"ବିଧିର ବିଧାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
No edit summary
୧ କ ଧାଡ଼ି: ୧ କ ଧାଡ଼ି:
{{ଛୋଟ|Bidhira Bidhana}}
{{Infobox film
{{Infobox film
| name = ବିଧିର ବିଧାନ
| name = ବିଧିର ବିଧାନ

୨୧:୪୬, ୨୪ ଜୁଲାଇ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ବିଧିର ବିଧାନ
ନିର୍ଦ୍ଦେଶକମହମ୍ମଦ ମହସୀନ
ପ୍ରଯୋଜକରାଜ କୁମାର
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟମହମ୍ମଦ ମହସୀନ
କାହାଣୀମହମ୍ମଦ ମହସୀନ
କଳାକାରଉତ୍ତମ ମହାନ୍ତି
ଅପରାଜିତା ମହାନ୍ତି
ଦେବୁ ବୋଷ
ବିଜୟ ମହାନ୍ତି
ମହମ୍ମଦ ମହସୀନ
ଜୟୀରାମ ସାମଲ
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣଦିଲ୍ଲୀପ ରାୟ
ସମ୍ପାଦକମୁକ୍ତାର ଅହମ୍ମଦ
ମୁକ୍ତିଲାଭ ତାରିଖ
୧୯୮୯
କଥାଚିତ୍ରର ସମୟ
୧୫୮ ମିନିଟ
ଦେଶ ଭାରତ
ଭାଷାଓଡ଼ିଆ

ବିଧିର ବିଧାନ, ୧୯୮୯ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାଜ କୁମାର । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ମହମ୍ମଦ ମହସୀନ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ଦେବୁ ବୋଷ, ବିଜୟ ମହାନ୍ତି, ମହମ୍ମଦ ମହସୀନ, ଜୟୀରାମ ସାମଲ, ତାପସ ପାଲ୍, ଅରୁଣ ଗୋଭିଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

  • ଉତ୍ତମ ମହାନ୍ତି
  • ଅପରାଜିତା ମହାନ୍ତି
  • ଦେବୁ ବୋଷ
  • ବିଜୟ ମହାନ୍ତି
  • ମହମ୍ମଦ ମହସୀନ
  • ଜୟୀରାମ ସାମଲ
  • ତାପସ ପାଲ୍
  • ଅରୁଣ ଗୋଭିଲ

ଗୀତ ଏବଂ ସଙ୍ଗୀତ

ଅକ୍ଷୟ ମହାନ୍ତି ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

ଗୀତ

କ୍ରମଗୀତସମୟ

ଆଧାର

ବାହାର ଆଧାର

ଇଣ୍ଟରନେଟ ମୁଭି ଡାଟାବେସରେ ବିଧିର ବିଧାନ