"ମତେ ତ ଲଭ ହେଲାରେ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ added Category:୨୦୦୮ର ଓଡ଼ିଆ କଥାଚିତ୍ର using HotCat |
No edit summary |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{ଛୋଟ|Mate Ta Love Helare}} |
|||
{{Infobox film |
{{Infobox film |
||
| name = ମତେ ତ ଲଭ |
| name = ମତେ ତ' ଲଭ ହେଲାରେ |
||
| image = |
| image = |
||
| image size = |
| image size = |
୧୯:୧୭, ୬ ଜାନୁଆରୀ ୨୦୧୮ ଅନୁସାରେ କରାଯାଇଥିବା ବଦଳ
ମତେ ତ' ଲଭ ହେଲାରେ | |
---|---|
ନିର୍ଦ୍ଦେଶକ | ଅଶୋକ ପତି |
ପ୍ରଯୋଜକ | ବିଜୟ ପଟ୍ଟନାୟକ |
ସଂଳାପ | (ସଂଳାପ): ରଣଜିତ ପଟ୍ଟନାୟକ |
ଚିତ୍ରନାଟ୍ୟ | ଅଶୋକ ପତି |
କାହାଣୀ | ବିଜୟ ପଟ୍ଟନାୟକ |
କଳାକାର | ଅନୁଭବ ମହାନ୍ତି, ଶୁଭଶ୍ରୀ ଗାଙ୍ଗୁଲୀ, ସିଦ୍ଧାନ୍ତ ମହାପାତ୍ର, ଇଲୁ ବାନାର୍ଜୀ, ଅନିତା ଦାସ, ମିହିର ଦାସ, ବବି ମିଶ୍ର |
ସଙ୍ଗୀତ | ବଚୁ ମୁଖାର୍ଜୀ |
ଚିତ୍ରଗ୍ରହଣ | ରମେଶ କ୍ରିଷ୍ଣା |
ସମ୍ପାଦକ | ସୁଶାନ୍ତ ମଣି |
ମୁକ୍ତିଲାଭ ତାରିଖ | ମାର୍ଚ୍ଚ ୨୦୦୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମତେ ତ ଲଭ ହେଲା ରେ, ୨୦୦୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ବିଜୟ ପଟ୍ଟନାୟକ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଓ ଶୁଭଶ୍ରୀ ଗାଙ୍ଗୁଲୀ । ସିଦ୍ଧାନ୍ତ ମହାପାତ୍ର, ଇଲୁ ବାନାର୍ଜୀ, ଅନିତା ଦାସ, ମିହିର ଦାସ, ବବି ମିଶ୍ର, ସାତ୍ୱକୀ ମିଶ୍ର, ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ପୁଷ୍ପା ପଣ୍ଡା, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
- ଅନୁଭବ ମହାନ୍ତି
- ଶୁଭଶ୍ରୀ ଗାଙ୍ଗୁଲୀ
- ସିଦ୍ଧାନ୍ତ ମହାପାତ୍ର
- ଇଲୁ ବାନାର୍ଜୀ
- ଅନିତା ଦାସ
- ମିହିର ଦାସ
- ବବି ମିଶ୍ର
- ସାତ୍ୱକୀ ମିଶ୍ର
- ବିଜୟ ମହାନ୍ତି
- ପିଣ୍ଟୁ ନନ୍ଦ
- ପୁଷ୍ପା ପଣ୍ଡା
- ଜୟୀରାମ ସାମଲ
କାହାଣୀ
ଗୀତ ଏବଂ ସଙ୍ଗୀତ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବଚୁ ମୁଖାର୍ଜୀ । ଅରୁଣ ମନ୍ତ୍ରୀ, ପୂର୍ଣ୍ଣେନ୍ଦୁ ଦାସ ମହାପାତ୍ର, ସ୍ୱରୂପ ନାୟକ, ନିଜାମ୍ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । କୁମାର ବାପି, ଶୁଭାସିଷ ମହାକୁଡ଼, ତପୁ ମିଶ୍ର, ପମି, ଶୈଳଭାମା, ଟି. ସୌରୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
କ୍ରମ | ଗୀତ | ସମୟ |
---|---|---|
1. | "ମୋ ଆଖି ବନ୍ଧୁକ" | |
2. | "ଆଖି ବୁଜି ଦେଲେ" | |
3. | "କଲେଜକୁ ଆସିଚି ମୁଁ" | |
4. | "ମତେ ତ ଲଭ୍ ହେଲାରେ (ଦୁଃଖ)" | |
5. | "ଭଲ ମୁଁ ପାଇଚି" | |
6. | "ମତେ ତ ଲଭ୍ ହେଲାରେ" |
ଆଧାର
ବାହାର ଆଧାର
ଇଣ୍ଟରନେଟ ମୁଭି ଡାଟାବେସରେ ମତେ ତ ଲଭ ହେଲାରେ