"ଶମିତା ସେଟ୍ଟୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
୧୬ କ ଧାଡ଼ି: ୧୬ କ ଧାଡ଼ି:


==ଅଭିନୟ ଜୀବନ==
==ଅଭିନୟ ଜୀବନ==
ଶମିତା ୨୦୦୦ ମସିହାରେ ୟଶ୍ ରାଜ୍ ଫିଲ୍ମ‌ସ୍‌ର ସଫଳତମ ଚଳଚ୍ଚିତ୍ର '''ମୋହବତେଁ''' ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରା । ଏହି ଚଳଚ୍ଚିତ୍ର ପାଇଁ ଶମିତାଙ୍କୁ ୨୦୦୧ର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନବାଗତା ପୁରସ୍କାର ପାଇଥିଲେ । ଶମିତା କିଛି ଚଳଚ୍ଚିତ୍ରରେ ଆଇଟମ ନୃତ୍ୟ ମଧ୍ୟ କରିଥିଲେ । ୨୦୦୧ରେ '''ମେରେ ୟାର୍ କି ସାଦି ହୈ'''ର ''ସାରାରା ସାରାରା'' ଏବଂ ୨୦୦୨ରେ '''ସାଥିୟା''' ଚଳଚ୍ଚିତ୍ରର ''ଚୋରି ପେ ଚୋରି'' ଭଳି ଗୀତରେ ନୃତ୍ୟ କରିଥିଲେ ଶମିତା ।

୨୦୦୫ରେ ଶମିତାଙ୍କ ଅଭିନୀତ '''ଜେହେର୍''' ଚଳଚ୍ଚିତ୍ର ବ‌ହୁତ ବଡ଼ ସଫଳତା ପାଇଥିଲା । ଶମିତା, ଶିଳ୍ପାଙ୍କ ସ‌ହ '''ଫରେବ୍''' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ବିଗ୍ ବସ୍‌ର ୩ୟ ସଂସ୍କରଣରେ ଶମିତା ଜଣେ ପ୍ରତିଯୋଗୀ ଭାବରେ ଭାଗ ନେଇଥିଲେ ।<ref>{{cite web |url=http://timesofindia.indiatimes.com/entertainment/tv-/Rakhis-mom-on-Bigg-Boss/articleshow/5088996.cms |title=Rakhi's mom on Bigg Boss |date=2009-10-06 |publisher=[[Times of India]]}}</ref> ତାଙ୍କ ଭଉଣୀଙ୍କର ବାହାଘର ପାଇଁ ସେ ବିଗ୍‌ବସ୍‌ରେ ୬ ସପ୍ତାହ ରହିବା ପରେ ପ୍ରତିଯୋଗୀତାରୁ ଓହରି ଯାଇଥିଲେ ।

ଜୁନ୍ ୧୪, ୨୦୧୧ରେ ଶମିତା ଅଭିନୟ ସ‌ହ ଇଣ୍ଟେରିଅର ଡିଜାଇନିଂ ଆରମ୍ଭ କରିଥିଲେ ।<ref>{{cite web |url=http://www.apunkachoice.com/content/article/sid100005744-shamita_shetty_quits_acting_takes_to_interior_designing |title=Shamita Shetty quits acting; takes to interior designing! |date=2011-06-14}}</ref> ୨୦୧୫ରେ ସେ ଝଲକ୍ ଦିଖ୍‌ଲା ଜା ରିଲୋଡେଡ୍‌ରେ ନୃତ୍ୟ ପ୍ରତିଯୋଗୀତାରେ ଭାଗ ନେଇଥିଲେ ।


==ଅଭିନୀତ କଥାଚିତ୍ର==
==ଅଭିନୀତ କଥାଚିତ୍ର==

୧୯:୫୦, ୧୪ ମଇ ୨୦୧୭ ଅନୁସାରେ କରାଯାଇଥିବା ବଦଳ

ଶମିତା ସେଟ୍ଟି
ଇସା ଦେୱଲଙ୍କର ବିଭାଘରରେ ଶମିତା ।
ଜନ୍ମ (1979-02-02) ୨ ଫେବୃଆରୀ ୧୯୭୯ (ବୟସ ୪୫)[୧][୨]
ଚେମ୍ବୁର, ମୁମ୍ବାଇ, ଭାରତ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ,
ଇଣ୍ଟେରିଅର ଡିଜାଇନର
ସକ୍ରିୟ ବର୍ଷ୨୦୦୦-୨୦୧୧

ଶମିତା ସେଟ୍ଟି (ଜନ୍ମ: ୨ ଫେବୃଆରୀ ୧୯୭୯)[୧][୨] ଜଣେ ଇଣ୍ଟେରିଅର ଡିଜାଇନର୍ ଏବଂ ପ୍ରାକ୍ତନ ଭାରତୀୟ କଥାଚିତ୍ର ଅଭିନେତ୍ରୀ, ମଡେଲ । ଶମିତା ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କର ସାନ ଭଉଣୀ । ଆଦିତ୍ୟ ଚୋପ୍ରାଙ୍କ ନିର୍ଦ୍ଦେଶିତ ମୋହବତେଁ ଚଳଚ୍ଚିତ୍ରରୁ ଅଭିନୟରେ ପ୍ରବେଶ କରିଥିଲେ ଶମିତା । ଏହି ଚଳଚ୍ଚିତ୍ର ପାଇଁ ସେ ୨୦୦୧ରେ ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନବାଗତା ସମ୍ମାନ ପାଇଥିଲେ ।

ପ୍ରାରମ୍ଭିକ ଜୀବନ

ଶମିତା ସେଟ୍ଟି ୨ ଫେବୃଆରୀ ୧୯୭୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ଶମିତାଙ୍କର ବାପା ସୁରେନ୍ଦ୍ର ସେଟ୍ଟି ଏବଂ ମାଆ ସୁନନ୍ଦା ସେଟ୍ଟି, ଉଭୟଙ୍କର ନିଜସ୍ୱ ବ୍ୟବସାୟ ଅଛି । ସୁନନ୍ଦା ଜଣେ ଚଳଚ୍ଚିତ୍ର ପ୍ରଯୋଜିକା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଶମିତାଙ୍କର ବଡ଼ ଭଉଣୀ ହେଉଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟି । ଏହି ଦୁଇ ଭଉଣୀ ୨୦୦୫ରେ ମୁକ୍ତିଲାଭ କରିଥିବା ଫରେବ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଅଭିନୟ ଜୀବନ

ଶମିତା ୨୦୦୦ ମସିହାରେ ୟଶ୍ ରାଜ୍ ଫିଲ୍ମ‌ସ୍‌ର ସଫଳତମ ଚଳଚ୍ଚିତ୍ର ମୋହବତେଁ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରା । ଏହି ଚଳଚ୍ଚିତ୍ର ପାଇଁ ଶମିତାଙ୍କୁ ୨୦୦୧ର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନବାଗତା ପୁରସ୍କାର ପାଇଥିଲେ । ଶମିତା କିଛି ଚଳଚ୍ଚିତ୍ରରେ ଆଇଟମ ନୃତ୍ୟ ମଧ୍ୟ କରିଥିଲେ । ୨୦୦୧ରେ ମେରେ ୟାର୍ କି ସାଦି ହୈସାରାରା ସାରାରା ଏବଂ ୨୦୦୨ରେ ସାଥିୟା ଚଳଚ୍ଚିତ୍ରର ଚୋରି ପେ ଚୋରି ଭଳି ଗୀତରେ ନୃତ୍ୟ କରିଥିଲେ ଶମିତା ।

୨୦୦୫ରେ ଶମିତାଙ୍କ ଅଭିନୀତ ଜେହେର୍ ଚଳଚ୍ଚିତ୍ର ବ‌ହୁତ ବଡ଼ ସଫଳତା ପାଇଥିଲା । ଶମିତା, ଶିଳ୍ପାଙ୍କ ସ‌ହ ଫରେବ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ବିଗ୍ ବସ୍‌ର ୩ୟ ସଂସ୍କରଣରେ ଶମିତା ଜଣେ ପ୍ରତିଯୋଗୀ ଭାବରେ ଭାଗ ନେଇଥିଲେ ।[୩] ତାଙ୍କ ଭଉଣୀଙ୍କର ବାହାଘର ପାଇଁ ସେ ବିଗ୍‌ବସ୍‌ରେ ୬ ସପ୍ତାହ ରହିବା ପରେ ପ୍ରତିଯୋଗୀତାରୁ ଓହରି ଯାଇଥିଲେ ।

ଜୁନ୍ ୧୪, ୨୦୧୧ରେ ଶମିତା ଅଭିନୟ ସ‌ହ ଇଣ୍ଟେରିଅର ଡିଜାଇନିଂ ଆରମ୍ଭ କରିଥିଲେ ।[୪] ୨୦୧୫ରେ ସେ ଝଲକ୍ ଦିଖ୍‌ଲା ଜା ରିଲୋଡେଡ୍‌ରେ ନୃତ୍ୟ ପ୍ରତିଯୋଗୀତାରେ ଭାଗ ନେଇଥିଲେ ।

ଅଭିନୀତ କଥାଚିତ୍ର

ଆଧାର

  1. ୧.୦ ୧.୧ "Birthday girl Shamita Shetty turns 35, parties with sis, Bipasha". India Today. 2 February 2014. Retrieved 14 May 2017.
  2. ୨.୦ ୨.୧ "R Madhavan, Shilpa Shetty, Karishma Tanna, Upen Patel and others attend Shamita Shetty's birthday bash". International Business Times. 4 February 2016. Retrieved 14 May 2017.
  3. "Rakhi's mom on Bigg Boss". Times of India. 2009-10-06.
  4. "Shamita Shetty quits acting; takes to interior designing!". 2011-06-14.

ଅଧିକ ତ‌ଥ୍ୟ