"ଅର୍ଚ୍ଚନା ନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
No edit summary
୨୪ କ ଧାଡ଼ି: ୨୪ କ ଧାଡ଼ି:
|nationality=[[ଭାରତୀୟ]]}}
|nationality=[[ଭାରତୀୟ]]}}


'''ଅର୍ଚ୍ଚନା ନାୟକ''' (ଜନ୍ମ ୨୭ ଫେବୃଆରୀ ୧୯୬୬) [[ଭାରତ]]ର [[୧୪ଶ ଲୋକସଭା]]ର ଜଣେ ସଦସ୍ୟ । ସେ ବିଜୁ ଜନତା ଦଳ, ରାଜନୈତିକ ଦଳରୁ ଓଡ଼ିଶାର କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରନ୍ତି । ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ସେହି ନିର୍ବାଚନରେ ସେ [[ଭିବନେଶ୍ୱର]] ଲୋକସଭା ନିର୍ବାଚନ ମଣ୍ଡଳୀରୁ ଲଢିଥିଲେ ।
'''ଅର୍ଚ୍ଚନା ନାୟକ''' (ଜନ୍ମ ୨୭ ଫେବୃଆରୀ ୧୯୬୬) [[ଭାରତ]]ର [[୧୪ଶ ଲୋକସଭା]]ର ଜଣେ ସଦସ୍ୟ । ସେ ବିଜୁ ଜନତା ଦଳ, ରାଜନୈତିକ ଦଳରୁ ଓଡ଼ିଶାର କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରନ୍ତି । ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ସେହି ନିର୍ବାଚନରେ ସେ [[ଭୁବନେଶ୍ୱର]] ଲୋକସଭା ନିର୍ବାଚନ ମଣ୍ଡଳୀରୁ ଲଢିଥିଲେ । ୨୦୧୩ରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ<ref>[http://odishatv.in/odisha/ex-mp-archana-nayak-quits-bjp-33699], Lok Sabha 2004</ref>
ସେ ରାଜ୍ୟର ଜଣେ ଜଣାଶୁଣା ଆଗଧାଡିର ନେତ୍ରୀ ।
ସେ ରାଜ୍ୟର ଜଣେ ଜଣାଶୁଣା ଆଗଧାଡିର ନେତ୍ରୀ ।


==ଶିକ୍ଷା ଜୀବନ==
==ଶିକ୍ଷା ଜୀବନ==
ସେ ମୁଡୁପୁର, ଜଗତସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ସ୍କୁଲ ଶିକ୍ଷା ଶେଷ କରି ବାଣୀବିହାରରୁ ସ୍ନାତ୍ତକୋତର, ଆଇନଶିକ୍ଷା, ଓ ବିଏଡ୍ ଶିକ୍ଷ ଲାଭ କରିଥିଲେ<ref>[http://www.myneta.info/loksabha2004/candidate.php?candidate_id=2916], Lok Sabha 2004</ref> ।
ସେ ମୁଡୁପୁର, ଜଗତସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ସ୍କୁଲ ଶିକ୍ଷା ଶେଷ କରି ବାଣୀବିହାରରୁ ସ୍ନାତ୍ତକୋତର, ଆଇନଶିକ୍ଷା, ଓ ବିଏଡ୍ ଶିକ୍ଷ ଲାଭ କରିଥିଲେ<ref>[http://www.myneta.info/loksabha2004/candidate.php?candidate_id=2916], Ex-MP Archana Nayak Quits BJP</ref> ।


==ଆଧାର==
==ଆଧାର==

୧୨:୧୭, ୧୧ ଫେବୃଆରୀ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ଅର୍ଚ୍ଚନା ନାୟକ
ଏମ୍ ପି, ୧୪ଶ ଲୋକସଭା
ନିର୍ବାଚନ ମଣ୍ଡଳୀକେନ୍ଦ୍ରାପଡା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1966-02-27) ୨୭ ଫେବୃଆରୀ ୧୯୬୬ (ବୟସ ୫୮)
ଖୋର୍ଦ୍ଧା, ଓଡ଼ିଶା
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜେଡି
ଜୀବନ ସାଥୀପାମ ଚରଣ
ସନ୍ତାନ୧ ପୁଅ ଓ ୧ ଝିଅ
ଘରକେନ୍ଦ୍ରାପଡା, ଓଡ଼ିଶା
୨୨ ସେପ୍ଟେମ୍ବର, ୨୦୦୬ ସୁଦ୍ଧା
ଆଧାର: [୩]

ଅର୍ଚ୍ଚନା ନାୟକ (ଜନ୍ମ ୨୭ ଫେବୃଆରୀ ୧୯୬୬) ଭାରତର ୧୪ଶ ଲୋକସଭାର ଜଣେ ସଦସ୍ୟ । ସେ ବିଜୁ ଜନତା ଦଳ, ରାଜନୈତିକ ଦଳରୁ ଓଡ଼ିଶାର କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରନ୍ତି । ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ସେହି ନିର୍ବାଚନରେ ସେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଲଢିଥିଲେ । ୨୦୧୩ରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ[୧] । ସେ ରାଜ୍ୟର ଜଣେ ଜଣାଶୁଣା ଆଗଧାଡିର ନେତ୍ରୀ ।

ଶିକ୍ଷା ଜୀବନ

ସେ ମୁଡୁପୁର, ଜଗତସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ସ୍କୁଲ ଶିକ୍ଷା ଶେଷ କରି ବାଣୀବିହାରରୁ ସ୍ନାତ୍ତକୋତର, ଆଇନଶିକ୍ଷା, ଓ ବିଏଡ୍ ଶିକ୍ଷ ଲାଭ କରିଥିଲେ[୨]

ଆଧାର

  1. [୧], Lok Sabha 2004
  2. [୨], Ex-MP Archana Nayak Quits BJP

ବାହ୍ୟ ଆଧାର