"୧ (ସଂଖ୍ୟା)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୯ କ ଧାଡ଼ି: ୯ କ ଧାଡ଼ି:


== ଅଙ୍କ ଜ୍ୟୋତିଷରେ ମହତ୍ତ୍ବ ==
== ଅଙ୍କ ଜ୍ୟୋତିଷରେ ମହତ୍ତ୍ବ ==
* ୧ ତାରିଖରେ ଜନ୍ମିତ ବ୍ୟକ୍ତିବିଶେଷ (ଯଥା: ୧,୧୦,୧୯,୨୮) ଦୃଢମନା ତଥା ସୃଜନଶୀଳ ହୁଅନ୍ତି ବୋଲି ସଂଖ୍ୟା ଜ୍ୟୋତିଷରେ ବିଶ୍ଵାସ କରାଯାଏ ।
* ୧ ତାରିଖରେ ଜନ୍ମିତ ବ୍ୟକ୍ତିବିଶେଷ (ଯଥା: ୧,୧୦,୧୯,୨୮) ଦୃଢମନା ତଥା ସୃଜନଶୀଳ ହୁଅନ୍ତି ବୋଲି ସଂଖ୍ୟା ଜ୍ୟୋତିଷରେ ବିଶ୍ଵାସ କରାଯାଏ ।<ref name="Numerology">{{cite book|last=Uppal|first=Jagajit|title=Cheiro's NUMEROLOGY & ASTROLOGY|publisher=Orient Paperbacks|pages=34}}</ref>


== ବିବିଧ ବିଶେଷତ୍ଵ ==
== ବିବିଧ ବିଶେଷତ୍ଵ ==

୧୧:୧୦, ୧୦ ଜୁନ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ଓଡ଼ିଆ ବର୍ଣ୍ଣମାଳା
ଓଡ଼ିଆ ସ୍ଵର ବର୍ଣ୍ଣ
‌‌
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ
କ୍ଷ ଡ଼ ଢ଼
ଓଡ଼ିଆ ସଂଖ୍ୟା

ଏକ (୧) ହେଉଛି ସାଧାରଣ ଗଣନ ସଂଖ୍ୟା ଶ୍ରେଣୀର ପ୍ରଥମ ତଥା ଦୁଇ()ର ପୂର୍ବବର୍ତ୍ତୀ ସଂଖ୍ୟା । ଏହା ଏକକ ପରିମାପର ପରିପ୍ରକାଶ । ଯେ କୌଣସି ସଂଖ୍ୟାକୁ ଏହି ସଂଖ୍ୟା (୧) ଦ୍ୱାରା ଗୁଣନ କଲେ ମୂଳ ସଂଖ୍ୟାର ମୁଲ୍ୟ ଅପରିବର୍ତ୍ତନୀୟ ରହୁଥିବାରୁ ଏହା ଗୁଣନାତ୍ମକ ଅଭେଦ (ଆଇଡେଣ୍ଟିଟି) ଭାବେ ମଧ୍ୟ ପରିଚିତ ।[୧]

ଗାଣିତିକ ଧର୍ମ

  • ୧ ହେଉଛି ସେହି ସ୍ଵତଂତ୍ର ସଂଖ୍ୟା ଯାହା ମୌଳିକ ନୁହଁ କି ଯୌଗିକ ନୁହଁ ।
  • ୧ ହେଉଛି ଏକ ମାତ୍ର ସଂଖ୍ୟା ଯାହାର ବର୍ଗ ଓ ବର୍ଗମୂଳ ସେହି ୧ । ୧ର ଯେ କୌଣସି ଘାତ ନେଲେ ବି ସେହି ଘାତାଙ୍କ ରାଶି ର ମୂଲ୍ୟ ସର୍ବଦା ୧ ହୁଏ ।
  • ୦ ବ୍ୟତୀତ ଯେ କୌଣସି ସଂଖ୍ୟାକୁ ସେହି ସଂଖ୍ୟାରେ ଭାଗ କଲେ ଭାଗଫଳ ସର୍ବଦା ୧ ମିଳେ ।
  • ୧ ହେଉଛି ପ୍ରଥମ ଅଯୁଗମ ସଂଖ୍ୟା ତଥା ଗଣନ ସଂଖ୍ୟା ଶ୍ରେଣୀର ପ୍ରଥମ ସଂଖ୍ୟା ।

ଅଙ୍କ ଜ୍ୟୋତିଷରେ ମହତ୍ତ୍ବ

  • ୧ ତାରିଖରେ ଜନ୍ମିତ ବ୍ୟକ୍ତିବିଶେଷ (ଯଥା: ୧,୧୦,୧୯,୨୮) ଦୃଢମନା ତଥା ସୃଜନଶୀଳ ହୁଅନ୍ତି ବୋଲି ସଂଖ୍ୟା ଜ୍ୟୋତିଷରେ ବିଶ୍ଵାସ କରାଯାଏ ।[୨]

ବିବିଧ ବିଶେଷତ୍ଵ

  • ଶ୍ରେଷ୍ଠ ଅର୍ଥରେ ୧(ପ୍ରଥମ)ର ବ୍ୟବହାର ସର୍ବମାନ୍ୟ ।

ଆଧାର

  1. "The Multiplicative Identity Property". Retrieved 8 June 2018.
  2. Uppal, Jagajit. Cheiro's NUMEROLOGY & ASTROLOGY. Orient Paperbacks. p. 34.