"କ୍ରାନ୍ତିରେଖା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୯ କ ଧାଡ଼ି: ୯ କ ଧାଡ଼ି:


[[file:Kota Kinabalu by Dale Preston.jpg|thumb|250px|କ୍ରାନ୍ତିରେଖାରେ ସୂର୍ଯ୍ୟାସ୍ତ]]
[[file:Kota Kinabalu by Dale Preston.jpg|thumb|250px|କ୍ରାନ୍ତିରେଖାରେ ସୂର୍ଯ୍ୟାସ୍ତ]]

ସାଧାରଣ ଜନମତ ଏହା ଅଟେକି କ୍ରାନ୍ତିରେଖା ଏକ ଗରମ ଅଞ୍ଚଳ ଅଟେ ଯେଉଁଠାରେ ସର୍ବଦା ବର୍ଷା ହୋଇଥାଏ ଏବଂ ସବୁଜିଆ ହୋଇଥାଏ କିନ୍ତୁ ବାସ୍ତବରେ ଏପରି ହୋଇନଥାଏ ।ଏଠାରେ ଏପରି ବହୁ ସ୍ଥାନ ରହିଛି ଯେଉଁଠାରେ ହାଲୁକା ମୌସମୀରେ ଅନୁଭବ କରାଯାଏ । ବର୍ଷର ଆରମ୍ଭରୁ ପ୍ରାୟତଃ ଅଧିକତମ ବର୍ଷା ହୋଇଥାଏ ।<ref>{{cite web|title=Glossary of Meteorology|year=2009|url= http://amsglossary.allenpress.com/glossary/search?id=rainy-season1 |publisher= American Meteorological Society|accessdate= २८/०९/२०१२}}</ref> ଏହାକୁ ପର୍ଯ୍ୟଟନ କ୍ଷେତ୍ର ରୂପେ ବଢାଇବା ପାଇଁ '''ହରିତ ଋତୁ'''ର ନାମ ଦିଆଯାଇଥାଏ ।<ref>{{cite web|title=Costa Rica Guide|year= 2005|url= http://costa-rica-guide.com/when.htm|publisher= ToucanGuides| accessdate= २८/०९/२०१२}}</ref> ସାଧାରଣତଃ ଉଷ୍ମ ଅଞ୍ଚଳ ପୁରା ଉଷ୍ମ ଏବଂ ଉପ-ଉଷ୍ମ କଟିବନ୍ଧ ରେ ଖେଳିହୋଇ ରହିଛି । <ref>{{cite web|last=Pidwirny|first=Michael|year= 2008|url= http://www.physicalgeography.net/fundamentals/9k.html|title=Introduction to the Biosphere|publisher= PhysicalGeography.net|accessdate= २८/०९/२०१२}}</ref>ଓଦାଳିଆ ମାସ ସେଠାରେ ହୋଇଥାଏ ଜେଟରବେଳେ ୬୦ମି.ମି କିମ୍ବା ଅଧିକ ବର୍ଷା ହୋଇଥାଏ ।<ref>{{cite web | url=http://www.hydrol-earth-syst-sci.net/11/1633/2007/hess-11-1633-2007.pdf | title=Updated world Koppen-Geiger climate classification map}}</ref> କ୍ରାନ୍ତିରେଖା ବଣରେ ଶୁଷ୍କ ଏବଂ ଓଦାଳିଆ ମୌସମୀରେ ଅନୁଭବ କରାଯାଇ ପାରେନି କାରଣ ଏଠାରେ ସବୁବର୍ଷ ସମାନରୂପେ ବର୍ଷା ହୋଇଥାଏ । <ref name="Hyde">{{cite web|first=Elisabeth|last= M. Benders-Hyde|year= 2003|url= http://www.blueplanetbiomes.org/climate.htm|title= World Climates|publisher= Blue Planet Biomes| accessdate= २८/०९/२०१२}}</ref> ସାଧାରଣତଃ ବର୍ଷାଋତୁ ଗରମ ମୁଁସମ ଶେଷରେ ଆରମ୍ଭ ହୋଇଥାଏ । କିଛି ଅଞ୍ଚଳରେ ଏତେ ବର୍ଷା ହୁଏକି, ବନ୍ୟା ହୋଇଯାଏ ଯାହାଦ୍ୱାରା ମାଟିର ଉର୍ବରତା ଘଟିଥାଏ । ଏହି କ୍ଷେତ୍ରର ଅଧିକାଂଶ ଜୀବଜନ୍ତୁ ମାନଙ୍କ ପାଇଁ '''ବହୁତାୟତ ମୁଁସମ''' ହୋଇଥାଏ ଏବଂ ସେମାନଙ୍କ ପ୍ରଜନନ କଲା ଏହାଦ୍ୱାରା ସମ୍ଭବ ହୋଇପାରେ।

୦୦:୦୭, ୧୮ ଜୁନ ୨୦୧୭ ଅନୁସାରେ କରାଯାଇଥିବା ବଦଳ

ବିଶ୍ୱ ମାନଚିତ୍ର ଭିତରେ କ୍ରାନ୍ତିରେଖା କୁ ଲାଲ ରଙ୍ଗରେ ଦର୍ଶାଯାଇଛି।
ବିଶ୍ୱର କ୍ରାନ୍ତିରେଖା ସମ୍ବନ୍ଧୀୟ ମୌସମୀ କ୍ଷେତ୍ର

କ୍ରାନ୍ତିରେଖା (Tropics) ଦୁନିଆର ଏପରି ଏକ କଟିବନ୍ଧ ଅଟେ ଯାହା ଭୂମଧ୍ୟ ରେଖାରୁ ଅକ୍ଷାଂଶ ୨୩°୨୬'୧୬" ଉତ୍ତରରେ କର୍କ ରେଖା ଏବଂ ଅକ୍ଷାଂଶ ୨୩°୨୬'୧୬" ଦକ୍ଷିଣରେ ମକର ରେଖା ପର୍ଯ୍ୟନ୍ତ ସୀମିତ । କର୍କ ଏବଂ ମକର ରେଖାରେ ଏକ ସୂର୍ଯ୍ୟ ବର୍ଷରେ ଗୋଟିଏ ଥର ଏମାନଙ୍କ ମଝିର ପୁରା କ୍ଷେତ୍ରରେ ଏକ ସୂର୍ଯ୍ୟ ବର୍ଷରେ ଦୁଇଥର ସୂର୍ଯ୍ୟ ଠିକ ମୁଣ୍ଡ ଉପରେ ହୋଇଥାନ୍ତି । ବିଶ୍ୱ ଆବାଦୀର ଏକ ବଡ ଭାଗ (ପାଖାପାଖି ୪୦℅) ଏହି କ୍ଷେତ୍ରରେ ରହିଥାଏ ଏବଂ ଏହା ଅନୁମାନିତ ହୁଏକି ବଢୁଥିବା ଜନସଂଖ୍ୟା କାରଣରୁ ଏହି ଆବାଦୀ ଆହୁରି ବଢିଯିବ ।[୧] ଏହା ପୃଥିବୀର ସବୁଠାରୁ ଗରମ କ୍ଷେତ୍ର ଅଟେ କାରଣ, ଅକ୍ଷୀୟ ନଇଁବା କାରଣରୁ ସୂର୍ଯ୍ୟର ଅଧିକତମ ଉଷ୍ମ ଭୂମଧ୍ୟ ରେଖା ଏବଂ ଏହାର ଆଖ-ପାଖର ଅଞ୍ଚଳରେ କେନ୍ଦ୍ରିତ ହୋଇଥାଏ ।

ଋତୁ ଏବଂ ମୌସୁମୀ

କ୍ରାନ୍ତିରେଖାରେ ଔସତନ ମାସିକ ବର୍ଷା ଦର୍ଶାଉଥିବା ଗ୍ରାଫ
କ୍ରାନ୍ତିରେଖାରେ ସୂର୍ଯ୍ୟାସ୍ତ

ସାଧାରଣ ଜନମତ ଏହା ଅଟେକି କ୍ରାନ୍ତିରେଖା ଏକ ଗରମ ଅଞ୍ଚଳ ଅଟେ ଯେଉଁଠାରେ ସର୍ବଦା ବର୍ଷା ହୋଇଥାଏ ଏବଂ ସବୁଜିଆ ହୋଇଥାଏ କିନ୍ତୁ ବାସ୍ତବରେ ଏପରି ହୋଇନଥାଏ ।ଏଠାରେ ଏପରି ବହୁ ସ୍ଥାନ ରହିଛି ଯେଉଁଠାରେ ହାଲୁକା ମୌସମୀରେ ଅନୁଭବ କରାଯାଏ । ବର୍ଷର ଆରମ୍ଭରୁ ପ୍ରାୟତଃ ଅଧିକତମ ବର୍ଷା ହୋଇଥାଏ ।[୨] ଏହାକୁ ପର୍ଯ୍ୟଟନ କ୍ଷେତ୍ର ରୂପେ ବଢାଇବା ପାଇଁ ହରିତ ଋତୁର ନାମ ଦିଆଯାଇଥାଏ ।[୩] ସାଧାରଣତଃ ଉଷ୍ମ ଅଞ୍ଚଳ ପୁରା ଉଷ୍ମ ଏବଂ ଉପ-ଉଷ୍ମ କଟିବନ୍ଧ ରେ ଖେଳିହୋଇ ରହିଛି । [୪]ଓଦାଳିଆ ମାସ ସେଠାରେ ହୋଇଥାଏ ଜେଟରବେଳେ ୬୦ମି.ମି କିମ୍ବା ଅଧିକ ବର୍ଷା ହୋଇଥାଏ ।[୫] କ୍ରାନ୍ତିରେଖା ବଣରେ ଶୁଷ୍କ ଏବଂ ଓଦାଳିଆ ମୌସମୀରେ ଅନୁଭବ କରାଯାଇ ପାରେନି କାରଣ ଏଠାରେ ସବୁବର୍ଷ ସମାନରୂପେ ବର୍ଷା ହୋଇଥାଏ । [୬] ସାଧାରଣତଃ ବର୍ଷାଋତୁ ଗରମ ମୁଁସମ ଶେଷରେ ଆରମ୍ଭ ହୋଇଥାଏ । କିଛି ଅଞ୍ଚଳରେ ଏତେ ବର୍ଷା ହୁଏକି, ବନ୍ୟା ହୋଇଯାଏ ଯାହାଦ୍ୱାରା ମାଟିର ଉର୍ବରତା ଘଟିଥାଏ । ଏହି କ୍ଷେତ୍ରର ଅଧିକାଂଶ ଜୀବଜନ୍ତୁ ମାନଙ୍କ ପାଇଁ ବହୁତାୟତ ମୁଁସମ ହୋଇଥାଏ ଏବଂ ସେମାନଙ୍କ ପ୍ରଜନନ କଲା ଏହାଦ୍ୱାରା ସମ୍ଭବ ହୋଇପାରେ।

  1. E. Cohen, Joel; Small, Christopher (September 2, 1998). "Hypsographic demography: The distribution of human population by altitude" (PDF). Retrieved २८/०९/२०१२. {{cite web}}: Check date values in: |accessdate= (help)
  2. "Glossary of Meteorology". American Meteorological Society. 2009. Retrieved २८/०९/२०१२. {{cite web}}: Check date values in: |accessdate= (help)
  3. "Costa Rica Guide". ToucanGuides. 2005. Retrieved २८/०९/२०१२. {{cite web}}: Check date values in: |accessdate= (help)
  4. Pidwirny, Michael (2008). "Introduction to the Biosphere". PhysicalGeography.net. Retrieved २८/०९/२०१२. {{cite web}}: Check date values in: |accessdate= (help)
  5. "Updated world Koppen-Geiger climate classification map" (PDF).
  6. M. Benders-Hyde, Elisabeth (2003). "World Climates". Blue Planet Biomes. Retrieved २८/०९/२०१२. {{cite web}}: Check date values in: |accessdate= (help)