"ଇଣ୍ଟସସେପସନ (ମେଡିକାଲ ବେମାରି)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
୧ କ ଧାଡ଼ି: ୧ କ ଧାଡ଼ି:
{{ଛୋଟ|Intussusception}}
{{ଛୋଟ|Intussusception}}
{{Infobox medical condition (new)
{{Infobox medical condition (new)
| name = Intussusception
| name = ଇନ୍ଟସସେପସନ
| image = VolvulusCT.PNG
| image = VolvulusCT.PNG
| caption = ସିଟି ସ୍କାନରେ ଇନ୍ଟସସେପସନ ଚିତ୍ର ଦେଖାଯାଉଛି ।
| caption = An intussuception as seen on CT
| field = [[Pediatrics]], [[general surgery]]
| field = [[ଶିଶୁରୋଗ ବିଭାଗ]] ([[:en:Pediatrics|Pediatrics]]), ସାଧାରଣ ଶଲ୍ୟ ବିଭାଗ ([[:en:general surgery|general surgery]]) ।
| symptoms = Abdominal pain, vomiting, bloody stool<ref name=Mar2017/>
| symptoms = ପେଟ ଯନ୍ତ୍ରଣା, ବାନ୍ତି, ପେଟ ଫୁଲା, ଓ ରକ୍ତମିଶା ଝାଡ଼ା ।<ref name=Mar2017/>
| complications = [[Peritonitis]], [[bowel perforation]]<ref name=Mar2017/>
| complications = [[ପେରିଟୋନାଇଟିସ]][[:en:Peritonitis|Peritonitis]], [[କ୍ଷୁଦ୍ରାନ୍ତ୍ର ଛିଦ୍ର]] [[:en:bowel perforation|bowel perforation]]<ref name=Mar2017/>
| onset = Over days to weeks in a 6 to 18 month old<ref name=Mar2017/>
| onset = ୬-୧୮ ମାସ ବୟସରେ କିଛି ଦିନରୁ କିଛି ସପ୍ତାହ ପୁରୁଣା <ref name=Mar2017/>
| duration =
| duration =
| causes = Unknown, [[lead point]]<ref name=Mar2017/>
| causes = ଅଜ୍ଞାତ, [[ଲିଡ ପଏଣ୍ଟ]] [[:en:lead point|lead point]]<ref name=Mar2017/>
| risks =
| risks =
| diagnosis = [[Medical imaging]]<ref name=Mar2017/>
| diagnosis = [[ମେଡିକାଲ ଇମେଜିଙ୍ଗ]] ([[:en:Medical imaging|Medical imaging]])<ref name=Mar2017/>
| differential = [[Pyloric stenosis]]<ref name=Mar2017/>
| differential = [[ପାଇଲୋରିକ ସ୍ଟେନୋସିସ]] ([[:en:Pyloric stenosis|Pyloric stenosis]]) ।<ref name=Mar2017/>
| prevention =
| prevention =
| treatment = [[Enema]], surgery<ref name=Mar2017/>
| treatment = [[ଏନିମା]] ([[:en:Enema|Enema]]), ଅପରେଶନ।<ref name=Mar2017/>
| medication =
| medication =
| prognosis =
| prognosis =

୦୯:୪୯, ୨୫ ସେପ୍ଟେମ୍ବର ୨୦୧୭ ଅନୁସାରେ କରାଯାଇଥିବା ବଦଳ

ଇନ୍ଟସସେପସନ
ସିଟି ସ୍କାନରେ ଇନ୍ଟସସେପସନ ଚିତ୍ର ଦେଖାଯାଉଛି ।
ବିଭାଗଶିଶୁରୋଗ ବିଭାଗ (Pediatrics), ସାଧାରଣ ଶଲ୍ୟ ବିଭାଗ (general surgery) ।
ଲକ୍ଷଣପେଟ ଯନ୍ତ୍ରଣା, ବାନ୍ତି, ପେଟ ଫୁଲା, ଓ ରକ୍ତମିଶା ଝାଡ଼ା ।[୧]
ଆକ୍ରାନ୍ତ ସମୟ୬-୧୮ ମାସ ବୟସରେ କିଛି ଦିନରୁ କିଛି ସପ୍ତାହ ପୁରୁଣା ।[୧]
କାରଣଅଜ୍ଞାତ, ଲିଡ ପଏଣ୍ଟ lead point[୧]
ରୋଗ ନିର୍ଣ୍ଣୟ ପଦ୍ଧତିମେଡିକାଲ ଇମେଜିଙ୍ଗ (Medical imaging)[୧]
ସଠିକ ରୋଗ ନିର୍ଣ୍ଣୟପାଇଲୋରିକ ସ୍ଟେନୋସିସ (Pyloric stenosis) ।[୧]
ଚିକିତ୍ସାଏନିମା (Enema), ଅପରେଶନ।[୧]

ଇନ୍ଟସସେପସନ (ଇଂରାଜୀ ଭାଷାରେ Intussusception) ଏକ ବେମାରୀ ଯେଉଁଥିରେ ଅନ୍ତନଳୀର (intestine) କିଛି ଅଂଶ ତା' ପରବର୍ତ୍ତି ଅଂଶ ଭିତରକୁ ପଶିଯାଏ (folds into) । ଏହା ସାଧାରଣତଃ କ୍ଷୁଦ୍ରାନ୍ତ୍ରରେ (small bowel) ହୁଏ, କ୍ୱଚିତ ବୃହଦନ୍ତ୍ରରେ (large bowel) ହୁଏ । ଏହି ରୋଗରେ ପେଟରେ ବାରମ୍ବାର ଯନ୍ତ୍ରଣା ହୁଏ ଓ ବନ୍ଦ ହୋଇଯାଏ, ବାନ୍ତି, ପେଟ ଫୁଲା, ଓ ରକ୍ତମିଶା ଝାଡ଼ା ହୁଏ । ଏହା ଫଳରେ କ୍ଷୁଦ୍ରାନ୍ତ୍ର ଅବରୋଧ (small bowel obstruction) ହୋଇଯାଏ । ଅନ୍ୟ ଜଟିଳତା ମଧ୍ୟରେ ପେରିଟୋନାଇଟିସ (peritonitis) ବା ଅନ୍ତନଳୀ ଛିଦ୍ର (bowel perforation) ହୋଇଯାଏ ।[୧]

ଆଧାର

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Marsicovetere, P; Ivatury, SJ; White, B; Holubar, SD (February 2017). "Intestinal Intussusception: Etiology, Diagnosis, and Treatment". Clinics in colon and rectal surgery. 30 (1): 30–39. PMID 28144210.