"ମୀନକେତନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୪୨ କ ଧାଡ଼ି: ୪୨ କ ଧାଡ଼ି:
| ୨୦୧୬ || [[ଅଗସ୍ତ୍ୟ]] || ସଦାନନ୍ଦ ସେଠୀ
| ୨୦୧୬ || [[ଅଗସ୍ତ୍ୟ]] || ସଦାନନ୍ଦ ସେଠୀ
|-
|-
| ୨୦୧୬ || [[ଟାଇଗର]] ||
| ୨୦୧୬ || [[ଟାଇଗର (ଓଡ଼ିଆ ଚଳଚ୍ଚିତ୍ର)|ଟାଇଗର]] ||
|-
|-
| ୨୦୧୬ || [[ହେଲା ମୋତେ ପ୍ରେମ ଜର]] ||
| ୨୦୧୬ || [[ହେଲା ମତେ ପ୍ରେମ ଜର]] ||
|-
|-
| ୨୦୧୬ || [[ଗୋଟେ ଶୁଆ ଗୋଟେ ସାରୀ]] ||
| ୨୦୧୬ || [[ଗୋଟେ ଶୁଆ ଗୋଟେ ଶାରୀ]] ||
|-
|-
| ୨୦୧୫ || [[ଜଗା ହାତରେ ପଘା(୨୦୧୫)]] || ଶଙ୍କର
| ୨୦୧୫ || [[ଜଗା ହାତରେ ପଘା(୨୦୧୫)]] || ଶଙ୍କର

୧୦:୪୧, ୨୬ ଅକ୍ଟୋବର ୨୦୧୭ ଅନୁସାରେ କରାଯାଇଥିବା ବଦଳ

ମୀନ‌କେତନ ଦାସ
ମୀନ‌କେତନ ଦାସ
ଜନ୍ମ(1961-05-07)ମଇ ୭, ୧୯୬୧
ମୃତ୍ୟୁ୩୦ ଜୁନ ୨୦୧୭(2017-06-30) (ବୟସ ୫୬)
ମୃତ୍ୟୁର କାରଣଅଗ୍ନାଶହ କର୍କଟ
ବୃତ୍ତିଅଭିନେତା (ଓଡ଼ିଆ)

ମୀନ‌କେତନ ଓଡ଼ିଆ କଥାଚିତ୍ର ଜଗତର ଜଣେ ଖଳ ତ‌ଥା ହାସ୍ୟ ଅଭିନେତା ଥିଲେ । ବଡ଼ ପରଦା ସଙ୍ଗେ ସଙ୍ଗେ ସେ ଛୋଟ ପରଦାରେ ମଧ୍ୟ ଅନେକ ଅଭିନୟ କରିଥିଲେ । ମୀନ‌କେତନ କିଛି ଯାତ୍ରାରେ ନାଟକର ନିର୍ଦ୍ଦେଶନା ଦେବା ସ‌ହ ଅଭିନୟ ମଧ୍ୟ କରିଥିଲେ ।

କଥାଚିତ୍ର ଜୀବନ

ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅଭିନୟ କରିଥିଲେ । ଏହି ଲମ୍ବା ସମୟର ଯାତ୍ରା ମଧ୍ୟରେ ସେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୯୮ରେ ମୁକ୍ତିଲାଭ କରିଥିବା ଗଙ୍ଗଶିଉଳୀ(ଓଡ଼ିଆ ଚଳଚ୍ଚିତ୍ର) ଚଳଚ୍ଚିତ୍ର ତାଙ୍କର ଅଭିନୟର ଯାତ୍ରାରେ ଏକ ପରିବର୍ତ୍ତନ ଆଣିଦେଇଥିଲା ।[୧] ସେ ମଧ୍ୟ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଥିଲେ । ଅଗ୍ନାଶୟ କର୍କଟ ଯୋଗୁ, ୨୦୧୭ ଜୁନ୍ ୩୦ତାରିଖରେ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ମୀନ‌କେତନଙ୍କର ପରଲୋକ ଘଟିଥିଲା ।[୨]

ଅଭିନୀତ କଥାଚିତ୍ର

ମସିହା ଚଳଚ୍ଚିତ୍ର ଭୂମିକା
୨୦୧୬ ମୀମାଂସା
୨୦୧୬ ଲଭ୍ ଷ୍ଟେସନ ଅତିଥି କଳାକାର
୨୦୧୬ ଦେଲେ ଧରା କଥା ସରେ
୨୦୧୬ ଝିଅଟା ବିଗିଡ଼ିଗଲା
୨୦୧୬ ଅଗସ୍ତ୍ୟ ସଦାନନ୍ଦ ସେଠୀ
୨୦୧୬ ଟାଇଗର
୨୦୧୬ ହେଲା ମତେ ପ୍ରେମ ଜର
୨୦୧୬ ଗୋଟେ ଶୁଆ ଗୋଟେ ଶାରୀ
୨୦୧୫ ଜଗା ହାତରେ ପଘା(୨୦୧୫) ଶଙ୍କର
୨୦୧୫ ସୁପର ମିଛୁଆ ରୋମିଓର ମାମୁଁ
୨୦୧୫ ନୂଆ ନୂଆ ପ୍ରେମରେ ପୋଲିସ ଇନସ୍‌ପେକ୍ଟର
୨୦୧୫
୨୦୧୫ ଇସ୍କ ତୁ ହି ତୁ ବ‌ବି ଭାଇ
୨୦୧୫ ଯିଏ ଯାହା କ‌ହୁ ମୋର ଢୋ ହଜାରି ଶଙ୍କର
୨୦୧୪ ଆମେ ତ ଟୋକା ଶଣ୍ଢ ମାର୍କା
୨୦୧୪ କିଡନାପ
୨୦୧୪ ଜୟହିନ୍ଦ
୨୦୧୪ ସିନ୍ଦୁର ବଲ୍ଲଭ ରାୟ
୨୦୧୩ ଗଡ଼ବଡ଼ ଭାଇ(ମୀନ‌କେତନ)
୨୦୧୩ ଟଙ୍କା ତୋତେ ସଲାମ ମୀନ‌କେତନ
୨୦୧୩ ବ୍ୟାଚଲର ଚନ୍ଦ୍ରଭାନୁ ପଟ୍ଟନାୟକ/ଟାଇଗର
୨୦୧୩ ମୁ ଦିୱାନି ତୋ ପାଇଁ ପୋଲିସ ଏସ୍.ଆଇ. ନୀଳାଚଳ
୨୦୧୩ ହରି ଓମ ହରି ଜଗନ୍ନାଥ ପଟ୍ଟନାୟକ
୨୦୧୩ ହାତ ଧରି ଚାଲୁଥା (ଓଡ଼ିଆ କଥାଚିତ୍ର) ସଂଗ୍ରାମ
୨୦୧୩ ଅଶୋକ ସମ୍ରାଟ ସ୍ୱାମିଜୀ
୨୦୧୩ ଟାର୍ଗେଟ୍ ନାରୁ ଭାଇ
୨୦୧୩ ଦିୱାନା ଦିୱାନୀ ସଞ୍ଜୁର ବାପା
୨୦୧୩ ମାଇଁ ଲଭ ଷ୍ଟୋରୀ ପ୍ରଶାନ୍ତ
୨୦୧୩ ନଈ ସେପାରୀ କନକ ଗୋରୀ ଦୂର୍ଜତି ସାମନ୍ତରାୟ
୨୦୧୩ ମୋ' ଦୁନିଆ ତୁ ହିଁ ତୁ
୨୦୧୨ ଲଭ ମାଷ୍ଟର ବିକ୍ରମ ପ୍ରତାପ
୨୦୧୨ ଚାନ୍ଦ ନା ତମେ ତାରା
୨୦୧୨ ଓମ ସାଇ ରାମ
୨୦୧୨ ବ୍ୟାଡ଼୍ ଗାର୍ଲ
୨୦୧୨ ରଙ୍ଗିଲା ଟୋକା ଲକ୍ଷ୍ମୀଧର ପ୍ରଧାନ
୨୦୧୨ ଇଡିଅଟ୍ ଗୋବର୍ଦ୍ଧନ
୨୦୧୨ ତୁ ମୋ ଆରମ୍ଭ ତୁ ମୋ ଶେଷ ସୁଧୀର
୨୦୧୨ ଗୁଡ଼୍‌ବୟ ପୋଲିସ ଇନସ୍‌ପେକ୍ଟର ମୀନ‌କେତନ
୨୦୧୨ ଶପଥ (ଓଡ଼ିଆ କଥାଚିତ୍ର) ମହିମା
୨୦୧୨ ଥୁକୁଲ୍ ପଞ୍ଚମର ମାମୁଁ
୨୦୧୧ ବାଳୁଙ୍ଗା ଟୋକା ଚିକୁର ବାପା
୨୦୧୧ ମୁଁ ପ୍ରେମୀ ମୁଁ ପାଗଳ କଲେଜ ଅଧକ୍ଷ
୨୦୧୧ ଚୋରି ଚୋରି ମନ ଚୋରି
୨୦୧୧ ୧୪୩ ଆଇ ଲଭ ୟୁ ରସ ରଙ୍ଗ ପଣ୍ଡା
୨୦୧୧ ପ୍ରେମ୍ ୱେଡ୍ସ ପ୍ରିୟା ରଙ୍ଗିଲା
୨୦୧୧ ହିରୋ ଶକ୍ତିର ବାପା
୨୦୧୧ ଲୋଫର୍ ରେଷ୍ଟୁରାଣ୍ଟ ମାଲିକ
୨୦୧୧ ମୋଷ୍ଟ ୱାଣ୍ଟେଡ଼ ବାବୁ ଭାଇ
୨୦୧୦ ଓମ ନମଃ ଶିବାୟ ନାଗ ଭୂଷଣ ମହାନ୍ତି
୨୦୧୦ ଦିୱାନା ମୋହ‌‌ନ ମହାନ୍ତି(TTI)
୨୦୧୦ ମେଘ ସବାରୀରେ ଆସିବ ଫେରୀ ସ୍ମଶାନ ଜଗୁଆଳୀ
୨୦୧୦ ଏଇ ମିଳନ ଯୁଗ ଯୁଗର
୨୦୧୦ ଶଶୁର ଘର ଜିନ୍ଦାବାଦ ଡମ୍ପୁରୁ ମାମୁଁ
୨୦୧୦ ପ‌ହିଲି ରଜ(ଓଡ଼ିଆ ଚଳଚ୍ଚିତ୍ର) ବାଦଶାହା
୨୦୧୦ ମୁଁ କଣ ଏତେ ଖରାପ ଦିଗମ୍ବର ମହାନ୍ତି
୨୦୧୦ ଆଖି ପଲକରେ ତୁ ବିଜୁ ସାମନ୍ତ
୨୦୦୯ କେଉଁ ଦୁନିଆରୁ ଆସିଲ ବନ୍ଧୁ ସାପୁଆ କେଳା
୨୦୦୯ ଶତ୍ରୁ ସଂହାର ଇନସ୍‌ପେକ୍ଟର ସୁରେଶ ଗଡ଼ନାୟକ
୨୦୦୯ ଆରେ ସାଥୀ ଆ ରାମ
୨୦୦୯ ଧିରେ ଧିରେ ପ୍ରେମ ହେଲା ହାଡ଼ୁ ଚମ୍ପତ୍ତି
୨୦୦୮ ତୋ ବିନା ଭଲ ଲାଗେନା ଶଙ୍କର
୨୦୦୮ ବନ୍ଦେ ଉତ୍କଳ ଜନନୀ ବିଧାୟକ ଗୋପବନ୍ଧୁ ବେହେରା
୨୦୦୮ ଜୀଅନ୍ତା ଭୂତ ଡୋମ୍ବୋ
୨୦୦୭ କାଳୀ ଶଙ୍କର ମଣ୍ଟୁ
୨୦୦୭ ଚକା ଚକା ଭଉଁରୀ ରଘୁ
୨୦୦୭ ଧଉଳି ଏକ୍ସପ୍ରେସ୍ ମାଧାବ
୨୦୦୭ ନାରୀ ନୁହେଁ ତୁ ନାରାୟଣୀ
୨୦୦୭ ଫେରିଆ ମୋ ସୁନା ଭଉଣୀ
୨୦୦୬ ରାଖି ବାନ୍ଧିଲି ମୋ ରଖିବ ମାନ ଶମ୍ଭୁ
୨୦୦୬ ତୁ ଏକା ଆମ ସାହା ଭରଷା ବିକ୍ରମ
୨୦୦୫ ଓମ ଶାନ୍ତି ଓମ ଦୁର୍ଗା ପ୍ରସାଦ
୨୦୦୩ ନାରୀ ଆଖିରେ ନିଆଁ
୨୦୦୩ ଏଇଠି ସ୍ୱର୍ଗ ଏଇଠି ନର୍କ
୨୦୦୩ ମା ମଙ୍ଗଳା(ଓଡ଼ିଆ ଚଳଚ୍ଚିତ୍ର)
୨୦୦୩ ବିଧାତା (୨୦୦୩ର ଚଳଚ୍ଚିତ୍ର) ରଙ୍ଗା
୨୦୦୨ ପୁଅ ମୋର ଜଗତ ଜିତା ଇନସ୍‌ପେକ୍ଟର ଦୁଶାସନ ସ୍ୱାଇଁ
୧୯୯୯ ପ୍ରେମ ବନ୍ଧନ ଦିଲୀପ ବଳିଆରସିଂହ
୧୯୯୯ ଧର୍ମ ନିକିତି ବିଲ୍ଲା
୧୯୯୯ ମା’ ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର) ମହାଜନ
୧୯୯୮ ସ‌ହର ଜଳୁଛି
୧୯୯୮ ଗଙ୍ଗଶିଉଳୀ(ଓଡ଼ିଆ ଚଳଚ୍ଚିତ୍ର)
୧୯୯୬ ନୀଳ ମାଷ୍ଟେରାଣୀ
୧୯୯୫ ରକତ କହିବ କିଏ କାହାର ମାଇକେଲ
୧୯୯୫ ମୋ ମନ ଖାଲି ତୁମରି ପାଇଁ ଲାଖୁଆ

ଆଧାର

  1. "Being 'evil' in films brings out the 'good' in an actor: Minaketan". Odisha News 360. 12 August 2016. Retrieved 22 August 2016. {{cite news}}: |first= missing |last= (help)
  2. http://odishatv.in/odisha/body-slider/minaketan-who-won-hearts-lost-battle-against-cancer-225058/

ଅଧିକ ତ‌ଥ୍ୟ