"ଅର୍ଚ୍ଚନା ନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୪୮ କ ଧାଡ଼ି: ୪୮ କ ଧାଡ଼ି:
[[Category:ଖୋର୍ଦ୍ଧା ଜିଲ୍ଲାର ଲୋକ]]
[[Category:ଖୋର୍ଦ୍ଧା ଜିଲ୍ଲାର ଲୋକ]]
[[Category:ଏକବିଂଶ ଶତାବ୍ଦୀର ଭାରତୀୟ ମହିଳା ରାଜନୀତିଜ୍ଞ]]
[[Category:ଏକବିଂଶ ଶତାବ୍ଦୀର ଭାରତୀୟ ମହିଳା ରାଜନୀତିଜ୍ଞ]]
[[Category:ଏକବିଂଶ ଶତାବ୍ଦୀର ଭାରତୀୟ ରାଜନୀତିଜ୍ଞ]]
[[Category:21st-century Indian politicians]]

୧୨:୨୭, ୧୧ ଫେବୃଆରୀ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ଅର୍ଚ୍ଚନା ନାୟକ
ଏମ୍ ପି, ୧୪ଶ ଲୋକସଭା
ନିର୍ବାଚନ ମଣ୍ଡଳୀକେନ୍ଦ୍ରାପଡା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1966-02-27) ୨୭ ଫେବୃଆରୀ ୧୯୬୬ (ବୟସ ୫୮)
ଖୋର୍ଦ୍ଧା, ଓଡ଼ିଶା
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜେଡି
ଜୀବନ ସାଥୀପାମ ଚରଣ
ସନ୍ତାନ୧ ପୁଅ ଓ ୧ ଝିଅ
ଘରକେନ୍ଦ୍ରାପଡା, ଓଡ଼ିଶା
୨୨ ସେପ୍ଟେମ୍ବର, ୨୦୦୬ ସୁଦ୍ଧା
ଆଧାର: [୩]

ଅର୍ଚ୍ଚନା ନାୟକ (ଜନ୍ମ ୨୭ ଫେବୃଆରୀ ୧୯୬୬) ଭାରତର ୧୪ଶ ଲୋକସଭାର ଜଣେ ସଦସ୍ୟ । ସେ ବିଜୁ ଜନତା ଦଳ, ରାଜନୈତିକ ଦଳରୁ ଓଡ଼ିଶାର କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରନ୍ତି । ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ସେହି ନିର୍ବାଚନରେ ସେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଲଢିଥିଲେ । ୨୦୧୩ରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ[୧] । ସେ ରାଜ୍ୟର ଜଣେ ଜଣାଶୁଣା ଆଗଧାଡିର ନେତ୍ରୀ ।

ଶିକ୍ଷା ଜୀବନ

ସେ ମୁଡୁପୁର, ଜଗତସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ସ୍କୁଲ ଶିକ୍ଷା ଶେଷ କରି ବାଣୀବିହାରରୁ ସ୍ନାତ୍ତକୋତର, ଆଇନଶିକ୍ଷା, ଓ ବିଏଡ୍ ଶିକ୍ଷ ଲାଭ କରିଥିଲେ[୨]

ଆଧାର

  1. [୧], Lok Sabha 2004
  2. [୨], Ex-MP Archana Nayak Quits BJP

ବାହ୍ୟ ଆଧାର