"ଆୟେଶା ଜୁଲ୍କା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ added Category:ଜୀବିତ ବ୍ୟକ୍ତି using HotCat |
ଟିକେ added Category:ହିନ୍ଦୀ କଥାଚିତ୍ର ଅଭିନେତ୍ରୀ using HotCat |
||
୧୯ କ ଧାଡ଼ି: | ୧୯ କ ଧାଡ଼ି: | ||
[[ଶ୍ରେଣୀ:୧୯୭୨ ଜନ୍ମ]] |
[[ଶ୍ରେଣୀ:୧୯୭୨ ଜନ୍ମ]] |
||
[[ଶ୍ରେଣୀ:ଜୀବିତ ବ୍ୟକ୍ତି]] |
[[ଶ୍ରେଣୀ:ଜୀବିତ ବ୍ୟକ୍ତି]] |
||
[[ଶ୍ରେଣୀ:ହିନ୍ଦୀ କଥାଚିତ୍ର ଅଭିନେତ୍ରୀ]] |
୧୩:୨୬, ୩୦ ମଇ ୨୦୧୮ ଅନୁସାରେ କରାଯାଇଥିବା ବଦଳ
ଆୟେଶା ଝୁଲ୍କା | |
---|---|
ଜନ୍ମ | ଆୟେଶା ଝୁଲ୍କା ୨୮ ଜୁଲାଇ ୧୯୭୨[୧][୨] ଶ୍ରୀନଗର, ଜାମ୍ମୁ ଓ କାଶ୍ମୀର, ଭାରତ |
ବୃତ୍ତି(ସମୂହ) | ଚଳଚ୍ଚିତ୍ର ଅଭିନେତ୍ରୀ ଉଦ୍ୟୋଗପତି |
ସକ୍ରିୟ ବର୍ଷ | ୧୯୮୩-୨୦୧୦ ୨୦୧୮-ଏବେଯାଏଁ |
ବୈବାହିକ-ସାଥୀ | ସମୀର ୱସି[୩] |
ଆୟେଶା ଝୁଲ୍କା (ଜନ୍ମସ୍ଥାନ: ଶ୍ରୀନଗର; ଜନ୍ମ: ୨୮ ଜୁଲାଇ ୧୯୭୨), ଜଣେ ପ୍ରାକ୍ତନ ଭାରତୀଯ ଚଳଚ୍ଚିତ୍ର ଅଭିନେତ୍ରୀ[୪] ଏବଂ ଉଦ୍ୟୋଗପତି । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର କାର୍ଯ୍ୟ କରୁଥିଲେ । ଶ୍ରୀନଗରରେ ଜନ୍ମିତା ଆୟେଶାଙ୍କର ପିତା ଇନ୍ଦ୍ର କୁମାର ଝୁଲ୍କା ଭାରତୀୟ ବାୟୁସେନାର ଜଣେ ୱିଙ୍ଗ୍ କମାଣ୍ଡର୍ ।[୩]
ଆୟେଶା ୧୯୮୩ ମସିହାରେ, ମାତ୍ର ୧୧ ବର୍ଷ ବୟସରେ ହିନ୍ଦୀ କଥାଚିତ୍ର କୈସେ କୈସେ ଲୋଗ୍ ଜରିଆରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେତେବେଳେ ସେ ଜଣେ ଶିଶୁ କଳାକାର ଭାବରେ ଏହି କଥାଚିତ୍ରରେ ଅଭିନୟ କରିଥିଲେ । ଏହାର ୭ ବର୍ଷ ପରେ ୧୯୯୦ରେ ଆୟେଶାଙ୍କୁ ନାୟିକା ଭାବରେ ପ୍ରଥମ ଚଳଚ୍ଚିତ୍ର ମିଳିଥିଲା ତେଲୁଗୁ କଥାଚିତ୍ର ଜଗତରୁ । ଅକ୍କିନେନି ନାଗାର୍ଜୁନଙ୍କ ସହ ତାଙ୍କର ଏହି ପ୍ରଥମ ଚଳଚ୍ଚିତ୍ର ଥିଲା ନେତି ସିଦ୍ଧାର୍ଥ । ଏହାପର ବର୍ଷ ୧୯୯୧ ମସିହାରେ ଆୟେଶାଙ୍କୁ ହିନ୍ଦୀ କଥାଚିତ୍ର କୁର୍ବାନ୍ରେ ଅଭିନେତା ସଲମାନ ଖାଁଙ୍କ ସହ ନାୟିକା ଭୂମିକରେ ସୁଯୋଗ ଦେଇଥିଲେ ଦୀପକ ବାହାରେ ।
- ↑ Dailybhaskar.com. "Remember Ayesha Jhulka? Here's what made her famous and infamous!". Retrieved 14 May 2017.
- ↑ iluvcinema.in. "Happy Birthday Ayesha Jhulka!!". Retrieved 14 May 2017.
- ↑ ୩.୦ ୩.୧ "Retiring at the peak of my career was a right choice: Ayesha Jhulka". Hindustan Times. Retrieved 21 March 2015.
- ↑ Bharati Dubey. "Catfight! - The Times of India". Timesofindia.indiatimes.com. Retrieved 21 March 2015.