"ଝାଞ୍ଜପିଟା ମଠ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Regular Character Changes
୧ କ ଧାଡ଼ି: ୧ କ ଧାଡ଼ି:
ମୁଖ୍ୟତଃ [[ରଥଯାତ୍ରା]] ପୂର୍ବରୁ ଝାଞ୍ଜପିଟା ମଠରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଲାଗିଥାଏ । ଏହି ମଠକୁ ଆସୁଥିବା ଶ୍ରଦ୍ଧାଳୁମାନେ ମୁଖ୍ୟତଃ ବଙ୍ଗଳା ଭାଷାଭାଷୀ ଲୋକ । [[ରଥଯାତ୍ରା]] ପୂର୍ବରୁ [[ଗୁଣ୍ଡିଚା ମନ୍ଦିର]]ର ସଫେଇ କାର୍ଯ୍ୟ ଏହି ଭକ୍ତମାନଙ୍କ ସ‌ହ ଅନ୍ୟାନ ଭକ୍ତମାନଙ୍କ ସମିଶ୍ରଣରେ ହୋଇଥାଏ । ରଥଯାତ୍ରାର କିଛିଦିନ ପୂର୍ବରୁ ଏହି କାର୍ଯ୍ୟ ହୋଇଥାଏ ବୋଲି ଶ୍ରୀ ଚୈତନ୍ୟ ଚରିତ୍ରରେ ରଚିତ ହୋଇଛି । କୀର୍ତ୍ତନ କରିବା ପାଇଁ ଆସୁଥିବା ଭକ୍ତମାନେ ସେମାନଙ୍କର ଉପକରଣ ସ‌ହ ସେହି ମଠରେ ଅବସ୍ଥନ କରନ୍ତି ଏବଂ ରଥଯାତ୍ରା ସମୟରେ ମହାପ୍ରଭୁ [[ଜଗନ୍ନାଥ]]ଙ୍କ ଆଗରେ ସଂକୀର୍ତ୍ତନ କରନ୍ତି । <ref name=googlebooks>{{cite book|last=Mishra|first=Narayana|title=Annals and Antiquities of the Temple of Jagannātha|publisher=Sarup & Sons|pages=05-11|url=https://books.google.co.in/books?id=WKUkLzqNv64C&pg=PA120&lpg=PA120&dq=badachata+matha&source=bl&ots=CKealBOCC0&sig=7ScNCeiiEwdoirxsMocBvcuEe50&hl=en&sa=X&ved=0CCcQ6AEwAmoVChMIzKKaoO-2yAIVyrqOCh1fkQVa#v=onepage&q=badachata%20matha&f=false}}</ref> ମଠର ସ୍ୱେଚ୍ଛସେବୀଙ୍କ ଦ୍ୱାରା ମହାପ୍ରଭୁଙ୍କର ପାଦପ୍ମର ସେବା କରାଯାଏ । ଏହି ସବୁକିଛି ଛଡ଼ା, ମଠଗୁଡ଼ିକ ମଧ୍ୟ ମହାପ୍ରଭୁଙ୍କ ପାଇଁ ନିତ୍ୟ ଖଟଣି ଭୋଗ ଯୋଗାଇଦେବାର ପରମ୍ପରା ରହିଛି ।<ref>{{cite book|last=Mohanty|first=Jagannath|title=Indian Culture and Education|isbn=978-81-8450-150-6|page=72|url=https://books.google.co.in/books?id=3T2Ph_SmjtoC&pg=PA71&lpg=PA71&dq=jhanjapita+matha&source=bl&ots=woxxaXnJNz&sig=DQ9SCB5-J5wftEGr4AsqxRXHYh0&hl=or&sa=X&ved=0ahUKEwjFnpLKj5HOAhXERo8KHQP2CBMQ6AEIODAF#v=onepage&q=jhanjapita%20matha&f=false}}</ref>
ମୁଖ୍ୟତଃ [[ରଥଯାତ୍ରା]] ପୂର୍ବରୁ ଝାଞ୍ଜପିଟା ମଠରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଲାଗିଥାଏ । ଏହି ମଠକୁ ଆସୁଥିବା ଶ୍ରଦ୍ଧାଳୁମାନେ ମୁଖ୍ୟତଃ ବଙ୍ଗଳା ଭାଷାଭାଷୀ ଲୋକ । [[ରଥଯାତ୍ରା]] ପୂର୍ବରୁ [[ଗୁଣ୍ଡିଚା ମନ୍ଦିର]]ର ସଫେଇ କାର୍ଯ୍ୟ ଏହି ଭକ୍ତମାନଙ୍କ ସ‌ହ ଅନ୍ୟାନ ଭକ୍ତମାନଙ୍କ ସମିଶ୍ରଣରେ ହୋଇଥାଏ । ରଥଯାତ୍ରାର କିଛିଦିନ ପୂର୍ବରୁ ଏହି କାର୍ଯ୍ୟ ହୋଇଥାଏ ବୋଲି ଶ୍ରୀ ଚୈତନ୍ୟ ଚରିତ୍ରରେ ରଚିତ ହୋଇଛି । କୀର୍ତ୍ତନ କରିବା ପାଇଁ ଆସୁଥିବା ଭକ୍ତମାନେ ସେମାନଙ୍କର ଉପକରଣ ସ‌ହ ସେହି ମଠରେ ଅବସ୍ଥନ କରନ୍ତି ଏବଂ ରଥଯାତ୍ରା ସମୟରେ ମହାପ୍ରଭୁ [[ଜଗନ୍ନାଥ]]ଙ୍କ ଆଗରେ ସଂକୀର୍ତ୍ତନ କରନ୍ତି । <ref name=googlebooks>{{cite book|last=Mishra|first=Narayana|title=Annals and Antiquities of the Temple of Jagannātha|publisher=Sarup & Sons|pages=05-11|url=https://books.google.co.in/books?id=WKUkLzqNv64C&pg=PA120&lpg=PA120&dq=badachata+matha&source=bl&ots=CKealBOCC0&sig=7ScNCeiiEwdoirxsMocBvcuEe50&hl=en&sa=X&ved=0CCcQ6AEwAmoVChMIzKKaoO-2yAIVyrqOCh1fkQVa#v=onepage&q=badachata%20matha&f=false}}</ref> ମଠର ସ୍ୱେଚ୍ଛସେବୀଙ୍କଦ୍ୱାରା ମହାପ୍ରଭୁଙ୍କର ପାଦପ୍ମର ସେବା କରାଯାଏ । ଏହି ସବୁକିଛି ଛଡ଼ା, ମଠଗୁଡ଼ିକ ମଧ୍ୟ ମହାପ୍ରଭୁଙ୍କ ପାଇଁ ନିତ୍ୟ ଖଟଣି ଭୋଗ ଯୋଗାଇଦେବାର ପରମ୍ପରା ରହିଛି ।<ref>{{cite book|last=Mohanty|first=Jagannath|title=Indian Culture and Education|isbn=978-81-8450-150-6|page=72|url=https://books.google.co.in/books?id=3T2Ph_SmjtoC&pg=PA71&lpg=PA71&dq=jhanjapita+matha&source=bl&ots=woxxaXnJNz&sig=DQ9SCB5-J5wftEGr4AsqxRXHYh0&hl=or&sa=X&ved=0ahUKEwjFnpLKj5HOAhXERo8KHQP2CBMQ6AEIODAF#v=onepage&q=jhanjapita%20matha&f=false}}</ref>


==ଆଧାର==
==ଆଧାର==

୧୬:୦୨, ୬ ସେପ୍ଟେମ୍ବର ୨୦୧୭ ଅନୁସାରେ କରାଯାଇଥିବା ବଦଳ

ମୁଖ୍ୟତଃ ରଥଯାତ୍ରା ପୂର୍ବରୁ ଝାଞ୍ଜପିଟା ମଠରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଲାଗିଥାଏ । ଏହି ମଠକୁ ଆସୁଥିବା ଶ୍ରଦ୍ଧାଳୁମାନେ ମୁଖ୍ୟତଃ ବଙ୍ଗଳା ଭାଷାଭାଷୀ ଲୋକ । ରଥଯାତ୍ରା ପୂର୍ବରୁ ଗୁଣ୍ଡିଚା ମନ୍ଦିରର ସଫେଇ କାର୍ଯ୍ୟ ଏହି ଭକ୍ତମାନଙ୍କ ସ‌ହ ଅନ୍ୟାନ ଭକ୍ତମାନଙ୍କ ସମିଶ୍ରଣରେ ହୋଇଥାଏ । ରଥଯାତ୍ରାର କିଛିଦିନ ପୂର୍ବରୁ ଏହି କାର୍ଯ୍ୟ ହୋଇଥାଏ ବୋଲି ଶ୍ରୀ ଚୈତନ୍ୟ ଚରିତ୍ରରେ ରଚିତ ହୋଇଛି । କୀର୍ତ୍ତନ କରିବା ପାଇଁ ଆସୁଥିବା ଭକ୍ତମାନେ ସେମାନଙ୍କର ଉପକରଣ ସ‌ହ ସେହି ମଠରେ ଅବସ୍ଥନ କରନ୍ତି ଏବଂ ରଥଯାତ୍ରା ସମୟରେ ମହାପ୍ରଭୁ ଜଗନ୍ନାଥଙ୍କ ଆଗରେ ସଂକୀର୍ତ୍ତନ କରନ୍ତି । [୧] ମଠର ସ୍ୱେଚ୍ଛସେବୀଙ୍କଦ୍ୱାରା ମହାପ୍ରଭୁଙ୍କର ପାଦପ୍ମର ସେବା କରାଯାଏ । ଏହି ସବୁକିଛି ଛଡ଼ା, ମଠଗୁଡ଼ିକ ମଧ୍ୟ ମହାପ୍ରଭୁଙ୍କ ପାଇଁ ନିତ୍ୟ ଖଟଣି ଭୋଗ ଯୋଗାଇଦେବାର ପରମ୍ପରା ରହିଛି ।[୨]

ଆଧାର

  1. Mishra, Narayana. Annals and Antiquities of the Temple of Jagannātha. Sarup & Sons. pp. 05–11.
  2. Mohanty, Jagannath. Indian Culture and Education. p. 72. ISBN 978-81-8450-150-6.