"ସୌଭାଗ୍ୟ କୁମାର ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
ଟିକେNo edit summary
୪ କ ଧାଡ଼ି: ୪ କ ଧାଡ଼ି:
| image = Soubhagya Kumar Mishra.jpg
| image = Soubhagya Kumar Mishra.jpg
| image_size = 250px
| image_size = 250px
| alt = ଭୁବନେଶ୍ୱରରେ ସୌଭାଗ୍ୟ କୁମାର ମିଶ୍ର ।
| alt =
| caption = ଭୁବନେଶ୍ୱରରେ ସୌଭାଗ୍ୟ କୁମାର ମିଶ୍ର ।
| caption = ଭୁବନେଶ୍ୱରରେ ସୌଭାଗ୍ୟ କୁମାର ମିଶ୍ର ।
| birth_name =
| birth_name =
| birth_date = ୧୯୪୧
| birth_date = {{birth date and age|df=yes|1941|09|05}}
| birth_place = [[ବ୍ରହ୍ମପୁର]]
| birth_place = [[ବ୍ରହ୍ମପୁର]]
| death_date =
| death_date =
୨୩ କ ଧାଡ଼ି: ୨୩ କ ଧାଡ଼ି:
| education = ସ୍ନାତକୋତ୍ତର(ଇଂରାଜୀ), ପିଏଚଡି
| education = ସ୍ନାତକୋତ୍ତର(ଇଂରାଜୀ), ପିଏଚଡି
| alma_mater =
| alma_mater =
| occupation = ଓଡ଼ିଆ ସାହିତ୍ୟିକ
| occupation = ଅଧ୍ୟାପକ
| years_active =
| years_active =
| employer =
| employer =
୩୪ କ ଧାଡ଼ି: ୩୪ କ ଧାଡ଼ି:
| influenced =
| influenced =
| home_town =
| home_town =
| spouse =
| spouse = ମଞ୍ଜୁଳା ମିଶ୍ର
| children =
| children =
| parents =
| parents = ଦାମୋଦର ମିଶ୍ର, ସାବିତ୍ରୀ ମିଶ୍ର
| relatives =
| relatives =
| callsign =
| callsign =
୬୫ କ ଧାଡ଼ି: ୬୫ କ ଧାଡ଼ି:
* ଉଜ୍ଜୟିନୀ (୨୦୦୫)
* ଉଜ୍ଜୟିନୀ (୨୦୦୫)
* ମାତୃସ୍ପର୍ଶ (୨୦୦୯)
* ମାତୃସ୍ପର୍ଶ (୨୦୦୯)
* କାବ୍ୟ ସମ୍ଭାବର
* ପୁନର୍ବସୁ<ref>ନିତିଦିନ ୦୫/୦୮/୨୦୧୭ ପୃଷ୍ଠା ୯ରେ ପ୍ରକାଶିତ ବ୍ୟକ୍ତିତ୍ୱ</ref>
===ଗଳ୍ପ ସଙ୍କଳନ===
* କଥା ଚାରିପଦ
== ସମ୍ମାନ ଓ ପୁରସ୍କାର ==
== ସମ୍ମାନ ଓ ପୁରସ୍କାର ==
* ଗଙ୍ଗାଧର ଜାତୀୟ ସମ୍ମାନ, ୨୦୧୩
* ଗଙ୍ଗାଧର ଜାତୀୟ ସମ୍ମାନ, ୨୦୧୩

୧୫:୦୮, ୫ ଅଗଷ୍ଟ ୨୦୧୭ ଅନୁସାରେ କରାଯାଇଥିବା ବଦଳ

ସୌଭାଗ୍ୟ କୁମାର ମିଶ୍ର
ଭୁବନେଶ୍ୱରରେ ସୌଭାଗ୍ୟ କୁମାର ମିଶ୍ର ।
ଜନ୍ମ (1941-09-05) ୫ ସେପ୍ଟେମ୍ବର ୧୯୪୧ (ବୟସ ୮୨)
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର(ଇଂରାଜୀ), ପିଏଚଡି
ବୃତ୍ତିଅଧ୍ୟାପକ
ବୈବାହିକ-ସାଥୀମଞ୍ଜୁଳା ମିଶ୍ର
ପିତାମାତା(s)ଦାମୋଦର ମିଶ୍ର, ସାବିତ୍ରୀ ମିଶ୍ର

ସୌଭାଗ୍ୟ କୁମାର ମିଶ୍ର (ଜନ୍ମ: ୧୯୪୧) ବ୍ରହ୍ମପୁର, ଓଡ଼ିଶାରେ ଜନ୍ମିତ ଜଣେ କବି ।[୧] ୧୯୫୫ ମସିହାରୁ ଲେଖି ଆସୁଥିବା, ସୌଭାଗ୍ୟ ମିଶ୍ର ୨୫ରୁ ଊର୍ଦ୍ଧ୍ଵ ପୁସ୍ତକ ରଚନା କରିସାରିଛନ୍ତି ।[୨] ଇଂରାଜୀ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଓ ଡକ୍ଟରେଟ ଉପାଧି ହାସଲ କରିବା ପରେ କଲେଜରେ ଅଧ୍ୟାପନା ଅାରମ୍ଭ କରିଥିଲେ । ବିଜେବି କଲେଜରେଭେନ୍ସା ମହାବିଦ୍ୟାଳୟ ଆଦିରେ ଶିକ୍ଷାଦାନ କରିବା ପରେ, ୧୯୭୮ରୁ ୨୦୦୧ ଯାଏଁ ବହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଇଂରାଜୀ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ ।[୩] ୧୯୮୬ ମସିହାରେ ତାଙ୍କ କବିତା ସଂକଳନ "ଦ୍ୱା ସୁପର୍ଣ୍ଣା' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।

ରଚନାବଳୀ

କବିତା ସଙ୍କଳନ[୪]

  • ଆତ୍ମନେପଦୀ (୧୯୬୫)
  • ମଧ୍ୟପଦଲୋପୀ (୧୯୭୦)
  • ନଈ ପହଁରା (୧୯୭୩)
  • ଅନ୍ଧ ମହୁମାଛି (୧୯୭୭)
  • ବଜ୍ରଯାନ (୧୯୮୧)
  • ଦ୍ଵା ସୂପର୍ଣ୍ଣା (୧୯୮୪)[୫]
  • ମଣିକର୍ଣ୍ଣିକା (୧୯୯୦)
  • ଅନ୍ୟତ୍ର (୧୯୯୪)
  • ଚରାଚର (୧୯୯୯)
  • ଉଜ୍ଜୟିନୀ (୨୦୦୫)
  • ମାତୃସ୍ପର୍ଶ (୨୦୦୯)
  • କାବ୍ୟ ସମ୍ଭାବର
  • ପୁନର୍ବସୁ[୬]

ଗଳ୍ପ ସଙ୍କଳନ

  • କଥା ଚାରିପଦ

ସମ୍ମାନ ଓ ପୁରସ୍କାର

  • ଗଙ୍ଗାଧର ଜାତୀୟ ସମ୍ମାନ, ୨୦୧୩
  • ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୭୮(ଅନ୍ଧ ମହୁମାଛି ପାଇଁ)[୭]
  • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୮୬(ଦ୍ଵା ସୂପର୍ଣ୍ଣା ପାଇଁ)[୮]
  • ରାଜ୍ୟପାଳଙ୍କ ସମ୍ମାନ ଫଳକ, ୧୯୯୩[୯]
  • ବିଷୁବ ପୁରସ୍କାର, ୧୯୭୮
  • ଶାରଳା ସମ୍ମାନ
  • ଆଇଓୱା ବିଶ୍ଵବିଦ୍ୟାଳୟଦ୍ଵାରା ସମ୍ମାନୀତ, ୧୯୮୩[୧୦]
  • ରେଭେନ୍ସା ବିଶ୍ଵବିଦ୍ୟାଳୟର ପ୍ରଥମ ରାଇଟର-ଇନ୍-ରେସିଡେନ୍ସ, ୨୦୧୦-୧୧[୧୧]
  • ସାହିତ୍ୟ ଭାରତୀ ସମ୍ମାନ (ଗଙ୍ଗାଧର ରଥ ଫାଉଣ୍ଡେସନ ତରଫରୁ)[୧୨]

ଟୀକା

  1. Vinay Dharwadker; A. K. Ramanujan (1994). The Oxford Anthology of Modern Indian Poetry. OUP (India?). ISBN 978-0-19-562865-4.
  2. ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୩୨୬
  3. "ପ୍ରଫେସର ସୌଭାଗ୍ୟ ମିଶ୍ରଙ୍କୁ ଗଙ୍ଗାଧର ଜାତୀୟ ସମ୍ମାନ" (PDF). ସମ୍ବାଦ. Retrieved 12 December 2014.
  4. ସିଂହ, ଅଧ୍ୟାପକ ଡକ୍ଟର ବିଜୟାନନ୍ଦ (୨୦୧୧). "ବିଶିଷ୍ଟ କବି ସୌଭାଗ୍ୟ ମିଶ୍ରଙ୍କ ସହ ସାକ୍ଷାତ୍‌କାର - ଓଡ଼ିଆସାହିତ୍ୟ ପ୍ରେସ୍‌". odiasahitya.com. Retrieved 4 January 2013. ସୌଭାଗ୍ୟ ମିଶ୍ରଙ୍କ ସାରସ୍ଵତ ସୃଷ୍ଟି
  5. D. S. Rao (1 January 2004). Five Decades: The National Academy of Letters, India : a Short History of Sahitya Akademi. Sahitya Akademi. pp. 62–. ISBN 978-81-260-2060-7.
  6. ନିତିଦିନ ୦୫/୦୮/୨୦୧୭ ପୃଷ୍ଠା ୯ରେ ପ୍ରକାଶିତ ବ୍ୟକ୍ତିତ୍ୱ
  7. http://orissa.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf
  8. http://orissa.gov.in/e-magazine/orissaannualreference/ORA-2011/pdf/90-91.pdf
  9. http://www.oocities.org/indian_poets/oriya.html
  10. http://www.odiasahitya.com/members/memberprofile/?member=Soubhagya+Mishra
  11. http://ravenshawuniversity.ac.in/File/The%20Ravenshaw%20Times%20-%20March%202011.pdf
  12. Kanungo, Dipti Ranjan (2009). "Sahitya Bharati award to be conferred to Saubhagya Kumar Mishra, Orissa News". orissadiary.com. Retrieved 4 January 2013. The prestigious ' Sahitya Bharati ' award of the Sri Gangadhar Rath Foundation will be conferred on the famous poet Saubhagya Kumar Mishra