"ଇଣ୍ଟସସେପସନ (ମେଡିକାଲ ବେମାରି)" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ Subas Chandra Rout ପୃଷ୍ଠାଟିକୁ ଇନ୍ଟସସେପସନ (ମେଡିକାଲ ବେମାରି)ରୁ ଇଣ୍ଟସସେପସନ (ମେଡିକାଲ ବେମାରି)କୁ ଘୁଞ୍ଚାଇଲେ: ବ... |
ବନାନ ସଂଶୋଧନ କରାଗଲା |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{ଛୋଟ|Intussusception (medical disorder)}} |
{{ଛୋଟ|Intussusception (medical disorder)}} |
||
{{Infobox medical condition (new) |
{{Infobox medical condition (new) |
||
| name = |
| name = ଇଣ୍ଟସସେପସନ |
||
| image = VolvulusCT.PNG |
| image = VolvulusCT.PNG |
||
| caption = ସିଟି ସ୍କାନରେ ଇନ୍ଟସସେପସନ ଚିତ୍ର ଦେଖାଯାଉଛି । |
| caption = ସିଟି ସ୍କାନରେ ଇନ୍ଟସସେପସନ ଚିତ୍ର ଦେଖାଯାଉଛି । |
||
୨୧ କ ଧାଡ଼ି: | ୨୧ କ ଧାଡ଼ି: | ||
}} |
}} |
||
<!-- Definition and symptoms --> |
<!-- Definition and symptoms --> |
||
''' |
'''ଇଣ୍ଟସସେପସନ''' (ଇଂରାଜୀ ଭାଷାରେ '''Intussusception''') ଏକ ବେମାରୀ ଯେଉଁଥିରେ [[ଅନ୍ତନଳୀ]]ର ([[:en:intestine|intestine]]) କିଛି ଅଂଶ ତା' ପରବର୍ତ୍ତି ଅଂଶ ଭିତରକୁ ପଶିଯାଏ ([[:en:invaginate|folds into]]) ।<!-- <ref name=Mar2017/> --> ଏହା ସାଧାରଣତଃ କ୍ଷୁଦ୍ରାନ୍ତ୍ରରେ ([[:en:small bowel|small bowel]]) ହୁଏ, କ୍ୱଚିତ ବୃହଦନ୍ତ୍ରରେ ([[:en:large bowel|large bowel]]) ହୁଏ ।<!-- <ref name=Mar2017/> --> ଏହି ରୋଗରେ ପେଟରେ ବାରମ୍ବାର ଯନ୍ତ୍ରଣା ହୁଏ ଓ ବନ୍ଦ ହୋଇଯାଏ, ବାନ୍ତି, ପେଟ ଫୁଲା, ଓ ରକ୍ତମିଶା ଝାଡ଼ା ହୁଏ ।<!-- <ref name=Mar2017/> --> ଏହା ଫଳରେ [[କ୍ଷୁଦ୍ରାନ୍ତ୍ର ଅବରୋଧ]] ([[:en:small bowel obstruction|small bowel obstruction]]) ହୋଇଯାଏ ।<!-- <ref name=Mar2017/> --> ଅନ୍ୟ ଜଟିଳତା ମଧ୍ୟରେ [[ପେରିଟୋନାଇଟିସ]] ([[:en:peritonitis|peritonitis]]) ବା [[ଅନ୍ତନଳୀ ଛିଦ୍ର]] ([[:en:bowel perforation|bowel perforation]]) ହୋଇଯାଏ ।<ref name=Mar2017>{{cite journal|last1=Marsicovetere|first1=P|last2=Ivatury|first2=SJ|last3=White|first3=B|last4=Holubar|first4=SD|title=Intestinal Intussusception: Etiology, Diagnosis, and Treatment.|journal=Clinics in colon and rectal surgery|date=February 2017|volume=30|issue=1|pages=30-39|pmid=28144210}}</ref> |
||
<!-- କାରଣ ଓ ରୋଗ ନିର୍ଣ୍ଣୟ --> |
<!-- କାରଣ ଓ ରୋଗ ନିର୍ଣ୍ଣୟ --> |
||
୨୭ କ ଧାଡ଼ି: | ୨୭ କ ଧାଡ଼ି: | ||
<!-- ଚିକିତ୍ସା ଓ ରୋଗାନୁଶୀଳନ --> |
<!-- ଚିକିତ୍ସା ଓ ରୋଗାନୁଶୀଳନ --> |
||
ଇଣ୍ଟସସେପସନ ଏକ ଆଶୁ ଅବସ୍ଥା ଯେଉଁଥିରେ ଯଥା ଶୀଘ୍ର ଚିକିତ୍ସା ଆବଶ୍ୟକ ହୁଏ ।<!-- <ref name=Mar2017/> --> ପିଲାଙ୍କୁ [[ଏନିମା]] ([[:en:enema|enema]]) ଦେଇ ଫଳପ୍ରଦ ନ ହେଲେ ଅପରେଶନ କରାଯାଏ ।<!-- <ref name=Mar2017/> --> ବଡ଼ ମଣିଷଙ୍କ କ୍ଷେତ୍ରରେ ଖାଦ୍ୟ ନଳୀର ପ୍ରଭାବିତ ଅଂଶକୁ [[ବାୱେଲ ରିସେକସନ|ଅପରେଶନ କରି କାଢ଼ିଦିଆଯାଏ]] ।<!-- <ref name=Mar2017/> --> ବଡ଼ ମଣିଷଙ୍କ ଅପେକ୍ଷା ପିଲାଙ୍କର ଏହି ରୋଗ ଅଧିକ ହୁଏ ।<!-- <ref name=Mar2017/> --> ପିଲାଙ୍କ ମଧ୍ୟରୁ ଝିଅଙ୍କ ଅପେକ୍ଷା ପୁଅଙ୍କୁ ଏ ରୋଗ ଅଧିକ ହୁଏ ।<!-- <ref name=Mar2017/> --> ଛଅ ମାସରୁ ଅଠର ମାସ ବୟସ ମଧ୍ୟରେ ଏହି ରୋଗ ଅଧିକ ହୁଏ । <ref name=Mar2017/> |
|||
[[File:Intussusception.webm|thumb|upright=1.4|Video explanation]] |
[[File:Intussusception.webm|thumb|upright=1.4|Video explanation]] |
||
୦୯:୨୮, ୨୭ ସେପ୍ଟେମ୍ବର ୨୦୧୭ ଅନୁସାରେ କରାଯାଇଥିବା ବଦଳ
ଇଣ୍ଟସସେପସନ | |
---|---|
ବିଭାଗ | ଶିଶୁରୋଗ ବିଭାଗ (Pediatrics), ସାଧାରଣ ଶଲ୍ୟ ବିଭାଗ (general surgery) । |
ଲକ୍ଷଣ | ପେଟ ଯନ୍ତ୍ରଣା, ବାନ୍ତି, ପେଟ ଫୁଲା, ଓ ରକ୍ତମିଶା ଝାଡ଼ା ।[୧] |
ଆକ୍ରାନ୍ତ ସମୟ | ୬-୧୮ ମାସ ବୟସରେ କିଛି ଦିନରୁ କିଛି ସପ୍ତାହ ପୁରୁଣା ।[୧] |
କାରଣ | ଅଜ୍ଞାତ, ଲିଡ ପଏଣ୍ଟ lead point[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ମେଡିକାଲ ଇମେଜିଙ୍ଗ (Medical imaging)[୧] |
ସଠିକ ରୋଗ ନିର୍ଣ୍ଣୟ | ପାଇଲୋରିକ ସ୍ଟେନୋସିସ (Pyloric stenosis) ।[୧] |
ଚିକିତ୍ସା | ଏନିମା (Enema), ଅପରେଶନ।[୧] |
ଇଣ୍ଟସସେପସନ (ଇଂରାଜୀ ଭାଷାରେ Intussusception) ଏକ ବେମାରୀ ଯେଉଁଥିରେ ଅନ୍ତନଳୀର (intestine) କିଛି ଅଂଶ ତା' ପରବର୍ତ୍ତି ଅଂଶ ଭିତରକୁ ପଶିଯାଏ (folds into) । ଏହା ସାଧାରଣତଃ କ୍ଷୁଦ୍ରାନ୍ତ୍ରରେ (small bowel) ହୁଏ, କ୍ୱଚିତ ବୃହଦନ୍ତ୍ରରେ (large bowel) ହୁଏ । ଏହି ରୋଗରେ ପେଟରେ ବାରମ୍ବାର ଯନ୍ତ୍ରଣା ହୁଏ ଓ ବନ୍ଦ ହୋଇଯାଏ, ବାନ୍ତି, ପେଟ ଫୁଲା, ଓ ରକ୍ତମିଶା ଝାଡ଼ା ହୁଏ । ଏହା ଫଳରେ କ୍ଷୁଦ୍ରାନ୍ତ୍ର ଅବରୋଧ (small bowel obstruction) ହୋଇଯାଏ । ଅନ୍ୟ ଜଟିଳତା ମଧ୍ୟରେ ପେରିଟୋନାଇଟିସ (peritonitis) ବା ଅନ୍ତନଳୀ ଛିଦ୍ର (bowel perforation) ହୋଇଯାଏ ।[୧]
ପିଲାଙ୍କର ଏହି ରୋଗର କାରଣ ଏ ପର୍ଯ୍ୟନ୍ତ ଅଜ୍ଞାତ ଅଛି କିନ୍ତୁ ବୟସ୍କ ଲୋକଙ୍କ ମଧ୍ୟରୁ ୧୦% ରୋଗୀଙ୍କର ଏକ ଲିଡ ପଏଣ୍ଟ (lead point) ଥାଏ । ସଙ୍କଟ କାରକ ମଧ୍ୟରେ ସଂକ୍ରମଣ, ସିସ୍ଟିକ ଫାଇବ୍ରୋସିସ (cystic fibrosis) ଓ ଇଣ୍ଟେସ୍ଟାଇନାଲ ପଲିପ (intestinal polyp) ହୋଇପାରେ । ବୟସ୍କ ଲୋକଙ୍କର ସଙ୍କଟ କାରକ ମଧ୍ୟରେ ଏଣ୍ଡୋମେଟ୍ରିଓସିସ, ବାୱେଲ ଆଡହେସନ (bowel adhesions) ଓ ଇଣ୍ଟେସ୍ଟାଇନାଲ ଅର୍ବୁଦ (intestinal tumors) ହୋଇପାରେ । Diagnosis is often supported by ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ରୋଗ ନିଧାର୍ଯ୍ୟ କରାଯାଏ । ପିଲାଙ୍କ କ୍ଷେତ୍ରରେ ଅଲଟ୍ରାସାଉଣ୍ଡ (ultrasound) ଓ ବଡ଼ ମଣିଷଙ୍କ କ୍ଷେତ୍ରରେ ସିଟି ସ୍କାନ (CT scan) ଅଧିକ ପସନ୍ଦ ଯୋଗ୍ୟ ହୁଏ । [୧]
ଇଣ୍ଟସସେପସନ ଏକ ଆଶୁ ଅବସ୍ଥା ଯେଉଁଥିରେ ଯଥା ଶୀଘ୍ର ଚିକିତ୍ସା ଆବଶ୍ୟକ ହୁଏ । ପିଲାଙ୍କୁ ଏନିମା (enema) ଦେଇ ଫଳପ୍ରଦ ନ ହେଲେ ଅପରେଶନ କରାଯାଏ । ବଡ଼ ମଣିଷଙ୍କ କ୍ଷେତ୍ରରେ ଖାଦ୍ୟ ନଳୀର ପ୍ରଭାବିତ ଅଂଶକୁ ଅପରେଶନ କରି କାଢ଼ିଦିଆଯାଏ । ବଡ଼ ମଣିଷଙ୍କ ଅପେକ୍ଷା ପିଲାଙ୍କର ଏହି ରୋଗ ଅଧିକ ହୁଏ । ପିଲାଙ୍କ ମଧ୍ୟରୁ ଝିଅଙ୍କ ଅପେକ୍ଷା ପୁଅଙ୍କୁ ଏ ରୋଗ ଅଧିକ ହୁଏ । ଛଅ ମାସରୁ ଅଠର ମାସ ବୟସ ମଧ୍ୟରେ ଏହି ରୋଗ ଅଧିକ ହୁଏ । [୧]