"ଗୋମାଂସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
Created by translating the page "Beef"
 
Created by translating the page "Beef"
୫ କ ଧାଡ଼ି: ୫ କ ଧାଡ଼ି:

ଗୋମାଂସ କଙ୍କାଳ ମାଂସ ସାଧାରଣତଃ ରୋଷ୍ଟ, ଛୋଟ ରିବ ଓ ଷ୍ଟେକ ଭାବେ କଟାଯାଇଥାଏ (ଏସବୁ ଫିଲେଟ ମିଗନୋନ, ସରଲୋଇନ ଷ୍ଟେକ, ରମ୍ପ ଷ୍ଟେକ, ରିବ ଷ୍ଟେକ, ରିବ ଆଇ ଷ୍ଟେକ, ହ୍ୟାଙ୍ଗର ଷ୍ଟେକ ଆଦି ନାମରେ ଜଣା) ଓ ବାକି କଟା ପ୍ରଣାଳୀରେ ମାଂସକୁ ବିଭିନ୍ନ ପ୍ରକ୍ରିୟାକରଣ କରାଯାଇଥାଏ (ଯଥା କର୍ଣଡ଼ ବିଫ ଓ ବିଫ ଜର୍କି) । ସସେଜରେ ବୟସ୍କ (ତେଣୁ ଶକ୍ତ) ଗୋରୁମାଂସକୁ ଟ୍ରିମିଂ ମିଶାଇ ଗୁଣ୍ଡକରି, ଛୋଟ ଛୋଟ ଖଣ୍ଡ କରି କାଟି (ମିନ୍ସିଂ) ବ୍ୟବହାର କରାଯାଇଥାଏ । କେତେକ ବ୍ଲଡ଼ ସସେଜରେ ରକ୍ତ ମଧ୍ୟ ବ୍ୟବହାର ହୋଇଥାଏ । ଅନ୍ୟାନ୍ୟ ଅଙ୍ଗପ୍ରତଙ୍ଗ ଓ ଓଫାଲ ଯଥା ଗୋରୁ ଲାଞ୍ଜ, ଯକୃତ, ଜିଭ, ପାକସ୍ଥଳୀ କାନ୍ଥମାଂସ ଆଦି ପାକନଳୀ ଓ ରୁମେନ ଏବଂ ଗ୍ରନ୍ଥୀ (ବିଶେଷ କରି ଅଗ୍ନାଶୟ ଓ ଥାଇମସ ଯାହା ସୁଇଟବ୍ରେଡ଼ ନାମରେ ମଧ୍ୟ ଜଣା) ମଧ୍ୟ ଖିଆଯାଇଥାଏ । ଏଥି ସହିତ ହୃତପିଣ୍ଡ, ମସ୍ତିଷ୍କ (ବୋଭାଇନ ସ୍ପଞ୍ଜିଫର୍ମ ଏନସେଫାଲୋପାଥି ବା BSE ଯାହା ମ୍ୟାଡ଼ କାଓ ଡିଜିଜ ବା "ପାଗଳ ଗୋରୁ ରୋଗ" ନାମରେ ଜଣା ରୋଗ ହେଉଥିବାରୁ ଏହା ଖାଇବା ବାରଣ କରାଯାଏ), [[ବୃକକ]], ଓ ଷଣ୍ଢର ଅଣ୍ଡକୋଷ (ଯୁକ୍ତରାଷ୍ଟ୍ର ଆମେରିକାରେ କାଫ ଫ୍ରାଇସ, ପ୍ରେଇରେ ଓଏଷ୍ଟର ଏବଂ ରକି ମାଉଁଣ୍ଟେନ ଓଏଷ୍ଟର ନାମରେ ଜଣା) ଆଦି ମଧ୍ୟ ଖିଆଯାଏ । କେତେକ ପାକନଳୀ ରନ୍ଧାହୋଇ ଯଥାରୀତି ଖିଆଯାଏ<ref>{{Citation|last=Dejohn|first=Irving|title=You got the guts to try Argentinian chinchulini - cow intestine delicacy?|date=2011-03-29|url=http://www.nydailynews.com/new-york/queens/guts-argentinian-chinchulini-intestine-delicacy-article-1.117306|archive-url=https://web.archive.org/web/20170905053858/http://www.nydailynews.com/new-york/queens/guts-argentinian-chinchulini-intestine-delicacy-article-1.117306|dead-url=no|publisher=[[NY Daily News]]|access-date=2018-04-27|archive-date=2017-09-05}}</ref> ଓ କେତେକ ପ୍ରାକୃତିକ ସସେଜର ଖୋଳ ଭାବେ ବ୍ୟବହାର ହୁଏ । ହାଡ଼ଗୁଡ଼ିକ ବିଫ ଷ୍ଟକ ଭାବେ ବ୍ୟବହାର କରାଯାଏ ।

ଷଣ୍ଢ ଓ ବଳଦ ମାଂସ ସମାନ ଧରଣର ।<ref>Schweihofer, Jeannine and Buskirk, Dan (10 April 2014) [http://msue.anr.msu.edu/news/do_steers_or_heifers_produce_better_beef Do steers or heifers produce better beef?]. Michigan State University.</ref> ଅର୍ଥନୀତି ଅନୁସାରେ କିଛି ବଳଦ ପ୍ରଜନନ ପାଇଁ ପାଳନ କରାଯାଇଥାନ୍ତି । ବୟସ୍କ ଷଣ୍ଢମାନଙ୍କ ମାଂସ ଶକ୍ତ ହୋଇଥିବାରୁ ଏସବୁକୁ ଛୋଟ ଛୋଟ ଖଣ୍ଡ (ମିନ୍ସିଂ, ଏହାକୁ ଯୁକ୍ତରାଷ୍ଟ୍ର ଆମେରିକାରେ ଗ୍ରାଉଣ୍ଡ ବିଫ) କୁହାଯାଏ କରାଯାଇଥାଏ । ମାଂସ ପାଇଁ ପାଳିତ ଗୋରୁମାନଙ୍କୁ ଘାସଭୂମିରେ ଖୋଲାରେ ବୁଲିବା ପାଇଁ ଛଡ଼ାଯାଇପାରେ କିମ୍ବା ଫିଡ଼ଲଟ ନାମକ ଏକ ବିଶାଳ ଖାଦ୍ୟଯୋଗାଣ କାର୍ଯ୍ୟକଳାପ ପାଇଁ ବନ୍ଦ କରି ରଖାଯାଇପାରେ । ସେଠାରେ ସେମାନଙ୍କୁ ବିଭିନ୍ନ ଶସ୍ୟ, ପୁଷ୍ଟିସାର, ରଫେଜ ଓ ଭିଟାମିନ/ଖଣିଜ ପିବ୍ଲେଣ୍ଡ ଖାଇବାକୁ ଦିଆଯାଏ ।

ହିନ୍ଦୁଧର୍ମରେ ଗାଈ ପବିତ୍ରଭାବେ ଗ୍ରହଣ କରାଯାଏ ଓ ଅନ୍ୟାନ୍ୟ ମାଂସ ଖାଉଥିବା ଧାର୍ମିକ ହିନ୍ଦୁମାନେ ସାଧାରଣତଃ ଗୋମାଂସ ଖାଆନ୍ତି ନାହିଁ ।
ହିନ୍ଦୁଧର୍ମରେ ଗାଈ ପବିତ୍ରଭାବେ ଗ୍ରହଣ କରାଯାଏ ଓ ଅନ୍ୟାନ୍ୟ ମାଂସ ଖାଉଥିବା ଧାର୍ମିକ ହିନ୍ଦୁମାନେ ସାଧାରଣତଃ ଗୋମାଂସ ଖାଆନ୍ତି ନାହିଁ ।

୧୪:୫୩, ୧୯ ଅଗଷ୍ଟ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ଏକ ରନ୍ଧାଯାଇନଥିବା ପଞ୍ଜରା ମାଂସ
ୱାଗ୍ୟୁ ଗୋରୁ ପ୍ରାଥମିକ ଭାବେ ଗୋମାଂସ ପାଇଁ ପାଳିତ ଏକ ଜାତିର ଗୋରୁ ।
ରନ୍ଧା ଆଳୁ ଓ ପାଳଙ୍ଗ ସହ ଏକ ଖାଦ୍ୟରେ ଗୋମାଂସ

ଗୋମାଂସ (ଗୋରୁମାଂସ ହଡ଼ା ଭାବେ ମଧ୍ୟ ଜଣା) ଖାଦ୍ୟ ଭାବେ ବ୍ୟବହୃତ ବିଶେଷ କରି କଙ୍କାଳରୁ ନିଆଯାଇଥିବା ଗୋରୁମାନଙ୍କ ମାଂସକୁ ବୁଝାଏ । ପ୍ରାକୈତିହାସିକ ସମୟରୁ ମଣିଷମାନେ ଗୋମାଂସ ଖାଇଆସୁଛନ୍ତି ।[୧] ଗୋମାଂସରେ ଉଚ୍ଚମାନର ପୁଷ୍ଟିସାର ଓ ଅନ୍ୟାନ୍ୟ ଖାଦ୍ୟସାର ରହିଛି ।[୨]

ଗୋମାଂସ କଙ୍କାଳ ମାଂସ ସାଧାରଣତଃ ରୋଷ୍ଟ, ଛୋଟ ରିବ ଓ ଷ୍ଟେକ ଭାବେ କଟାଯାଇଥାଏ (ଏସବୁ ଫିଲେଟ ମିଗନୋନ, ସରଲୋଇନ ଷ୍ଟେକ, ରମ୍ପ ଷ୍ଟେକ, ରିବ ଷ୍ଟେକ, ରିବ ଆଇ ଷ୍ଟେକ, ହ୍ୟାଙ୍ଗର ଷ୍ଟେକ ଆଦି ନାମରେ ଜଣା) ଓ ବାକି କଟା ପ୍ରଣାଳୀରେ ମାଂସକୁ ବିଭିନ୍ନ ପ୍ରକ୍ରିୟାକରଣ କରାଯାଇଥାଏ (ଯଥା କର୍ଣଡ଼ ବିଫ ଓ ବିଫ ଜର୍କି) । ସସେଜରେ ବୟସ୍କ (ତେଣୁ ଶକ୍ତ) ଗୋରୁମାଂସକୁ ଟ୍ରିମିଂ ମିଶାଇ ଗୁଣ୍ଡକରି, ଛୋଟ ଛୋଟ ଖଣ୍ଡ କରି କାଟି (ମିନ୍ସିଂ) ବ୍ୟବହାର କରାଯାଇଥାଏ । କେତେକ ବ୍ଲଡ଼ ସସେଜରେ ରକ୍ତ ମଧ୍ୟ ବ୍ୟବହାର ହୋଇଥାଏ । ଅନ୍ୟାନ୍ୟ ଅଙ୍ଗପ୍ରତଙ୍ଗ ଓ ଓଫାଲ ଯଥା ଗୋରୁ ଲାଞ୍ଜ, ଯକୃତ, ଜିଭ, ପାକସ୍ଥଳୀ କାନ୍ଥମାଂସ ଆଦି ପାକନଳୀ ଓ ରୁମେନ ଏବଂ ଗ୍ରନ୍ଥୀ (ବିଶେଷ କରି ଅଗ୍ନାଶୟ ଓ ଥାଇମସ ଯାହା ସୁଇଟବ୍ରେଡ଼ ନାମରେ ମଧ୍ୟ ଜଣା) ମଧ୍ୟ ଖିଆଯାଇଥାଏ । ଏଥି ସହିତ ହୃତପିଣ୍ଡ, ମସ୍ତିଷ୍କ (ବୋଭାଇନ ସ୍ପଞ୍ଜିଫର୍ମ ଏନସେଫାଲୋପାଥି ବା BSE ଯାହା ମ୍ୟାଡ଼ କାଓ ଡିଜିଜ ବା "ପାଗଳ ଗୋରୁ ରୋଗ" ନାମରେ ଜଣା ରୋଗ ହେଉଥିବାରୁ ଏହା ଖାଇବା ବାରଣ କରାଯାଏ), ବୃକକ, ଓ ଷଣ୍ଢର ଅଣ୍ଡକୋଷ (ଯୁକ୍ତରାଷ୍ଟ୍ର ଆମେରିକାରେ କାଫ ଫ୍ରାଇସ, ପ୍ରେଇରେ ଓଏଷ୍ଟର ଏବଂ ରକି ମାଉଁଣ୍ଟେନ ଓଏଷ୍ଟର ନାମରେ ଜଣା) ଆଦି ମଧ୍ୟ ଖିଆଯାଏ । କେତେକ ପାକନଳୀ ରନ୍ଧାହୋଇ ଯଥାରୀତି ଖିଆଯାଏ[୩] ଓ କେତେକ ପ୍ରାକୃତିକ ସସେଜର ଖୋଳ ଭାବେ ବ୍ୟବହାର ହୁଏ । ହାଡ଼ଗୁଡ଼ିକ ବିଫ ଷ୍ଟକ ଭାବେ ବ୍ୟବହାର କରାଯାଏ ।

ଷଣ୍ଢ ଓ ବଳଦ ମାଂସ ସମାନ ଧରଣର ।[୪] ଅର୍ଥନୀତି ଅନୁସାରେ କିଛି ବଳଦ ପ୍ରଜନନ ପାଇଁ ପାଳନ କରାଯାଇଥାନ୍ତି । ବୟସ୍କ ଷଣ୍ଢମାନଙ୍କ ମାଂସ ଶକ୍ତ ହୋଇଥିବାରୁ ଏସବୁକୁ ଛୋଟ ଛୋଟ ଖଣ୍ଡ (ମିନ୍ସିଂ, ଏହାକୁ ଯୁକ୍ତରାଷ୍ଟ୍ର ଆମେରିକାରେ ଗ୍ରାଉଣ୍ଡ ବିଫ) କୁହାଯାଏ କରାଯାଇଥାଏ । ମାଂସ ପାଇଁ ପାଳିତ ଗୋରୁମାନଙ୍କୁ ଘାସଭୂମିରେ ଖୋଲାରେ ବୁଲିବା ପାଇଁ ଛଡ଼ାଯାଇପାରେ କିମ୍ବା ଫିଡ଼ଲଟ ନାମକ ଏକ ବିଶାଳ ଖାଦ୍ୟଯୋଗାଣ କାର୍ଯ୍ୟକଳାପ ପାଇଁ ବନ୍ଦ କରି ରଖାଯାଇପାରେ । ସେଠାରେ ସେମାନଙ୍କୁ ବିଭିନ୍ନ ଶସ୍ୟ, ପୁଷ୍ଟିସାର, ରଫେଜ ଓ ଭିଟାମିନ/ଖଣିଜ ପିବ୍ଲେଣ୍ଡ ଖାଇବାକୁ ଦିଆଯାଏ ।

ହିନ୍ଦୁଧର୍ମରେ ଗାଈ ପବିତ୍ରଭାବେ ଗ୍ରହଣ କରାଯାଏ ଓ ଅନ୍ୟାନ୍ୟ ମାଂସ ଖାଉଥିବା ଧାର୍ମିକ ହିନ୍ଦୁମାନେ ସାଧାରଣତଃ ଗୋମାଂସ ଖାଆନ୍ତି ନାହିଁ ।

୨୦୧୫ରେ ଭାରତ, ବ୍ରାଜିଲଅଷ୍ଟ୍ରେଲିଆ ପୃଥିବୀର ସର୍ବାଧିକ ଗୋମାଂସ ରପ୍ତାନୀକାରୀ ଦେଶ ଥିଲେ ।[୫][୬] ଗୋମାଂସ ଉତ୍ପାଦନରେ ଉରୁଗୁଏକାନାଡ଼ାପାରାଗୁଏମେକ୍ସିକୋଆର୍ଜେଣ୍ଟିନାବେଲାରୁସ ଓ ନିକାରାଗୁଆ ଅନ୍ୟତମ ।

ଆଧାର

  1. Piatti-Farnell, Lorna (2013). Beef: A Global History. London: Reaktion Books. p. 7. ISBN 1780231172. In prehistoric times, our ancestors were known to have hunted aurochs, a type of wild—and rather ferocious—cattle that were the ancestor to modern livestock.
  2. Oh, Mirae; Kim, Eun-Kyung; Jeon, Byong-Tae; Tang, Yujiao (2016). "Chemical compositions, free amino acid contents and antioxidant activities of Hanwoo (Bos taurus coreanae) beef by cut". Meat Science. 119: 16–21. doi:10.1016/j.meatsci.2016.04.016. PMID 27115864. Beef is one of the main animal food resources providing high-quality protein and essential nutrients, including essential amino acids, unsaturated fatty acids, minerals, and vitamins, for human consumption.
  3. Dejohn, Irving (2011-03-29), You got the guts to try Argentinian chinchulini - cow intestine delicacy?, NY Daily News, archived from the original on 2017-09-05, retrieved 2018-04-27 {{citation}}: Unknown parameter |dead-url= ignored (|url-status= suggested) (help)
  4. Schweihofer, Jeannine and Buskirk, Dan (10 April 2014) Do steers or heifers produce better beef?. Michigan State University.
  5. Beef and Veal Meat Exports by Country in 1000 MT CWE. 25 March 2013
  6. Raghavan, TCA Sharad (10 August 2015). "India on top in exporting beef". The Hindu. India. Retrieved 7 October 2016. {{cite news}}: More than one of |accessdate= and |access-date= specified (help); More than one of |work= and |newspaper= specified (help)