"ନବୀନ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
ଟିକେ ବନାନ ଶୁଦ୍ଧି
୩୫ କ ଧାଡ଼ି: ୩୫ କ ଧାଡ଼ି:


=== ଜୀବନ ===
=== ଜୀବନ ===
ନବୀନ ପଟ୍ଟନାୟକ [[କଟକ]]ଠାରେ ପିତା [[ବିଜୁ ପଟ୍ଟନାୟକ]] ଓ ମାତା ଜ୍ଞାନ ପଟ୍ଟନାୟକଙ୍କ ସାନ ପୁଅ ଭାବରେ [[କଟକ]]ଠାରେ ଜନ୍ମ ନେଇଥିଲେ । ସେ [[ଡେରାଡୁନ]]ର ଉଏଲହାମ ସ୍କୁଲ ଓ ଡୁନ ସ୍କୁଲରେ ଶିକ୍ଷାଲାଭ କରିଥିଲେ । ତାହା ପରେ [[ଦିଲ୍ଲୀ]] ବିଶ୍ଵବିଦ୍ୟାଳୟରୁ କମର୍ସରେ ସ୍ନାତକ ଡିଗ୍ରି ହାସଲ କରିଥିଲେ । ସେ ଜଣେ ଅବିବାହିତ ପୁରୁଷ । ନବୀନ ପଟ୍ଟନାୟକ ଯୁବକ ବେଳରେ ଥିଲେ ଜଣେ ଲେଖକ ଏବଂ ଯୁବା ଅବସ୍ଥା ସେ ଓଡ଼ିଶା ଓ ରାଜନୀତି ଠାରୁ ଦୂରରେ ଥାଇ କଟାଇଥିଲେ କିନ୍ତୁ ତାଙ୍କ ପିତା ସ୍ବର୍ଗତ ବିଜୁ ବାବୁଙ୍କ ଦେହାନ୍ତ ପରେ ସେ ୧୯୯୭ରେ ରାଜନୀତି ଭିତରକୁ ପ୍ରବେଶ କରିଥିଲେ । ଏହାର ୧ ବର୍ଷ ପରେ ସେ [[ବିଜୁ ଜନତା ଦଳ]]ର ସ୍ଥାପନ କରିଥିଲେ ।
ନବୀନ ପଟ୍ଟନାୟକ [[କଟକ]]ଠାରେ ପିତା [[ବିଜୁ ପଟ୍ଟନାୟକ]] ଓ ମାତା ଜ୍ଞାନ ପଟ୍ଟନାୟକଙ୍କ ସାନ ପୁଅ ଭାବରେ [[କଟକ]]ଠାରେ ଜନ୍ମ ନେଇଥିଲେ । ସେ [[ଡେରାଡୁନ]]ର ଉଏଲହାମ ସ୍କୁଲ ଓ ଡୁନ ସ୍କୁଲରେ ଶିକ୍ଷାଲାଭ କରିଥିଲେ । ତାହା ପରେ [[ଦିଲ୍ଲୀ]] ବିଶ୍ଵବିଦ୍ୟାଳୟରୁ କମର୍ସରେ ସ୍ନାତକ ଡିଗ୍ରି ହାସଲ କରିଥିଲେ । ସେ ଜଣେ ଅବିବାହିତ ପୁରୁଷ । ନବୀନ ପଟ୍ଟନାୟକ ଯୁବକ ବେଳରେ ଥିଲେ ଜଣେ ଲେଖକ ଏବଂ ଯୁବା ଅବସ୍ଥା ସେ ଓଡ଼ିଶା ଓ ରାଜନୀତି ଠାରୁ ଦୂରରେ ଥାଇ କଟାଇଥିଲେ କିନ୍ତୁ ତାଙ୍କ ପିତା ସ୍ୱର୍ଗତ ବିଜୁ ବାବୁଙ୍କ ଦେହାନ୍ତ ପରେ ସେ ୧୯୯୭ରେ ରାଜନୀତି ଭିତରକୁ ପ୍ରବେଶ କରିଥିଲେ । ଏହାର ୧ ବର୍ଷ ପରେ ସେ [[ବିଜୁ ଜନତା ଦଳ]]ର ସ୍ଥାପନ କରିଥିଲେ ।


[[ଫାଇଲ:Naveen Patnaik at the IIT Bhubaneswar.jpg|thumb|ଆଇ.ଆଇ.ଟି. ଭୁବନେଶ୍ଵରରେ ନବୀନ ପଟ୍ଟନାୟକ]]
[[ଫାଇଲ:Naveen Patnaik at the IIT Bhubaneswar.jpg|thumb|ଆଇ.ଆଇ.ଟି. ଭୁବନେଶ୍ଵରରେ ନବୀନ ପଟ୍ଟନାୟକ]]

୧୭:୦୯, ୨୮ ଜୁଲାଇ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ନବୀନ ପଟ୍ଟନାୟକ
ନବୀନ ପଟ୍ଟନାୟକ ଏସୀୟ ଆଥଲେଟିକ୍ସ ଚ୍ୟାମ୍ପିୟନସିପ ୨୦୧୭ ଅବସରରେ
ମୁଖ୍ୟମନ୍ତ୍ରୀ, ଓଡ଼ିଶା
ନିର୍ବାଚନ ମଣ୍ଡଳୀହିଞ୍ଜିଳି[୧]
କାର୍ଯ୍ୟକାଳ
୫ ମାର୍ଚ୍ଚ ୨୦୦୦ – ଏପର୍ଯ୍ୟନ୍ତ
ପୂର୍ବ ଅଧିକାରୀହେମାନନ୍ଦ ବିଶ୍ଵାଳ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1946-10-16) ୧୬ ଅକ୍ଟୋବର ୧୯୪୬ (ବୟସ ୭୭)
କଟକ, ଓଡ଼ିଶା, ଭାରତ
ଜାତୀୟତାଭାରତ
ରାଜନୀତିକ ଦଳବିଜୁ ଜନତା ଦଳ
ବୃତ୍ତିରାଜନୀତି
ୱେବସାଇଟOfficial website
ଓଡ଼ିଶାର ମୁଖ୍ୟମନ୍ତ୍ରୀ
21 May, 2010 ସୁଦ୍ଧା
ଆଧାର: [୧]

ନବୀନ ପଟ୍ଟନାୟକ (୧୬ ଅକ୍ଟୋବର ୧୯୪୬) ଓଡ଼ିଶାର ମୂଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳର ମୁଖ୍ୟ । ସେ କ୍ରମାଗତ ଭାବେ ଚତୁର୍ଥ ଥର ନିର୍ବାଚିତ ହୋଇ ଓଡ଼ିଶାର ମୂଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଉଛନ୍ତି।

ଜୀବନ

ନବୀନ ପଟ୍ଟନାୟକ କଟକଠାରେ ପିତା ବିଜୁ ପଟ୍ଟନାୟକ ଓ ମାତା ଜ୍ଞାନ ପଟ୍ଟନାୟକଙ୍କ ସାନ ପୁଅ ଭାବରେ କଟକଠାରେ ଜନ୍ମ ନେଇଥିଲେ । ସେ ଡେରାଡୁନର ଉଏଲହାମ ସ୍କୁଲ ଓ ଡୁନ ସ୍କୁଲରେ ଶିକ୍ଷାଲାଭ କରିଥିଲେ । ତାହା ପରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ କମର୍ସରେ ସ୍ନାତକ ଡିଗ୍ରି ହାସଲ କରିଥିଲେ । ସେ ଜଣେ ଅବିବାହିତ ପୁରୁଷ । ନବୀନ ପଟ୍ଟନାୟକ ଯୁବକ ବେଳରେ ଥିଲେ ଜଣେ ଲେଖକ ଏବଂ ଯୁବା ଅବସ୍ଥା ସେ ଓଡ଼ିଶା ଓ ରାଜନୀତି ଠାରୁ ଦୂରରେ ଥାଇ କଟାଇଥିଲେ କିନ୍ତୁ ତାଙ୍କ ପିତା ସ୍ୱର୍ଗତ ବିଜୁ ବାବୁଙ୍କ ଦେହାନ୍ତ ପରେ ସେ ୧୯୯୭ରେ ରାଜନୀତି ଭିତରକୁ ପ୍ରବେଶ କରିଥିଲେ । ଏହାର ୧ ବର୍ଷ ପରେ ସେ ବିଜୁ ଜନତା ଦଳର ସ୍ଥାପନ କରିଥିଲେ ।

ଆଇ.ଆଇ.ଟି. ଭୁବନେଶ୍ଵରରେ ନବୀନ ପଟ୍ଟନାୟକ

ରାଜନୀତିକ ଜୀବନ

କଲେଜ ଜୀବନରେ ନବୀନ ରାଜନୀତିଠୁ ଦୂରରେ ଥିଲେ । ବିଜୁ ପଟ୍ଟନାୟକଙ୍କ ତିରୋଧାନ ପରେ ସେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ । ଏହାର ବର୍ଷକ ଭିତରେ ସେ ଜନତା ଦଳକୁ ବିଜୁବାବୁଙ୍କ ନାମରେ ବିଜୁ ଜନତା ଦଳ ଭାବରେ ତିଆରି କରିଥିଲେ ।

ଲେଖକ ଜୀବନ

ନବୀନଙ୍କ ଲିଖିତ ତିନୋଟି ବହି ହେଲା:

ଆଧାର

  1. "Naveen Patnaik wins from Hinjili in Orissa : Orissa, News - India Today". indiatoday.intoday.in. 2009. Retrieved 30 December 2012. Naveen Patnaik has won from the Hinjili Assembly constituency

ଅଧିକ ତଥ୍ୟ