"ହାତିମୁରା ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Bot: Automated text replacement (- ଠାରେ +ଠାରେ )
୩ କ ଧାଡ଼ି: ୩ କ ଧାଡ଼ି:
== ଆଧାର ସମୂହ ==
== ଆଧାର ସମୂହ ==
{{reflist}}
{{reflist}}

[[ଶ୍ରେଣୀ:ହିନ୍ଦୁ ମନ୍ଦିର]]

୧୪:୦୭, ୯ ଅଗଷ୍ଟ ୨୦୧୮ ଅନୁସାରେ କରାଯାଇଥିବା ବଦଳ

Hatimura Temple
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନSilghat
StateAssam
CountryIndia
Architecture
Pramatta Singha

ହାତିମୁରା ମନ୍ଦିର,  ଭାରତୀୟ ରାଜ୍ୟ ଆସାମର ନଗାଁଓ ଜିଲ୍ଲାର ସିଲଘାତଠାରେ ଅବସ୍ଥିତ ଥିବା ଏକା ଶକ୍ତି ମନ୍ଦିର । ଏହାକୁ 1667 ଶକାବ୍ଦ ବା 1745 ମସିହାରେ ଆହୋମ ରାଜା ପ୍ରମତ୍ତ ସିଂହ ନିର୍ମାଣ କରେଇଥିଲେ । ଏଠାରେ ଆରାଧ୍ୟା ଦେବୀ ଦୂର୍ଗା ରହିଛନ୍ତି । ତାଙ୍କୁ ସ୍ଥାନୀୟ ଅଞ୍ଚଳରେ " ମହିଷାମର୍ଦିନି" କୁହା ଯାଏ । ପୁରାତନ କାଳରେ ଏଠାରେ ମଣିଷ ବଳି ପ୍ରଥା ଥିଲା ବୋଲି କୁହାଯାଏ । ଏହି ପୀଠ ଥିବା ଅଞ୍ଚଳ ଅତୀବ ରମଣୀୟ ଓ ପ୍ରକୃତିକ ସୁନ୍ଦରତାରେ ଭରା । ନିକଟରେ ଥିବା କଙ୍କାନ ହଜାରିକା ହ୍ରଦ ପ୍ରକୃତିକ ଶୋଭା ପାଇଁ ଖ୍ୟାତ । 

HATIMURA BY KANGKAN HAZARIKA

[୧][୨][୩][୪]

ଆଧାର ସମୂହ 

  1. Baruah, B. K.; Sreenivasa Murthy, H. V. The Hatimura Temple. Hindu books universe. Retrieved Dec 12, 2009.
  2. "Nagaon Attraction: Hatimura Temple". Sulekha.com. Retrieved 12 December 2009.
  3. "Hatimura Temple". Indian Temples Portal. Retrieved 12 December 2009.
  4. "Hatimura temple at Silghat". Assam On Net. Retrieved 12 December 2009.