"ଏ ମନ ମାନେନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Ssgapu22 E Mana Manena ପୃଷ୍ଠାଟି ଏ ମନ ମାନେନାକୁ ଲେଉଟାଇଲେ
No edit summary
୨୭ କ ଧାଡ଼ି: ୨୭ କ ଧାଡ଼ି:
}}
}}


'''ଏ ମନ ମାନେନା''', ୨୦୦୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ କୁମାର ଏବଂ ରାମଚନ୍ଦ୍ର ମହାପାତ୍ର । ରାଜଲକ୍ଷ୍ମୀ ପ୍ରିୟଦର୍ଶିନୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଡଃ ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏନ୍. ପାଢ଼ୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
'''ଏ ମନ ମାନେନା''', ୨୦୦୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ କୁମାର ଏବଂ ରାମଚନ୍ଦ୍ର ମହାପାତ୍ର । ରାଜଲକ୍ଷ୍ମୀ ପ୍ରିୟଦର୍ଶିନୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଡଃ ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏନ୍. ପାଢ଼ୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।<ref>{{cite news|title=ଜାଣନ୍ତୁ ଏହି ଓଲିଉଡ ନାୟକ –ନାୟିକା କାହିଁକି କହୁଛନ୍ତି ‘ପାଗଳ ମୁଁ ତୋ’ ପାଇଁ’|url=http://sambad.in/entertainment/odia-movie-pagala-mu-topain-153369/|accessdate=6 June 2018|newspaper=sambad.in|date=5 June 2018}}</ref>


ଏହି କତାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ, ଦୁଷ୍ମନ୍ତ ପଣ୍ଡା, ବର୍ଷା ପ୍ରିୟଦର୍ଶିନୀ ଏବଂ କାଜଲ ମିଶ୍ର । ମିହିର ଦାସ, ଅନିତା ଦାସ, ହାଡ଼ୁ, ହରିହର ମହାପାତ୍ର, ଉତ୍ତମ ମହାନ୍ତି, ସୁମନ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହି କତାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ, ଦୁଷ୍ମନ୍ତ ପଣ୍ଡା, ବର୍ଷା ପ୍ରିୟଦର୍ଶିନୀ ଏବଂ କାଜଲ ମିଶ୍ର । ମିହିର ଦାସ, ଅନିତା ଦାସ, ହାଡ଼ୁ, ହରିହର ମହାପାତ୍ର, ଉତ୍ତମ ମହାନ୍ତି, ସୁମନ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

୧୬:୨୭, ୬ ଜୁନ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ଏ ମନ ମାନେନା
ନିର୍ଦ୍ଦେଶକଏନ୍. ପାଢ଼ୀ
ପ୍ରଯୋଜକବିଜୟ କୁମାର, ରାମଚନ୍ଦ୍ର ମହାପାତ୍ର
ସଂଳାପ(ସଂଳାପ): ରଜନୀ ରଞ୍ଜନ
ଚିତ୍ରନାଟ୍ୟଏନ୍. ପାଢ଼ୀ
କାହାଣୀରାଜଲକ୍ଷ୍ମୀ ପ୍ରିୟଦର୍ଶିନୀ
କଳାକାରଅରିନ୍ଦମ ରାୟ, ଦୁଷ୍ମନ୍ତ ପଣ୍ଡା, ବର୍ଷା ପ୍ରିୟଦର୍ଶିନୀ, କାଜଲ ମିଶ୍ର, ମିହିର ଦାସ, ଅନିତା ଦାସ, ହାଡ଼ୁ, ଉତ୍ତମ ମହାନ୍ତି
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣଏ. ରଙ୍ଗନାଥନ୍
ସମ୍ପାଦକସି. ମାଣିକ୍ ରାଓ
ମୁକ୍ତିଲାଭ ତାରିଖ
୨୦୦୭
ଦେଶ ଭାରତ
ଭାଷାଓଡ଼ିଆ

ଏ ମନ ମାନେନା, ୨୦୦୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ କୁମାର ଏବଂ ରାମଚନ୍ଦ୍ର ମହାପାତ୍ର । ରାଜଲକ୍ଷ୍ମୀ ପ୍ରିୟଦର୍ଶିନୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଡଃ ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏନ୍. ପାଢ଼ୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ଏହି କତାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ, ଦୁଷ୍ମନ୍ତ ପଣ୍ଡା, ବର୍ଷା ପ୍ରିୟଦର୍ଶିନୀ ଏବଂ କାଜଲ ମିଶ୍ର । ମିହିର ଦାସ, ଅନିତା ଦାସ, ହାଡ଼ୁ, ହରିହର ମହାପାତ୍ର, ଉତ୍ତମ ମହାନ୍ତି, ସୁମନ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକବିଜୟ ମଲ୍ଲ, ନିମାଇଁ ମହାନ୍ତି, ପୁର୍ଣ୍ଣେନ୍ଦୁ ଦାସ ମହାପାତ୍ର, ସମରେନ୍ଦ୍ରନାଥ ମହାପାତ୍ର, ସୁରେଶ ପରିଡ଼ା ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ସରୋଜ ଦାସ, ତପୁ ମିଶ୍ର, ନସିର, ସୁଲଗ୍ନା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟୀରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ
1."ବାହା ହେବ ନାହିଁ" 
2."ଆଜିକା ବ୍ରେକିଙ୍ଗ ନ୍ୟୁଜ୍" 
3."ଓଃ ନୀଳ ପରି" 
4."କୋଉଠୁ ଆସିଲ ପରଦେଶୀ" 
5."ଧିରେ ଧିରେ ନିଆଁ ଜଳେ" 
6."ଏ ମନ ମାନେନା" 
7."ତୁମକୁ ନିଜର" 

ଆଧାର

  1. "ଜାଣନ୍ତୁ ଏହି ଓଲିଉଡ ନାୟକ –ନାୟିକା କାହିଁକି କହୁଛନ୍ତି 'ପାଗଳ ମୁଁ ତୋ' ପାଇଁ'". sambad.in. 5 June 2018. Retrieved 6 June 2018.
  2. "ଓଲିଉଡ ନାୟକ ଦୁଷ୍ମନ୍ତଙ୍କ ପ୍ରଥମ ଅନୁଭୂତି". sambad.in. 4 October 2017. Retrieved 26 January 2018.
  3. "କେଉଁ ନିର୍ଦ୍ଦେଶକଙ୍କ ସହ ଥରେ ମାତ୍ର କାମ କରିଛନ୍ତି ଓଲିଉଡ଼୍‍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ". sambad.in. 8 November 2017. Retrieved 26 January 2018.

ବାହାର ଆଧାର

ଇଣ୍ଟରନେଟ ମୁଭି ଡାଟାବେସରେ ଏ ମନ ମାନେନା