"ଇଣ୍ଟସସେପସନ (ମେଡିକାଲ ବେମାରି)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
ଅଧିକ ତ‌ଥ୍ୟ ଦିଆଗଲା
୧ କ ଧାଡ଼ି: ୧ କ ଧାଡ଼ି:
{{ଛୋଟ|Intussusception}}
{{ଛୋଟ|Intussusception (medical disorder)}}
{{Infobox medical condition (new)
{{Infobox medical condition (new)
| name = ଇନ୍ଟସସେପସନ
| name = ଇନ୍ଟସସେପସନ
୨୨ କ ଧାଡ଼ି: ୨୨ କ ଧାଡ଼ି:
<!-- Definition and symptoms -->
<!-- Definition and symptoms -->
'''ଇନ୍ଟସସେପସନ''' (ଇଂରାଜୀ ଭାଷାରେ '''Intussusception''') ଏକ ବେମାରୀ ଯେଉଁଥିରେ [[ଅନ୍ତନଳୀ]]ର ([[:en:intestine|intestine]]) କିଛି ଅଂଶ ତା' ପରବର୍ତ୍ତି ଅଂଶ ଭିତରକୁ ପଶିଯାଏ ([[:en:invaginate|folds into]]) ।<!-- <ref name=Mar2017/> --> ଏହା ସାଧାରଣତଃ କ୍ଷୁଦ୍ରାନ୍ତ୍ରରେ ([[:en:small bowel|small bowel]]) ହୁଏ, କ୍ୱଚିତ ବୃହଦନ୍ତ୍ରରେ ([[:en:large bowel|large bowel]]) ହୁଏ ।<!-- <ref name=Mar2017/> --> ଏହି ରୋଗରେ ପେଟରେ ବାରମ୍ବାର ଯନ୍ତ୍ରଣା ହୁଏ ଓ ବନ୍ଦ ହୋଇଯାଏ, ବାନ୍ତି, ପେଟ ଫୁଲା, ଓ ରକ୍ତମିଶା ଝାଡ଼ା ହୁଏ ।<!-- <ref name=Mar2017/> --> ଏହା ଫଳରେ [[କ୍ଷୁଦ୍ରାନ୍ତ୍ର ଅବରୋଧ]] ([[:en:small bowel obstruction|small bowel obstruction]]) ହୋଇଯାଏ ।<!-- <ref name=Mar2017/> --> ଅନ୍ୟ ଜଟିଳତା ମଧ୍ୟରେ [[ପେରିଟୋନାଇଟିସ]] ([[:en:peritonitis|peritonitis]]) ବା [[ଅନ୍ତନଳୀ ଛିଦ୍ର]] ([[:en:bowel perforation|bowel perforation]]) ହୋଇଯାଏ ।<ref name=Mar2017>{{cite journal|last1=Marsicovetere|first1=P|last2=Ivatury|first2=SJ|last3=White|first3=B|last4=Holubar|first4=SD|title=Intestinal Intussusception: Etiology, Diagnosis, and Treatment.|journal=Clinics in colon and rectal surgery|date=February 2017|volume=30|issue=1|pages=30-39|pmid=28144210}}</ref>

{{^|
<!-- Cause and diagnosis -->
The cause in children is typically unknown while in adults a [[lead point]] is often present.<!-- <ref name=Mar2017/> --> Risk factors in children include certain infections, diseases like [[cystic fibrosis]], and [[intestinal polyp]]s.<!-- <ref name=Mar2017/> --> Risk factors in adults include [[endometriosis]], [[bowel adhesions]], and [[intestinal tumors]].<!-- <ref name=Mar2017/> --> Diagnosis is often supported by [[medical imaging]].<!-- <ref name=Mar2017/> --> In children, [[ultrasound]] is preferred while in adults a [[CT scan]] is preferred.<ref name=Mar2017/>

<!-- କାରଣ ଓ ରୋଗ ନିର୍ଣ୍ଣୟ -->
ପିଲାଙ୍କର ଏହି ରୋଗର କାରଣ ଏ ପର୍ଯ୍ୟନ୍ତ ଅଜ୍ଞାତ ଅଛି କିନ୍ତୁ ବୟସ୍କ ଲୋକଙ୍କ ମଧ୍ୟରୁ ୧୦% ରୋଗୀଙ୍କର ଏକ [[ଲିଡ ପଏଣ୍ଟ]] ([[:en:lead point|lead point]]) ଥାଏ ।<!-- <ref name=Mar2017/> --> ସଙ୍କଟ କାରକ ମଧ୍ୟରେ ସଂକ୍ରମଣ, [[ସିସ୍ଟିକ ଫାଇବ୍ରୋସିସ]] ([[:en:cystic fibrosis|cystic fibrosis]]) ଓ [[ଇଣ୍ଟେସ୍ଟାଇନାଲ ପଲିପ]] ([[:en:intestinal polyp|intestinal polyp]]) ହୋଇପାରେ ।<!-- <ref name=Mar2017/> --> ବୟସ୍କ ଲୋକଙ୍କର ସଙ୍କଟ କାରକ ମଧ୍ୟରେ [[ଏଣ୍ଡୋମେଟ୍ରିଓସିସ]], [[ବାୱେଲ ଆଡ‌ହେସନ]] ([[:en:bowel adhesions|bowel adhesions]]) ଓ [[ଇଣ୍ଟେସ୍ଟାଇନାଲ ଅର୍ବୁଦ]] ([[:en:intestinal tumors|intestinal tumors]]) ହୋଇପାରେ ।<!-- <ref name=Mar2017/> --> Diagnosis is often supported by [[ମେଡିକାଲ ଇମେଜିଙ୍ଗ]] ([[:en:medical imaging|medical imaging]]) ସାହାଯ୍ୟରେ ରୋଗ ନିଧାର୍ଯ୍ୟ କରାଯାଏ ।<!-- <ref name=Mar2017/> --> ପିଲାଙ୍କ କ୍ଷେତ୍ରରେ [[ଅଲଟ୍ରାସାଉଣ୍ଡ]] ([[:en:ultrasound|ultrasound]]) ଓ ବଡ଼ ମଣିଷଙ୍କ କ୍ଷେତ୍ରରେ [[ସିଟି ସ୍କାନ]] ([[:en:CT scan|CT scan]]) ଅଧିକ ପସନ୍ଦ ଯୋଗ୍ୟ ହୁଏ । <ref name=Mar2017/>
{{^|
<!-- Treatment and epidemiology -->
<!-- Treatment and epidemiology -->
Intussusception is an emergency requiring rapid treatment.<!-- <ref name=Mar2017/> --> Treatment in children is typically by an [[enema]] with surgery used if this is not successful.<!-- <ref name=Mar2017/> --> In adults, [[bowel resection|surgical removal of part of the bowel]] is more often required.<!-- <ref name=Mar2017/> --> Intussusception occurs more commonly in children than adults.<!-- <ref name=Mar2017/> --> In children, males are more often affected than females.<!-- <ref name=Mar2017/> --> The usual age of occurrence is six to eighteen months old.<ref name=Mar2017/>

୧୬:୩୯, ୨୫ ସେପ୍ଟେମ୍ବର ୨୦୧୭ ଅନୁସାରେ କରାଯାଇଥିବା ବଦଳ

ଇନ୍ଟସସେପସନ
ସିଟି ସ୍କାନରେ ଇନ୍ଟସସେପସନ ଚିତ୍ର ଦେଖାଯାଉଛି ।
ବିଭାଗଶିଶୁରୋଗ ବିଭାଗ (Pediatrics), ସାଧାରଣ ଶଲ୍ୟ ବିଭାଗ (general surgery) ।
ଲକ୍ଷଣପେଟ ଯନ୍ତ୍ରଣା, ବାନ୍ତି, ପେଟ ଫୁଲା, ଓ ରକ୍ତମିଶା ଝାଡ଼ା ।[୧]
ଆକ୍ରାନ୍ତ ସମୟ୬-୧୮ ମାସ ବୟସରେ କିଛି ଦିନରୁ କିଛି ସପ୍ତାହ ପୁରୁଣା ।[୧]
କାରଣଅଜ୍ଞାତ, ଲିଡ ପଏଣ୍ଟ lead point[୧]
ରୋଗ ନିର୍ଣ୍ଣୟ ପଦ୍ଧତିମେଡିକାଲ ଇମେଜିଙ୍ଗ (Medical imaging)[୧]
ସଠିକ ରୋଗ ନିର୍ଣ୍ଣୟପାଇଲୋରିକ ସ୍ଟେନୋସିସ (Pyloric stenosis) ।[୧]
ଚିକିତ୍ସାଏନିମା (Enema), ଅପରେଶନ।[୧]

ଇନ୍ଟସସେପସନ (ଇଂରାଜୀ ଭାଷାରେ Intussusception) ଏକ ବେମାରୀ ଯେଉଁଥିରେ ଅନ୍ତନଳୀର (intestine) କିଛି ଅଂଶ ତା' ପରବର୍ତ୍ତି ଅଂଶ ଭିତରକୁ ପଶିଯାଏ (folds into) । ଏହା ସାଧାରଣତଃ କ୍ଷୁଦ୍ରାନ୍ତ୍ରରେ (small bowel) ହୁଏ, କ୍ୱଚିତ ବୃହଦନ୍ତ୍ରରେ (large bowel) ହୁଏ । ଏହି ରୋଗରେ ପେଟରେ ବାରମ୍ବାର ଯନ୍ତ୍ରଣା ହୁଏ ଓ ବନ୍ଦ ହୋଇଯାଏ, ବାନ୍ତି, ପେଟ ଫୁଲା, ଓ ରକ୍ତମିଶା ଝାଡ଼ା ହୁଏ । ଏହା ଫଳରେ କ୍ଷୁଦ୍ରାନ୍ତ୍ର ଅବରୋଧ (small bowel obstruction) ହୋଇଯାଏ । ଅନ୍ୟ ଜଟିଳତା ମଧ୍ୟରେ ପେରିଟୋନାଇଟିସ (peritonitis) ବା ଅନ୍ତନଳୀ ଛିଦ୍ର (bowel perforation) ହୋଇଯାଏ ।[୧]

ପିଲାଙ୍କର ଏହି ରୋଗର କାରଣ ଏ ପର୍ଯ୍ୟନ୍ତ ଅଜ୍ଞାତ ଅଛି କିନ୍ତୁ ବୟସ୍କ ଲୋକଙ୍କ ମଧ୍ୟରୁ ୧୦% ରୋଗୀଙ୍କର ଏକ ଲିଡ ପଏଣ୍ଟ (lead point) ଥାଏ । ସଙ୍କଟ କାରକ ମଧ୍ୟରେ ସଂକ୍ରମଣ, ସିସ୍ଟିକ ଫାଇବ୍ରୋସିସ (cystic fibrosis) ଓ ଇଣ୍ଟେସ୍ଟାଇନାଲ ପଲିପ (intestinal polyp) ହୋଇପାରେ । ବୟସ୍କ ଲୋକଙ୍କର ସଙ୍କଟ କାରକ ମଧ୍ୟରେ ଏଣ୍ଡୋମେଟ୍ରିଓସିସ, ବାୱେଲ ଆଡ‌ହେସନ (bowel adhesions) ଓ ଇଣ୍ଟେସ୍ଟାଇନାଲ ଅର୍ବୁଦ (intestinal tumors) ହୋଇପାରେ । Diagnosis is often supported by ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ରୋଗ ନିଧାର୍ଯ୍ୟ କରାଯାଏ । ପିଲାଙ୍କ କ୍ଷେତ୍ରରେ ଅଲଟ୍ରାସାଉଣ୍ଡ (ultrasound) ଓ ବଡ଼ ମଣିଷଙ୍କ କ୍ଷେତ୍ରରେ ସିଟି ସ୍କାନ (CT scan) ଅଧିକ ପସନ୍ଦ ଯୋଗ୍ୟ ହୁଏ । [୧]

ଆଧାର

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Marsicovetere, P; Ivatury, SJ; White, B; Holubar, SD (February 2017). "Intestinal Intussusception: Etiology, Diagnosis, and Treatment". Clinics in colon and rectal surgery. 30 (1): 30–39. PMID 28144210.