"ମିଶାଣ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hpsatapathy (ଆଲୋଚନା | ଅବଦାନ) |
ଟିକେ Regular Character Changes |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{Unreferenced|date=୨୯ ଅପ୍ରେଲ ୨୦୧୮}} |
{{Unreferenced|date=୨୯ ଅପ୍ରେଲ ୨୦୧୮}} |
||
[[ଫାଇଲ:Addition01.svg|ଡାହାଣ|thumb|218x218_ପିକସେଲ|୩ + ୨ = ୫ with ସେଉ, ପାଠ ବହିରେ ଦେଖିବାକୁ ମିଳେ। ]] |
[[ଫାଇଲ:Addition01.svg|ଡାହାଣ|thumb|218x218_ପିକସେଲ|୩ + ୨ = ୫ with ସେଉ, ପାଠ ବହିରେ ଦେଖିବାକୁ ମିଳେ। ]] |
||
'''ଯୋଗ''' ଯାହାକି ପ୍ରାୟତଃ ଯୁକ୍ତ ଚିହ୍ନଦ୍ୱାରା ଲେଖାଯାଏ, [[ଗଣିତ]]<nowiki/>ର ଚାରୋଟି ମୌଳିକ କ୍ରିୟା ମଧ୍ୟରୁ ଗୋଟିଏ; ଅନ୍ୟଗୁଡ଼ିକ ହେଲା ବିୟୋଗ, [[ଗୁଣନ]] ଏବଂ [[ହରଣ (ଗଣିତ)|ହରଣ]] । ଦୁଇଟି ସଂଖ୍ୟାକୁ ମିଶାଇଲେ ତାହାର ମିଶାଣ |
'''ଯୋଗ''' ଯାହାକି ପ୍ରାୟତଃ ଯୁକ୍ତ ଚିହ୍ନଦ୍ୱାରା ଲେଖାଯାଏ, [[ଗଣିତ]]<nowiki/>ର ଚାରୋଟି ମୌଳିକ କ୍ରିୟା ମଧ୍ୟରୁ ଗୋଟିଏ; ଅନ୍ୟଗୁଡ଼ିକ ହେଲା ବିୟୋଗ, [[ଗୁଣନ]] ଏବଂ [[ହରଣ (ଗଣିତ)|ହରଣ]] । ଦୁଇଟି ସଂଖ୍ୟାକୁ ମିଶାଇଲେ ତାହାର ମିଶାଣ ଫଳକୁ ହିଁ ଯୋଗ କୁହାଯାଏ । <ref name="nios">{{cite book|title=ସଂଖ୍ୟା ଏବଂ ସଂଖ୍ୟାରେ ସଂକ୍ରିୟା|publisher=National Institute of Open Schooling|page=12|pages=|url=http://mooc.nios.ac.in/mooc/pluginfile.php?file=/13875/course/summary/504%20Unit%20-%205%20A%20FINAL.pdf}}</ref>ଯେପରିକି ଡାହାଣପଟ ଛବିରେ ଦୁଇଟି ଏବଂ ତିନୋଟି ସେଉ ଅଛି, ସବୁ ସେଓକୁ ମିଶାଇଲେ ସମୁଦାୟ ପାଞ୍ଚଟି ସେଉ ହେବ । ଯେପରିକି ଗାଣିତିକ ଭାଷାରେ '''୩ + ୨ = ୫''' |
||
==ମିଶାଣ ପ୍ରକ୍ରିୟାର ଗାଣିତିକ ଧର୍ମ == |
==ମିଶାଣ ପ୍ରକ୍ରିୟାର ଗାଣିତିକ ଧର୍ମ == |
||
* ମିଶାଣ ପ୍ରକ୍ରିୟାରେ ଶୁନ ବା ୦ ହେଉଛି ଏପରି ଏକ ସଂଖ୍ୟା ଏହାକୁ ଯୋଗ |
* ମିଶାଣ ପ୍ରକ୍ରିୟାରେ ଶୁନ ବା ୦ ହେଉଛି ଏପରି ଏକ ସଂଖ୍ୟା ଏହାକୁ ଯୋଗ କରିବାଦ୍ଵାରା ମୂଳ ସଂଖ୍ୟାର ମୂଲ୍ୟରେ ପରିବର୍ତ୍ତନ ହୁଏ ନାହିଁ । ତେଣୂ ଶୁନ (୦)କୁ '''ଯୋଗାତ୍ମକ ଅଭେଦ''' ମଧ୍ୟ କୁହାଯାଏ । |
||
* ପରିମେୟ ସଂଖ୍ୟାରେ ଯୋଗ ସଂବୃତ୍ତି ନିୟମ ପାଳନ କରେ । |
* ପରିମେୟ ସଂଖ୍ୟାରେ ଯୋଗ ସଂବୃତ୍ତି ନିୟମ ପାଳନ କରେ । |
||
ଅର୍ଥାତ : ଗାଣିତିକ ସଂକେତରେ- '''କ''' ଓ '''ଖ''' ପରିମେୟ ହେଲେ '''କ + ଖ''' ମଧ୍ୟ ପରିମେୟ ହେବ । |
ଅର୍ଥାତ : ଗାଣିତିକ ସଂକେତରେ- '''କ''' ଓ '''ଖ''' ପରିମେୟ ହେଲେ '''କ + ଖ''' ମଧ୍ୟ ପରିମେୟ ହେବ । |
୦୯:୫୭, ୧୦ ଅଗଷ୍ଟ ୨୦୧୮ ଅନୁସାରେ କରାଯାଇଥିବା ବଦଳ
ଯୋଗ ଯାହାକି ପ୍ରାୟତଃ ଯୁକ୍ତ ଚିହ୍ନଦ୍ୱାରା ଲେଖାଯାଏ, ଗଣିତର ଚାରୋଟି ମୌଳିକ କ୍ରିୟା ମଧ୍ୟରୁ ଗୋଟିଏ; ଅନ୍ୟଗୁଡ଼ିକ ହେଲା ବିୟୋଗ, ଗୁଣନ ଏବଂ ହରଣ । ଦୁଇଟି ସଂଖ୍ୟାକୁ ମିଶାଇଲେ ତାହାର ମିଶାଣ ଫଳକୁ ହିଁ ଯୋଗ କୁହାଯାଏ । [୧]ଯେପରିକି ଡାହାଣପଟ ଛବିରେ ଦୁଇଟି ଏବଂ ତିନୋଟି ସେଉ ଅଛି, ସବୁ ସେଓକୁ ମିଶାଇଲେ ସମୁଦାୟ ପାଞ୍ଚଟି ସେଉ ହେବ । ଯେପରିକି ଗାଣିତିକ ଭାଷାରେ ୩ + ୨ = ୫
ମିଶାଣ ପ୍ରକ୍ରିୟାର ଗାଣିତିକ ଧର୍ମ
- ମିଶାଣ ପ୍ରକ୍ରିୟାରେ ଶୁନ ବା ୦ ହେଉଛି ଏପରି ଏକ ସଂଖ୍ୟା ଏହାକୁ ଯୋଗ କରିବାଦ୍ଵାରା ମୂଳ ସଂଖ୍ୟାର ମୂଲ୍ୟରେ ପରିବର୍ତ୍ତନ ହୁଏ ନାହିଁ । ତେଣୂ ଶୁନ (୦)କୁ ଯୋଗାତ୍ମକ ଅଭେଦ ମଧ୍ୟ କୁହାଯାଏ ।
- ପରିମେୟ ସଂଖ୍ୟାରେ ଯୋଗ ସଂବୃତ୍ତି ନିୟମ ପାଳନ କରେ ।
ଅର୍ଥାତ : ଗାଣିତିକ ସଂକେତରେ- କ ଓ ଖ ପରିମେୟ ହେଲେ କ + ଖ ମଧ୍ୟ ପରିମେୟ ହେବ ।
- ପରିମେୟ ସଂଖ୍ୟାରେ ଯୋଗ କ୍ରମ ବିନିମୟୀ ନିୟମ ପାଳନ କରେ ।
ଅର୍ଥାତ : ଗାଣିତିକ ସଂକେତରେ- କ + ଖ = ଖ + କ ହେବ ।
- ପରିମେୟ ସଂଖ୍ୟାରେ ଯୋଗ ସହଯୋଗୀ ନିୟମ ପାଳନ କରେ ।
ଅର୍ଥାତ : ଗାଣିତିକ ସଂକେତରେ- କ + (ଖ+ ଗ ) = (କ + ଖ) + ଗ ହେବ ।
Notes
Footnotes
- ↑ ସଂଖ୍ୟା ଏବଂ ସଂଖ୍ୟାରେ ସଂକ୍ରିୟା (PDF). National Institute of Open Schooling. p. 12.