাবগঞ্জ. Retrieved 14 August 2016.
  23. "মাহির বিয়ে". 25 May 2016. Retrieved 11 November 2016.

ବାହାର ଆଧାର