"ସଲମାନ ବିନ ଇବ୍ରାହିମ ଅଲ-ଖଲିଫା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Aliva Sahoo (ଆଲୋଚନା | ଅବଦାନ) No edit summary |
Aliva Sahoo (ଆଲୋଚନା | ଅବଦାନ) |
||
୪୨ କ ଧାଡ଼ି: | ୪୨ କ ଧାଡ଼ି: | ||
| access-date = 2016-02-29 |
| access-date = 2016-02-29 |
||
}}</ref> |
}}</ref> |
||
==ଆଧାର== |
୧୦:୩୩, ୩ ନଭେମ୍ବର ୨୦୧୭ ଅନୁସାରେ କରାଯାଇଥିବା ବଦଳ
ଶେଖ ସଲମାନ ବିନ ଇବ୍ରାହିମ ଅଲ-ଖଲିଫା (ଆରବୀ: سلمان بن ابراهيم آل خليفة
- ୨ ନଭେମ୍ବର ୧୯୬୫ ମସିହାରେ ଜନ୍ମ) ୨ ମଇ ୨୦୧୩ ମସିହାରୁ "ଏସିଆନ ଫୁଟବଲ ସଙ୍ଗଠନ" ର ଅଧ୍ୟକ୍ଷ ଅଟନ୍ତି । ଏ ଏଫ ସିର ଅଧ୍ୟକ୍ଷ ଋପେ ତାଙ୍କର ଶୁଣାଣି ପୂର୍ବରୁ, ସେ "ବହରିନ ଫୁଟବଲ ଆସୋସିଏସନ" ପରିଚାଳକ ଥିଲେ, [୧] ଏବଂ ପରେ "ଏସିଆଇ ଫୁଟବଲ ପରିସଂଘ" ଅନୁଶାସନ ସମିତିର ଅଧ୍ୟକ୍ଷ ଏବଂ "ଫୀଫା" ଅନୁଶାସନ ସମିତିର ଉପାଧ୍ୟକ୍ଷ ଅଟନ୍ତି ।[୨] ସେ "ଫୀଫା ପରିଷଦ" ର ସଦସ୍ୟ ଏବଂ "ଫୀଫା ବିକାସ ସମିତୀ"ର ଅଧ୍ୟକ୍ଷ ଅଟନକ୍ଷତି ।
ଜିବନୀ
ଶେଖ ସଲମାନ ହାଉସ ଅଫ ଖଲିଫାର, ବହରୀନର ଶାହୀ ପରିବାର ସଦସ୍ୟ ଅଟନ୍ତି । ସେ ଶେଖ ଇବ୍ରାହିମ ବିନ ହମଦ ଅଲ-ଖଲିଫା ଏବଂ ଶେଖଶା ଅଇଶା ବିଣ୍ଟ ସଲମାନ ଅଲ-ଖଲିଫା ର ଦ୍ୱିତୀୟ ପୁତ୍ର ଅଟନ୍ତି ।
ସେ ଇଂଗ୍ରାଜୀ ସାହିତ୍ୟରେ ସ୍ନାତକର ଡିଗ୍ରୀ ସହିତ ୧୯୯୨ ମସିହାରେ ବହରିନ ବିଶ୍ୱବିଦ୍ୟାଳୟ ଏବଂ ଇତିହାଶ [+] ଶେଖ ସଲମାନ ବହୁ ବର୍ଷ ପୂର୍ବରୁ ଫୁଟବଲରେ ସାମିଲ ହୋଇଯାଇଛନ୍ତି । ୧୯୮୦ ଦଶକର ଆରମ୍ଭରେ ଯେବେ ସେ ବହରୀନ ଡିଭିଜନ I ଟିମ, ରୀଫା କ୍ଲବର ୟୁବା ଟୀମରେ କିଛି ବର୍ଷ ଖେଳି ସାରିଥିଲେ ।[୩][୪]
ଆଧାର
- ↑ Posted on » Monday, May 04, 2009 (2009-05-04). "Sports News » 'I don't want to be AFC head'". Gulf Daily News. Retrieved 2017-07-08.
{{cite web}}
: CS1 maint: multiple names: authors list (link) CS1 maint: numeric names: authors list (link) - ↑ Disciplinary Committee, FIFA.[dead link]
- ↑ "Meet the Fifa presidential candidates: Sheikh Salman bin Ibrahim Al Khalifa | The National". www.thenational.ae. Retrieved 2016-02-28.
- ↑ "Africa: FIFA Presidency - No Love for Sexwale". allAfrica.com. Retrieved 2016-02-29.