"ଇମ୍ରାନ ଖାଁ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ added Category:୧୯୮୩ ଜନ୍ମ using HotCat |
ଟିକେ added Category:ଜୀବିତ ବ୍ୟକ୍ତି using HotCat |
||
୨୮ କ ଧାଡ଼ି: | ୨୮ କ ଧାଡ଼ି: | ||
[[ଶ୍ରେଣୀ:୧୯୮୩ ଜନ୍ମ]] |
[[ଶ୍ରେଣୀ:୧୯୮୩ ଜନ୍ମ]] |
||
[[ଶ୍ରେଣୀ:ଜୀବିତ ବ୍ୟକ୍ତି]] |
୦୧:୦୭, ୨୬ ମଇ ୨୦୧୮ ଅନୁସାରେ କରାଯାଇଥିବା ବଦଳ
ଇମ୍ରାନ ଖାଁ | |
---|---|
Born | ଇମ୍ରାନ ପାଲ୍ ୧୩ ଜାନୁଆରୀ ୧୯୮୩ ମାରିସନ୍, ୱିସ୍କୋନସିନ୍, ଯୁକ୍ତରାଷ୍ଟ୍ର ଆମେରିକା |
Nationality | ଆମେରିକୀୟ[୧] |
Alma mater | ଫ୍ରେମୋଣ୍ଟ ହାଇ ସ୍କୁଲ, କାଲିଫର୍ଣ୍ଣିଆ ବମ୍ବେ ସ୍କୋଟିସ୍ ସ୍କୁଲ୍ ନିୟୁର୍କ ଫିଲ୍ମ ଆକେଡେମୀ |
Occupation | ଅଭିନେତା |
Years active | ୨୦୦୮–୨୦୧୫ |
Spouse |
ଅବନ୍ତିକା ମଲିକ (m. ୨୦୧୧) |
Children | ୧[୨] |
Relatives | ଅମିର ଖାଁ (ମାମୁଁ) ମନସୁର୍ ଖାଁ (ମାମୁଁ) ନସୀର ହୁସେନ (ଅଜା) ରାଜ୍ ଜ୍ୟୋତିଷ (ସାବତ-ବାପା) |
ଇମ୍ରାନ ଖାଁ (pronounced [ɪmraːn ˈxaːn]; ଜନ୍ମନାମ: ଇମ୍ରାନ ପାଲ୍ ୧୩ ଜାନୁଆରୀ ୧୯୮୩) ଜଣେ ଆମେରିକୀୟ ଚଳଚ୍ଚିତ୍ର ଅଭିନେତା, ଯିଏକି ମୁଖତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ସେ ଭାରତୀୟ ବଂଶଧର ଭାବରେ ଆମେରିକାର ଅଧିବାସୀ ।[୧] ସେ ହିନ୍ଦୀ କଥାଚିତ୍ର ଅଭିନେତା ଅମିର ଖାଁ ଓ ନିର୍ଦ୍ଦେଶକ ତଥା ପ୍ରଯୋଜକ ମନ୍ସୁର୍ ଖାଁଙ୍କର ଭଣଜା । ଇମ୍ରାନଙ୍କର ଅଜା ନସିର ହୁସେନ ମଧ୍ୟ ଜଣେ ନିର୍ଦ୍ଦେଶକ ଓ ପ୍ରଯୋଜକ । ଇମ୍ରାନ ଶିଶୁ କଳାକାର ଭାବରେ ୧୯୮୮ ମସିହାରେ ଏବଂ ୧୯୯୨ ମସିହାରେ ଦୁଇଟି କଥାଚିତ୍ରରେ ଅଭିନୟ କରିଥିଲେ । ୧୯୮୮ ମସିହାରେ ଇମ୍ରାନ ଅମିର ଖାଁଙ୍କ ନାୟକ ଭାବରେ ପ୍ରଥମ ଚଳଚ୍ଚିତ୍ର କୋୟାମତ୍ ସେ କୋୟାମତ୍ ତକ୍ ଏବଂ ୧୯୯୨ରେ ଅମିର ଖାଁଙ୍କ ଅନ୍ୟ ଏକ ଚଳଚ୍ଚିତ୍ର ଯୋ ଜିତା ଓହି ସିକନ୍ଦର ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ।
ଆଧାର
- ↑ ୧.୦ ୧.୧ "Why can't Alia Bhatt and Imran Khan vote?". Deccan Chronicle. 3 April 2014. Retrieved 26 June 2016.
- ↑ "It's a girl for actor Imran Khan and Avantika Malik". IBNLive. 9 June 2014. Retrieved 16 June 2014.
ବାହାର ଆଧାର
ଉଇକିମିଡ଼ିଆ କମନ୍ସରେ ଇମ୍ରାନ ଖାଁ
ବାବଦରେ ମାଧ୍ୟମ ରହିଛି ।
- ଇଣ୍ଟରନେଟ ମୁଭି ଡାଟାବେସରେ ଇମ୍ରାନ ଖାଁ