"ଅନୁଗୋଳ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
→ପାଣି ପାଗ: Spelling correction ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
Spelling correction ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{About| ' |
{{About| 'ଅନୁଗୁଳ ସହର'| 'ଅନୁଗୁଳ ଜିଲ୍ଲା' ପାଇଁ|ଅନୁଗୁଳ ଜିଲ୍ଲା}} |
||
{{ଛୋଟ|Angul}} |
{{ଛୋଟ|Angul}} |
||
{{Infobox settlement |
{{Infobox settlement |
||
| name = |
| name = ଅନୁଗୁଳ |
||
| native_name = |
| native_name = |
||
| native_name_lang = |
| native_name_lang = ଓଡ଼ିଆ |
||
| other_name = ଅନୁଗୁଳ |
| other_name = ଅନୁଗୁଳ |
||
| nickname = |
| nickname = |
||
୧୦ କ ଧାଡ଼ି: | ୧୦ କ ଧାଡ଼ି: | ||
| image_skyline = Jagannath Tmpl, Angl.JPG |
| image_skyline = Jagannath Tmpl, Angl.JPG |
||
| image_alt = |
| image_alt = |
||
| image_caption = ଜଗନ୍ନାଥ ମନ୍ଦିର, |
| image_caption = ଜଗନ୍ନାଥ ମନ୍ଦିର, ଅନୁଗୁଳ |
||
| pushpin_map = India ଓଡ଼ିଶା |
| pushpin_map = India ଓଡ଼ିଶା |
||
| pushpin_label_position = right |
| pushpin_label_position = right |
||
୨୯ କ ଧାଡ଼ି: | ୨୯ କ ଧାଡ଼ି: | ||
| subdivision_name1 = [[ଓଡ଼ିଶା]] |
| subdivision_name1 = [[ଓଡ଼ିଶା]] |
||
| subdivision_type2 = [[List of districts of India|District]] |
| subdivision_type2 = [[List of districts of India|District]] |
||
| subdivision_name2 = [[ |
| subdivision_name2 = [[ଅନୁଗୁଳ ଜିଲ୍ଲା|ଅନୁଗୁଳ]] |
||
| established_title = <!-- Established --> |
| established_title = <!-- Established --> |
||
| established_date = |
| established_date = |
||
୬୧ କ ଧାଡ଼ି: | ୬୧ କ ଧାଡ଼ି: | ||
| blank1_info_sec1 = {{Convert|0|km|mi}} |
| blank1_info_sec1 = {{Convert|0|km|mi}} |
||
| blank2_name_sec1 = Nearest city |
| blank2_name_sec1 = Nearest city |
||
| blank2_info_sec1 = [[କଟକ]], [[ଭୁବନେଶ୍ଵର]] |
| blank2_info_sec1 = [[କଟକ]], [[ଭୁବନେଶ୍ଵର]], [[ଢେଙ୍କାନାଳ]],[[ସମ୍ବଲପୁର]] |
||
| blank3_name_sec1 = [[Human sex ratio|Sex ratio]] |
| blank3_name_sec1 = [[Human sex ratio|Sex ratio]] |
||
| blank3_info_sec1 = ପ୍ରତି ୧୦୦୦ ପୁରୁଷରେ ୮୯୩ ମହିଳା [[male|♂]]/[[female|♀]] |
| blank3_info_sec1 = ପ୍ରତି ୧୦୦୦ ପୁରୁଷରେ ୮୯୩ ମହିଳା [[male|♂]]/[[female|♀]] |
୧୮:୨୧, ୨୦ ଅପ୍ରେଲ ୨୦୧୮ ଅନୁସାରେ କରାଯାଇଥିବା ବଦଳ
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ଅନୁଗୁଳ
ଅନୁଗୁଳ | |
---|---|
ସହର | |
Country | India |
State | ଓଡ଼ିଶା |
District | ଅନୁଗୁଳ |
Population (2001) | |
• Total | ୩୨୦୨୨ |
Languages | |
Time zone | UTC+5:30 (IST) |
PIN | ୭୫୯ ୧୨୨ |
Telephone code | ୦୬୭୬୪ |
ଯାନବାହାନ ପଞ୍ଚୀକରଣ | OD-19 |
Coastline | 0 kilometres (0 mi) |
Nearest city | କଟକ, ଭୁବନେଶ୍ଵର, ଢେଙ୍କାନାଳ,ସମ୍ବଲପୁର |
Sex ratio | ପ୍ରତି ୧୦୦୦ ପୁରୁଷରେ ୮୯୩ ମହିଳା ♂/♀ |
Literacy | ୬୮% |
Lok Sabha constituency | ସମ୍ବଲପୁର ଓ ଢେଙ୍କାନାଳ |
Climate | ପାଣିପାଗ ଅନୁସାରେ (Köppen) |
Avg. summer temperature | 50 °C (122 °F) |
Avg. winter temperature | 10 °C (50 °F) |
ଜନଗଣନା
୨୦୦୧ ଜଣଗଣନା ଅନୁସାରେ,[୧] ଅନୁଗୋଳର ଲୋକସଂଖ୍ୟା ୩୮,୦୨୨ । ପୁରୁଷ ୫୫% ଆଉ ମହିଳା ୪୫% । ଅନୁଗୋଳର ସାକ୍ଷରତା ହାର ୬୮.୭୯%, ଯାହାକି ଜାତୀୟ ସାକ୍ଷରତା ହାର ୫୯.୫% ଠାରୁ ବେଶୀ । ଲୋକସଂଖ୍ୟାର ୧୧% ଛ ବର୍ଷରୁ କମ ।
ଭୌଗଳିକ
ଅନୁଗୁଳ ଭୌଗୋଳିକ ଅବସ୍ଥିତି ହେଉଛି ୨୦.୫ ଉ. ୮୫.୮୩ ପୂ. ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୧୯୫ ମି(୬୪୦ଫୁଟ) ।
ପାଣି ପାଗ
ସାଧାରଣତଃ ଅନୁଗୁଳ ଜ଼ିଲ୍ଲାରେ ୪ଟି ମୁଖ୍ୟ ଋତୁ ଦେଖାଦିଏ। ଅପ୍ରେଲ ରୁ ଜୁନ ପର୍ଯ୍ୟନ୍ତ ଗ୍ରୀଷ୍ମ,ଜୁଲାଇରୁ ଅକ୍ଟୋବର ଜାଏଂ ବର୍ଷା, ନଭେମ୍ବର ରୁ ଫେବୃୟାରୀ ଜାଏଂ ଶୀତ ଓ ଫେବୃୟାରୀ ଓ ମାର୍ଚ୍ଚ ରେ ବସନ୍ତ ଋତୁ ଥାଏ । ବାର୍ଷିକ ହାରା ହାରୀ ସର୍ବମୋଟ୍ ୧୪୨୧ ମିମି ବର୍ଷା ହୋଇଥାଏ ।
ତାପମାତ୍ରା
ଅନଗୁଳଠାରେ ଏକ ପାଣିପାଗ ଅନୁସ୍ଠାନ ଅବସ୍ଥିତ.ସର୍ବୋଚ ତାପମାତ୍ରା ୪୪ ଡିଗୀ ହାରା ହାରୀ ଏବଂ ସର୍ବ ନିମ୍ନ ୧୧ ଡିଗୀ ସେଲସିଅସ୍ ଜଣା ପଡ଼ିଛି. ଅତ୍ୟନ୍ତ ଉତ୍ତପ୍ତ ଦିନ ୫୦ ଡିଗୀ ଥିଲା ବେଳେ ସର୍ବନିମ୍ନ ୫.୨ ଡିଗୀ ଜଣା ପଡ଼ିଛି।
ପବନ ବେଗ
ବର୍ଷ ସାରା ମୃଦୁ ପବନ ବୋହିବା ସଂଗେ ସଂଗେ ପଶ୍ଚିମ ମୌସୁମୀ ବାୟୁ ଯୋଗୁଁ ପବନର ବେଗରେ ଆଧିକତ୍ୟା ଦେଖାଦିଏ.୨୦୧୩ରେ ମହା ବାତ୍ୟା ଫାଇଲିଂ ଯୋଗୁଁ ଅନଗୁଳରେ ୧୦୦ରୁ ଅଧିକ ବେଗରେ ପବନ ପ୍ରବାହିତ ହୋଇଥିଲା.
ବିରଳ ପାଣିପାଗ
୧୨ ଅପ୍ରିଲ୍ ୨୦୦୩ରେ କୁଆ ପଥର ସହ ଝଡ ବାତ୍ୟା ପ୍ରଭୁଦ କ୍ଷତି ଘଟାଇଥିଲା.
Climate data for Angul | |||||||||||||
---|---|---|---|---|---|---|---|---|---|---|---|---|---|
Month | Jan | Feb | Mar | Apr | May | Jun | Jul | Aug | Sep | Oct | Nov | Dec | Year |
Record high °C (°F) | 36.2 (97.2) |
38.2 (100.8) |
42 (108) |
46.8 (116.2) |
50.9 (123.6) |
46.4 (115.5) |
44.0 (111.2) |
38.2 (100.8) |
38.7 (101.7) |
36.4 (97.5) |
32.0 (89.6) |
30.3 (86.5) |
50.9 (123.6) |
Average high °C (°F) | 25 (77) |
27 (81) |
31 (88) |
36 (97) |
39 (102) |
34 (93) |
32 (90) |
29 (84) |
28 (82) |
28 (82) |
27 (81) |
25 (77) |
30.1 (86.2) |
Average low °C (°F) | 10 (50) |
13 (55) |
16 (61) |
21 (70) |
25 (77) |
25 (77) |
24 (75) |
22 (72) |
22 (72) |
19 (66) |
14 (57) |
10 (50) |
18.4 (65.2) |
Record low °C (°F) | 5.2 (41.4) |
7.0 (44.6) |
13.4 (56.1) |
19.8 (67.6) |
23.2 (73.8) |
21.4 (70.5) |
20.4 (68.7) |
18.3 (64.9) |
17.9 (64.2) |
14.1 (57.4) |
11.2 (52.2) |
7.7 (45.9) |
5.2 (41.4) |
Average precipitation mm (inches) | 14 (0.55) |
12 (0.47) |
25 (0.98) |
27 (1.06) |
39 (1.54) |
243 (9.57) |
264 (10.39) |
279 (10.98) |
193 (7.6) |
140 (5.51) |
22 (0.87) |
8 (0.31) |
୧,୨୬୬ (୪୯.୮୩) |
Average relative humidity (%) | 55 | 57 | 60 | 63 | 67 | 74 | 83 | 85 | 82 | 76 | 62 | 56 | 68.3 |
[ଆଧାର ଲୋଡ଼ା] |
Angul | ||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
Climate chart (explanation) | ||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||
|
ଉପଲବ୍ଧ ସେବା
ବିଜୁଳି ସେବା cesco ଦ୍ବାରା ପରିଚାଳିତ ହେଉଥିଲା ବେଳେ ଅନ୍ୟ ବେତାର ମାର୍ଗର ଯୋଗାଯୋଗ BSNL ,RELIANCE ,IDEA ,VODAFONE ଇତ୍ୟାଦି ସେବାକାରୀସଂସ୍ଥାମାନେ ଯୋଗାଇ ଅସୁଛନ୍ତି| ପାଣି ଯୋଗାଣ ଏବଂ ରାସ୍ତା ନିର୍ମାଣରେ TAMDA ଓ MUNICIPALITYର କାର୍ଯ୍ୟ କାରିତା ରହିଛି । ରେଲ ମାର୍ଗ ଦ୍ବାରା ଅନଗୁଳରୁ ଓଡ଼ିଶାର ଅନ୍ୟ ଗୁରୁତ୍ବ ପୁର୍ଣ ଜାଗାକୁ ଯୋଗା ଯୋଗ ଓ ଭାରତର ଅନ୍ୟ ବୃହତ୍ ସହର ମାନକୁ ଗମନା ଗମନ କରି ହେଉଛି. ଜାତୀୟ ରାଜ ପଥ ୫୫ କଟକ ସହର ଠୁ ସମ୍ବଲପୁର ସହର ପର୍ଯ୍ୟନ୍ତ ପ୍ରସାରିତ ଏବଂ ୨୩ ନ ରାଜ ପଥ ଅନଗୁଳରୁ ରାଉରକେଲା ଜାଏଂ ପ୍ରସାରିତ. ଅନ୍ୟ ରାଜ୍ୟ ପଥ ଅନ୍ୟ ସହରକୁ ଯୋଗାଯୋଗ କରୁଛି.
ପ୍ରସାରଣ ସେବା
ସହରରେ ଆକାଶବାଣୀ କଟକର FM ସେବା ୧୦୦.୧ MHzରେ ପ୍ରସାରଣ କରା ଯାଉ ଅଛି.ଖବର୍ କାଗଜ଼ ସମ୍ବାଦ ଓ ଧରିତ୍ରୀର ଅନଗୁଳ ସଂସ୍କରଣ ସହରରୁ ପ୍ରକଶ୍ ପାଉଛି. ଓଡ଼ିଆରେ ସଂଭାବନା ପ୍ରକଶ୍ ପାଉଛି
ଆଧାର
- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.