"ଓଡ଼ିଆ ଉଇକିପିଡ଼ିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୭୬ କ ଧାଡ଼ି: ୭୬ କ ଧାଡ଼ି:
! ବ୍ୟବହାରକାରୀ
! ବ୍ୟବହାରକାରୀ
|-
|-
| ୪୮ || align="left" | [[ଓଡ଼ିଆ ଭାଷା|ଓଡ଼ିଆ]] || align="left" lang="or" xml:lang="or" | [{{fullurl:or:ଓଡ଼ିଆ}} ଓଡ଼ିଆ] || align="left" hreflang="or" || ୫.୩୭ || .୪୦ || .୨୦ || hreflang="or" | || ୬,୭୪୯ || ୭୩୯ || ୧୦୮
| ୪୮ || align="left" | [[ଓଡ଼ିଆ ଭାଷା|ଓଡ଼ିଆ]] || align="left" lang="or" xml:lang="or" | [{{fullurl:or:ଓଡ଼ିଆ}} ଓଡ଼ିଆ] || || ୨୩ || . || . || hreflang="or" |୧୩,୯୫୭
| ୩୨୦,୬୧୭ || ୫୯,୭୧୩ || ୧୭,୬୨୪
|}
|}
<ref>[http://meta.wikimedia.org/wiki/List_of_Wikipedias_by_edits_per_article List of Wikipedias by edits per article]. Accessed 26 August 2007</ref>
<ref>[http://meta.wikimedia.org/wiki/List_of_Wikipedias_by_edits_per_article List of Wikipedias by edits per article]. Accessed 26 August 2007</ref>

୧୧:୧୧, ୧୯ ଜୁନ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ଉଇକିପିଡ଼ିଆ
Favicon of Wikipedia Oriya Wikipedia
Oriya Wikipedia logo
ୟୁ.ଆର.ଏଲor.wikipedia.org
ସ୍ଳୋଗାନOriya:ଏକ ଖୋଲା ଜ୍ଞାନକୋଷ (The Free Encyclopedia)
ବ୍ୟବସାୟିକCharitable
ସାଇଟର ପ୍ରକାରInternet encyclopedia project
ରେଜେଷ୍ଟ୍ରିକରଣOptional
ମିଳୁଥିବା ଭାଷାOriya
କଣ୍ଟେଣ୍ଟ ଲାଇସେନ୍ସCreative Commons Attribution/
Share-Alike
3.0
(most text also dual-licensed under GFDL)
Media licensing varies
ମାଲିକWikimedia Foundation
ତିଆରି କରିଥିଲେOriya wiki community
ଆରମ୍ଭ କରାଯାଇଥିଲା3 ଜୁନ 2002; 21 years ago (2002-୦୬-03)
ଏବେକାର ସ୍ଥିତିOnline

ଉଇକିପିଡ଼ିଆ' (/[invalid input: 'En-uk-Wikipedia.ogg']ˌwɪk[invalid input: 'ɨ']ˈpdi.ə/ or /[invalid input: 'en-us-Wikipedia.ogg']ˌwɪkiˈpdi.ə/ WIK-i-PEE-dee-ə) ଏକ ଖୋଲା ୱେବକୁ ନେଇ ତିଆରି ମିଳିତ ବହୁଭାଷୀ ଜ୍ଞାନକୋଷ । ଏହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ପରିଚାଳିତ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ଵର ଉଇକିଆଳିଙ୍କଦ୍ୱାରା ସମ୍ପାଦିତ । ପ୍ରାୟ ସବୁଯାକ ଲେଖା ସଭିଙ୍କ ଦେଇ ବଦଳାଯାଇପାରିବ ।[୧] ଉଇକିପିଡ଼ିଆ ୨୦୦୧ ମସିହାରେ ଜିମି ଉଏଲ୍ସଲାରି ସାଙ୍ଗରଙ୍କ ଦେଇ ଆରମ୍ଭ କରାଯାଇଥିଲା[୨]ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।[୩][୪][୫][୬] ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ଵର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r[୩][୭]


ଇତିହାସ

ଓଡ଼ିଆ ଉଇକିପିଡ଼ିଆ (ଅଥବା ଓଡ଼ିଆ ୱିକିପିଡ଼ିଆ ବା orwiki), ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ। ଏହା ଓଡ଼ିଆରେ ଜ୍ଞାନ ବିତରଣ କରୁଥିବା ଏକ ମାଗଣା ଜ୍ଞାନକୋଷ । ଓଡ଼ିଆ ଉଇକିପିଡ଼ିଆ ପ୍ରକଳ୍ପଟି ୨୦୦୨ ମସିହାରେ ଆରମ୍ଭ ହୋଇଥିଲା ଓ ୨୦୧୧ ବେଳକୁ ଏଥିରେ ୧୦୦୦ଟି ଲେଖା ଥିଲା । ଏଥିରେ [୮][୯] ମାର୍ଚ୍ଚ ୨୦୧୨ ସୁଧା ଏଥିରେ ୨୩୬୭ଟି ଲେଖା ଥିଲା ଯାହା ଏହାକୁ ବିଶ୍ବର ୨୪୦ଟି ଭାଷା ମଧ୍ୟରୁ ଅଧିକ ଲେଖା ଥିବା କ୍ରମରେ ୧୭୬ ନଂ ସ୍ଥାନ ପାଇଥିଲା। [୧୦]

ଓଡ଼ିଆ ଉଇକିପିଡ଼ିଆରେ ୧୭,୮୬୭ଟି ପ୍ରସଙ୍ଗ ଅଛି ଯାହା ୪୯ ସଚଳ ସଭ୍ୟ ଏବଂ ୩୬,୧୯୩ ବ୍ୟବହାରକାରୀଙ୍କଦ୍ଵାରା ଲେଖାଯାଉଅଛି । | [୮]

ସାଂଖିକ ତଥ୍ୟ

କ୍ରମିକ ଭାଷା ଭାଷା (ସ୍ଥାନୀୟ) ଉଇକି ପ୍ରସଙ୍ଗସବୁ ମୋଟ ସମ୍ପାଦନା ପରିଚାଳକଗଣ ବ୍ୟବହାରକାରୀ ସକ୍ରିୟ ସଭ୍ୟ ଛବିସବୁ ଗଭୀରତା
୧୮୯ ଓଡ଼ିଆ ଓଡ଼ିଆ or ୧୩,୯୫୭ ୧୩,୯୫୭ ୩,୨୦,୬୨୪ ୧୭,୬୨୬ ୫୨ ୧୧୯ 206

[୧୧]

ତଳ ଟେବୁଲରେ ପ୍ରସଙ୍ଗ ପିଛା ସମ୍ପାଦନା ତଥ୍ୟ ରହିଛି:

କ୍ରମିକ ଭାଷା ଭାଷା (ସ୍ଥାନୀୟ) ଉଇକି ସମ୍ପାଦନା / ପ୍ରସଙ୍ଗ ମୋଟ / ପ୍ରସଙ୍ଗ ବ୍ୟବହାରକାରୀ / ପ୍ରସଙ୍ଗ ପ୍ରସଙ୍ଗ ସମ୍ପାଦନା ମୋଟ ବ୍ୟବହାରକାରୀ
୪୮ ଓଡ଼ିଆ ଓଡ଼ିଆ ୨୩ ୪.୩ ୧.୩ ୧୩,୯୫୭ ୩୨୦,୬୧୭ ୫୯,୭୧୩ ୧୭,୬୨୪

[୧୨]

Statistics of Oriya Wikipedia's active users
Page views of Oriya Wikipedia[୧୩]

Wikipedia Report Card: summaries for Oriya

Details Data Yearly change Monthly change
Page Views per Month 484,698 -- --
Article Count 1,642 +154% +7%
New Articles per Day 4 -- --
Edits per Month 1,780 +64% +9%
Active Editors 9 -- +50%
Very Active Editors 2 -- +0%
New Editors 1 -- --
Speakers 31,000,000 -- --
Editors per Million Speakers 0.3 -- --

[୧୪]

Article count stats of Wikipedia, contains articles that contain at least one internal link[୧୫]

ଆଧାର

  1. In some parts of the world, the access to Wikipedia had been blocked.
  2. Mike Miliard (2008-03-01). "Wikipediots: Who Are These Devoted, Even Obsessive Contributors to Wikipedia?". Salt Lake City Weekly. Retrieved 2008-12-18.
  3. ୩.୦ ୩.୧ "Five-year Traffic Statistics for Wikipedia.org". Alexa Internet. Retrieved 2011-05-24.
  4. Bill Tancer (2007-05-01). "Look Who's Using Wikipedia". Time. Retrieved 2007-12-01. The sheer volume of content [...] is partly responsible for the site's dominance as an online reference. When compared to the top 3,200 educational reference sites in the U.S., Wikipedia is #1, capturing 24.3% of all visits to the category {{cite news}}: Italic or bold markup not allowed in: |publisher= (help) Cf. Bill Tancer (Global Manager, Hitwise), "Wikipedia, Search and School Homework", Hitwise: An Experian Company (Blog), 2007-03-01. Retrieved 2008-12-18.
  5. Alex Woodson (2007-07-08). "Wikipedia remains go-to site for online news". Reuters. Retrieved 2007-12-16. Online encyclopedia Wikipedia has added about 20 million unique monthly visitors in the past year, making it the top online news and information destination, according to Nielsen//NetRatings.
  6. http://www.alexa.com/siteinfo/wikipedia.org?range=5y&size=large&y=t
  7. Wikipedia's Evolving Impact, by Stuart West, slideshow presentation at TED2010
  8. ୮.୦ ୮.୧ Meta contributors (May 6, 2011). "Wikimedia News". Meta, discussion about Wikimedia projects. Retrieved November 6, 2011. {{cite web}}: |author= has generic name (help)
  9. Wikimedia India Chapter contributors (June 9, 2011). "WikiPatrika/2011-06/Community News/or". Wikimedia India Chapter. Retrieved November 6, 2011. {{cite web}}: |author= has generic name (help)
  10. Meta contributors (March 11, 2012). "List of Wikipedias". Meta, discussion about Wikimedia projects. Retrieved March 20, 2012. {{cite web}}: |author= has generic name (help)
  11. All Wikipedias ordered by number of articles, List of Wikipedias.
  12. List of Wikipedias by edits per article. Accessed 26 August 2007
  13. Stats Wikimedia. 3 November 2011
  14. Oriya Wikipedia at a glance. September 2011
  15. Article count (Official), Oriya Wikipedia

ବାହାର ଆଧାର