"ସାଲାଇନ (ଔଷଧ)" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ସାଲାଇନ (ଔଷଧ) ବିଷୟ ଲେଖାଗଲା |
ଅଧିକ ତଥ୍ୟ ଦିଆଗଲା |
||
୯୮ କ ଧାଡ଼ି: | ୯୮ କ ଧାଡ଼ି: | ||
<!-- ସଂଜ୍ଞା ଓ ଡାକ୍ତରୀ ବ୍ୟବହାର --> |
<!-- ସଂଜ୍ଞା ଓ ଡାକ୍ତରୀ ବ୍ୟବହାର --> |
||
'''ସାଲାଇନ''' (ଇଂରାଜୀ ଭାଷାରେ '''Saline''', ଅନ୍ୟ ନାମ ସାଲାଇନ '''ସଲ୍ୟୁସନ'''/'''saline solution''') ଏକ ଦ୍ରବଣ ଯେଉଁଥିରେ [[ସୋଡ଼ିଅମ କ୍ଲୋରାଇଡ]] ([[:en:sodium chloride|sodium chloride]]) ଓ ପାଣି ମିଶିଥାଏ; ଏହା ଅନେକ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ହୁଏ ।<ref name=Pro2017>{{cite web|title=Sodium Chloride Injection - FDA prescribing information, side effects and uses|url=https://www.drugs.com/pro/sodium-chloride-injection.html|website=www.drugs.com|accessdate=14 January 2017}}</ref> ଏହା କ୍ଷତ ସଫା କରିବାରେ ସାହାଯ୍ୟ କରେ, [[କଣ୍ଟାକ୍ଟ ଲେନ୍ସ]] ([[:en:contact lens|contact lens]]) ବାହାର କରିବାରେ ସାହାଯ୍ୟ କରେ ଓ [[ଶୁଷ୍କ ଆଖି]]ରେ ([[:en:dry eyes|dry eyes]]) ପକାଯାଏ ।<!-- <ref name=BNF69/> --> ନିର୍ଜଳନ ([[:en:dehydration|dehydration]]) ଥିଲେ ବିଶେଷତଃ [[ପାକଅନ୍ତନଳୀ ପ୍ରଦାହ]] ([[:en:gastroenteritis|gastroenteritis]]) ଓ [[ଡାଏବେଟିକ କିଟୋଏସିଡୋସିସ]] ([[:en:diabetic ketoacidosis|diabetic ketoacidosis]]) ନିର୍ଜଳନରେ ଏହା [[ଶିରାଭ୍ୟନ୍ତର ଇନଫ୍ୟୁଜନ]] ([[:en:intravenous infusion|injection into a vein]]) ଆକାରରେ ଦିଆଯାଏ । <ref name=BNF69/> ଇଞ୍ଜେକସନ ଆକାରରେ ଦିଆଯାଉଥିବା ଅନ୍ୟ ଔଷଧମାନଙ୍କୁ ପତଳା କରିବାକୁ ଏହା ମିଶାଯାଏ । <ref name=Pro2017/> |

{{^| |
|||
<!-- ପାର୍ଶ୍ୱ ପ୍ରତିକ୍ରିୟା --> |
|||
<!-- Side effects and mechanism --> |
|||
ଅତ୍ୟଧିକ ସାଲାଇନ ଦେଲେ [[ତରଳ ପଦାର୍ଥ ଓଭରଲୋଡ]] ([[:en:fluid overload|fluid overload]]), [[ଇଡିମା]] ([[:en:edema|swelling]]), [[ହାଇପରକ୍ଲୋରେମିକ ଏସିଡୋସିସ]] ([[:en:hyperchloremic acidosis|acidosis]]) ଓ [[ଅଧିକ ରକ୍ତ ସୋଡ଼ିଅମ]] ([[:en:high blood sodium|high blood sodium]]) ହୋଇପାରେ । <ref name=BNF69>{{cite book|title=British national formulary : BNF 69|date=2015|publisher=British Medical Association|isbn=9780857111562|page=683, 770|edition=69}}</ref><ref name=Pro2017/> ଦୀର୍ଘକାଳୀନ [[ଅଳ୍ପ ରକ୍ତ ସୋଡ଼ିଅମ]] ([[:en:low blood sodium|low blood sodium]]) ଥିବା ରୋଗୀଙ୍କୁ ଅଧିକ ସାଲାଇନ ଦେଲେ [[ଅସମୋଟିକ ଡିମାୟେଲିନେସନ ସିଣ୍ଡ୍ରୋମ]] ([[:en:osmotic demyelination syndrome|osmotic demyelination syndrome]]) ହୋଇପାରେ ।<ref name=BNF69/> ଏହା [[ଭଲ୍ୟୁମ ଏକ୍ସପାଣ୍ଡର]] ([[:en:Volume_expander#Crystalloids|crystalloid]]) ଶ୍ରେଣୀର ଏକ ଔଷଧ ।<ref>{{cite book|last1=Marini|first1=John J.|last2=Wheeler|first2=Arthur P.|title=Critical Care Medicine: The Essentials|date=2010|publisher=Lippincott Williams & Wilkins|isbn=9780781798396|page=54|url=https://books.google.ca/books?id=jmxl0ERFvYgC&pg=PA54|language=en}}</ref> {{^| It is most commonly used as a [[Sterilization (microbiology)|sterile]] 9 g of salt per litre (0.9%) solution, known as normal saline.<ref name=Pro2017/> Higher and lower concentrations may also occasionally be used.<ref>{{cite web|title=Hypertonic Saline - FDA prescribing information, side effects and uses|url=https://www.drugs.com/pro/hypertonic-saline.html|website=www.drugs.com|accessdate=14 January 2017}}</ref><ref>{{cite book|last1=Pestana|first1=Carlos|title=Fluids and Electrolytes in the Surgical Patient|date=2000|publisher=Lippincott Williams & Wilkins|isbn=9780781724258|page=11|url=https://books.google.ca/books?id=CfCuIUwv3pEC&pg=PA11|language=en}}</ref> |
|||
<!-- History and culture --> |
<!-- History and culture --> |
୦୭:୫୯, ୧୮ ଅଗଷ୍ଟ ୨୦୧୭ ଅନୁସାରେ କରାଯାଇଥିବା ବଦଳ
Clinical data | |
---|---|
AHFS/Drugs.com | FDA Professional Drug Information |
Routes of administration | intravenous, topical, subcutaneous |
ATC code | |
Identifiers | |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
Chemical and physical data | |
3D model (JSmol) | |
| |
|
ସାଲାଇନ (ଇଂରାଜୀ ଭାଷାରେ Saline, ଅନ୍ୟ ନାମ ସାଲାଇନ ସଲ୍ୟୁସନ/saline solution) ଏକ ଦ୍ରବଣ ଯେଉଁଥିରେ ସୋଡ଼ିଅମ କ୍ଲୋରାଇଡ (sodium chloride) ଓ ପାଣି ମିଶିଥାଏ; ଏହା ଅନେକ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ହୁଏ ।[୧] ଏହା କ୍ଷତ ସଫା କରିବାରେ ସାହାଯ୍ୟ କରେ, କଣ୍ଟାକ୍ଟ ଲେନ୍ସ (contact lens) ବାହାର କରିବାରେ ସାହାଯ୍ୟ କରେ ଓ ଶୁଷ୍କ ଆଖିରେ (dry eyes) ପକାଯାଏ । ନିର୍ଜଳନ (dehydration) ଥିଲେ ବିଶେଷତଃ ପାକଅନ୍ତନଳୀ ପ୍ରଦାହ (gastroenteritis) ଓ ଡାଏବେଟିକ କିଟୋଏସିଡୋସିସ (diabetic ketoacidosis) ନିର୍ଜଳନରେ ଏହା ଶିରାଭ୍ୟନ୍ତର ଇନଫ୍ୟୁଜନ (injection into a vein) ଆକାରରେ ଦିଆଯାଏ । [୨] ଇଞ୍ଜେକସନ ଆକାରରେ ଦିଆଯାଉଥିବା ଅନ୍ୟ ଔଷଧମାନଙ୍କୁ ପତଳା କରିବାକୁ ଏହା ମିଶାଯାଏ । [୧]
ଅତ୍ୟଧିକ ସାଲାଇନ ଦେଲେ ତରଳ ପଦାର୍ଥ ଓଭରଲୋଡ (fluid overload), ଇଡିମା (swelling), ହାଇପରକ୍ଲୋରେମିକ ଏସିଡୋସିସ (acidosis) ଓ ଅଧିକ ରକ୍ତ ସୋଡ଼ିଅମ (high blood sodium) ହୋଇପାରେ । [୨][୧] ଦୀର୍ଘକାଳୀନ ଅଳ୍ପ ରକ୍ତ ସୋଡ଼ିଅମ (low blood sodium) ଥିବା ରୋଗୀଙ୍କୁ ଅଧିକ ସାଲାଇନ ଦେଲେ ଅସମୋଟିକ ଡିମାୟେଲିନେସନ ସିଣ୍ଡ୍ରୋମ (osmotic demyelination syndrome) ହୋଇପାରେ ।[୨] ଏହା ଭଲ୍ୟୁମ ଏକ୍ସପାଣ୍ଡର (crystalloid) ଶ୍ରେଣୀର ଏକ ଔଷଧ ।[୩]
ଆଧାର
- ↑ ୧.୦ ୧.୧ ୧.୨ "Sodium Chloride Injection - FDA prescribing information, side effects and uses". www.drugs.com. Retrieved 14 January 2017.
- ↑ ୨.୦ ୨.୧ ୨.୨ British national formulary : BNF 69 (69 ed.). British Medical Association. 2015. p. 683, 770. ISBN 9780857111562.
- ↑ Marini, John J.; Wheeler, Arthur P. (2010). Critical Care Medicine: The Essentials (in ଇଂରାଜୀ). Lippincott Williams & Wilkins. p. 54. ISBN 9780781798396.