"ଜଗନ୍ନାଥ ମନ୍ଦିର, ରାୟଗଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ (GR) File renamed: File:Jgannath in Rama Balaam Avatar.JPGFile:Jagannath in Rama Balaram Avatar.jpg File renaming criterion #2: To change from a meaningless or ambiguous name to a name that descri...
ଟିକେ Bot: Automated text replacement (- ରେ +ରେ )
୩୫ କ ଧାଡ଼ି: ୩୫ କ ଧାଡ଼ି:


== ଇତିହାସ ==
== ଇତିହାସ ==
ମୂଳ ମନ୍ଦିରଟି ପଚାଶ ବର୍ଷରୁ ଅଧିକ ପୁରୁଣା । ନୂତନ ମନ୍ଦିରଟି ଜୁନ୍ ୨୦, ୨୦୦୭ ରେ ପ୍ରତିଷ୍ଠିତ । ଏଠାକାର ପ୍ରମୁଖ ଦେବତା [[ଜଗନ୍ନାଥ]], [[ବଳଭଦ୍ର]], [[ସୁଭଦ୍ରା]] ଓ [[ସୁଦର୍ଶନ]] । ଏଥି ସହ [[ଲକ୍ଷ୍ମୀ]], [[ଗଣେଶ]], [[ହନୁମାନ]], [[ବିମଳା]] ଆଦି ମଧ୍ୟ ଏଠାରେ ପୂଜିତ । [[ଜଗନ୍ନାଥ ମନ୍ଦିର, କୋରାପୁଟ|ଶାବର ଶ୍ରୀକ୍ଷେତ୍ର କୋରାପୁଟ]]ରୁ ଏହା ୧୧୦ କି.ମି. ଦୂରରେ ଅବସ୍ଥିତ ।
ମୂଳ ମନ୍ଦିରଟି ପଚାଶ ବର୍ଷରୁ ଅଧିକ ପୁରୁଣା । ନୂତନ ମନ୍ଦିରଟି ଜୁନ୍ ୨୦, ୨୦୦୭ରେ ପ୍ରତିଷ୍ଠିତ । ଏଠାକାର ପ୍ରମୁଖ ଦେବତା [[ଜଗନ୍ନାଥ]], [[ବଳଭଦ୍ର]], [[ସୁଭଦ୍ରା]] ଓ [[ସୁଦର୍ଶନ]] । ଏଥି ସହ [[ଲକ୍ଷ୍ମୀ]], [[ଗଣେଶ]], [[ହନୁମାନ]], [[ବିମଳା]] ଆଦି ମଧ୍ୟ ଏଠାରେ ପୂଜିତ । [[ଜଗନ୍ନାଥ ମନ୍ଦିର, କୋରାପୁଟ|ଶାବର ଶ୍ରୀକ୍ଷେତ୍ର କୋରାପୁଟ]]ରୁ ଏହା ୧୧୦ କି.ମି. ଦୂରରେ ଅବସ୍ଥିତ ।


== ପାର୍ବଣ ==
== ପାର୍ବଣ ==

୧୦:୧୫, ୨୬ ଅଗଷ୍ଟ ୨୦୧୭ ଅନୁସାରେ କରାଯାଇଥିବା ବଦଳ


ଜଗନ୍ନାଥ ମନ୍ଦିର, ରାୟଗଡ଼ା
ଶ୍ରଦ୍ଧା ଶ୍ରୀକ୍ଷେତ୍ର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtରାୟଗଡ଼ା
Location
ସ୍ଥାନରାୟଗଡ଼ା
Stateଓଡ଼ିଶା
Countryଭାରତ

ଏହି ଜଗନ୍ନାଥ ମନ୍ଦିର ରାୟଗଡ଼ା ଜିଲ୍ଲା, (ଓଡ଼ିଶା)ର ରାୟଗଡ଼ାଠାରେ ଅବସ୍ଥିତ ।[୧][୨] ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା । ଶ୍ରଦ୍ଧା ଶ୍ରୀକ୍ଷେତ୍ର ନାମରେ ମଧ୍ୟ ଏହା ପରିଚିତ ।[୩][୪]

ଇତିହାସ

ମୂଳ ମନ୍ଦିରଟି ପଚାଶ ବର୍ଷରୁ ଅଧିକ ପୁରୁଣା । ନୂତନ ମନ୍ଦିରଟି ଜୁନ୍ ୨୦, ୨୦୦୭ରେ ପ୍ରତିଷ୍ଠିତ । ଏଠାକାର ପ୍ରମୁଖ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାସୁଦର୍ଶନ । ଏଥି ସହ ଲକ୍ଷ୍ମୀ, ଗଣେଶ, ହନୁମାନ, ବିମଳା ଆଦି ମଧ୍ୟ ଏଠାରେ ପୂଜିତ । ଶାବର ଶ୍ରୀକ୍ଷେତ୍ର କୋରାପୁଟରୁ ଏହା ୧୧୦ କି.ମି. ଦୂରରେ ଅବସ୍ଥିତ ।

ପାର୍ବଣ

ଏଠାରେ ପାଳିତ ସମସ୍ତ ପାର୍ବଣ ମଧ୍ୟରେ ରଥଯାତ୍ରା ଅନ୍ୟତମ ।

ଗ୍ୟାଲେରୀ

ଆହୁରି ଦେଖନ୍ତୁ

ଆଧାର

  1. "Jagannath Temple". ixigo.com. Retrieved 2 July 2015.
  2. "Shree Jagannath Temple". jagannath.nic.in. Retrieved 2 July 2015.
  3. "Temples in Rayagada". onefivenine.com. Retrieved 2 July 2015.
  4. Mahalika, Er. Nirakar. "Cultural Heritage of Undivided Koraput District of Odisha" (PDF) (Apr–May, 2014): 102–105. Retrieved 2 July 2015. {{cite journal}}: Cite journal requires |journal= (help)