"ଜି. ଏସ. ମେଲକୋଟେ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେNo edit summary |
No edit summary |
||
୨୬ କ ଧାଡ଼ି: | ୨୬ କ ଧାଡ଼ି: | ||
ସେ ଓଡ଼ିଶାର ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ । ୧୯୨୭ରେ ସେ ଓସମାନିଆ ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ଶେଷ କରି କିଛିଦିନ ପାରମ୍ପାରିକ ଔଷଧ ଓ ଯୋଗ ବିଷୟରେ ଅଭ୍ୟାସ ଓ ବ୍ୟବହାରିକ ଗବେଷଣା କରିଥିଲେ । ସେ ହାଇଦ୍ରାବାଦ ଶାଖାରୁ ଅଖିଳ ଭାରତୀୟ ମେଡିକାଲ ସଂଘର ସଭାପତି ଭାବରେ କିଛି ଦିନ ପାଇଁ କାର୍ଯ୍ୟ କରିଥିଲେ । ଏହି ସମୟରେ ସେ ପତଞ୍ଜଳୀ ଯୋଗ ଗବେଷଣା ସଂସ୍ଥାନରେ କାର୍ଯ୍ୟ କରୁଥିଲେ । |
ସେ ଓଡ଼ିଶାର ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ । ୧୯୨୭ରେ ସେ ଓସମାନିଆ ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ଶେଷ କରି କିଛିଦିନ ପାରମ୍ପାରିକ ଔଷଧ ଓ ଯୋଗ ବିଷୟରେ ଅଭ୍ୟାସ ଓ ବ୍ୟବହାରିକ ଗବେଷଣା କରିଥିଲେ । ସେ ହାଇଦ୍ରାବାଦ ଶାଖାରୁ ଅଖିଳ ଭାରତୀୟ ମେଡିକାଲ ସଂଘର ସଭାପତି ଭାବରେ କିଛି ଦିନ ପାଇଁ କାର୍ଯ୍ୟ କରିଥିଲେ । ଏହି ସମୟରେ ସେ ପତଞ୍ଜଳୀ ଯୋଗ ଗବେଷଣା ସଂସ୍ଥାନରେ କାର୍ଯ୍ୟ କରୁଥିଲେ । |
||
ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମର କିଛି ଆନ୍ଦୋଳନରେ ଯୋଗଦେଇଥିଲେ । ସେ ଗୃହ ନିୟମ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ଭାରତ ଛାଡ଼ ଆନ୍ଦୋଳନ ଆଦିରେ ଯୋଗଦେଇଥିଲେ । ସ୍ୱାଧୀନତା ପରେ ସେ ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବରେ ହାଇଦ୍ରାବାଦରୁ କାର୍ଯ୍ୟ କରୁଥିଲେ । ଏହି ସମୟରେ ୧୯୫୨ରେ ଏବଂ ୧୯୫୬ରେ ସେ ବିଧାସଭାକୁ ନିର୍ବାଚିତ ହୋଇଥିଲେ ଓ ଅର୍ଥମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ଭାରତୀୟ ସଂସଦକୁ ହାଇଦ୍ରାବାଦରୁ ୧୯୬୨ରୁ ୧୯୭୭ ମଧ୍ୟରେ ତିନିଥର ନିର୍ବାଚିତ ହୋଇଥିଲେ ଏବଂ ରାଇଚୁରରୁ ୧୯୫୭ରେ ନିର୍ବାଚିତ ହୋଇ ଯାଇଥିଲେ । |
|||
୨୧:୫୬, ୧୭ ଅଗଷ୍ଟ ୨୦୧୮ ଅନୁସାରେ କରାଯାଇଥିବା ବଦଳ
ଗୋପାଲ୍ଲା ସୁବ୍ବୁକୃଷ୍ଣ ମେଲକୋଟେ | |
---|---|
ସାଂସଦ | |
ପୂର୍ବ ଅଧିକାରୀ | ବିନାୟକ ରାଓ କୋରଟକର |
ପର ଅଧିକାରୀ | କେ. ଏସ୍. ନାରାୟଣ |
ନିର୍ବାଚନ ମଣ୍ଡଳୀ | ହାଇଦ୍ରାବାଦ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ବ୍ରହ୍ମପୁର, ଓଡ଼ିଶା, ଭାରତ | ଅକ୍ଟୋବର ୧୬, ୧୯୦୧
ମୃତ୍ୟୁ | ୯ ମାର୍ଚ୍ଚ ୧୯୮୨ | (ବୟସ ୮୦)
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ବିମଳାବାଇ |
ସନ୍ତାନ | ୫; ୩ ପୁଅ ଏବଂ ୨ ଝିଅ |
ଜି. ଏସ. ମେଲକୋଟେ (୧୬ ଅକ୍ଟୋବର ୧୯୦୧ - ୯ ମାର୍ଚ୍ଚ ୧୯୮୨; ସମ୍ପୂର୍ଣ୍ଣନାମ:ଗୋପାଲ୍ଲା ସୁବ୍ବୁକୃଷ୍ଣ ମେଲକୋଟେ) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଏବଂ ସାଂସଦ ।
ସେ ଓଡ଼ିଶାର ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ । ୧୯୨୭ରେ ସେ ଓସମାନିଆ ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ଶେଷ କରି କିଛିଦିନ ପାରମ୍ପାରିକ ଔଷଧ ଓ ଯୋଗ ବିଷୟରେ ଅଭ୍ୟାସ ଓ ବ୍ୟବହାରିକ ଗବେଷଣା କରିଥିଲେ । ସେ ହାଇଦ୍ରାବାଦ ଶାଖାରୁ ଅଖିଳ ଭାରତୀୟ ମେଡିକାଲ ସଂଘର ସଭାପତି ଭାବରେ କିଛି ଦିନ ପାଇଁ କାର୍ଯ୍ୟ କରିଥିଲେ । ଏହି ସମୟରେ ସେ ପତଞ୍ଜଳୀ ଯୋଗ ଗବେଷଣା ସଂସ୍ଥାନରେ କାର୍ଯ୍ୟ କରୁଥିଲେ ।
ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମର କିଛି ଆନ୍ଦୋଳନରେ ଯୋଗଦେଇଥିଲେ । ସେ ଗୃହ ନିୟମ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ଭାରତ ଛାଡ଼ ଆନ୍ଦୋଳନ ଆଦିରେ ଯୋଗଦେଇଥିଲେ । ସ୍ୱାଧୀନତା ପରେ ସେ ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବରେ ହାଇଦ୍ରାବାଦରୁ କାର୍ଯ୍ୟ କରୁଥିଲେ । ଏହି ସମୟରେ ୧୯୫୨ରେ ଏବଂ ୧୯୫୬ରେ ସେ ବିଧାସଭାକୁ ନିର୍ବାଚିତ ହୋଇଥିଲେ ଓ ଅର୍ଥମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ଭାରତୀୟ ସଂସଦକୁ ହାଇଦ୍ରାବାଦରୁ ୧୯୬୨ରୁ ୧୯୭୭ ମଧ୍ୟରେ ତିନିଥର ନିର୍ବାଚିତ ହୋଇଥିଲେ ଏବଂ ରାଇଚୁରରୁ ୧୯୫୭ରେ ନିର୍ବାଚିତ ହୋଇ ଯାଇଥିଲେ ।