"ଓଡ଼ିଆ ଉଇକିପିଡ଼ିଆ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Psubhashish (ଆଲୋଚନା | ଅବଦାନ) →ଇତିହାସ: ଉପକ୍ରମର ଲେଖା ଆଉଥରେ ଥିଲା |
Psubhashish (ଆଲୋଚନା | ଅବଦାନ) |
||
୨୩ କ ଧାଡ଼ି: | ୨୩ କ ଧାଡ଼ି: | ||
== ଇତିହାସ == |
== ଇତିହାସ == |
||
ଓଡ଼ିଆ ଉଇକିପିଡ଼ିଆରେ <ref name="Wiki">{{cite web |url= http://meta.wikimedia.org/w/index.php?title=Wikimedia_News&oldid=2778343#May_2011|title= Wikimedia News|author= Meta contributors|date= May 6, 2011|publisher= Meta, discussion about Wikimedia projects|accessdate= November 6, 2011}}</ref><ref name="communitynews">{{cite web |url= http://wiki.wikimedia.in/WikiPatrika/2011-06/Community_News/or|title= WikiPatrika/2011-06/Community News/or|author= Wikimedia India Chapter contributors|date= June 9, 2011|publisher= Wikimedia India Chapter|accessdate= November 6, 2011}}</ref> |
ଓଡ଼ିଆ ଉଇକିପିଡ଼ିଆରେ <ref name="Wiki">{{cite web |url= http://meta.wikimedia.org/w/index.php?title=Wikimedia_News&oldid=2778343#May_2011|title= Wikimedia News|author= Meta contributors|date= May 6, 2011|publisher= Meta, discussion about Wikimedia projects|accessdate= November 6, 2011}}</ref><ref name="communitynews">{{cite web |url= http://wiki.wikimedia.in/WikiPatrika/2011-06/Community_News/or|title= WikiPatrika/2011-06/Community News/or|author= Wikimedia India Chapter contributors|date= June 9, 2011|publisher= Wikimedia India Chapter|accessdate= November 6, 2011}}</ref> |
||
ମାର୍ଚ୍ଚ ୨୦୧୨ ସୁଧା ଏଥିରେ ୨୩୬୭ଟି ଲେଖା ଥିଲା ଯାହା ଏହାକୁ ବିଶ୍ବର ୨୪୦ଟି ଭାଷା ମଧ୍ୟରୁ ଅଧିକ ଲେଖା ଥିବା କ୍ରମରେ ୧୭୬ ନଂ ସ୍ଥାନ ପାଇଥିଲା। <ref>{{cite web |url= http://meta.wikimedia.org/wiki/List_of_Wikipedias#1_000.2B_articles|title= List of Wikipedias|author= Meta contributors|date= March 11, 2012|publisher= Meta, discussion about Wikimedia projects.|accessdate= March 20, 2012}}</ref> |
ମାର୍ଚ୍ଚ ୨୦୧୨ ସୁଧା ଏଥିରେ ୨୩୬୭ଟି ଲେଖା ଥିଲା ଯାହା ଏହାକୁ ବିଶ୍ବର ୨୪୦ଟି ଭାଷା ମଧ୍ୟରୁ ଅଧିକ ଲେଖା ଥିବା କ୍ରମରେ ୧୭୬ ନଂ ସ୍ଥାନ ପାଇଥିଲା। <ref>{{cite web |url= http://meta.wikimedia.org/wiki/List_of_Wikipedias#1_000.2B_articles|title= List of Wikipedias|author= Meta contributors|date= March 11, 2012|publisher= Meta, discussion about Wikimedia projects.|accessdate= March 20, 2012}}</ref> ଓଡ଼ିଆ ଉଇକିପିଡ଼ିଆରେ {{NUMBEROFARTICLES}}ଟି ପ୍ରସଙ୍ଗ ଅଛି ଓ ସେସବୁ {{NUMBEROFACTIVEUSERS}} [[ବିଶେଷ:ସଚଳ_ସଭ୍ୟ|ସଚଳ ସଭ୍ୟ]] ଏବଂ {{NUMBEROFUSERS}}[[ଉଇକିପିଡ଼ିଆ:ଉଇକିଆଳି|ବ୍ୟବହାରକାରୀଙ୍କ]]ଦ୍ଵାରା ଲେଖାଯାଉଅଛି ।<ref name="Wiki"/> |
||
<font size=2>[[ଓଡ଼ିଆ ଉଇକିପିଡ଼ିଆ]]ରେ '''{{NUMBEROFARTICLES}}'''ଟି ପ୍ରସଙ୍ଗ ଅଛି ଯାହା '''{{NUMBEROFACTIVEUSERS}}''' [[ବିଶେଷ:ସଚଳ_ସଭ୍ୟ|ସଚଳ ସଭ୍ୟ]] ଏବଂ '''{{NUMBEROFUSERS}}''' [[ଉଇକିପିଡ଼ିଆ:ଉଇକିଆଳି|ବ୍ୟବହାରକାରୀଙ୍କ]]ଦ୍ଵାରା ଲେଖାଯାଉଅଛି ।</font> |
|||
| <ref name="Wiki"/> |
|||
== ସାଂଖିକ ତଥ୍ୟ == |
== ସାଂଖିକ ତଥ୍ୟ == |
୧୧:୧୫, ୨୨ ଜୁନ ୨୦୧୮ ଅନୁସାରେ କରାଯାଇଥିବା ବଦଳ
ୟୁ.ଆର.ଏଲ | or |
---|---|
ସ୍ଳୋଗାନ | ଓଡ଼ିଆ:ଏକ ଖୋଲା ଜ୍ଞାନକୋଷ (The Free Encyclopedia) |
ବ୍ୟବସାୟିକ | ଦାତବ୍ୟ |
ସାଇଟର ପ୍ରକାର | ଇଣ୍ଟରନେଟ ଜ୍ଞାନକୋଷ ପ୍ରକଳ୍ପ |
ରେଜେଷ୍ଟ୍ରିକରଣ | ଇଚ୍ଛାଧୀନ |
ମିଳୁଥିବା ଭାଷା | ଓଡ଼ିଆ |
କଣ୍ଟେଣ୍ଟ ଲାଇସେନ୍ସ | କ୍ରିଏଟିଭ କମନ୍ସ ଆଟ୍ରିବ୍ୟୁସନ/ ସେଆର-ଏଲାଇକ ୩.୦ (ଅଧିକାଂଶ ଲେଖା ଦୁଇଟି ଲାଇସେନ୍ସ ଜିଏଫଡିଏଲ ଅଧୀନରେ) ମିଡ଼ିଆର ଲାଇସେନ୍ସ ଅଲଗା ଅଲଗା |
ମାଲିକ | ଉଇକିମିଡ଼ିଆ ଫାଉଣ୍ଡେସନ |
ତିଆରି କରିଥିଲେ | ଓଡ଼ିଆ ଉଇକିପିଡ଼ିଆ ସମୂହ |
ଆରମ୍ଭ କରାଯାଇଥିଲା | 3 ଜୁନ 2002 |
ଏବେକାର ସ୍ଥିତି | ଅନଲାଇନ |
ଓଡ଼ିଆ ଉଇକିପିଡ଼ିଆ (orwiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା[୧] ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା ।[୨] ଏହା ୨୦ଟି ଭାରତୀୟ ଉପମହାଦେଶୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରେ ସର୍ବପୁରାତନ ।[୩][୪] ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।[୫]
ଇତିହାସ
ଓଡ଼ିଆ ଉଇକିପିଡ଼ିଆରେ [୨][୬] ମାର୍ଚ୍ଚ ୨୦୧୨ ସୁଧା ଏଥିରେ ୨୩୬୭ଟି ଲେଖା ଥିଲା ଯାହା ଏହାକୁ ବିଶ୍ବର ୨୪୦ଟି ଭାଷା ମଧ୍ୟରୁ ଅଧିକ ଲେଖା ଥିବା କ୍ରମରେ ୧୭୬ ନଂ ସ୍ଥାନ ପାଇଥିଲା। [୭] ଓଡ଼ିଆ ଉଇକିପିଡ଼ିଆରେ ୧୭,୯୮୦ଟି ପ୍ରସଙ୍ଗ ଅଛି ଓ ସେସବୁ ୪୫ ସଚଳ ସଭ୍ୟ ଏବଂ ୩୬,୩୫୨ବ୍ୟବହାରକାରୀଙ୍କଦ୍ଵାରା ଲେଖାଯାଉଅଛି ।[୨]
ସାଂଖିକ ତଥ୍ୟ
କ୍ରମିକ | ଭାଷା | ଭାଷା (ସ୍ଥାନୀୟ) | ଉଇକି | ପ୍ରସଙ୍ଗସବୁ | ମୋଟ | ସମ୍ପାଦନା | ପରିଚାଳକଗଣ | ବ୍ୟବହାରକାରୀ | ସକ୍ରିୟ ସଭ୍ୟ | ଛବିସବୁ | ଗଭୀରତା |
---|---|---|---|---|---|---|---|---|---|---|---|
୧୮୯ | ଓଡ଼ିଆ | ଓଡ଼ିଆ | or | ୧୩,୯୫୭ | ୧୩,୯୫୭ | ୩,୨୦,୬୨୪ | ୫ | ୧୭,୬୨୬ | ୫୨ | ୧୧୯ | 206 |
ତଳ ଟେବୁଲରେ ପ୍ରସଙ୍ଗ ପିଛା ସମ୍ପାଦନା ତଥ୍ୟ ରହିଛି:
କ୍ରମିକ | ଭାଷା | ଭାଷା (ସ୍ଥାନୀୟ) | ଉଇକି | ସମ୍ପାଦନା / ପ୍ରସଙ୍ଗ | ମୋଟ / ପ୍ରସଙ୍ଗ | ବ୍ୟବହାରକାରୀ / ପ୍ରସଙ୍ଗ | ପ୍ରସଙ୍ଗ | ସମ୍ପାଦନା | ମୋଟ | ବ୍ୟବହାରକାରୀ |
---|---|---|---|---|---|---|---|---|---|---|
୪୮ | ଓଡ଼ିଆ | ଓଡ଼ିଆ | ୨୩ | ୪.୩ | ୧.୩ | ୧୩,୯୫୭ | ୩୨୦,୬୧୭ | ୫୯,୭୧୩ | ୧୭,୬୨୪ |
Wikipedia Report Card: summaries for Oriya
ସବିଶେଷ | ତଥ୍ୟ | ବାର୍ଷିକ ବଦଳ | ମାସିକ ବଦଳ |
---|---|---|---|
ମାସିକ ପୃଷ୍ଠା ଦର୍ଶନ | ୨୭୭,୭୪୭ | -- | -- |
ପ୍ରସଙ୍ଗ ସଂଖ୍ୟା | ୧୩,୯୦୮ | +୧୦% | +୧% |
ଦୈନିକ ନୂଆ ପ୍ରସଙ୍ଗ | ୪ | -- | -- |
ମାସିକ ସମ୍ପାଦନା | ୨,୫୨୨ | +୯୮% | -9% |
ସକ୍ରିୟ ସଭ୍ୟ | ୧୫ | -୧୨% | +୫୮% |
ଅତି ସକ୍ରିୟ ସଭ୍ୟ | ୪ | +୩୩% | +0% |
ନୂଆ ଉଇକିଆଳି | ୨ | -- | -- |
ଭାଷାଭାଷୀ | ୩୧,୦୦୦,୦୦୦ | -- | -- |
ଏକ ମିଲିଅନ ଲୋକରେ ଉଇକିଆଳି | 0.୫ | -- | -- |
ଆଧାର
- ↑ "Wikipedia's Oriya Section Celebrated Its Eighth Year". 26 January 2012. batoi.com. Retrieved 20 June 2012.
- ↑ ୨.୦ ୨.୧ ୨.୨ Meta contributors (May 6, 2011). "Wikimedia News". Meta, discussion about Wikimedia projects. Retrieved November 6, 2011.
{{cite web}}
:|author=
has generic name (help) - ↑ "Oriya Wikipedia celebrating its 8th birthday". eindiadiary.com. January 25, 2012. Retrieved June 20, 2012.
- ↑ Renuka Phadnis (Apr 9, 2011). "Attempts on to revive Oriya Wikipedia". Mangalore. The Hindu. Retrieved June 20, 2012.
- ↑ "ପ୍ରଧାନ ପାତା (in Odia script, i.e. Main Page)". 3 June 2002. Retrieved 25 March 2014.
- ↑ Wikimedia India Chapter contributors (June 9, 2011). "WikiPatrika/2011-06/Community News/or". Wikimedia India Chapter. Retrieved November 6, 2011.
{{cite web}}
:|author=
has generic name (help) - ↑ Meta contributors (March 11, 2012). "List of Wikipedias". Meta, discussion about Wikimedia projects. Retrieved March 20, 2012.
{{cite web}}
:|author=
has generic name (help) - ↑ All Wikipedias ordered by number of articles, List of Wikipedias.
- ↑ List of Wikipedias by edits per article. Accessed 26 August 2007
- ↑ Stats Wikimedia. 3 November 2011
- ↑ Oriya Wikipedia at a glance. September 2011
- ↑ Article count (Official), Oriya Wikipedia