"ସଲମାନ ବିନ ଇବ୍ରାହିମ ଅଲ-ଖଲିଫା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Aliva Sahoo (ଆଲୋଚନା | ଅବଦାନ) ଟିକେ added Category:ଏସିଆ using HotCat |
Aliva Sahoo (ଆଲୋଚନା | ଅବଦାନ) |
||
୫୮ କ ଧାଡ଼ି: | ୫୮ କ ଧାଡ଼ି: | ||
| access-date = 2016-02-29 |
| access-date = 2016-02-29 |
||
}}{{dead link|date=July 2017}}</ref> |
}}{{dead link|date=July 2017}}</ref> |
||
==ନିଜସ୍ୱ ଜୀବନ== |
|||
ଶେଖ ସଲମାନଙ୍କ ତନୋଟି ପିଲା ଅଛନ୍ତି, ୧୯୯୪ ମସିହାରେ ଜନ୍ମହୋଇଥିବା ଦୁଇ କନ୍ୟା ଶେଖ ଲତୀଫା ଏବଂ ୧୯୯୮ ମସିହାରେ ଶେଖ ଅହାଶା ଓ ୨୦୦୧ ମସିହାରେ ଜନ୍ମ ପୁତ୍ର ଶେଖ ଈସା ।<ref>{{Cite web |
|||
| url = http://www.huffingtonpost.com/james-dorsey/pressure-builds-on-sheikh_b_9035584.html |
|||
| title = Pressure Builds On Sheikh Salman to Respond to Human Rights Allegations |
|||
| website = The Huffington Post |
|||
| access-date = 2016-02-29 |
|||
}}</ref> |
|||
==ଆଧାର== |
==ଆଧାର== |
୧୬:୪୮, ୩ ନଭେମ୍ବର ୨୦୧୭ ଅନୁସାରେ କରାଯାଇଥିବା ବଦଳ
ଶେଖ ସଲମାନ ବିନ ଇବ୍ରାହିମ ଅଲ-ଖଲିଫା (୨ ନଭେମ୍ବର ୧୯୬୫ ମସିହାରେ ଜନ୍ମ) ୨ ମଇ ୨୦୧୩ ମସିହାରୁ ଏସିଆନ ଫୁଟବଲ ସଙ୍ଗଠନ ର ଅଧ୍ୟକ୍ଷ ଅଟନ୍ତି । ଏ ଏଫ ସିର ଅଧ୍ୟକ୍ଷ ଋପେ ତାଙ୍କର ଶୁଣାଣି ପୂର୍ବରୁ, ସେ ବହରିନ ଫୁଟବଲ ଆସୋସିଏସନ ପରିଚାଳକ ଥିଲେ, [୧] ଏବଂ ପରେ ଏସିଆଇ ଫୁଟବଲ ପରିସଂଘ ଅନୁଶାସନ ସମିତିର ଅଧ୍ୟକ୍ଷ ଏବଂ ଫୀଫା ଅନୁଶାସନ ସମିତିର ଉପାଧ୍ୟକ୍ଷ ଅଟନ୍ତି ।[୨] ସେ ଫୀଫା ପରିଷଦ ର ସଦସ୍ୟ ଏବଂ ଫୀଫା ବିକାସ ସମିତୀର ଅଧ୍ୟକ୍ଷ ଅଟନ୍ତି ।
ଜିବନୀ
ଶେଖ ସଲମାନ ହାଉସ ଅଫ ଖଲିଫାର, ବହରୀନର ଶାହୀ ପରିବାର ସଦସ୍ୟ ଅଟନ୍ତି । ସେ ଶେଖ ଇବ୍ରାହିମ ବିନ ହମଦ ଅଲ-ଖଲିଫା ଏବଂ ଶେଖଶା ଅଇଶା ବିଣ୍ଟ ସଲମାନ ଅଲ-ଖଲିଫା ର ଦ୍ୱିତୀୟ ପୁତ୍ର ଅଟନ୍ତି ।
ସେ ଇଂଗ୍ରାଜୀ ସାହିତ୍ୟରେ ସ୍ନାତକର ଡିଗ୍ରୀ ସହିତ ୧୯୯୨ ମସିହାରେ ବହରିନ ବିଶ୍ୱବିଦ୍ୟାଳୟ ଏବଂ ଇତିହାଶ [+] ଶେଖ ସଲମାନ ବହୁ ବର୍ଷ ପୂର୍ବରୁ ଫୁଟବଲରେ ସାମିଲ ହୋଇଯାଇଛନ୍ତି । ୧୯୮୦ ଦଶକର ଆରମ୍ଭରେ ଯେବେ ସେ ବହରୀନ ଡିଭିଜନ I ଟିମ, ରୀଫା କ୍ଲବର ୟୁବା ଟୀମରେ କିଛି ବର୍ଷ ଖେଳି ସାରିଥିଲେ ।[୩][୪]
ରୀଫା କ୍ଲବ ନିଜ ଏକାଡେମିକ ଅଧ୍ୟୟନରେ ଧ୍ୟାନ କେନ୍ଦ୍ରିତ କରିବା ପରଠାରୁ, ଶେଖ ସଲମାନ ବି ଏ ଏଫ ରେ କାର୍ଯ୍ୟକାରୀ ପଦର ଆୟୋଜନ କରିଥିଲେ । ୧୯୯୬ ମସିହାରେ ସେ ରାଷ୍ଟ୍ରୀୟ ଟିମର ଅଧ୍ୟକ୍ଷ ହୋଇଥିଲେ । ୧୯୯୮ ମସିହାରେ ତାଙ୍କୁ ବି ଏ ଏଫ ର ଉପାଧ୍ୟକ୍ଷ ହୋଇଥିଲେ ଓ ୨୦୦୨ ମସିହାରେ ତାଙ୍କୁ ରାଷ୍ଟ୍ରପତି ଭାବେ ବଛାଗଲା । ତାଙ୍କ କାର୍ଯ୍ୟକାଳରେ ଫିଫା ୱାର୍ଲଡ଼କପ, ଫିଫା ମଧ୍ୟରେ ଟୁର୍ନାମେଣ୍ଟ, ଫିଫା କ୍ଲବ ଚମ୍ପିୟାନସିପ ଆଦିର ଅନୁଶାସନ ସମିତୀର ସହ-ଅଧ୍ୟକ୍ଷ ହୋଇଥିଲେ । ସେ ମଧ୍ୟ ୨୦୦୮ ମସିହାରେ ବୀଜିଙ୍ଗରେ ଫୀଫା ଅନୁଶାସନ ସମିତୀର ଉପାଧ୍ୟକ୍ଷ ଥିଲେ ।[୪]
ମଇ ୨୦୧୩ ମସିହାରେ ମାନବାଧିକାର ସଂଗଠନର ଆଲୋଚନା ମଧ୍ୟରେ ସଲମାନ ବିନଙ୍କୁ "ଏସିଆଇ ଫୁଟବଲ ପରିସଂଘ"ର ଅଧ୍ୟକ୍ଷ ଭାବେ ବଛାଗଲା ।[୫] ୧୫ ଅକ୍ଟୋବର ୨୦୧୫ ମସିହାରେ ଶେଖ ସଲମାନ "୨୦୧୬ ଫୀଫା ଅସାଧାରଣ କଂଗ୍ରେସ" ପରେ ଫୀଫାର ପର ରାଷ୍ଟ୍ରପତି ହେବାପାଇଁ ନିଜ ଉମ୍ମିଦର ଘୋଷଣା କରିଥିଲେ । ଜାନୁଆରୀ ୨୦୧୬ ମସିହାରେ "ପ୍ରୀନ୍ସ ଅଲୀ ବିନ ହୁସେନ" ରାଷ୍ଟ୍ରପତି ପାଇଁ ନିଜ ପ୍ରତିଦ୍ୱନ୍ଦି, ଏ ଏଫ ସିର ଉପଯୋଗ କରି ନିଜ ଆଫ୍ରିକା ସମକକ୍ଷଙ୍କ ସହ ସଂଗଠନ ବନେଇବା ଏବଂ ଚୁନାବ ପରିଣାମକୁ ପ୍ରଭାବିତ କରିବା ପାଇଁ ସଲମାନଙ୍କ ଉପରେ ଦୋଷ ଲଗେଇଥିଲେ । [୬] ସେ UEFAର ମହାସଚୀବ "ଗିଆନ୍ନୀ ଇନ୍ଫାଟିନୋ"ଙ୍କ ଠାରୁ ହାରିଯାଇଥିଲେ ।[୭]
ନିଜସ୍ୱ ଜୀବନ
ଶେଖ ସଲମାନଙ୍କ ତନୋଟି ପିଲା ଅଛନ୍ତି, ୧୯୯୪ ମସିହାରେ ଜନ୍ମହୋଇଥିବା ଦୁଇ କନ୍ୟା ଶେଖ ଲତୀଫା ଏବଂ ୧୯୯୮ ମସିହାରେ ଶେଖ ଅହାଶା ଓ ୨୦୦୧ ମସିହାରେ ଜନ୍ମ ପୁତ୍ର ଶେଖ ଈସା ।[୮]
ଆଧାର
- ↑ Posted on » Monday, May 04, 2009 (2009-05-04). "Sports News » 'I don't want to be AFC head'". Gulf Daily News. Retrieved 2017-07-08.
{{cite web}}
: CS1 maint: multiple names: authors list (link) CS1 maint: numeric names: authors list (link) - ↑ Disciplinary Committee, FIFA.[dead link]
- ↑ "Meet the Fifa presidential candidates: Sheikh Salman bin Ibrahim Al Khalifa | The National". www.thenational.ae. Retrieved 2016-02-28.
- ↑ ୪.୦ ୪.୧ "Africa: FIFA Presidency - No Love for Sexwale". allAfrica.com. Retrieved 2016-02-29.
- ↑ "Bahrain's Sheikh Salman Wins Key Fifa Role Despite Human Rights Abuse Claims". International Business Times UK. Retrieved 2016-02-28.
- ↑ Prince Ali asks FIFA to investigate Sheikh Salman bin Ibrahim al Khalifa's Africa-Asia deal, Smh.com.au, 16 January 2016
- ↑ "Sheikh Salman heavy favorite to win FIFA election Friday". Yahoo News. Retrieved 2016-02-29.[dead link]
- ↑ "Pressure Builds On Sheikh Salman to Respond to Human Rights Allegations". The Huffington Post. Retrieved 2016-02-29.