"ସୌଭାଗ୍ୟ କୁମାର ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ /* କବିତା ସଙ୍କଳନ<ref>{{cite web |url= http://www.odiasahitya.com/odia-literature-news/soubhagya-mishranka-saha-sakhyatakara/ |title=ବିଶିଷ୍ଟ କବି ସୌଭାଗ୍ୟ ମିଶ୍ର using AWB
No edit summary
୨ କ ଧାଡ଼ି: ୨ କ ଧାଡ଼ି:
{{Infobox person
{{Infobox person
| name = ସୌଭାଗ୍ୟ କୁମାର ମିଶ୍ର
| name = ସୌଭାଗ୍ୟ କୁମାର ମିଶ୍ର
| image =
| image = Soubhagya Kumar Mishra.jpg
| image_size = 250px
| image_size = 250px
| alt =
| alt = ଭୁବନେଶ୍ୱରରେ ସୌଭାଗ୍ୟ କୁମାର ମିଶ୍ର ।
| caption =
| caption = ଭୁବନେଶ୍ୱରରେ ସୌଭାଗ୍ୟ କୁମାର ମିଶ୍ର ।
| birth_name =
| birth_name =
| birth_date = ୧୯୪୧
| birth_date = ୧୯୪୧

୧୭:୨୫, ୨୭ ମଇ ୨୦୧୭ ଅନୁସାରେ କରାଯାଇଥିବା ବଦଳ

ସୌଭାଗ୍ୟ କୁମାର ମିଶ୍ର
ଭୁବନେଶ୍ୱରରେ ସୌଭାଗ୍ୟ କୁମାର ମିଶ୍ର ।
ଭୁବନେଶ୍ୱରରେ ସୌଭାଗ୍ୟ କୁମାର ମିଶ୍ର ।
ଜନ୍ମ୧୯୪୧
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର(ଇଂରାଜୀ), ପିଏଚଡି
ବୃତ୍ତିଓଡ଼ିଆ ସାହିତ୍ୟିକ

ସୌଭାଗ୍ୟ କୁମାର ମିଶ୍ର (ଜନ୍ମ: ୧୯୪୧) ବ୍ରହ୍ମପୁର, ଓଡ଼ିଶାରେ ଜନ୍ମିତ ଜଣେ କବି ।[୧] ୧୯୫୫ ମସିହାରୁ ଲେଖି ଆସୁଥିବା, ସୌଭାଗ୍ୟ ମିଶ୍ର ୨୫ରୁ ଊର୍ଦ୍ଧ୍ଵ ପୁସ୍ତକ ରଚନା କରିସାରିଛନ୍ତି ।[୨] ଇଂରାଜୀ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଓ ଡକ୍ଟରେଟ ଉପାଧି ହାସଲ କରିବା ପରେ କଲେଜରେ ଅଧ୍ୟାପନା ଅାରମ୍ଭ କରିଥିଲେ । ବିଜେବି କଲେଜରେଭେନ୍ସା ମହାବିଦ୍ୟାଳୟ ଆଦିରେ ଶିକ୍ଷାଦାନ କରିବା ପରେ, ୧୯୭୮ରୁ ୨୦୦୧ ଯାଏଁ ବହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଇଂରାଜୀ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ ।[୩] ୧୯୮୬ ମସିହାରେ ତାଙ୍କ କବିତା ସଂକଳନ "ଦ୍ୱା ସୁପର୍ଣ୍ଣା' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।

ରଚନାବଳୀ

କବିତା ସଙ୍କଳନ[୪]

  • ଆତ୍ମନେପଦୀ (୧୯୬୫)
  • ମଧ୍ୟପଦଲୋପୀ (୧୯୭୦)
  • ନଈ ପହଁରା (୧୯୭୩)
  • ଅନ୍ଧ ମହୁମାଛି (୧୯୭୭)
  • ବଜ୍ରଯାନ (୧୯୮୧)
  • ଦ୍ଵା ସୂପର୍ଣ୍ଣା (୧୯୮୪)[୫]
  • ମଣିକର୍ଣ୍ଣିକା (୧୯୯୦)
  • ଅନ୍ୟତ୍ର (୧୯୯୪)
  • ଚରାଚର (୧୯୯୯)
  • ଉଜ୍ଜୟିନୀ (୨୦୦୫)
  • ମାତୃସ୍ପର୍ଶ (୨୦୦୯)

ସମ୍ମାନ ଓ ପୁରସ୍କାର

  • ଗଙ୍ଗାଧର ଜାତୀୟ ସମ୍ମାନ, ୨୦୧୩
  • ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୭୮(ଅନ୍ଧ ମହୁମାଛି ପାଇଁ)[୬]
  • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୮୬(ଦ୍ଵା ସୂପର୍ଣ୍ଣା ପାଇଁ)[୭]
  • ରାଜ୍ୟପାଳଙ୍କ ସମ୍ମାନ ଫଳକ, ୧୯୯୩[୮]
  • ବିଷୁବ ପୁରସ୍କାର, ୧୯୭୮
  • ଶାରଳା ସମ୍ମାନ
  • ଆଇଓୱା ବିଶ୍ଵବିଦ୍ୟାଳୟଦ୍ଵାରା ସମ୍ମାନୀତ, ୧୯୮୩[୯]
  • ରେଭେନ୍ସା ବିଶ୍ଵବିଦ୍ୟାଳୟର ପ୍ରଥମ ରାଇଟର-ଇନ୍-ରେସିଡେନ୍ସ, ୨୦୧୦-୧୧[୧୦]
  • ସାହିତ୍ୟ ଭାରତୀ ସମ୍ମାନ (ଗଙ୍ଗାଧର ରଥ ଫାଉଣ୍ଡେସନ ତରଫରୁ)[୧୧]

ଟୀକା

  1. Vinay Dharwadker; A. K. Ramanujan (1994). The Oxford Anthology of Modern Indian Poetry. OUP (India?). ISBN 978-0-19-562865-4.
  2. ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୩୨୬
  3. "ପ୍ରଫେସର ସୌଭାଗ୍ୟ ମିଶ୍ରଙ୍କୁ ଗଙ୍ଗାଧର ଜାତୀୟ ସମ୍ମାନ" (PDF). ସମ୍ବାଦ. Retrieved 12 December 2014.
  4. ସିଂହ, ଅଧ୍ୟାପକ ଡକ୍ଟର ବିଜୟାନନ୍ଦ (୨୦୧୧). "ବିଶିଷ୍ଟ କବି ସୌଭାଗ୍ୟ ମିଶ୍ରଙ୍କ ସହ ସାକ୍ଷାତ୍‌କାର - ଓଡ଼ିଆସାହିତ୍ୟ ପ୍ରେସ୍‌". odiasahitya.com. Retrieved 4 January 2013. ସୌଭାଗ୍ୟ ମିଶ୍ରଙ୍କ ସାରସ୍ଵତ ସୃଷ୍ଟି
  5. D. S. Rao (1 January 2004). Five Decades: The National Academy of Letters, India : a Short History of Sahitya Akademi. Sahitya Akademi. pp. 62–. ISBN 978-81-260-2060-7.
  6. http://orissa.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf
  7. http://orissa.gov.in/e-magazine/orissaannualreference/ORA-2011/pdf/90-91.pdf
  8. http://www.oocities.org/indian_poets/oriya.html
  9. http://www.odiasahitya.com/members/memberprofile/?member=Soubhagya+Mishra
  10. http://ravenshawuniversity.ac.in/File/The%20Ravenshaw%20Times%20-%20March%202011.pdf
  11. Kanungo, Dipti Ranjan (2009). "Sahitya Bharati award to be conferred to Saubhagya Kumar Mishra, Orissa News". orissadiary.com. Retrieved 4 January 2013. The prestigious ' Sahitya Bharati ' award of the Sri Gangadhar Rath Foundation will be conferred on the famous poet Saubhagya Kumar Mishra