"ଡାଇହାଇଡ୍ରୋଆର୍ଟେମିସିନିନ/ପିପେରାକୁଇନ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଅଧିକ ତଥ୍ୟ ଦିଆଗଲା |
ଅଧିକ ତଥ୍ୟ ଦିଆଗଲା |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{ଛୋଟ|Dihydroartemisinin/piperaquine}} |
{{ଛୋଟ|Dihydroartemisinin/piperaquine}} |
||
{{Drugbox |
{{Drugbox |
||
| Verifiedfields = |
| Verifiedfields = |
||
୪୫ କ ଧାଡ଼ି: | ୪୫ କ ଧାଡ଼ି: | ||
<!-- ପାର୍ଶ୍ୱ ପ୍ରତିକ୍ରିୟା --> |
<!-- ପାର୍ଶ୍ୱ ପ୍ରତିକ୍ରିୟା --> |
||
କ୍ୱଚିତ ଏହି ରୋଗର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ।<ref name=WHO2010>{{cite web|title=Dihydroartemisinin/Piperaquine Application for Inclusion in the 17th WHO Model List of Essential Medicines|url=http://www.who.int/selection_medicines/committees/expert/18/applications/D_Piperaquine.pdf?ua=1|website=WHO|accessdate=29 June 2017|date=November 2010}}</ref> [[କ୍ୟୁଟି ପ୍ରଲୋଙ୍ଗେସନ]] ([[:en:QT prolongation|QT prolongation]]) ହେବାର ସମ୍ଭାବନା ରହେ ।<ref name=WHO2010/> ପିଲାଙ୍କ ବ୍ୟବହାର ନିମନ୍ତେ ଭିନ୍ନ ଭିନ୍ନ ଧରଣର ସଂସ୍କରଣର ଔଷଧ ମିଳେ ।<ref name=MMV2017/> ପ୍ରାକ୍ [[ଗର୍ଭାବସ୍ଥା]]ରେ ଏହା ଦେବା ବିଧେୟ ନୁହେଁ ।<ref name=WHO2010/> ଦୁଇଟ ଔଷଧର କାର୍ଯ୍ୟଧାରା ଭିନ୍ନ ଥାଏ ।<ref name=WHO2010/> |
କ୍ୱଚିତ ଏହି ରୋଗର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ।<ref name=WHO2010>{{cite web|title=Dihydroartemisinin/Piperaquine Application for Inclusion in the 17th WHO Model List of Essential Medicines|url=http://www.who.int/selection_medicines/committees/expert/18/applications/D_Piperaquine.pdf?ua=1|website=WHO|accessdate=29 June 2017|date=November 2010}}</ref> [[କ୍ୟୁଟି ପ୍ରଲୋଙ୍ଗେସନ]] ([[:en:QT prolongation|QT prolongation]]) ହେବାର ସମ୍ଭାବନା ରହେ ।<ref name=WHO2010/> ପିଲାଙ୍କ ବ୍ୟବହାର ନିମନ୍ତେ ଭିନ୍ନ ଭିନ୍ନ ଧରଣର ସଂସ୍କରଣର ଔଷଧ ମିଳେ ।<ref name=MMV2017/> ପ୍ରାକ୍ [[ଗର୍ଭାବସ୍ଥା]]ରେ ଏହା ଦେବା ବିଧେୟ ନୁହେଁ ।<ref name=WHO2010/> ଦୁଇଟ ଔଷଧର କାର୍ଯ୍ୟଧାରା ଭିନ୍ନ ଥାଏ ।<ref name=WHO2010/> |
||
{{^| |
|||
<!-- ଇତିହାସ ଓ ସଂସ୍କୃତି --> |
|||
<!-- History and culture --> |
|||
ସନ ୨୦୧୧ରେ ୟୁରୋପରେ ଡାକ୍ତରୀ ବ୍ୟବହାର ନିମନ୍ତେ ଏହା ସ୍ୱୀକୃତ ହୋଇଥିଲା ।<ref name=MMV2017>{{cite web|title=Eurartesim (dihydroartemisinin-piperaquine) {{!}} Medicines for Malaria Venture|url=https://www.mmv.org/access/products-projects/eurartesim-dihydroartemisinin-piperaquine|website=www.mmv.org|accessdate=13 December 2017|language=en}}</ref> ଏହାର ନାମ [[ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠା]]ରେ ([[:en:World Health Organization's List of Essential Medicines|World Health Organization's List of Essential Medicines]]) ଅଛି ଯାହା ମୌଳିକ [[ସ୍ୱାସ୍ଥ୍ୟ ସିସ୍ଟମ]] ([[:en:health system|health system]]) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।<ref name=WHO20th>{{cite web|title=WHO Model List of Essential Medicines (20th List)|url=http://www.who.int/medicines/publications/essentialmedicines/20th_EML2017.pdf?ua=1|work=World Health Organization|accessdate=29 June 2017|date=March 2017}}</ref> ଏକ ସମ୍ପୁର୍ଣ୍ଣ ଔଷଧ କୋର୍ଷର ମୂଲ୍ୟ ୬ ଡଲାରରୁ କମେଇ ୧ ଡଲାର କରିବା ପ୍ରଚେଷ୍ଟା ଜାରିରହିଛି ।<ref name=WHO2010/> ଆଫ୍ରିକା ଓ ଏସିଆରେ ଏହା ବ୍ୟବସାୟୀକ ଭିତ୍ତିରେ ମିଳେ ।<ref name=MMV2017/> ସନ ୨୦୧୭ରେ ପ୍ରାୟ ୪.୫ ନିୟୁତ ରୋଗୀ ଏହି ଚିକିତ୍ସାରେ ଥିଲେ । <ref name=MMV2017/> |
|||
}} |
|||
== ଆଧାର == |
== ଆଧାର == |
||
{{ଆଧାର}} |
{{ଆଧାର}} |
୧୦:୪୧, ୨୨ ସେପ୍ଟେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ
Combination of | |
---|---|
Dihydroartemisinin | Antimalarial |
piperaquine | Antimalarial |
Clinical data | |
Trade names | DuoCotecxin, Artekin, Eurartesim, others |
Synonyms | Dihydroartemisinin/piperaquine phosphate |
Routes of administration | By mouth |
ଡାଇହାଇଡ୍ରୋଆର୍ଟେମିସିନିନ/ପିପେରାକୁଇନ ବା ଡିଏଚଏ/ପିପିକ୍ୟୁ (ଇଂରାଜୀ ଭାଷାରେ Dihydroartemisinin/piperaquine/ DHA/PPQ) ଏକ ସ୍ଥିରୀକୃତ ମାତ୍ରାର ଔଷଧ ମିଶ୍ରଣ (fixed dose combination) ଯାହା ଯାହା ମ୍ୟାଲେରିଆ ରୋଗର ଚିକିତ୍ସାରେ ଦିଆଯାଏ । [୧] ଏହି ଔଷଧରେ ଡାଇହାଇଡ୍ରୋଆର୍ଟେମିସିନିନ (dihydroartemisinin) ଓ ପିପେରାକୁଇନ (piperaquine) ଔଷଧଦ୍ୱୟ ଥାଏ ।[୧] ନିର୍ଦ୍ଦିଷ୍ଟ ଭାବରେ ପି ଫାଲସିପାରମ (P. falciparum) ଓ ପି ଭାଇଭାକ୍ସ (P. vivax) ଧରଣର ମ୍ୟାଲେରିଆ ନିମନ୍ତେ ଦିଆଯାଏ ।[୨][୩] ଏହା ପାଟିରେ ଦିଆଯାଏ ।[୨]
କ୍ୱଚିତ ଏହି ରୋଗର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ।[୩] କ୍ୟୁଟି ପ୍ରଲୋଙ୍ଗେସନ (QT prolongation) ହେବାର ସମ୍ଭାବନା ରହେ ।[୩] ପିଲାଙ୍କ ବ୍ୟବହାର ନିମନ୍ତେ ଭିନ୍ନ ଭିନ୍ନ ଧରଣର ସଂସ୍କରଣର ଔଷଧ ମିଳେ ।[୨] ପ୍ରାକ୍ ଗର୍ଭାବସ୍ଥାରେ ଏହା ଦେବା ବିଧେୟ ନୁହେଁ ।[୩] ଦୁଇଟ ଔଷଧର କାର୍ଯ୍ୟଧାରା ଭିନ୍ନ ଥାଏ ।[୩]
ସନ ୨୦୧୧ରେ ୟୁରୋପରେ ଡାକ୍ତରୀ ବ୍ୟବହାର ନିମନ୍ତେ ଏହା ସ୍ୱୀକୃତ ହୋଇଥିଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୧] ଏକ ସମ୍ପୁର୍ଣ୍ଣ ଔଷଧ କୋର୍ଷର ମୂଲ୍ୟ ୬ ଡଲାରରୁ କମେଇ ୧ ଡଲାର କରିବା ପ୍ରଚେଷ୍ଟା ଜାରିରହିଛି ।[୩] ଆଫ୍ରିକା ଓ ଏସିଆରେ ଏହା ବ୍ୟବସାୟୀକ ଭିତ୍ତିରେ ମିଳେ ।[୨] ସନ ୨୦୧୭ରେ ପ୍ରାୟ ୪.୫ ନିୟୁତ ରୋଗୀ ଏହି ଚିକିତ୍ସାରେ ଥିଲେ । [୨]
ଆଧାର
- ↑ ୧.୦ ୧.୧ ୧.୨ "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Eurartesim (dihydroartemisinin-piperaquine) | Medicines for Malaria Venture". www.mmv.org (in ଇଂରାଜୀ). Retrieved 13 December 2017.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Dihydroartemisinin/Piperaquine Application for Inclusion in the 17th WHO Model List of Essential Medicines" (PDF). WHO. November 2010. Retrieved 29 June 2017.