"ସୀତାକାନ୍ତ ମହାପାତ୍ର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hellohappy (ଆଲୋଚନା | ଅବଦାନ) ଟିକେ BibhishanaBhuyan (ଆଲୋଚନା) ଙ୍କ ଦେଇ କରାଯାଇଥିବା 270117 ସଙ୍କଳନଟି ପଛକୁ ଫେରାଇନିଆଗଲା ଶବଦ |
ଟିକେ →ଯୋଗସୂତ୍ର ପେଡ଼ି: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କାବ୍ୟ କବିତା) |
||
୬ କ ଧାଡ଼ି: | ୬ କ ଧାଡ଼ି: | ||
| caption = |
| caption = |
||
| birth_date = {{birth date and age|1937|09|17}} |
| birth_date = {{birth date and age|1937|09|17}} |
||
| birth_place = [[ମାହାଙ୍ଗା]], [[କଟକ]] |
| birth_place = [[ମାହାଙ୍ଗା]], [[କଟକ ଜିଲ୍ଲା]] |
||
| death_date = <!-- {{Death date and age|YYYY|MM|DD|YYYY|MM|DD}} (death date then birth) --> |
| death_date = <!-- {{Death date and age|YYYY|MM|DD|YYYY|MM|DD}} (death date then birth) --> |
||
| death_place = |
| death_place = |
||
୧୬ କ ଧାଡ଼ି: | ୧୬ କ ଧାଡ଼ି: | ||
}} |
}} |
||
'''ସୀତାକାନ୍ତ ମହାପାତ୍ର''' (ଜନ୍ମ ୧୭ ସେପ୍ଟେମ୍ବର |
'''ସୀତାକାନ୍ତ ମହାପାତ୍ର''' (ଜନ୍ମ ୧୭ ସେପ୍ଟେମ୍ବର ୧୯୩୭) [[ଓଡ଼ିଆ ଭାଷା|ଓଡ଼ିଆ]] ଓ [[ଇଂରାଜୀ ଭାଷା]]ର ଜଣେ [[କବି]] ଓ [[ସାହିତ୍ୟ ସମାଲୋଚକ]] ।<ref>{{cite news|url=http://www.hinduonnet.com/thehindu/lr/2002/12/01/stories/2002120100210200.htm|title=Deceptive simplicity |date=Dec 01, 2002|publisher=The Hindu}}</ref><ref>{{cite web|url=http://www.outlookindia.com/article.aspx?202162|title=The Mahapatra Muse: Two deeply vivid volumes of poems from the oriya masters |coauthors=Keki N. Daruwalla|date=Sep 25, 1996|publisher=The Outlook}}</ref> ସେ ଭାରତୀୟ ପ୍ରଶାସନିକ ସେବା <!--<!--[[Indian Administrative Service]] (IAS)-->(ଆଇ.ଏ.ଏସ.)ରେ ୧୯୬୧ରୁ ଦୀର୍ଘକାଳ ଧରି କାମ କରିବା ପରେ ୧୯୯୫ରେ ଅବସର ନେଇ [[ଦିଲ୍ଲୀ]]ର [[ନ୍ୟାସନାଲ ବୁକ ଟ୍ରଷ୍ଟ]]ର <!--[[National Book Trust]], [[New Delhi]]--> ସଭାପତି ଭାବରେ କାମ କରିଆସୁଛନ୍ତି । ଜ୍ଞାନପୀଠ ପୁରସ୍କାର ପାଇବାରେ ସେ ହେଉଛନ୍ତି ୩ୟ [[ଓଡ଼ିଆ ଲୋକ|ଓଡ଼ିଆ]] । |
||
== ସାହିତ୍ୟ ସର୍ଜନା == |
== ସାହିତ୍ୟ ସର୍ଜନା == |
||
୭୩ କ ଧାଡ଼ି: | ୭୩ କ ଧାଡ଼ି: | ||
* ଜ୍ଞାନପୀଠ ସମ୍ମାନ (୧୯୯୩) - ଜୀବନ ବ୍ୟାପି ସାହିତ୍ୟ ସର୍ଜନା ପାଇଁ |
* ଜ୍ଞାନପୀଠ ସମ୍ମାନ (୧୯୯୩) - ଜୀବନ ବ୍ୟାପି ସାହିତ୍ୟ ସର୍ଜନା ପାଇଁ |
||
* [[ସାରଳା ପୁରସ୍କାର]]<ref>[http://www.imfa.in/csr/saralaaward.htm ସାରଳା ପୁରସ୍କାର ବିଜେତାଙ୍କ ତାଲିକା]</ref> (୧୯୮୫) - ଆର ଦୃଶ୍ୟ ପୁସ୍ତକ ପାଇଁ |
* [[ସାରଳା ପୁରସ୍କାର]]<ref>[http://www.imfa.in/csr/saralaaward.htm ସାରଳା ପୁରସ୍କାର ବିଜେତାଙ୍କ ତାଲିକା]</ref> (୧୯୮୫) - ଆର ଦୃଶ୍ୟ ପୁସ୍ତକ ପାଇଁ |
||
* ଓଡ଼ିଶା ସାହିତ୍ୟ |
* ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୧୯୭୧ ଓ ୧୯୮୪) - ଅଷ୍ଟପଦୀ ପୁସ୍ତକ ପାଇଁ |
||
* କେନ୍ଦ୍ର ସାହିତ୍ୟ |
* କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (୧୯୭୪) - ଶବଦର ଆକାଶ ପୁସ୍ତକ ପାଇଁ<ref>http://odisha.gov.in/e-magazine/orissaannualreference/ORA-2011/pdf/87-89.pdf</ref> |
||
* ସର୍ବୋଚ୍ଚ ସମ୍ମାନ, ସୋକା ବିଶ୍ୱବିଦ୍ୟାଳୟ, [[ଟୋକିଓ]] (୨୦୦୧) <!--‘Award of the Highest Honour' by Soka University of Tokyo, 2001.--> |
* ସର୍ବୋଚ୍ଚ ସମ୍ମାନ, ସୋକା ବିଶ୍ୱବିଦ୍ୟାଳୟ, [[ଟୋକିଓ]] (୨୦୦୧) <!--‘Award of the Highest Honour' by Soka University of Tokyo, 2001.--> |
||
* ପିପୁଲ ଅଫ ଦି ଇୟର ୨୦୧୫(ଲିମକା ବୁକ ଅଫ ରେକର୍ଡ୍ସର ୨୬ତମ ସଂସ୍କରଣରେ ଭାରତୀୟ ସାହିତ୍ୟକୁ ଅବଦାନ ପାଇଁ, ସ୍ଥାନ ପାଇଥିବା ୧୫ଜଣ ଭାରତୀୟ ସାହିତ୍ୟିକମାନଙ୍କ ମଧ୍ୟରୁ ଜଣେ)<ref>http://www.limcabookofrecords.in/peopleoftheyear.aspx?id=16</ref> |
* ପିପୁଲ ଅଫ ଦି ଇୟର ୨୦୧୫(ଲିମକା ବୁକ ଅଫ ରେକର୍ଡ୍ସର ୨୬ତମ ସଂସ୍କରଣରେ ଭାରତୀୟ ସାହିତ୍ୟକୁ ଅବଦାନ ପାଇଁ, ସ୍ଥାନ ପାଇଥିବା ୧୫ଜଣ ଭାରତୀୟ ସାହିତ୍ୟିକମାନଙ୍କ ମଧ୍ୟରୁ ଜଣେ)<ref>http://www.limcabookofrecords.in/peopleoftheyear.aspx?id=16</ref> |
||
୮୫ କ ଧାଡ଼ି: | ୮୫ କ ଧାଡ଼ି: | ||
{{ଓଡ଼ିଶାର ପଦ୍ମ ବିଜେତା}} |
{{ଓଡ଼ିଶାର ପଦ୍ମ ବିଜେତା}} |
||
{{ଜ୍ଞାନପୀଠ ପୁରସ୍କାର}} |
{{ଜ୍ଞାନପୀଠ ପୁରସ୍କାର}} |
||
{{ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କାବ୍ୟ କବିତା)}} |
|||
{{ସାରଳା ପୁରସ୍କାର}} |
{{ସାରଳା ପୁରସ୍କାର}} |
||
{{Authority control}} |
|||
{{ଓଡ଼ିଆ ସାହିତ୍ୟ}} |
|||
[[ଶ୍ରେଣୀ:୧୯୩୭ ଜନ୍ମ]] |
[[ଶ୍ରେଣୀ:୧୯୩୭ ଜନ୍ମ]] |
୧୫:୨୦, ୫ ଅକ୍ଟୋବର ୨୦୧୭ ଅନୁସାରେ କରାଯାଇଥିବା ବଦଳ
ସୀତାକାନ୍ତ ମହାପାତ୍ର | |
---|---|
ଜନ୍ମ | |
ବୃତ୍ତି | ପ୍ରଶାସନିକ ଅଧିକାରୀ |
ପ୍ରସିଦ୍ଧି | କବି, ସାହିତ୍ୟ ସମାଲୋଚକ |
ଉଲ୍ଲେଖନୀୟ କୃତି | ଶବଦର ଆକାଶ (୧୯୭୧) ସମୁଦ୍ର (୧୯୭୭) |
ସୀତାକାନ୍ତ ମହାପାତ୍ର (ଜନ୍ମ ୧୭ ସେପ୍ଟେମ୍ବର ୧୯୩୭) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ କବି ଓ ସାହିତ୍ୟ ସମାଲୋଚକ ।[୧][୨] ସେ ଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ.)ରେ ୧୯୬୧ରୁ ଦୀର୍ଘକାଳ ଧରି କାମ କରିବା ପରେ ୧୯୯୫ରେ ଅବସର ନେଇ ଦିଲ୍ଲୀର ନ୍ୟାସନାଲ ବୁକ ଟ୍ରଷ୍ଟର ସଭାପତି ଭାବରେ କାମ କରିଆସୁଛନ୍ତି । ଜ୍ଞାନପୀଠ ପୁରସ୍କାର ପାଇବାରେ ସେ ହେଉଛନ୍ତି ୩ୟ ଓଡ଼ିଆ ।
ସାହିତ୍ୟ ସର୍ଜନା
କବିତା
- ଦୀପ୍ତି ଓ ଦ୍ୟୁତି (୧୯୬୩)
- ଅଷ୍ଟପଦୀ (୧୯୬୭)
- ଶବଦର ଆକାଶ (୧୯୭୧)
- ସମୁଦ୍ର (୧୯୭୭)
- ଚିତ୍ରନଦୀ (୧୯୭୯)
- ଆର ଦୃଶ୍ୟ (୧୯୮୧)
- ସମୟର ଶେଷ ନାମ (୧୯୮୪)
- କାହାକୁ ପୁଚ୍ଛିବା କୁହ (୧୯୮୭)
- ଚଢେଇରେ ତୁ କି ଜାଣୁ (୧୯୯୦)
- ଫେରି ଆସିବାର ବେଳ (୧୯୯୧)
- ଶ୍ରେଷ୍ଠ କବିତା (୧୯୯୨)
- ବର୍ଷା ସକାଳ (୧୯୯୩)
- ପାଦ ଚିହ୍ନ ( ୧୯୯୬)
- ମୃତ୍ୟୁର ଅସୀମ ଧୈର୍ଯ୍ୟ (୧୯୯୭)
- ନିର୍ବାଚିତ କବିତା (୧୯୯୮)
- କପଟ ପାସ (୨୦୦୦)
- ଅସରନ୍ତି ପିଲାଦିନ, ମଗଧ ଓ ଅନ୍ୟାନ କବିତା ( ୨୦୦୨)(ଅନୁବାଦ)
- ସୂର୍ଯ୍ୟ ତୃଷ୍ଣା (୨୦୦୨)(ଅନୁବାଦ)
- ପ୍ରଦକ୍ଷିଣା ( ୨୦୦୨)
ପ୍ରବନ୍ଧ
- ଭିନ୍ନ ଆକାଶ ଭିନ୍ନ ଦୀପ୍ତି (୧୯୭୮)
- ନିଶଙ୍ଗ ମଣିଷ (୧୯୮୦)
- ଶବ୍ଦ, ସ୍ଵପ୍ନ ଓ ନିର୍ଭୀକତା (୧୯୯୦)
- ଅନ୍ଧାରର ଝୋଟି ଚିତ୍ର (୧୯୯୦)
- ସମୟର ଆରପାରି (୧୯୯୮)
ଭ୍ରମଣକାହାଣୀ
- ଅନେକ ଶରତ (୧୯୮୧)
ତାଳପତ୍ର ଉପରେ
- ଉଷାବିଳାସ
ଇଂରାଜୀ
- The curve of meaning (୧୯୭୪)
- Bare foot in two reality (୧୯୭୫)
- Gestures of Intimacy (୧୯୭୬)
- Bhima Bhoi (୧୯୮୩)
- Modernisation & Ritual (୧୯୮୬)
- Tradition & Modern Artist (୧୯୮୭)
- Mohabharat & Modern India Literature (୧୯୮୮)
- Jagannath Dash (୧୯୯୦)
- Tribal Wall Paintings of Orissa (୧୯୯୧)
- Tribal Life and Culture of Orissa (୧୯୯୨)
- The ruined Temple and other poems, 1996 (କବିତା, ଅନୁବାଦ)
- Unending Rhythms (ଓଡ଼ିଶାର ଆଦିବାସୀଙ୍କ ବୋଲା କବିତା, ଅନୁବାଦ)
ପଦ ଓ ସମ୍ମାନ
ପଦ
- ସେକ୍ରେଟେରି, ସଂସ୍କୃତି, ଭାରତ ସରକାର
- ପ୍ରେସିଡେଣ୍ଟ, ଇଉନେସ୍କୋର ଶତକ ବ୍ୟାପୀ ସଂସ୍କୃତିକ ବିକାଶ (୧୯୯୪-୧୯୯୬)
- ହାରଭାର୍ଡ଼ ବିଶ୍ୱବିଦ୍ୟାଳୟର ବୟୋଜ୍ୟଷ୍ଠ କର୍ତ୍ତା
- ଇଣ୍ଟରନ୍ୟାସନାଲ ଏକାଡେମି ଅଫ ପଏଟସ, କ୍ୟାମ୍ବ୍ରିଜ ବିଶ୍ଵବିଦ୍ୟାଳୟର ସମ୍ମାନନୀୟ କର୍ତ୍ତା
- ନ୍ୟାସନାଲ ବୁକ ଟ୍ରଷ୍ଟ, ଦିଲ୍ଲୀର ସଭାପତି
ସମ୍ମାନ
- ଜ୍ଞାନପୀଠ ସମ୍ମାନ (୧୯୯୩) - ଜୀବନ ବ୍ୟାପି ସାହିତ୍ୟ ସର୍ଜନା ପାଇଁ
- ସାରଳା ପୁରସ୍କାର[୩] (୧୯୮୫) - ଆର ଦୃଶ୍ୟ ପୁସ୍ତକ ପାଇଁ
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୧୯୭୧ ଓ ୧୯୮୪) - ଅଷ୍ଟପଦୀ ପୁସ୍ତକ ପାଇଁ
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (୧୯୭୪) - ଶବଦର ଆକାଶ ପୁସ୍ତକ ପାଇଁ[୪]
- ସର୍ବୋଚ୍ଚ ସମ୍ମାନ, ସୋକା ବିଶ୍ୱବିଦ୍ୟାଳୟ, ଟୋକିଓ (୨୦୦୧)
- ପିପୁଲ ଅଫ ଦି ଇୟର ୨୦୧୫(ଲିମକା ବୁକ ଅଫ ରେକର୍ଡ୍ସର ୨୬ତମ ସଂସ୍କରଣରେ ଭାରତୀୟ ସାହିତ୍ୟକୁ ଅବଦାନ ପାଇଁ, ସ୍ଥାନ ପାଇଥିବା ୧୫ଜଣ ଭାରତୀୟ ସାହିତ୍ୟିକମାନଙ୍କ ମଧ୍ୟରୁ ଜଣେ)[୫]
ଆଧାର
- ↑ "Deceptive simplicity". The Hindu. Dec 01, 2002.
{{cite news}}
: Check date values in:|date=
(help) - ↑ "The Mahapatra Muse: Two deeply vivid volumes of poems from the oriya masters". The Outlook. Sep 25, 1996.
{{cite web}}
: Unknown parameter|coauthors=
ignored (|author=
suggested) (help) - ↑ ସାରଳା ପୁରସ୍କାର ବିଜେତାଙ୍କ ତାଲିକା
- ↑ http://odisha.gov.in/e-magazine/orissaannualreference/ORA-2011/pdf/87-89.pdf
- ↑ http://www.limcabookofrecords.in/peopleoftheyear.aspx?id=16
ଅଧିକ ତଥ୍ୟ
ଶ୍ରେଣୀସମୂହ:
- Articles with FAST identifiers
- Pages with authority control identifiers needing attention
- Articles with ISNI identifiers
- Articles with VIAF identifiers
- Articles with BIBSYS identifiers
- Articles with BNF identifiers
- Articles with BNFdata identifiers
- Articles with GND identifiers
- Articles with J9U identifiers
- Articles with LCCN identifiers
- Articles with NLA identifiers
- Articles with NTA identifiers
- Articles with SUDOC identifiers
- ୧୯୩୭ ଜନ୍ମ
- ଜୀବିତ ବ୍ୟକ୍ତି
- ଶାରଳା ପୁରସ୍କାର ବିଜେତା
- ଜ୍ଞାନପୀଠ ପୁରସ୍କାର ସମ୍ମାନିତ
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା
- ପଦ୍ମ ଭୂଷଣ ସମ୍ମାନିତ
- ପଦ୍ମ ବିଭୂଷଣ ସମ୍ମାନିତ
- ଓଡ଼ିଆ ସାହିତ୍ୟିକ
- ଓଡ଼ିଆ କବି
- ପ୍ରଶାସକ