"ସୌଭାଗ୍ୟ କୁମାର ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
ଟିକେ →‎ଯୋଗସୂତ୍ର ପେଡ଼ି: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କାବ୍ୟ କବିତା)
୧୯ କ ଧାଡ଼ି: ୧୯ କ ଧାଡ଼ି:
| nationality = ଭାରତୀୟ
| nationality = ଭାରତୀୟ
| other_names =
| other_names =
| ethnicity = [[ଓଡ଼ିଆ ଲୋକ|ଓଡ଼ିଆ]]
| citizenship =
| citizenship =
| education = ସ୍ନାତକୋତ୍ତର(ଇଂରାଜୀ), ପିଏଚଡି
| education = ସ୍ନାତକୋତ୍ତର(ଇଂରାଜୀ), ପିଏଚଡି
୩୧ କ ଧାଡ଼ି: ୩୦ କ ଧାଡ଼ି:
| notable_works =
| notable_works =
| style =
| style =
| influences =
| influenced =
| home_town =
| home_town =
| spouse = ମଞ୍ଜୁଳା ମିଶ୍ର
| spouse = ମଞ୍ଜୁଳା ମିଶ୍ର
୩୯ କ ଧାଡ଼ି: ୩୬ କ ଧାଡ଼ି:
| relatives =
| relatives =
| callsign =
| callsign =
| awards =
| awards = କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
| signature =
| signature =
| signature_alt =
| signature_alt =
୪୫ କ ଧାଡ଼ି: ୪୨ କ ଧାଡ଼ି:
| website =
| website =
| footnotes =
| footnotes =
| box_width =
}}
}}


'''ସୌଭାଗ୍ୟ କୁମାର ମିଶ୍ର''' (ଜନ୍ମ: ୧୯୪୧) ବ୍ରହ୍ମପୁର, ଓଡ଼ିଶାରେ ଜନ୍ମିତ ଜଣେ କବି ।<ref name="DharwadkerRamanujan1994">{{cite book|author1=Vinay Dharwadker|author2=A. K. Ramanujan|title=The Oxford Anthology of Modern Indian Poetry|url=http://books.google.com/books?id=3fBjAAAAMAAJ|year=1994|publisher=OUP (India?)|isbn=978-0-19-562865-4}}</ref>
'''ସୌଭାଗ୍ୟ କୁମାର ମିଶ୍ର''' (ଜନ୍ମ ୫ ସେପ୍ଟେମ୍ବର ୧୯୪୧) ବ୍ରହ୍ମପୁର, ଓଡ଼ିଶାରେ ଜନ୍ମିତ ଜଣେ କବି ।<ref name="DharwadkerRamanujan1994">{{cite book|author1=Vinay Dharwadker|author2=A. K. Ramanujan|title=The Oxford Anthology of Modern Indian Poetry|url=http://books.google.com/books?id=3fBjAAAAMAAJ|year=1994|publisher=OUP (India?)|isbn=978-0-19-562865-4}}</ref>
୧୯୫୫ ମସିହାରୁ ଲେଖି ଆସୁଥିବା, ସୌଭାଗ୍ୟ ମିଶ୍ର ୨୫ରୁ ଊର୍ଦ୍ଧ୍ଵ ପୁସ୍ତକ ରଚନା କରିସାରିଛନ୍ତି ।<ref>ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୩୨୬</ref>
୧୯୫୫ ମସିହାରୁ ଲେଖି ଆସୁଥିବା, ସୌଭାଗ୍ୟ ମିଶ୍ର ୨୫ରୁ ଊର୍ଦ୍ଧ୍ଵ ପୁସ୍ତକ ରଚନା କରିସାରିଛନ୍ତି ।<ref>ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୩୨୬</ref>
ଇଂରାଜୀ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଓ ଡକ୍ଟରେଟ ଉପାଧି ହାସଲ କରିବା ପରେ କଲେଜରେ ଅଧ୍ୟାପନା ଅାରମ୍ଭ କରିଥିଲେ । [[ବିଜେବି କଲେଜ]] ଓ [[ରେଭେନ୍ସା ମହାବିଦ୍ୟାଳୟ]] ଆଦିରେ ଶିକ୍ଷାଦାନ କରିବା ପରେ, ୧୯୭୮ରୁ ୨୦୦୧ ଯାଏଁ ବହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଇଂରାଜୀ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ ।<ref>{{cite web|title=ପ୍ରଫେସର ସୌଭାଗ୍ୟ ମିଶ୍ରଙ୍କୁ ଗଙ୍ଗାଧର ଜାତୀୟ ସମ୍ମାନ|url=http://sambadepaper.com/epaperpdf%5C12122014%5C12-md-km-4.pdf|publisher=ସମ୍ବାଦ|accessdate=12 December 2014}}</ref>
ଇଂରାଜୀ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଓ ଡକ୍ଟରେଟ ଉପାଧି ହାସଲ କରିବା ପରେ କଲେଜରେ ଅଧ୍ୟାପନା ଅାରମ୍ଭ କରିଥିଲେ । [[ବିଜେବି କଲେଜ]] ଓ [[ରେଭେନ୍ସା ମହାବିଦ୍ୟାଳୟ]] ଆଦିରେ ଶିକ୍ଷାଦାନ କରିବା ପରେ, ୧୯୭୮ରୁ ୨୦୦୧ ଯାଏଁ ବହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଇଂରାଜୀ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ ।<ref>{{cite web|title=ପ୍ରଫେସର ସୌଭାଗ୍ୟ ମିଶ୍ରଙ୍କୁ ଗଙ୍ଗାଧର ଜାତୀୟ ସମ୍ମାନ|url=http://sambadepaper.com/epaperpdf%5C12122014%5C12-md-km-4.pdf|publisher=ସମ୍ବାଦ|accessdate=12 December 2014}}</ref>
୧୯୮୬ ମସିହାରେ ତାଙ୍କ କବିତା ସଂକଳନ "ଦ୍ୱା ସୁପର୍ଣ୍ଣା' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।
୧୯୮୬ ମସିହାରେ ତାଙ୍କ କବିତା ସଂକଳନ "ଦ୍ୱା ସୁପର୍ଣ୍ଣା' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।
== ରଚନାବଳୀ ==
== ରଚନାବଳୀ ==
===କବିତା ସଙ୍କଳନ<ref>{{cite web |url= http://www.odiasahitya.com/odia-literature-news/soubhagya-mishranka-saha-sakhyatakara/ |title=ବିଶିଷ୍ଟ କବି ସୌଭାଗ୍ୟ ମିଶ୍ରଙ୍କ ସହ ସାକ୍ଷାତ୍‌କାର - ଓଡ଼ିଆସାହିତ୍ୟ ପ୍ରେସ୍‌ |first= ଅଧ୍ୟାପକ ଡକ୍ଟର ବିଜୟାନନ୍ଦ |last=ସିଂହ |work=odiasahitya.com |year=୨୦୧୧|quote=ସୌଭାଗ୍ୟ ମିଶ୍ରଙ୍କ ସାରସ୍ଵତ ସୃଷ୍ଟି |accessdate=4 January 2013}}</ref>===
===କବିତା ସଙ୍କଳନ<ref>{{cite web |url= http://www.odiasahitya.com/odia-literature-news/soubhagya-mishranka-saha-sakhyatakara/ |title=ବିଶିଷ୍ଟ କବି ସୌଭାଗ୍ୟ ମିଶ୍ରଙ୍କ ସହ ସାକ୍ଷାତ୍‌କାର - ଓଡ଼ିଆସାହିତ୍ୟ ପ୍ରେସ୍‌ |first= ଅଧ୍ୟାପକ ଡକ୍ଟର ବିଜୟାନନ୍ଦ |last=ସିଂହ |work=odiasahitya.com |year=2011|quote=ସୌଭାଗ୍ୟ ମିଶ୍ରଙ୍କ ସାରସ୍ଵତ ସୃଷ୍ଟି |accessdate= 4 Jan 2013}}</ref>===
* ଆତ୍ମନେପଦୀ (୧୯୬୫)
* ଆତ୍ମନେପଦୀ (୧୯୬୫)
* ମଧ୍ୟପଦଲୋପୀ (୧୯୭୦)
* ମଧ୍ୟପଦଲୋପୀ (୧୯୭୦)
୭୧ କ ଧାଡ଼ି: ୬୭ କ ଧାଡ଼ି:
== ସମ୍ମାନ ଓ ପୁରସ୍କାର ==
== ସମ୍ମାନ ଓ ପୁରସ୍କାର ==
* ଗଙ୍ଗାଧର ଜାତୀୟ ସମ୍ମାନ, ୨୦୧୩
* ଗଙ୍ଗାଧର ଜାତୀୟ ସମ୍ମାନ, ୨୦୧୩
* ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୭୮(ଅନ୍ଧ ମହୁମାଛି ପାଇଁ)<ref>http://orissa.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf</ref>
* ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୭୯ (ଅନ୍ଧ ମହୁମାଛି ପାଇଁ)<ref>http://orissa.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf</ref>
* [[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ|କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର]], ୧୯୮୬(ଦ୍ଵା ସୂପର୍ଣ୍ଣା ପାଇଁ)<ref>http://orissa.gov.in/e-magazine/orissaannualreference/ORA-2011/pdf/90-91.pdf</ref>
* [[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ|କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର]], ୧୯୮୬(ଦ୍ଵା ସୂପର୍ଣ୍ଣା ପାଇଁ)<ref>http://orissa.gov.in/e-magazine/orissaannualreference/ORA-2011/pdf/90-91.pdf</ref>
* ରାଜ୍ୟପାଳଙ୍କ ସମ୍ମାନ ଫଳକ, ୧୯୯୩<ref>http://www.oocities.org/indian_poets/oriya.html</ref>
* ରାଜ୍ୟପାଳଙ୍କ ସମ୍ମାନ ଫଳକ, ୧୯୯୩<ref>http://www.oocities.org/indian_poets/oriya.html</ref>
୮୨ କ ଧାଡ଼ି: ୭୮ କ ଧାଡ଼ି:
== ଟୀକା ==
== ଟୀକା ==
{{Reflist|30em}}
{{Reflist|30em}}
{{ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କାବ୍ୟ କବିତା)}}
{{ଗଙ୍ଗାଧର ଜାତୀୟ ସମ୍ମାନ}}
{{ଗଙ୍ଗାଧର ଜାତୀୟ ସମ୍ମାନ}}
{{Authority control}}
{{ଓଡ଼ିଆ ସାହିତ୍ୟ}}


[[ଶ୍ରେଣୀ:୧୯୪୧ ଜନ୍ମ]]
[[ଶ୍ରେଣୀ:୧୯୪୧ ଜନ୍ମ]]

୧୫:୦୩, ୫ ଅକ୍ଟୋବର ୨୦୧୭ ଅନୁସାରେ କରାଯାଇଥିବା ବଦଳ

ସୌଭାଗ୍ୟ କୁମାର ମିଶ୍ର
ଭୁବନେଶ୍ୱରରେ ସୌଭାଗ୍ୟ କୁମାର ମିଶ୍ର ।
ଜନ୍ମ (1941-09-05) ୫ ସେପ୍ଟେମ୍ବର ୧୯୪୧ (ବୟସ ୮୨)
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର(ଇଂରାଜୀ), ପିଏଚଡି
ବୃତ୍ତିଅଧ୍ୟାପକ
ବୈବାହିକ-ସାଥୀମଞ୍ଜୁଳା ମିଶ୍ର
ପିତାମାତା(s)ଦାମୋଦର ମିଶ୍ର, ସାବିତ୍ରୀ ମିଶ୍ର
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ସୌଭାଗ୍ୟ କୁମାର ମିଶ୍ର (ଜନ୍ମ ୫ ସେପ୍ଟେମ୍ବର ୧୯୪୧) ବ୍ରହ୍ମପୁର, ଓଡ଼ିଶାରେ ଜନ୍ମିତ ଜଣେ କବି ।[୧] ୧୯୫୫ ମସିହାରୁ ଲେଖି ଆସୁଥିବା, ସୌଭାଗ୍ୟ ମିଶ୍ର ୨୫ରୁ ଊର୍ଦ୍ଧ୍ଵ ପୁସ୍ତକ ରଚନା କରିସାରିଛନ୍ତି ।[୨] ଇଂରାଜୀ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଓ ଡକ୍ଟରେଟ ଉପାଧି ହାସଲ କରିବା ପରେ କଲେଜରେ ଅଧ୍ୟାପନା ଅାରମ୍ଭ କରିଥିଲେ । ବିଜେବି କଲେଜରେଭେନ୍ସା ମହାବିଦ୍ୟାଳୟ ଆଦିରେ ଶିକ୍ଷାଦାନ କରିବା ପରେ, ୧୯୭୮ରୁ ୨୦୦୧ ଯାଏଁ ବହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଇଂରାଜୀ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ ।[୩] ୧୯୮୬ ମସିହାରେ ତାଙ୍କ କବିତା ସଂକଳନ "ଦ୍ୱା ସୁପର୍ଣ୍ଣା' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।

ରଚନାବଳୀ

କବିତା ସଙ୍କଳନ[୪]

  • ଆତ୍ମନେପଦୀ (୧୯୬୫)
  • ମଧ୍ୟପଦଲୋପୀ (୧୯୭୦)
  • ନଈ ପହଁରା (୧୯୭୩)
  • ଅନ୍ଧ ମହୁମାଛି (୧୯୭୭)
  • ବଜ୍ରଯାନ (୧୯୮୧)
  • ଦ୍ଵା ସୂପର୍ଣ୍ଣା (୧୯୮୪)[୫]
  • ମଣିକର୍ଣ୍ଣିକା (୧୯୯୦)
  • ଅନ୍ୟତ୍ର (୧୯୯୪)
  • ଚରାଚର (୧୯୯୯)
  • ଉଜ୍ଜୟିନୀ (୨୦୦୫)
  • ମାତୃସ୍ପର୍ଶ (୨୦୦୯)
  • କାବ୍ୟ ସମ୍ଭାବର
  • ପୁନର୍ବସୁ[୬]

ଗଳ୍ପ ସଙ୍କଳନ

  • କଥା ଚାରିପଦ

ସମ୍ମାନ ଓ ପୁରସ୍କାର

  • ଗଙ୍ଗାଧର ଜାତୀୟ ସମ୍ମାନ, ୨୦୧୩
  • ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୭୯ (ଅନ୍ଧ ମହୁମାଛି ପାଇଁ)[୭]
  • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୮୬(ଦ୍ଵା ସୂପର୍ଣ୍ଣା ପାଇଁ)[୮]
  • ରାଜ୍ୟପାଳଙ୍କ ସମ୍ମାନ ଫଳକ, ୧୯୯୩[୯]
  • ବିଷୁବ ପୁରସ୍କାର, ୧୯୭୮
  • ଶାରଳା ସମ୍ମାନ
  • ଆଇଓୱା ବିଶ୍ଵବିଦ୍ୟାଳୟଦ୍ଵାରା ସମ୍ମାନୀତ, ୧୯୮୩[୧୦]
  • ରେଭେନ୍ସା ବିଶ୍ଵବିଦ୍ୟାଳୟର ପ୍ରଥମ ରାଇଟର-ଇନ୍-ରେସିଡେନ୍ସ, ୨୦୧୦-୧୧[୧୧]
  • ସାହିତ୍ୟ ଭାରତୀ ସମ୍ମାନ (ଗଙ୍ଗାଧର ରଥ ଫାଉଣ୍ଡେସନ ତରଫରୁ)[୧୨]

ଟୀକା

  1. Vinay Dharwadker; A. K. Ramanujan (1994). The Oxford Anthology of Modern Indian Poetry. OUP (India?). ISBN 978-0-19-562865-4.
  2. ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୩୨୬
  3. "ପ୍ରଫେସର ସୌଭାଗ୍ୟ ମିଶ୍ରଙ୍କୁ ଗଙ୍ଗାଧର ଜାତୀୟ ସମ୍ମାନ" (PDF). ସମ୍ବାଦ. Retrieved 12 December 2014.
  4. ସିଂହ, ଅଧ୍ୟାପକ ଡକ୍ଟର ବିଜୟାନନ୍ଦ (2011). "ବିଶିଷ୍ଟ କବି ସୌଭାଗ୍ୟ ମିଶ୍ରଙ୍କ ସହ ସାକ୍ଷାତ୍‌କାର - ଓଡ଼ିଆସାହିତ୍ୟ ପ୍ରେସ୍‌". odiasahitya.com. Retrieved 4 Jan 2013. ସୌଭାଗ୍ୟ ମିଶ୍ରଙ୍କ ସାରସ୍ଵତ ସୃଷ୍ଟି
  5. D. S. Rao (1 January 2004). Five Decades: The National Academy of Letters, India : a Short History of Sahitya Akademi. Sahitya Akademi. pp. 62–. ISBN 978-81-260-2060-7.
  6. ନିତିଦିନ ୦୫/୦୮/୨୦୧୭ ପୃଷ୍ଠା ୯ରେ ପ୍ରକାଶିତ ବ୍ୟକ୍ତିତ୍ୱ
  7. http://orissa.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf
  8. http://orissa.gov.in/e-magazine/orissaannualreference/ORA-2011/pdf/90-91.pdf
  9. http://www.oocities.org/indian_poets/oriya.html
  10. http://www.odiasahitya.com/members/memberprofile/?member=Soubhagya+Mishra
  11. http://ravenshawuniversity.ac.in/File/The%20Ravenshaw%20Times%20-%20March%202011.pdf
  12. Kanungo, Dipti Ranjan (2009). "Sahitya Bharati award to be conferred to Saubhagya Kumar Mishra, Orissa News". orissadiary.com. Retrieved 4 January 2013. The prestigious ' Sahitya Bharati ' award of the Sri Gangadhar Rath Foundation will be conferred on the famous poet Saubhagya Kumar Mishra