"ବସନ୍ତ ମଞ୍ଜରୀ ଦେବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୩୨ କ ଧାଡ଼ି: ୩୨ କ ଧାଡ଼ି:


[[ଶ୍ରେଣୀ:ଓଡ଼ିଶାର ରାଜନୀତିଜ୍ଞ]]
[[ଶ୍ରେଣୀ:ଓଡ଼ିଶାର ରାଜନୀତିଜ୍ଞ]]
[[ଶ୍ରେଣୀ:ମହିଳା ରାଜନୀତିଜ୍ଞ]]

୧୩:୦୪, ୫ ଫେବୃଆରୀ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ବସନ୍ତ ମଞ୍ଜରୀ ଦେବୀ
ବସନ୍ତ ମଞ୍ଜରୀ ଦେବୀ
Member:
ନିର୍ବାଚନ ମଣ୍ଡଳୀରଣପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୯୦୦
ମୃତ୍ୟୁError: Need valid birth date (second date): year, month, day
ଜାତୀୟତାଭାରତୀୟ
ଜୀବନ ସାଥୀଯୁବରାଜ ଶ୍ରୀ ବିରଞ୍ଚି ନାରାୟଣ ସିଂଦେଓ ବାହାଦୁର (ବି: ୧୯୨୮)
ଘରରଣପୁର, ଓଡ଼ିଶା

ବସନ୍ତ ମଞ୍ଜରୀ ଦେବୀ, ପ୍ରଥମ ମହିଳା ଭାବେ ରାଜ୍ୟର ମନ୍ତ୍ରୀମଣ୍ଡଳରେ ଅନ୍ତର୍ଭୁକ୍ତ ଥିଲେ ।[୧] ସେ ରଣପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।[୨] ସେ ରଣପୁରର ରାଜମାଅ ହିସାବରେ ରାଜନୀତିରେ ପ୍ରବେଶ କରିଥିଲେ ଓ ୧୯୫୨, ୬୧ ରେ ଦୁଇଟି ପର୍ଯ୍ୟୟରେ କାର୍ଯ୍ୟ କରିଥିଲେ । ସେ ୨୦ ଫେବୃଆରୀ ୧୯୫୨ରୁ ୬ ଅପ୍ରେଲ୍ ୧୯୫୭ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗର ଅଧସ୍ତନ ମନ୍ତ୍ରୀ ଥିଲେ ଓ ୨୭ ଅପ୍ରେଲ୍ ୧୯୫୭ରୁ ୨୨ ମଇ ୧୯୫୯ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ଥିଲେ । ତାଙ୍କ ନାମରେ ଚନ୍ଦପୁର ଠାରେ ଏକ ଯକ୍ଷ୍ମା ଚିକିତ୍ସାଳୟ ଅଛି ।[୩]

ଆଧାର

  1. [୧], RANPUR (Princely State)
  2. [୨], Late Basant Manjari Devi | MLA Profile
  3. [୩], Nilgiri Princely State