"ମାହିୟା ମାହି" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେNo edit summary |
|||
୭ କ ଧାଡ଼ି: | ୭ କ ଧାଡ଼ି: | ||
| native_name = মাহিয়া মাহি |
| native_name = মাহিয়া মাহি |
||
| native_name_lang = bn |
| native_name_lang = bn |
||
| birth_name = |
| birth_name = ଶାରମିନ ଅକତାର ନିପା |
||
| birth_date = {{Birth date and age|27|10|1993}}<ref name="jn27Oct2013" /> |
| birth_date = {{Birth date and age|27|10|1993}}<ref name="jn27Oct2013" /> |
||
| birth_place = ରାଜସାହି, [[ବଙ୍ଗଳାଦେଶ]] |
| birth_place = ରାଜସାହି, [[ବଙ୍ଗଳାଦେଶ]] |
୦୮:୫୫, ୨୭ ନଭେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ
ମାହିୟା ମାହି | |
---|---|
মাহিয়া মাহি | |
ଜନ୍ମ | ଶାରମିନ ଅକତାର ନିପା Error: Need valid birth date: year, month, day[୧] ରାଜସାହି, ବଙ୍ଗଳାଦେଶ |
ଜାତୀୟତା | ବଙ୍ଗଳାଦେଶୀ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୨–ଏବେଯାଏଁ |
ପ୍ରସିଦ୍ଧି | ଅଗ୍ନୀ (୨୦୧୪ର କଥାଚିତ୍ର) |
ବୈବାହିକ-ସାଥୀ | ପରଭେଜ ମହମ୍ମଦ ଅପୁ[୨] |
ମାହିୟା ମାହି (ବଙ୍ଗଳା: মাহিয়া মাহি; ଜନ୍ମ: ୨୭ ଅକ୍ଟୋବର ୧୯୯୩)[୧][୩] ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରନ୍ତି ।[୪][୫] ସେ ୨୦୧୨ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଭଲବାସର ରଙ୍ଗ, ଯାହାକି ସେତେବେଳେ ବଡ଼ ସଫଳତା ପାଇଥିଲା ।[୬][୭][୮] ସେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ତାଙ୍କର ପେଶା ଆରମ୍ଭ କରିବାପରେ ଜଣେ ସଫଳ ଅଭିନେତ୍ରୀ ଭାବରେ ନିଜକୁ ପ୍ରତିଷ୍ଠିତ କରିଥିଲେ ଏବଂ ରଙ୍ଗୀନ ଦୁନିଆରେ ଅଧିକ ଲୋକପ୍ରିୟ ଅଭିନେତ୍ରୀ ଭାବରେ ସେ ଜଣା । ବର୍ତ୍ତମାନ ସେ ବଙ୍ଗଳାଦେଶ କଥାଚିତ୍ର ଜଗତର ଅଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀ ।[୯][୧୦]
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
ମାହିୟା ମାହି ୧୯୯୩ ମସିହା ଅକ୍ଟୋବର ମାସ ୨୭ ତାରିଖରେ ବଙ୍ଗଳାଦେଶର ନାଚୋଲ ଉପଜିଲ୍ଲାର ରାଜସାହୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କର ନାମ ଆବୁ ବକର ଏବଂ ମାଆଙ୍କର ନାମ ଦିଲାରା ଇୟାସମିନ । ଜନ୍ମବେଳେ ତାଙ୍କର ନାମ ଥିଲା ଶାରମିନ ଅକତାର ନିପା, ମାତ୍ର ସେ କଥାଚିତ୍ର ଜଗତରେ କାମ କରିବା ପରେ ନାମ ପରିବର୍ତ୍ତନ କରି ମାହିୟା ମାହି ରଖିଥିଲେ । ସେ ୨୦୧୦ ମସିହାରେ ଉତ୍ତର ହାଇ ସ୍କୁଲ, ଢାକାରୁ ତାଙ୍କର ସ୍କୁଲ ଶିକ୍ଷା ଶେଷ କରିବାପରେ ୨୦୧୨ ମସିହାରେ ଢାକା ସିଟି କଲେଜରୁ ଉଚ୍ଚ ଶିକ୍ଷା ଶେଷ କରିଥିଲେ । ଏହାପରେ ସେ ଶାନ୍ତା-ମାରିୟମ ଇଉନିଭରସିଟି ଅଫ୍ କ୍ରିଏଟିଭ୍ ଆଣ୍ଡ ଟେକ୍ନୋଲୋଜିରେ ଫ୍ୟାସନ ଡିଜାଇନିଂରେ ସ୍ନାତକ ପଢ଼ିଥିଲେ ।[୧୧]
ଅଭିନୟ ଜୀବନ
ଆଧାର
- ↑ ୧.୦ ୧.୧ হাসপাতালে মাহীর জন্মদিন পালন [Mahi birthday in hospital]. Jamuna News 24 (in Bengali). 27 October 2013. Archived from the original on 29 October 2013. Retrieved 31 January 2017.
{{cite news}}
: Invalid|script-title=
: missing prefix (help); Unknown parameter|deadurl=
ignored (|url-status=
suggested) (help) - ↑ http://www.prothom-alo-com/article/867751/মাহির-বিয়ে
- ↑ "Mahiya Mahi Latest Photography".
{{cite web}}
: Cite has empty unknown parameter:|dead-url=
(help) - ↑ ছোট্ট বেলার সেই মাহি টা. Dhallywood24.com. Retrieved on 17 October 2015.
- ↑ Islam, Zia Nazmul. MAHI FIRE IN DISGUISE. The Daily Star
- ↑ চলচ্চিত্রে আলোচিত ৫ নায়িকার দৌড় চলছে এখন! ittefaq.com.bd
- ↑ সাত নায়িকার উত্তেজনায় কাঁপছে বড় পর্দা. Banglamail24. 10 October 2013.
- ↑ সাইমন-মাহীর 'পোড়া মন' kalerkantho.com
- ↑ Mahi: A new Dhallywood sensation. Priyo News. 5 November 2013
- ↑ qhttp://www.bhorerkagoj.net/print-edition/2017/03/18/137201.php
- ↑ "Mahiya Mahi, A New Sensation of Bangladeshi films". celebritynewsbd. Retrieved 6 October 2015.
ବାହାର ଆଧାର
- ଇଣ୍ଟରନେଟ ମୁଭି ଡାଟାବେସରେ ମାହିୟା ମାହି