"ଅର୍ଚ୍ଚନା ନାୟକ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ removed Category:People from Kendrapara district; added Category:କେନ୍ଦ୍ରାପଡ଼ା ଜିଲ୍ଲାର ଲୋକ using HotCat |
ଟିକେ removed Category:Odisha politicians; added Category:ଓଡ଼ିଆ ରାଜନୀତିଜ୍ଞ using HotCat |
||
୩୯ କ ଧାଡ଼ି: | ୩୯ କ ଧାଡ଼ି: | ||
{{DEFAULTSORT:ଅର୍ଚ୍ଚନା, ନାୟକ}} |
{{DEFAULTSORT:ଅର୍ଚ୍ଚନା, ନାୟକ}} |
||
[[Category:କେନ୍ଦ୍ରାପଡ଼ା ଜିଲ୍ଲାର ଲୋକ]] |
[[Category:କେନ୍ଦ୍ରାପଡ଼ା ଜିଲ୍ଲାର ଲୋକ]] |
||
[[Category: |
[[Category:ଓଡ଼ିଆ ରାଜନୀତିଜ୍ଞ]] |
||
[[Category:14th Lok Sabha members]] |
[[Category:14th Lok Sabha members]] |
||
[[Category:Biju Janata Dal politicians]] |
[[Category:Biju Janata Dal politicians]] |
୧୨:୧୯, ୧୧ ଫେବୃଆରୀ ୨୦୧୮ ଅନୁସାରେ କରାଯାଇଥିବା ବଦଳ
ଅର୍ଚ୍ଚନା ନାୟକ | |
---|---|
ଏମ୍ ପି, ୧୪ଶ ଲୋକସଭା | |
ନିର୍ବାଚନ ମଣ୍ଡଳୀ | କେନ୍ଦ୍ରାପଡା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଖୋର୍ଦ୍ଧା, ଓଡ଼ିଶା | ୨୭ ଫେବୃଆରୀ ୧୯୬୬
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜେଡି |
ଜୀବନ ସାଥୀ | ପାମ ଚରଣ |
ସନ୍ତାନ | ୧ ପୁଅ ଓ ୧ ଝିଅ |
ଘର | କେନ୍ଦ୍ରାପଡା, ଓଡ଼ିଶା |
୨୨ ସେପ୍ଟେମ୍ବର, ୨୦୦୬ ସୁଦ୍ଧା ଆଧାର: [୩] |
ଅର୍ଚ୍ଚନା ନାୟକ (ଜନ୍ମ ୨୭ ଫେବୃଆରୀ ୧୯୬୬) ଭାରତର ୧୪ଶ ଲୋକସଭାର ଜଣେ ସଦସ୍ୟ । ସେ ବିଜୁ ଜନତା ଦଳ, ରାଜନୈତିକ ଦଳରୁ ଓଡ଼ିଶାର କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରନ୍ତି । ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ସେହି ନିର୍ବାଚନରେ ସେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଲଢିଥିଲେ । ୨୦୧୩ରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ[୧] । ସେ ରାଜ୍ୟର ଜଣେ ଜଣାଶୁଣା ଆଗଧାଡିର ନେତ୍ରୀ ।
ଶିକ୍ଷା ଜୀବନ
ସେ ମୁଡୁପୁର, ଜଗତସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ସ୍କୁଲ ଶିକ୍ଷା ଶେଷ କରି ବାଣୀବିହାରରୁ ସ୍ନାତ୍ତକୋତର, ଆଇନଶିକ୍ଷା, ଓ ବିଏଡ୍ ଶିକ୍ଷ ଲାଭ କରିଥିଲେ[୨] ।