"ରିୟା ଦେ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Dasashutosh (ଆଲୋଚନା | ଅବଦାନ) No edit summary ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
ଟିକେ Regular Character Changes |
||
୧୪ କ ଧାଡ଼ି: | ୧୪ କ ଧାଡ଼ି: | ||
}} |
}} |
||
'''ରିୟା ଦେ''' ଜଣେ [[ଓଡ଼ିଆ କଥାଚିତ୍ର ଜଗତ|ଓଡ଼ିଆ କଥାଚିତ୍ର]] [[ଅଭିନେତ୍ରୀ(ନାରୀ କଳାକାର)|ଅଭିନେତ୍ରୀ]] । [[ବାଲେଶ୍ଵର]]ରେ ଜନ୍ମଗ୍ରହଣ କରିଥିବା ରିୟା 'ଫକୀର ମୋହନ ମହାବିଦ୍ୟାଳୟ'ର ପୁରୁଣା ଛାତ୍ରୀ । ସେ [[ପ୍ରେମ ଅଢେଇ ଅକ୍ଷର]] |
'''ରିୟା ଦେ''' ଜଣେ [[ଓଡ଼ିଆ କଥାଚିତ୍ର ଜଗତ|ଓଡ଼ିଆ କଥାଚିତ୍ର]] [[ଅଭିନେତ୍ରୀ(ନାରୀ କଳାକାର)|ଅଭିନେତ୍ରୀ]] । [[ବାଲେଶ୍ଵର]]ରେ ଜନ୍ମଗ୍ରହଣ କରିଥିବା ରିୟା 'ଫକୀର ମୋହନ ମହାବିଦ୍ୟାଳୟ'ର ପୁରୁଣା ଛାତ୍ରୀ । ସେ [[ପ୍ରେମ ଅଢେଇ ଅକ୍ଷର]] ପିଲ୍ମରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ [[ଓଲିଉଡ୍]] ସିନେମା ଜଗତରେ ପ୍ରମୂଖ ହିରୋଇନ୍ଙ୍କ ମଧ୍ୟରୁ ଅନ୍ୟତମ୍।ସେ ନୃତ୍ୟ କଳାରେ ନିପୁଣା |
||
୧୨:୧୪, ୧୩ ନଭେମ୍ବର ୨୦୧୭ ଅନୁସାରେ କରାଯାଇଥିବା ବଦଳ
ରିୟା ଦେ | |
---|---|
ଜନ୍ମ | |
ବୃତ୍ତି | କଥାଚିତ୍ର ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୦-ଏବେଯାଏଁ |
ରିୟା ଦେ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ବାଲେଶ୍ଵରରେ ଜନ୍ମଗ୍ରହଣ କରିଥିବା ରିୟା 'ଫକୀର ମୋହନ ମହାବିଦ୍ୟାଳୟ'ର ପୁରୁଣା ଛାତ୍ରୀ । ସେ ପ୍ରେମ ଅଢେଇ ଅକ୍ଷର ପିଲ୍ମରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ଓଲିଉଡ୍ ସିନେମା ଜଗତରେ ପ୍ରମୂଖ ହିରୋଇନ୍ଙ୍କ ମଧ୍ୟରୁ ଅନ୍ୟତମ୍।ସେ ନୃତ୍ୟ କଳାରେ ନିପୁଣା
।[୧] <ref>incredibleorissa.com</re
ଅଭିନୀତ ଓଡ଼ିଆ କଥାଚିତ୍ର
- ତୁ ଯେ ସେଇ,୨୦୧୬
- କଲେଜ ଟାଇମ, ୨୦୧୫
- ପାଗଳ କରିଚୁ ତୁ, ୨୦୧୪
- ଗୋଲାପି ଗୋଲାପି, ୨୦୧୪
- ତୁ ମୋ ଦେହର ଛାଇ, ୨୦୧୩
- ଲଭ ମାଷ୍ଟର, ୨୦୧୨
- ଏମିତି ବି ପ୍ରେମ ହୁଏ, ୨୦୧୨
- ରାଧା ମୋହନ ମୀରା, ୨୦୧୨
- ଇଡିଅଟ୍, ୨୦୧୨
- କ୍ରିମିନାଲ୍, ୨୦୧୧
- ପ୍ରେମ ଅଢେଇ ଅକ୍ଷର, ୨୦୧୦
ଆଧାର
- ↑ "Riya Dey". incredibleorissa.com. Retrieved 11 September 2015.
ଅଧିକ ତଥ୍ୟ
- ଇଣ୍ଟରନେଟ ମୁଭି ଡାଟାବେସରେ ରିୟା ଦେ