"ଇମ୍ରାନ ଖାଁ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
୨୫ କ ଧାଡ଼ି: | ୨୫ କ ଧାଡ଼ି: | ||
==ବାହାର ଆଧାର== |
==ବାହାର ଆଧାର== |
||
{{Commons category}} |
{{Commons category}} |
||
* {{IMDb name|1405359|Imran Khan}} |
୦୧:୦୬, ୨୬ ମଇ ୨୦୧୮ ଅନୁସାରେ କରାଯାଇଥିବା ବଦଳ
ଇମ୍ରାନ ଖାଁ | |
---|---|
ଜନ୍ମ | ଇମ୍ରାନ ପାଲ୍ ୧୩ ଜାନୁଆରୀ ୧୯୮୩ ମାରିସନ୍, ୱିସ୍କୋନସିନ୍, ଯୁକ୍ତରାଷ୍ଟ୍ର ଆମେରିକା |
ଜାତୀୟତା | ଆମେରିକୀୟ[୧] |
ଶିକ୍ଷାନୁଷ୍ଠାନ | ଫ୍ରେମୋଣ୍ଟ ହାଇ ସ୍କୁଲ, କାଲିଫର୍ଣ୍ଣିଆ ବମ୍ବେ ସ୍କୋଟିସ୍ ସ୍କୁଲ୍ ନିୟୁର୍କ ଫିଲ୍ମ ଆକେଡେମୀ |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୨୦୦୮–୨୦୧୫ |
ବୈବାହିକ-ସାଥୀ |
ଅବନ୍ତିକା ମଲିକ (m. ୨୦୧୧) |
ସନ୍ତାନ | ୧[୨] |
ସମ୍ପର୍କୀୟ | ଅମିର ଖାଁ (ମାମୁଁ) ମନସୁର୍ ଖାଁ (ମାମୁଁ) ନସୀର ହୁସେନ (ଅଜା) ରାଜ୍ ଜ୍ୟୋତିଷ (ସାବତ-ବାପା) |
ଇମ୍ରାନ ଖାଁ (pronounced [ɪmraːn ˈxaːn]; ଜନ୍ମନାମ: ଇମ୍ରାନ ପାଲ୍ ୧୩ ଜାନୁଆରୀ ୧୯୮୩) ଜଣେ ଆମେରିକୀୟ ଚଳଚ୍ଚିତ୍ର ଅଭିନେତା, ଯିଏକି ମୁଖତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ସେ ଭାରତୀୟ ବଂଶଧର ଭାବରେ ଆମେରିକାର ଅଧିବାସୀ ।[୧] ସେ ହିନ୍ଦୀ କଥାଚିତ୍ର ଅଭିନେତା ଅମିର ଖାଁ ଓ ନିର୍ଦ୍ଦେଶକ ତଥା ପ୍ରଯୋଜକ ମନ୍ସୁର୍ ଖାଁଙ୍କର ଭଣଜା । ଇମ୍ରାନଙ୍କର ଅଜା ନସିର ହୁସେନ ମଧ୍ୟ ଜଣେ ନିର୍ଦ୍ଦେଶକ ଓ ପ୍ରଯୋଜକ । ଇମ୍ରାନ ଶିଶୁ କଳାକାର ଭାବରେ ୧୯୮୮ ମସିହାରେ ଏବଂ ୧୯୯୨ ମସିହାରେ ଦୁଇଟି କଥାଚିତ୍ରରେ ଅଭିନୟ କରିଥିଲେ । ୧୯୮୮ ମସିହାରେ ଇମ୍ରାନ ଅମିର ଖାଁଙ୍କ ନାୟକ ଭାବରେ ପ୍ରଥମ ଚଳଚ୍ଚିତ୍ର କୋୟାମତ୍ ସେ କୋୟାମତ୍ ତକ୍ ଏବଂ ୧୯୯୨ରେ ଅମିର ଖାଁଙ୍କ ଅନ୍ୟ ଏକ ଚଳଚ୍ଚିତ୍ର ଯୋ ଜିତା ଓହି ସିକନ୍ଦର ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ।
ଆଧାର
- ↑ ୧.୦ ୧.୧ "Why can't Alia Bhatt and Imran Khan vote?". Deccan Chronicle. 3 April 2014. Retrieved 26 June 2016.
- ↑ "It's a girl for actor Imran Khan and Avantika Malik". IBNLive. 9 June 2014. Retrieved 16 June 2014.
ବାହାର ଆଧାର
ଉଇକିମିଡ଼ିଆ କମନ୍ସରେ ଇମ୍ରାନ ଖାଁ
ବାବଦରେ ମାଧ୍ୟମ ରହିଛି ।
- ଇଣ୍ଟରନେଟ ମୁଭି ଡାଟାବେସରେ Imran Khan