"ଏ ମନ ମାନେନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
୩୧ କ ଧାଡ଼ି: ୩୧ କ ଧାଡ଼ି:


==ଅଭିନୟ==
==ଅଭିନୟ==
* ଅରିନ୍ଦମ ରାୟ
* ଦୁଷ୍ମନ୍ତ ପଣ୍ଡା
* ବର୍ଷା ପ୍ରିୟଦର୍ଶିନୀ
* କାଜଲ ମିଶ୍ର
* ମିହିର ଦାସ
* ଅନିତା ଦାସ
* ହାଡ଼ୁ
* ହରିହର ମହାପାତ୍ର
* ଉତ୍ତମ ମହାନ୍ତି
* ସୁମନ
* ଜର୍ଜ ତିଆଡ଼ି


==କାହାଣୀ==
==କାହାଣୀ==

୧୯:୦୬, ୨୬ ଜାନୁଆରୀ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ଏ ମନ ମାନେନା
ନିର୍ଦ୍ଦେଶକଏନ୍. ପାଢ଼ୀ
ପ୍ରଯୋଜକବିଜୟ କୁମାର, ରାମଚନ୍ଦ୍ର ମହାପାତ୍ର
ସଂଳାପ(ସଂଳାପ): ରଜନୀ ରଞ୍ଜନ
ଚିତ୍ରନାଟ୍ୟଏନ୍. ପାଢ଼ୀ
କାହାଣୀରାଜଲକ୍ଷ୍ମୀ ପ୍ରିୟଦର୍ଶିନୀ
କଳାକାରଅରିନ୍ଦମ ରାୟ, ଦୁଷ୍ମନ୍ତ ପଣ୍ଡା, ବର୍ଷା ପ୍ରିୟଦର୍ଶିନୀ, କାଜଲ ମିଶ୍ର, ମିହିର ଦାସ, ଅନିତା ଦାସ, ହାଡ଼ୁ, ଉତ୍ତମ ମହାନ୍ତି
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣଏ. ରଙ୍ଗନାଥନ୍
ସମ୍ପାଦକସି. ମାଣିକ୍ ରାଓ
ମୁକ୍ତିଲାଭ ତାରିଖ
୨୦୦୭
ଦେଶ ଭାରତ
ଭାଷାଓଡ଼ିଆ

ଏ ମନ ମାନେନା, ୨୦୦୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ କୁମାର ଏବଂ ରାମଚନ୍ଦ୍ର ମହାପାତ୍ର । ରାଜଲକ୍ଷ୍ମୀ ପ୍ରିୟଦର୍ଶିନୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଡଃ ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏନ୍. ପାଢ଼ୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଏହି କତାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ, ଦୁଷ୍ମନ୍ତ ପଣ୍ଡା, ବର୍ଷା ପ୍ରିୟଦର୍ଶିନୀ ଏବଂ କାଜଲ ମିଶ୍ର । ମିହିର ଦାସ, ଅନିତା ଦାସ, ହାଡ଼ୁ, ହରିହର ମହାପାତ୍ର, ଉତ୍ତମ ମହାନ୍ତି, ସୁମନ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

  • ଅରିନ୍ଦମ ରାୟ
  • ଦୁଷ୍ମନ୍ତ ପଣ୍ଡା
  • ବର୍ଷା ପ୍ରିୟଦର୍ଶିନୀ
  • କାଜଲ ମିଶ୍ର
  • ମିହିର ଦାସ
  • ଅନିତା ଦାସ
  • ହାଡ଼ୁ
  • ହରିହର ମହାପାତ୍ର
  • ଉତ୍ତମ ମହାନ୍ତି
  • ସୁମନ
  • ଜର୍ଜ ତିଆଡ଼ି

କାହାଣୀ

ଗୀତ ଏବଂ ସଙ୍ଗୀତ

ଗୀତ

କ୍ରମଗୀତସମୟ

ଆଧାର

ବାହାର ଆଧାର

ଇଣ୍ଟରନେଟ ମୁଭି ଡାଟାବେସରେ ଏ ମନ ମାନେନା