"ଓଡ଼ିଆ ଉଇକିପିଡ଼ିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୨୨ କ ଧାଡ଼ି: ୨୨ କ ଧାଡ଼ି:


== ଇତିହାସ ==
== ଇତିହାସ ==
ଓଡ଼ିଆ ଉଇକିପିଡ଼ିଆରେ <ref name="Wiki">{{cite web |url= http://meta.wikimedia.org/w/index.php?title=Wikimedia_News&oldid=2778343#May_2011|title= Wikimedia News|author= Meta contributors|date= May 6, 2011|publisher= Meta, discussion about Wikimedia projects|accessdate= November 6, 2011}}</ref><ref name="communitynews">{{cite web |url= http://wiki.wikimedia.in/WikiPatrika/2011-06/Community_News/or|title= WikiPatrika/2011-06/Community News/or|author= Wikimedia India Chapter contributors|date= June 9, 2011|publisher= Wikimedia India Chapter|accessdate= November 6, 2011}}</ref>
ଓଡ଼ିଆ ଉଇକିପିଡ଼ିଆ ଭାରତୀୟ ଉପମହାଦେଶର ପ୍ରଥମ ଉଇକିପିଡ଼ିଆ ଭାବେ ୨୦୦୨ ମସିହାରେ ଆରମ୍ଭ ହୋଇଥିଲା । ସର୍ବପ୍ରଥମ ଉଇକିପିଡ଼ିଆ ଇଂରାଜୀରେ ଏହାର ବର୍ଷେ ପୂର୍ବରୁ ଆରମ୍ଭ ହୋଇ ତା' ପରେ ସେହି ବର୍ଷ ଜର୍ମାନ ଭଳି ବିଭିନ୍ନ ଅଧିକ କଥିତ ବିଶ୍ୱଭାଷାରେ ମଧ୍ୟ ଆରମ୍ଭ ହୋଇଥିଲା । ଓଡ଼ିଆ ଉଇକିପିଡ଼ିଆ <ref name="Wiki">{{cite web |url= http://meta.wikimedia.org/w/index.php?title=Wikimedia_News&oldid=2778343#May_2011|title= Wikimedia News|author= Meta contributors|date= May 6, 2011|publisher= Meta, discussion about Wikimedia projects|accessdate= November 6, 2011}}</ref><ref name="communitynews">{{cite web |url= http://wiki.wikimedia.in/WikiPatrika/2011-06/Community_News/or|title= WikiPatrika/2011-06/Community News/or|author= Wikimedia India Chapter contributors|date= June 9, 2011|publisher= Wikimedia India Chapter|accessdate= November 6, 2011}}</ref>
ଜୁନ ୨୦୧୮ ସୁଦ୍ଧା ୧୩,୯୬୩ଟି ଲେଖା ଥିଲା ଓ ଏହା ବିଶ୍ବର ୨୪୦ଟି ଭାଷା ମଧ୍ୟରୁ ଅଧିକ ଲେଖା ଥିବା କ୍ରମରେ ୧୭୬ ନଂ ସ୍ଥାନ ପାଇଥିଲା। <ref>{{cite web |url= http://meta.wikimedia.org/wiki/List_of_Wikipedias#1_000.2B_articles|title= List of Wikipedias|author= Meta contributors|date= March 11, 2012|publisher= Meta, discussion about Wikimedia projects.|accessdate= March 20, 2012}}</ref> ଓଡ଼ିଆ ଉଇକିପିଡ଼ିଆରେ {{NUMBEROFARTICLES}}ଟି ପ୍ରସଙ୍ଗ ଅଛି ଓ ସେସବୁ {{NUMBEROFACTIVEUSERS}} [[ବିଶେଷ:ସଚଳ_ସଭ୍ୟ|ସଚଳ ସଭ୍ୟ]] ଏବଂ {{NUMBEROFUSERS}} [[ଉଇକିପିଡ଼ିଆ:ଉଇକିଆଳି|ବ୍ୟବହାରକାରୀଙ୍କ]]ଦ୍ଵାରା ଲେଖାଯାଉଅଛି ।<ref name="Wiki"/>
ଜୁନ ୨୦୧୮ ସୁଦ୍ଧା ୧୩,୯୬୩ଟି ଲେଖା ଥିଲା ଓ ଏହା ବିଶ୍ବର ୨୪୦ଟି ଭାଷା ମଧ୍ୟରୁ ଅଧିକ ଲେଖା ଥିବା କ୍ରମରେ ୧୭୬ ନଂ ସ୍ଥାନ ପାଇଥିଲା। <ref>{{cite web |url= http://meta.wikimedia.org/wiki/List_of_Wikipedias#1_000.2B_articles|title= List of Wikipedias|author= Meta contributors|date= March 11, 2012|publisher= Meta, discussion about Wikimedia projects.|accessdate= March 20, 2012}}</ref> ଓଡ଼ିଆ ଉଇକିପିଡ଼ିଆରେ {{NUMBEROFARTICLES}}ଟି ପ୍ରସଙ୍ଗ ଅଛି ଓ ସେସବୁ {{NUMBEROFACTIVEUSERS}} [[ବିଶେଷ:ସଚଳ_ସଭ୍ୟ|ସଚଳ ସଭ୍ୟ]] ଏବଂ {{NUMBEROFUSERS}} [[ଉଇକିପିଡ଼ିଆ:ଉଇକିଆଳି|ବ୍ୟବହାରକାରୀଙ୍କ]]ଦ୍ଵାରା ଲେଖାଯାଉଅଛି ।<ref name="Wiki"/>



୧୧:୪୭, ୨୩ ଜୁନ ୨୦୧୮ ଅନୁସାରେ କରାଯାଇଥିବା ବଦଳ

Favicon of Wikipedia ଓଡ଼ିଆ ଉଇକିପିଡ଼ିଆ
ଓଡ଼ିଆ ଉଇକିପିଡ଼ିଆ ଲୋଗୋ
ୟୁ.ଆର.ଏଲor.wikipedia.org
ସ୍ଳୋଗାନଓଡ଼ିଆ:ଏକ ଖୋଲା ଜ୍ଞାନକୋଷ (The Free Encyclopedia)
ବ୍ୟବସାୟିକଦାତବ୍ୟ
ସାଇଟର ପ୍ରକାରଇଣ୍ଟରନେଟ ଜ୍ଞାନକୋଷ ପ୍ରକଳ୍ପ
ରେଜେଷ୍ଟ୍ରିକରଣଇଚ୍ଛାଧୀନ
ମିଳୁଥିବା ଭାଷାଓଡ଼ିଆ
କଣ୍ଟେଣ୍ଟ ଲାଇସେନ୍ସକ୍ରିଏଟିଭ କମନ୍ସ ଆଟ୍ରିବ୍ୟୁସନ/
ସେଆର-ଏଲାଇକ
୩.୦
(ଅଧିକାଂଶ ଲେଖା ଦୁଇଟି ଲାଇସେନ୍ସ ଜିଏଫଡିଏଲ ଅଧୀନରେ)
ମିଡ଼ିଆର ଲାଇସେନ୍ସ ଅଲଗା ଅଲଗା
ମାଲିକଉଇକିମିଡ଼ିଆ ଫାଉଣ୍ଡେସନ
ତିଆରି କରିଥିଲେଓଡ଼ିଆ ଉଇକିପିଡ଼ିଆ ସମୂହ
ଆରମ୍ଭ କରାଯାଇଥିଲା3 ଜୁନ 2002; 21 years ago (2002-୦୬-03)
ଏବେକାର ସ୍ଥିତିଅନଲାଇନ

ଓଡ଼ିଆ ଉଇକିପିଡ଼ିଆ (orwiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା[୧] ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା ।[୨] ଏହା ୨୦ଟି ଭାରତୀୟ ଉପମହାଦେଶୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରେ ସର୍ବପୁରାତନ ।[୩][୪] ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।[୫]

ଇତିହାସ

ଓଡ଼ିଆ ଉଇକିପିଡ଼ିଆ ଭାରତୀୟ ଉପମହାଦେଶର ପ୍ରଥମ ଉଇକିପିଡ଼ିଆ ଭାବେ ୨୦୦୨ ମସିହାରେ ଆରମ୍ଭ ହୋଇଥିଲା । ସର୍ବପ୍ରଥମ ଉଇକିପିଡ଼ିଆ ଇଂରାଜୀରେ ଏହାର ବର୍ଷେ ପୂର୍ବରୁ ଆରମ୍ଭ ହୋଇ ତା' ପରେ ସେହି ବର୍ଷ ଜର୍ମାନ ଭଳି ବିଭିନ୍ନ ଅଧିକ କଥିତ ବିଶ୍ୱଭାଷାରେ ମଧ୍ୟ ଆରମ୍ଭ ହୋଇଥିଲା । ଓଡ଼ିଆ ଉଇକିପିଡ଼ିଆ [୨][୬] ଜୁନ ୨୦୧୮ ସୁଦ୍ଧା ୧୩,୯୬୩ଟି ଲେଖା ଥିଲା ଓ ଏହା ବିଶ୍ବର ୨୪୦ଟି ଭାଷା ମଧ୍ୟରୁ ଅଧିକ ଲେଖା ଥିବା କ୍ରମରେ ୧୭୬ ନଂ ସ୍ଥାନ ପାଇଥିଲା। [୭] ଓଡ଼ିଆ ଉଇକିପିଡ଼ିଆରେ ୧୭,୮୬୭ଟି ପ୍ରସଙ୍ଗ ଅଛି ଓ ସେସବୁ ୪୯ ସଚଳ ସଭ୍ୟ ଏବଂ ୩୬,୧୯୪ ବ୍ୟବହାରକାରୀଙ୍କଦ୍ଵାରା ଲେଖାଯାଉଅଛି ।[୨]

ସାଂଖିକ ତଥ୍ୟ

କ୍ରମିକ ଭାଷା ଭାଷା (ସ୍ଥାନୀୟ) ଉଇକି ପ୍ରସଙ୍ଗସବୁ ମୋଟ ସମ୍ପାଦନା ପରିଚାଳକଗଣ ବ୍ୟବହାରକାରୀ ସକ୍ରିୟ ସଭ୍ୟ ଛବିସବୁ ଗଭୀରତା
୧୮୯ ଓଡ଼ିଆ ଓଡ଼ିଆ or ୧୩,୯୫୭ ୧୩,୯୫୭ ୩,୨୦,୬୨୪ ୧୭,୬୨୬ ୫୨ ୧୧୯ 206

[୮]

ତଳ ଟେବୁଲରେ ପ୍ରସଙ୍ଗ ପିଛା ସମ୍ପାଦନା ତଥ୍ୟ ରହିଛି:

କ୍ରମିକ ଭାଷା ଭାଷା (ସ୍ଥାନୀୟ) ଉଇକି ସମ୍ପାଦନା / ପ୍ରସଙ୍ଗ ମୋଟ / ପ୍ରସଙ୍ଗ ବ୍ୟବହାରକାରୀ / ପ୍ରସଙ୍ଗ ପ୍ରସଙ୍ଗ ସମ୍ପାଦନା ମୋଟ ବ୍ୟବହାରକାରୀ
୪୮ ଓଡ଼ିଆ ଓଡ଼ିଆ ୨୩ ୪.୩ ୧.୩ ୧୩,୯୫୭ ୩୨୦,୬୧୭ ୫୯,୭୧୩ ୧୭,୬୨୪

[୯]

Statistics of Oriya Wikipedia's active users
Page views of Oriya Wikipedia[୧୦]

Wikipedia Report Card: summaries for Oriya

ସବିଶେଷ ତଥ୍ୟ ବାର୍ଷିକ ବଦଳ ମାସିକ ବଦଳ
ମାସିକ ପୃଷ୍ଠା ଦର୍ଶନ ୨୭୭,୭୪୭ -- --
ପ୍ରସଙ୍ଗ ସଂଖ୍ୟା ୧୩,୯୦୮ +୧୦% +୧%
ଦୈନିକ ନୂଆ ପ୍ରସଙ୍ଗ -- --
ମାସିକ ସମ୍ପାଦନା ୨,୫୨୨ +୯୮% -9%
ସକ୍ରିୟ ସଭ୍ୟ ୧୫ -୧୨% +୫୮%
ଅତି ସକ୍ରିୟ ସଭ୍ୟ +୩୩% +0%
ନୂଆ ଉଇକିଆଳି -- --
ଭାଷାଭାଷୀ ୩୧,୦୦୦,୦୦୦ -- --
ଏକ ମିଲିଅନ ଲୋକରେ ଉଇକିଆଳି 0.୫ -- --

[୧୧]

ଉଇକିପିଡ଼ିଆର ପ୍ରସଙ୍ଗ ଗଣନାରେ ଅତି କମରେ ଗୋଟିଏ ଲିଙ୍କ ଥିବା ପ୍ରସଙ୍ଗ ଗଣାଯାଇଥାଏ[୧୨]

ଆଧାର

  1. "Wikipedia's Oriya Section Celebrated Its Eighth Year". 26 January 2012. batoi.com. Retrieved 20 June 2012.
  2. ୨.୦ ୨.୧ ୨.୨ Meta contributors (May 6, 2011). "Wikimedia News". Meta, discussion about Wikimedia projects. Retrieved November 6, 2011. {{cite web}}: |author= has generic name (help)
  3. "Oriya Wikipedia celebrating its 8th birthday". eindiadiary.com. January 25, 2012. Retrieved June 20, 2012.
  4. Renuka Phadnis (Apr 9, 2011). "Attempts on to revive Oriya Wikipedia". Mangalore. The Hindu. Retrieved June 20, 2012.
  5. "ପ୍ରଧାନ ପାତା (in Odia script, i.e. Main Page)". 3 June 2002. Retrieved 25 March 2014.
  6. Wikimedia India Chapter contributors (June 9, 2011). "WikiPatrika/2011-06/Community News/or". Wikimedia India Chapter. Retrieved November 6, 2011. {{cite web}}: |author= has generic name (help)
  7. Meta contributors (March 11, 2012). "List of Wikipedias". Meta, discussion about Wikimedia projects. Retrieved March 20, 2012. {{cite web}}: |author= has generic name (help)
  8. All Wikipedias ordered by number of articles, List of Wikipedias.
  9. List of Wikipedias by edits per article. Accessed 26 August 2007
  10. Stats Wikimedia. 3 November 2011
  11. Oriya Wikipedia at a glance. September 2011
  12. Article count (Official), Oriya Wikipedia

ବାହାର ଆଧାର