"ଆୟେଶା ଜୁଲ୍କା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
No edit summary
୨୧ କ ଧାଡ଼ି: ୨୧ କ ଧାଡ଼ି:
ଏହାପରେ ଆୟେଶା ୧୯୯୩ରେ କୈସେ କୈସେ ରିସ୍ତେ, ବଲ୍‌ମା, ମେହେର୍‌ବାନ୍, ସଂଗ୍ରାମ, ଦଲାଲ୍, ରଙ୍ଗ୍, ୱକ୍ତ ହମାରା, ଦିଲ୍‌ କି ବାଜି, ଅଉଲାଦ୍ କେ ଦୁସ୍‌ମନ୍, ୧୯୯୪ରେ ବ୍ରହ୍ମା, ଏକ ରାଜା ରାଣୀ, ଜୟ କିଶନ, ମହାଶକ୍ତିଶାଳୀ, ୧୯୯୫ରେ ଆଶିକ୍ ମସ୍ତାନେ, ୧୯୯୬ରେ ମସୁମ୍, ମୁକଦ୍ଦର୍, ୧୯୯୭ରେ ବିଶ୍ୱବିଧାତା, ସୁରଜ୍, ଘୁଂଙ୍ଘଟ ଆଦି କଥାଚିତ୍ରରେ ନାୟିକା ଭୂମିକାରେ ଅଭିନୟ କରିଥିଲେ । ଏଥିସ‌ହିତ ସେ କିଛି ଚଳଚ୍ଚିତ୍ରରେ ଅତିଥି କଳାକାର ଭାବରେ ଏବଂ କିଛି ଚଳଚ୍ଚିତ୍ର ଆଇଟମ ଗୀତରେ ନୃତ୍ୟ କରିଥିଲେ । ୧୯୯୮ରେ ଆୟେଶା କନସାଲୁ ନିନେ ମନସାଲୁ ନିନେ ଶୀର୍ଷକ ଏକ କନ୍ନଡ଼ କଥାଚିତ୍ରରେ ଅଭିନୟ କରିଥିଲେ । ୨୦୦୬ ମସିହାରେ ସେ ଏକ ଓଡ଼ିଆ କଥାଚିତ୍ର [[ରକତେ ଲେଖିଚି ନାଁ]]ରେ ସିଦ୍ଧାନ୍ତ ମହାପାତ୍ରଙ୍କ ଭାଉଜ ତ‌ଥା ଜଣେ ଆରକ୍ଷୀ ଅଧିକାରୀ ଭୂମିକାରେ ଅଭିନୟ କରିଥିଲେ ।
ଏହାପରେ ଆୟେଶା ୧୯୯୩ରେ କୈସେ କୈସେ ରିସ୍ତେ, ବଲ୍‌ମା, ମେହେର୍‌ବାନ୍, ସଂଗ୍ରାମ, ଦଲାଲ୍, ରଙ୍ଗ୍, ୱକ୍ତ ହମାରା, ଦିଲ୍‌ କି ବାଜି, ଅଉଲାଦ୍ କେ ଦୁସ୍‌ମନ୍, ୧୯୯୪ରେ ବ୍ରହ୍ମା, ଏକ ରାଜା ରାଣୀ, ଜୟ କିଶନ, ମହାଶକ୍ତିଶାଳୀ, ୧୯୯୫ରେ ଆଶିକ୍ ମସ୍ତାନେ, ୧୯୯୬ରେ ମସୁମ୍, ମୁକଦ୍ଦର୍, ୧୯୯୭ରେ ବିଶ୍ୱବିଧାତା, ସୁରଜ୍, ଘୁଂଙ୍ଘଟ ଆଦି କଥାଚିତ୍ରରେ ନାୟିକା ଭୂମିକାରେ ଅଭିନୟ କରିଥିଲେ । ଏଥିସ‌ହିତ ସେ କିଛି ଚଳଚ୍ଚିତ୍ରରେ ଅତିଥି କଳାକାର ଭାବରେ ଏବଂ କିଛି ଚଳଚ୍ଚିତ୍ର ଆଇଟମ ଗୀତରେ ନୃତ୍ୟ କରିଥିଲେ । ୧୯୯୮ରେ ଆୟେଶା କନସାଲୁ ନିନେ ମନସାଲୁ ନିନେ ଶୀର୍ଷକ ଏକ କନ୍ନଡ଼ କଥାଚିତ୍ରରେ ଅଭିନୟ କରିଥିଲେ । ୨୦୦୬ ମସିହାରେ ସେ ଏକ ଓଡ଼ିଆ କଥାଚିତ୍ର [[ରକତେ ଲେଖିଚି ନାଁ]]ରେ ସିଦ୍ଧାନ୍ତ ମହାପାତ୍ରଙ୍କ ଭାଉଜ ତ‌ଥା ଜଣେ ଆରକ୍ଷୀ ଅଧିକାରୀ ଭୂମିକାରେ ଅଭିନୟ କରିଥିଲେ ।


ଆୟେଶା ପରବର୍ତ୍ତୀ ସମୟରେ ନାୟିକା ଭୂମିକା ଛାଡ଼ି ସ‌ହକାରୀ ଭୂମିକାରେ କିଛି ଚଳଚ୍ଚିତ୍ରରରେ ଅଭିନୟ କରିଥିଲେ । ସେ ୨୦୧୦ ମସିହାରେ ଆଡା... ଏ ୱେ ଅଫ୍ ଲାଇଫ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପରେ ସେ ଅଭିନୟ ଦୁନିଆରୁ ଦୂରେଇ ଯାଇଥିଲେ । ମାତ୍ର ୨୦୧୮ ମସିହାରେ ସେ ପୁଣିଥରେ କଥାଚିତ୍ର ଜଗତକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
ଆୟେଶା ପରବର୍ତ୍ତୀ ସମୟରେ ନାୟିକା ଭୂମିକା ଛାଡ଼ି ସ‌ହକାରୀ ଭୂମିକାରେ କିଛି ଚଳଚ୍ଚିତ୍ରରରେ ଅଭିନୟ କରିଥିଲେ । ସେ ୨୦୧୦ ମସିହାରେ ଆଡା... ଏ ୱେ ଅଫ୍ ଲାଇଫ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପରେ ସେ ଅଭିନୟ ଦୁନିଆରୁ ଦୂରେଇ ଯାଇଥିଲେ ଏବଂ ନିଜର ବେପାରରେ ଧ୍ୟାନ ଦେଇଥିଲେ । ମାତ୍ର ୨୦୧୮ ମସିହାରେ ସେ ପୁଣିଥରେ କଥାଚିତ୍ର ଜଗତକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଆୟେଶା ସମୀର ୱସିଙ୍କୁ ବିବାହ କରିଛନ୍ତି


[[ଶ୍ରେଣୀ:୧୯୭୨ ଜନ୍ମ]]
[[ଶ୍ରେଣୀ:୧୯୭୨ ଜନ୍ମ]]

୧୬:୨୬, ୩୦ ମଇ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ଆୟେଶା ଝୁଲ୍କା
୨୦୧୦ରେ ଆୟେଶା
Born
ଆୟେଶା ଝୁଲ୍କା

(1972-07-28) ୨୮ ଜୁଲାଇ ୧୯୭୨ (ବୟସ ୫୧)[୧][୨]
ଶ୍ରୀନଗର, ଜାମ୍ମୁ ଓ କାଶ୍ମୀର, ଭାରତ
Occupation(s)ଚଳଚ୍ଚିତ୍ର ଅଭିନେତ୍ରୀ
ଉଦ୍ୟୋଗପତି
Years active୧୯୮୩-୨୦୧୦
୨୦୧୮-ଏବେଯାଏଁ
Spouseସମୀର ୱସି[୩]

ଆୟେଶା ଝୁଲ୍କା (ଜନ୍ମସ୍ଥାନ: ଶ୍ରୀନଗର; ଜନ୍ମ: ୨୮ ଜୁଲାଇ ୧୯୭୨), ଜଣେ ପ୍ରାକ୍ତନ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ[୪] ଏବଂ ଉଦ୍ୟୋଗପତି । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର କାର୍ଯ୍ୟ କରୁଥିଲେ । ଶ୍ରୀନଗରରେ ଜନ୍ମିତା ଆୟେଶାଙ୍କର ପିତା ଇନ୍ଦ୍ର କୁମାର ଝୁଲ୍କା ଭାରତୀୟ ବାୟୁସେନାର ଜଣେ ୱିଙ୍ଗ୍ କମାଣ୍ଡର୍ ।[୩]

ଆୟେଶା ୧୯୮୩ ମସିହାରେ, ମାତ୍ର ୧୧ ବର୍ଷ ବୟସରେ ହିନ୍ଦୀ କଥାଚିତ୍ର କୈସେ କୈସେ ଲୋଗ୍‌ ଜରିଆରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେତେବେଳେ ସେ ଜଣେ ଶିଶୁ କଳାକାର ଭାବରେ ଏହି କଥାଚିତ୍ରରେ ଅଭିନୟ କରିଥିଲେ । ଏହାର ୭ ବର୍ଷ ପରେ ୧୯୯୦ରେ ଆୟେଶାଙ୍କୁ ନାୟିକା ଭାବରେ ପ୍ରଥମ ଚଳଚ୍ଚିତ୍ର ମିଳିଥିଲା ତେଲୁଗୁ କଥାଚିତ୍ର ଜଗତରୁ । ଅକ୍କିନେନି ନାଗାର୍ଜୁନଙ୍କ ସ‌ହ ତାଙ୍କର ଏହି ପ୍ରଥମ ଚଳଚ୍ଚିତ୍ର ଥିଲା ନେତି ସିଦ୍ଧାର୍ଥ । ଏହାପର ବର୍ଷ ୧୯୯୧ ମସିହାରେ ଆୟେଶାଙ୍କୁ ହିନ୍ଦୀ କଥାଚିତ୍ର କୁର୍‌ବାନ୍‌ରେ ଅଭିନେତା ସଲମାନ ଖାଁଙ୍କ ସ‌ହ ନାୟିକା ଭୂମିକରେ ସୁଯୋଗ ଦେଇଥିଲେ ଦୀପକ ବାହାରେ ।

ଏହାପରେ ସେ ୧୯୯୧ ମସିହାରେ କୁର୍‌ବାନ୍, ମିଟ୍ ମେରେ ମନ୍‌ କେ, ହାଏ ମେରି ଜାନ୍ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୯୨ ମସିହାରେ ଆୟେଶାଙ୍କୁ ଅଧିକ ଲୋକପ୍ରିୟତା ମିଳିଥିଲା ଅଭିନେତା ଅକ୍ଷୟ କୁମାରଙ୍କର ଚଳଚ୍ଚିତ୍ର ଖିଲାଡ଼ିରେ ଏବଂ ଅମିର ଖାଁଙ୍କ ସ‌ହ ଯୋ ଜିତା ୱହି ସିକନ୍ଦର ଚଳଚ୍ଚିତ୍ରରେ । ୧୯୯୨ରେ ସେ ମସୁକ୍, ଅନମ୍, କୋହରାମ୍ ଆଦି ଆହୁରି ତିନୋଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଏହାପରେ ଆୟେଶା ୧୯୯୩ରେ କୈସେ କୈସେ ରିସ୍ତେ, ବଲ୍‌ମା, ମେହେର୍‌ବାନ୍, ସଂଗ୍ରାମ, ଦଲାଲ୍, ରଙ୍ଗ୍, ୱକ୍ତ ହମାରା, ଦିଲ୍‌ କି ବାଜି, ଅଉଲାଦ୍ କେ ଦୁସ୍‌ମନ୍, ୧୯୯୪ରେ ବ୍ରହ୍ମା, ଏକ ରାଜା ରାଣୀ, ଜୟ କିଶନ, ମହାଶକ୍ତିଶାଳୀ, ୧୯୯୫ରେ ଆଶିକ୍ ମସ୍ତାନେ, ୧୯୯୬ରେ ମସୁମ୍, ମୁକଦ୍ଦର୍, ୧୯୯୭ରେ ବିଶ୍ୱବିଧାତା, ସୁରଜ୍, ଘୁଂଙ୍ଘଟ ଆଦି କଥାଚିତ୍ରରେ ନାୟିକା ଭୂମିକାରେ ଅଭିନୟ କରିଥିଲେ । ଏଥିସ‌ହିତ ସେ କିଛି ଚଳଚ୍ଚିତ୍ରରେ ଅତିଥି କଳାକାର ଭାବରେ ଏବଂ କିଛି ଚଳଚ୍ଚିତ୍ର ଆଇଟମ ଗୀତରେ ନୃତ୍ୟ କରିଥିଲେ । ୧୯୯୮ରେ ଆୟେଶା କନସାଲୁ ନିନେ ମନସାଲୁ ନିନେ ଶୀର୍ଷକ ଏକ କନ୍ନଡ଼ କଥାଚିତ୍ରରେ ଅଭିନୟ କରିଥିଲେ । ୨୦୦୬ ମସିହାରେ ସେ ଏକ ଓଡ଼ିଆ କଥାଚିତ୍ର ରକତେ ଲେଖିଚି ନାଁରେ ସିଦ୍ଧାନ୍ତ ମହାପାତ୍ରଙ୍କ ଭାଉଜ ତ‌ଥା ଜଣେ ଆରକ୍ଷୀ ଅଧିକାରୀ ଭୂମିକାରେ ଅଭିନୟ କରିଥିଲେ ।

ଆୟେଶା ପରବର୍ତ୍ତୀ ସମୟରେ ନାୟିକା ଭୂମିକା ଛାଡ଼ି ସ‌ହକାରୀ ଭୂମିକାରେ କିଛି ଚଳଚ୍ଚିତ୍ରରରେ ଅଭିନୟ କରିଥିଲେ । ସେ ୨୦୧୦ ମସିହାରେ ଆଡା... ଏ ୱେ ଅଫ୍ ଲାଇଫ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପରେ ସେ ଅଭିନୟ ଦୁନିଆରୁ ଦୂରେଇ ଯାଇଥିଲେ ଏବଂ ନିଜର ବେପାରରେ ଧ୍ୟାନ ଦେଇଥିଲେ । ମାତ୍ର ୨୦୧୮ ମସିହାରେ ସେ ପୁଣିଥରେ କଥାଚିତ୍ର ଜଗତକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଆୟେଶା ସମୀର ୱସିଙ୍କୁ ବିବାହ କରିଛନ୍ତି ।

  1. Dailybhaskar.com. "Remember Ayesha Jhulka? Here's what made her famous and infamous!". Retrieved 14 May 2017.
  2. iluvcinema.in. "Happy Birthday Ayesha Jhulka!!". Retrieved 14 May 2017.
  3. ୩.୦ ୩.୧ "Retiring at the peak of my career was a right choice: Ayesha Jhulka". Hindustan Times. Retrieved 21 March 2015.
  4. Bharati Dubey. "Catfight! - The Times of India". Timesofindia.indiatimes.com. Retrieved 21 March 2015.