"ଏକଳିଙ୍ଗଜୀ ମନ୍ଦିର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ added Category:ଭାରତର ଇତିହାସ using HotCat |
ଟିକେ Bot: Automated text replacement (- ର +ର ) |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{Infobox Hindu temple|name=Eklingji, Harihara temple popularly called the Meera temple|image=Meera temple Eklingji.jpg|pushpin_map=<!-- India Rajasthan#India -->|map_caption=Location in Rajasthan|proper_name=Eklingji|country=[[India]]|state=[[Rajasthan]]|district=[[Udaipur district]]|location=Kailash Puri|coordinates_region=IN|coordinates_display=title|primary_deity=Shri Ekling Ji|important_festivals=Eklingji Patotsav, [[Maha Shivaratri]]|number_of_temples=108|date_built=8th Century|creator=Bapa Rawal}}'''ଏକଳିଙ୍ଗଜୀ ମନ୍ଦିର,'''ଭାରତୀୟ ରାଜ୍ୟ |
{{Infobox Hindu temple|name=Eklingji, Harihara temple popularly called the Meera temple|image=Meera temple Eklingji.jpg|pushpin_map=<!-- India Rajasthan#India -->|map_caption=Location in Rajasthan|proper_name=Eklingji|country=[[India]]|state=[[Rajasthan]]|district=[[Udaipur district]]|location=Kailash Puri|coordinates_region=IN|coordinates_display=title|primary_deity=Shri Ekling Ji|important_festivals=Eklingji Patotsav, [[Maha Shivaratri]]|number_of_temples=108|date_built=8th Century|creator=Bapa Rawal}}'''ଏକଳିଙ୍ଗଜୀ ମନ୍ଦିର,'''ଭାରତୀୟ ରାଜ୍ୟ ରାଜସ୍ଥାନର ଉଦୟପୁର ଜିଲ୍ଲା ରେ ଏକ ମନିର । ପ୍ରାଚୀନ ମେବାର ରାଜ୍ୟର ଆରାଧ୍ୟା ଦେବତା ରହିଥିବା ଏକଲିଙ୍ଗିଜୀ ମନକ ମନ୍ଦିର ଏକ ବହୁ ପ୍ରାଚୀନ ସ୍ଥାପତ୍ୟ । |
||
ଏହି ମନ୍ଦିର ପରିସର 971 ମସିହା ରେ ନିର୍ମାଣ କାର୍ଯ୍ୟ ପ୍ରଥମେ ହେଇଥିଲା । |
ଏହି ମନ୍ଦିର ପରିସର 971 ମସିହା ରେ ନିର୍ମାଣ କାର୍ଯ୍ୟ ପ୍ରଥମେ ହେଇଥିଲା । ମେବାରର ଗୁହିଲା ରାଜବଂଶ ଏହାକୁ ତାଙ୍କର ଆରାଦ୍ୟହୟା ଦେବୀ ଙ୍କ ସମ୍ମାନାର୍ଥେ ନିର୍ମାଣ କରିଥିଲେ । ଏହାର ସୁନ୍ଦର ସ୍ଥାପତ୍ୟ କଳା କାର୍ଯ୍ୟ ହେଇଥିବା ପରିସର ମଧ୍ୟ ରେ 108 ଟି ମନ୍ଦିର ପ୍ରାଚୀର ମଧ୍ୟ ରେ ରହିଥିଲା । ମୁଖ୍ୟ ମନ୍ଦିର ଟି 15 ଶ ଶତାବ୍ଦୀ ରେ ନିର୍ମିତ ହେଇଥିଲା । ଏହା କୁ ପୂର୍ବନିର୍ମିତ ମନ୍ଦିରର ଧ୍ବଂଶାବଶେଷ ଉପରେ ନିର୍ମାଣ କରାଯାଇଥିଲା । ଉସ ଉଛ ପ୍ରାଚୀର ବେଷ୍ଟିତ ପରିବେଶ ମଧ୍ୟ ରେ ଥିବା ନିର୍ମାଣ ସବୁ ମାର୍ବଳ ଓ ଗ୍ରାନାଇଟ ପ୍ରସ୍ତର ରେ ନିର୍ମିତ ହେବା ସହ ଦ୍ଵିତଳ ବିଶିଷ୍ଟ ଥିଲା । ପିରାମିଡ ଆକୃତି ତ ଛାତ ସହ ସୁନ୍ଦର ସ୍ତମ୍ବ ଯୁକ୍ତ ମଣ୍ଡପ ସବୁ ରହି ସେଠାରେ ଚତୁର୍ମୁଖୀ ଭଗବାନ ଶିବ ଙ୍କ ପ୍ରତିମୂର୍ତି କଳା ମାର୍ବଳ ରେ ରହିଛି । ଅହି ପରିସର ଭିତରେ ଲକୁଇଶ ମନ୍ଦିର ନାମକ ମନ୍ଦିର 971 ମସିହା ରେ ନିର୍ମିତ ହେଇ ସେ ଜାତୀୟ ମନ୍ଦିର ଭିତରେ ଭରତ ରେ ଏକମାତ୍ର ମନ୍ଦିର ଭାବରେ ରହିଛି । |
||
ଉଦୟପୁର ସହର ଠାରୁ ଉତ୍ତର କୁ 22 କିଲୋମିଟର ଦୂର ରେ ଏହି ମନ୍ଦିର କୁ ରାସ୍ତା ପଥ ରେ ପହଞ୍ଚି ହୁଏ । |
ଉଦୟପୁର ସହର ଠାରୁ ଉତ୍ତର କୁ 22 କିଲୋମିଟର ଦୂର ରେ ଏହି ମନ୍ଦିର କୁ ରାସ୍ତା ପଥ ରେ ପହଞ୍ଚି ହୁଏ । ଉଦୟଔରର ମହାରାନା ଏହି ମନ୍ଦିର କୁ ଆଗ କାଳ ରେ ପ୍ରତି ସୋମବାର ଦିନ ଯାଇ ଉପାସନା କରୁଥିଲେ ବୋଲି ଜଣାଯାଇଥାଏ । |
||
ହିନ୍ଦୁ ଧାର୍ମିକ |
ହିନ୍ଦୁ ଧାର୍ମିକ ପର୍ଯ୍ୟଟନର ଏକ ମହତ୍ବପୂର୍ଣ ସ୍ଥାନ ଭାବରେ ଏକଳିଙ୍ଗଜୀ ରହିଥିବା ବେଳେ ମେୱାର ଓ ଗୁଜୁରାଟ ଅଞ୍ଚଳର ତ୍ରିବେଦୀ ମେଦାୱା ଓ ଭଟ୍ଟ ମେଡାୱା ସଂପ୍ରଦାଯର ବ୍ରାହ୍ମଣ ମାନକ କୁଳଦେବତା ହିସାବ ରେ ରହି ଥାନ୍ତି । ପ୍ରତ୍ଯେକ ସୋମବାର ଦିନ ଅଗଣିତ ଭକ୍ତ ମନ୍ଦିର କୁ ଉପାସନା ନିମନ୍ତେ ଆସିଥାନ୍ତି । |
||
Tଏହି ଅଞ୍ଚଳ ନିକଟ ରେ 1473 ଓ 1509 ମସିହା ରେ ମହାରାଣା ରଇମଲ ନିର୍ମାଣ କରିଥିବା ଅନନ୍ୟ ଦୁଇଟି ଶିବ ମନ୍ଦିର ମଧ୍ୟ ରହିଛି । ଏକଳିଙ୍ଗଜୀ ମନ୍ଦିର ରୁ 1 କିଲୋମିଟର ଦୂର ରେ ଥିବା ନାଗଦା ସହର ଏହାର ସହସ୍ର ବାହୁ ମନ୍ଦିର ଓ ଅଦ୍ବୂଦ୍ ଜୀ ମନ୍ଦିର ପାଇଁ ଖ୍ୟାତ । ଏହାକୁ ଶାଶ- ବହୁ ମନ୍ଦିର ମଧ୍ୟ କୁହାଯାଏ । ଏଠାରେ ସୂକ୍ଷ୍ମ ପ୍ରସ୍ତର ଖୋଦେଇ କାର୍ଯ୍ୟ ପ୍ରାଚୀନ |
Tଏହି ଅଞ୍ଚଳ ନିକଟ ରେ 1473 ଓ 1509 ମସିହା ରେ ମହାରାଣା ରଇମଲ ନିର୍ମାଣ କରିଥିବା ଅନନ୍ୟ ଦୁଇଟି ଶିବ ମନ୍ଦିର ମଧ୍ୟ ରହିଛି । ଏକଳିଙ୍ଗଜୀ ମନ୍ଦିର ରୁ 1 କିଲୋମିଟର ଦୂର ରେ ଥିବା ନାଗଦା ସହର ଏହାର ସହସ୍ର ବାହୁ ମନ୍ଦିର ଓ ଅଦ୍ବୂଦ୍ ଜୀ ମନ୍ଦିର ପାଇଁ ଖ୍ୟାତ । ଏହାକୁ ଶାଶ- ବହୁ ମନ୍ଦିର ମଧ୍ୟ କୁହାଯାଏ । ଏଠାରେ ସୂକ୍ଷ୍ମ ପ୍ରସ୍ତର ଖୋଦେଇ କାର୍ଯ୍ୟ ପ୍ରାଚୀନ ଭାରତର ରାମାୟଣର କଥା ବଳି ସମ୍ପର୍କିତ । |
||
== ପୁନଶ୍ଚ ଦେଖଣା == |
== ପୁନଶ୍ଚ ଦେଖଣା == |
୦୧:୦୪, ୨୬ ଅଗଷ୍ଟ ୨୦୧୭ ଅନୁସାରେ କରାଯାଇଥିବା ବଦଳ
Eklingji, Harihara temple popularly called the Meera temple | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Udaipur district |
Location | |
ସ୍ଥାନ | Kailash Puri |
State | Rajasthan |
Country | India |
Architecture | |
Bapa Rawal |
ଏକଳିଙ୍ଗଜୀ ମନ୍ଦିର,ଭାରତୀୟ ରାଜ୍ୟ ରାଜସ୍ଥାନର ଉଦୟପୁର ଜିଲ୍ଲା ରେ ଏକ ମନିର । ପ୍ରାଚୀନ ମେବାର ରାଜ୍ୟର ଆରାଧ୍ୟା ଦେବତା ରହିଥିବା ଏକଲିଙ୍ଗିଜୀ ମନକ ମନ୍ଦିର ଏକ ବହୁ ପ୍ରାଚୀନ ସ୍ଥାପତ୍ୟ ।
ଏହି ମନ୍ଦିର ପରିସର 971 ମସିହା ରେ ନିର୍ମାଣ କାର୍ଯ୍ୟ ପ୍ରଥମେ ହେଇଥିଲା । ମେବାରର ଗୁହିଲା ରାଜବଂଶ ଏହାକୁ ତାଙ୍କର ଆରାଦ୍ୟହୟା ଦେବୀ ଙ୍କ ସମ୍ମାନାର୍ଥେ ନିର୍ମାଣ କରିଥିଲେ । ଏହାର ସୁନ୍ଦର ସ୍ଥାପତ୍ୟ କଳା କାର୍ଯ୍ୟ ହେଇଥିବା ପରିସର ମଧ୍ୟ ରେ 108 ଟି ମନ୍ଦିର ପ୍ରାଚୀର ମଧ୍ୟ ରେ ରହିଥିଲା । ମୁଖ୍ୟ ମନ୍ଦିର ଟି 15 ଶ ଶତାବ୍ଦୀ ରେ ନିର୍ମିତ ହେଇଥିଲା । ଏହା କୁ ପୂର୍ବନିର୍ମିତ ମନ୍ଦିରର ଧ୍ବଂଶାବଶେଷ ଉପରେ ନିର୍ମାଣ କରାଯାଇଥିଲା । ଉସ ଉଛ ପ୍ରାଚୀର ବେଷ୍ଟିତ ପରିବେଶ ମଧ୍ୟ ରେ ଥିବା ନିର୍ମାଣ ସବୁ ମାର୍ବଳ ଓ ଗ୍ରାନାଇଟ ପ୍ରସ୍ତର ରେ ନିର୍ମିତ ହେବା ସହ ଦ୍ଵିତଳ ବିଶିଷ୍ଟ ଥିଲା । ପିରାମିଡ ଆକୃତି ତ ଛାତ ସହ ସୁନ୍ଦର ସ୍ତମ୍ବ ଯୁକ୍ତ ମଣ୍ଡପ ସବୁ ରହି ସେଠାରେ ଚତୁର୍ମୁଖୀ ଭଗବାନ ଶିବ ଙ୍କ ପ୍ରତିମୂର୍ତି କଳା ମାର୍ବଳ ରେ ରହିଛି । ଅହି ପରିସର ଭିତରେ ଲକୁଇଶ ମନ୍ଦିର ନାମକ ମନ୍ଦିର 971 ମସିହା ରେ ନିର୍ମିତ ହେଇ ସେ ଜାତୀୟ ମନ୍ଦିର ଭିତରେ ଭରତ ରେ ଏକମାତ୍ର ମନ୍ଦିର ଭାବରେ ରହିଛି ।
ଉଦୟପୁର ସହର ଠାରୁ ଉତ୍ତର କୁ 22 କିଲୋମିଟର ଦୂର ରେ ଏହି ମନ୍ଦିର କୁ ରାସ୍ତା ପଥ ରେ ପହଞ୍ଚି ହୁଏ । ଉଦୟଔରର ମହାରାନା ଏହି ମନ୍ଦିର କୁ ଆଗ କାଳ ରେ ପ୍ରତି ସୋମବାର ଦିନ ଯାଇ ଉପାସନା କରୁଥିଲେ ବୋଲି ଜଣାଯାଇଥାଏ ।
ହିନ୍ଦୁ ଧାର୍ମିକ ପର୍ଯ୍ୟଟନର ଏକ ମହତ୍ବପୂର୍ଣ ସ୍ଥାନ ଭାବରେ ଏକଳିଙ୍ଗଜୀ ରହିଥିବା ବେଳେ ମେୱାର ଓ ଗୁଜୁରାଟ ଅଞ୍ଚଳର ତ୍ରିବେଦୀ ମେଦାୱା ଓ ଭଟ୍ଟ ମେଡାୱା ସଂପ୍ରଦାଯର ବ୍ରାହ୍ମଣ ମାନକ କୁଳଦେବତା ହିସାବ ରେ ରହି ଥାନ୍ତି । ପ୍ରତ୍ଯେକ ସୋମବାର ଦିନ ଅଗଣିତ ଭକ୍ତ ମନ୍ଦିର କୁ ଉପାସନା ନିମନ୍ତେ ଆସିଥାନ୍ତି ।
Tଏହି ଅଞ୍ଚଳ ନିକଟ ରେ 1473 ଓ 1509 ମସିହା ରେ ମହାରାଣା ରଇମଲ ନିର୍ମାଣ କରିଥିବା ଅନନ୍ୟ ଦୁଇଟି ଶିବ ମନ୍ଦିର ମଧ୍ୟ ରହିଛି । ଏକଳିଙ୍ଗଜୀ ମନ୍ଦିର ରୁ 1 କିଲୋମିଟର ଦୂର ରେ ଥିବା ନାଗଦା ସହର ଏହାର ସହସ୍ର ବାହୁ ମନ୍ଦିର ଓ ଅଦ୍ବୂଦ୍ ଜୀ ମନ୍ଦିର ପାଇଁ ଖ୍ୟାତ । ଏହାକୁ ଶାଶ- ବହୁ ମନ୍ଦିର ମଧ୍ୟ କୁହାଯାଏ । ଏଠାରେ ସୂକ୍ଷ୍ମ ପ୍ରସ୍ତର ଖୋଦେଇ କାର୍ଯ୍ୟ ପ୍ରାଚୀନ ଭାରତର ରାମାୟଣର କଥା ବଳି ସମ୍ପର୍କିତ ।
ପୁନଶ୍ଚ ଦେଖଣା
- Rajput
- Dhangar
- eklingji.com