"ପୁନର୍ବସୁ (ନକ୍ଷତ୍ର)" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Hpsatapathy (ଆଲୋଚନା | ଅବଦାନ) ଟିକେ →ଜ୍ୟୋତିଷୀୟ ପରିଚୟ |
ଟିକେ Bot: Automated text replacement (- ରେ +ରେ ) |
||
୧୦ କ ଧାଡ଼ି: | ୧୦ କ ଧାଡ଼ି: | ||
=== ବିଶେଷତ୍ଵ === |
=== ବିଶେଷତ୍ଵ === |
||
* ହିନ୍ଦୁ ଜ୍ୟୋତିଷ ମତେ ପୁନର୍ବସୁ ନକ୍ଷତ୍ର ପାଞ୍ଚଗୋଟି ତାରାର ([[:en:Castor (star)]]) & ([[:en:Pollux (star)]]) ସମାହାର ।<ref name=Googlebooks>{{cite book|last=Harness|first=Deniss M.|title=The Nakshastras|publisher=Motilal Banarasidas|pages=2-3|url=https://books.google.co.in/books?id=16KCUhgCQHMC&printsec=frontcover&dq=nakshatra+in+vedic+astrology&hl=en&sa=X&ved=0CD0Q6AEwBmoVChMInNWPlrGRyAIVBaKICh2kFwSK#v=onepage&q=nakshatra%20in%20vedic%20astrology&f=false}}</ref> ଏହି ତାରାପୁଞ୍ଜ ଏକ ଧନୁ ଆକୃତିରେ ଦୃଶ୍ୟମାନ ହେଉଥିବାରୁ ନକ୍ଷତ୍ରର ନାମ ପୁନର୍ବସୁ ।<ref name=Ganeshspeaks>{{cite web|title=The 27 ‘Nakshatras’ in the Hindu System of Astrology|url=http://www.ganeshaspeaks.com/blog_The_27_Nakshatras_in_the_Hindu_System_of_Astrology_2414.action|accessdate=24 September 2015}}</ref> |

* ପୁନର୍ବସୁ ରାଶିଚକ୍ରରେ [[ମିଥୁନ (ରାଶି)]] |
* ପୁନର୍ବସୁ ରାଶିଚକ୍ରରେ [[ମିଥୁନ (ରାଶି)]]ରେ ୨୦ ଡିଗ୍ରୀରୁ କର୍କଟ ରାଶି ମଧ୍ୟରେ ୩ ଡିଗ୍ରୀ ୨୦ ମିବିଟ ଯାଏଁ ବ୍ୟାପ୍ତ । |
||
* ବୃହସ୍ପତି ଏହାର ଅଧିପତି ।<ref name=astrology>{{cite web|title=27 Constellations or Nakshtras & their Lord Planets or Swami Grahas in Vedic Astrology or Jyotish|url=http://astrologer-astrology.com/constellations_lords_indian_vedic_astrology_jyotish.htm|accessdate=24 September 2015}}</ref> |

* ବୈଦିକ ଜ୍ୟୋତିଷମତେ ଏହି ନକ୍ଷତ୍ର ଦେବଗଣ ଓ ରଜ ଗୁଣ ସହ ସମ୍ବନ୍ଧିତ ।<ref name=dirah>{{cite web|title=Nakshatras, the lunar zodiac of Vedic Astrology|url=http://www.dirah.nl/nakshatras.htm|accessdate=25 September 2015}}</ref><ref name=srath>{{cite web|last=Rath|first=Sanjaya|title=Naxatra Basics|url=http://srath.com/jyoti%E1%B9%A3a/nak%E1%B9%A3atra/nakshatra-basics|accessdate=10 October 2015}}</ref> |

୧୧:୩୯, ୨୬ ଅଗଷ୍ଟ ୨୦୧୭ ଅନୁସାରେ କରାଯାଇଥିବା ବଦଳ
ହିନ୍ଦୁ ଜ୍ୟୋତିଷ ମତେ ୨୭ଟି ନକ୍ଷତ୍ର ମଧ୍ୟରୁ ସପ୍ତମ ନକ୍ଷତ୍ର ହେଉଛି ପୁନର୍ବସୁ । ରାଶିଚକ୍ର (ଅପମଣ୍ଡଳ)ରେ ମିଥୁନରାଶିରେ ୨୦ ଡିଗ୍ରୀରୁ କର୍କଟ ରାଶି ମଧ୍ୟରେ ୩ ଡିଗ୍ରୀ ୨୦ ମିବିଟ ଯାଏଁ ବ୍ୟାପ୍ତ ।
ଜ୍ୟୋତିଷୀୟ ପରିଚୟ
ହିନ୍ଦୁ ଜ୍ୟୋତିଷରେ ରାଶିଚକ୍ର (୩୬୦ ଡିଗ୍ରୀ)କୁ କାଳ୍ପନିକ ୨୭ ଭାଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଭାଗ ଅର୍ଥାତ୍ ୧୩ ଡିଗ୍ରୀ ୨୦ ମିନିଟ ଅଂଶ ଗୋଟିଏ ଗୋଟିଏ ନକ୍ଷତ୍ର ନାମରେ ନାମିତ । ନକ୍ଷତ୍ରମାନଙ୍କୁ ହିନ୍ଦୁ ଜ୍ୟୋତିଷମାନେ ୨୭ଟି ସ୍ଵତନ୍ତ୍ର ତାରକାପୁଞ୍ଜରେ ବିଭକ୍ତକରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ସ୍ଵତନ୍ତ୍ର ନାମ ଦେଇ ଅଛନ୍ତି । ପୁଣି ପ୍ରତ୍ୟେକ ନକ୍ଷତ୍ରକୁ ଚାରି ପାଦରେ ବିଭକ୍ତ କରାଯାଇଛି । ଚନ୍ଦ୍ରର ଦୈନିକ ଗତି ପ୍ରାୟ ୧୩ ଡିଗ୍ରୀ ୨୦ ମିନିଟ ହୋଇଥିବାରୁ ଏହା ଗୋଟିଏ ଦିନ ଗୋଟିଏ ନକ୍ଷତ୍ରରେ ଅବସ୍ଥାନ କରିଥାଏ । [୧] ତେଣୁ ବୈଦିକ ଜ୍ୟୋତିଷରେ ନକ୍ଷତ୍ର ସହିତ ଚନ୍ଦ୍ରର ସମ୍ବନ୍ଧ ଅତି ନିବିଡ । ବୈଦିକ ଜ୍ୟୋତିଷ ମତରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ନକ୍ଷତ୍ରରେ ଅବସ୍ଥାନ କରୁଥାନ୍ତି, ବ୍ୟକ୍ତିର ସେହି ଜନ୍ମ ନକ୍ଷତ୍ର ହୁଏ ।
ତେବେ ଅଶ୍ଵିନୀଠାରୁ ରେବତୀ ପର୍ଯ୍ୟନ୍ତ ୨୭ ନକ୍ଷତ୍ର ମଧ୍ୟରେ ଚାନ୍ଦ୍ରମାନ ମାସକୁ ବାଣ୍ଟିଲା ବେଳକୁ କିଛି ନିଅଣ୍ଟ ଦେଖାଯିବାରୁ ହିନ୍ଦୁ ଜ୍ୟୋତିଷମାନେ ଅଭିଜିତ ନକ୍ଷତ୍ରକୁ ଅଷ୍ଟାବିଂଶ ନକ୍ଷତ୍ର ରୁପେ ଗଣନା କରିଅଛନ୍ତି । [୨]
ବିଶେଷତ୍ଵ
- ହିନ୍ଦୁ ଜ୍ୟୋତିଷ ମତେ ପୁନର୍ବସୁ ନକ୍ଷତ୍ର ପାଞ୍ଚଗୋଟି ତାରାର (en:Castor (star)) & (en:Pollux (star)) ସମାହାର ।[୩] ଏହି ତାରାପୁଞ୍ଜ ଏକ ଧନୁ ଆକୃତିରେ ଦୃଶ୍ୟମାନ ହେଉଥିବାରୁ ନକ୍ଷତ୍ରର ନାମ ପୁନର୍ବସୁ ।[୪]
- ପୁନର୍ବସୁ ରାଶିଚକ୍ରରେ ମିଥୁନ (ରାଶି)ରେ ୨୦ ଡିଗ୍ରୀରୁ କର୍କଟ ରାଶି ମଧ୍ୟରେ ୩ ଡିଗ୍ରୀ ୨୦ ମିବିଟ ଯାଏଁ ବ୍ୟାପ୍ତ ।
- ବୃହସ୍ପତି ଏହାର ଅଧିପତି ।[୫]
- ବୈଦିକ ଜ୍ୟୋତିଷମତେ ଏହି ନକ୍ଷତ୍ର ଦେବଗଣ ଓ ରଜ ଗୁଣ ସହ ସମ୍ବନ୍ଧିତ ।[୬][୭]
- ବୈଦିକ ଜ୍ୟୋତିଷ ମତେ ପୁନର୍ବସୁ ନକ୍ଷତ୍ର ଲିଙ୍ଗ ଭେଦରେ ପୁରୁଷ ଏବଂ ଜାତି ଭେଦରେ ବୈଶ୍ୟ ।[୮]
- ପୁନର୍ବସୁ ନକ୍ଷତ୍ରରେ ଜନ୍ମିତ ବ୍ୟକ୍ତିବିଶେଷ ଧୈର୍ଯ୍ୟବାନ, ଜ୍ଞାନୀ ଏବଂ ସରଳ ପ୍ରକୃତିର ହୋଇଥାଆନ୍ତି ।[୯][୧୦]
- ସାଧାରଣତଃ ବୈଦିକ ଜ୍ୟୋତିଷ ମତେ ହିନ୍ଦୁ ପରିବାରରେ ନବଜାତ ଶିଶୁର ଜନ୍ମ ବେଳେ ନିର୍ଦ୍ଦିଷ୍ଟ ନକ୍ଷତ୍ରରେ ଚନ୍ଦ୍ରର ଅବସ୍ଥାନକୁ ନେଇ ନବଜାତକର ନାମକରଣ କରାଯିବାର ପ୍ରଥା ପ୍ରଚଳିତ । ପୁନର୍ବସୁ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରୁଥିଲେ, ଚାରିପାଦ କ୍ରମରେ ନବଜାତକର ନାମର ପ୍ରଥମ ଅକ୍ଷର ନିମ୍ନପ୍ରକାରେ ହେବ ।[୧୧]
- ପ୍ରଥମ ପାଦ- ke (के)
- ଦ୍ଵିତୀୟ ପାଦ- Ko (को),
- ତୃତୀୟ ପାଦ- Ha (हा) ଏବଂ
- ଚତୁର୍ଥ ପାଦ- Hi (ही)
ପୌରାଣିକ କିମ୍ବଦନ୍ତୀ
ଏହି ବିଭାଗଟି ଫାଙ୍କା ଅଛି । ଆପଣ ଏଥିରେ ଅଧିକ ତଥ୍ୟ ଯୋଡ଼ି ଏହାକୁ ଉନ୍ନତ କରିପାରିବେ । |
ଅଧିକ ତଥ୍ୟ
ଆଧାର
- ↑ "The 27 Naxatras". Retrieved 30 May 2017.
- ↑ "Fundamentals of Vedic Astrology" (PDF). Retrieved 25 September 2015.
- ↑ Harness, Deniss M. The Nakshastras. Motilal Banarasidas. pp. 2–3.
- ↑ "The 27 'Nakshatras' in the Hindu System of Astrology". Retrieved 24 September 2015.
- ↑ "27 Constellations or Nakshtras & their Lord Planets or Swami Grahas in Vedic Astrology or Jyotish". Retrieved 24 September 2015.
- ↑ "Nakshatras, the lunar zodiac of Vedic Astrology". Retrieved 25 September 2015.
- ↑ Rath, Sanjaya. "Naxatra Basics". Retrieved 10 October 2015.
- ↑ Swain, Captain Manasa Ranjan . ବୈଦିକ ଜ୍ୟୋତିଷ, ପୃଷ୍ଠା- 23-24. ପ୍ରକାଶକ-ଜ୍ୟୋତିଷ-ବାସ୍ତୁ ସାଧନା ଆଶ୍ରମ.
- ↑ "The 27 Nakshtras". Retrieved 26 September 2015.
- ↑ "27 Naxatras". Retrieved 26 September 2015.
- ↑ "How to name your baby as per Hindu Astrology?"www.mypanchang.com, Retrieved 25 September 2015
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |