"ସୀତାକାନ୍ତ ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ BibhishanaBhuyan (ଆଲୋଚନା) ଙ୍କ ଦେଇ କରାଯାଇଥିବା 270117 ସଙ୍କଳନଟି ପଛକୁ ଫେରାଇନିଆଗଲା ଶବଦ
୧୨ କ ଧାଡ଼ି: ୧୨ କ ଧାଡ଼ି:
| other_names =
| other_names =
| known_for = କବି, ସାହିତ୍ୟ ସମାଲୋଚକ
| known_for = କବି, ସାହିତ୍ୟ ସମାଲୋଚକ
|notable works= ''ଶବର ଆକାଶ'' (୧୯୭୧)<br />''ସମୁଦ୍ର'' (୧୯୭୭)
|notable works= ''ଶବଦର ଆକାଶ'' (୧୯୭୧)<br />''ସମୁଦ୍ର'' (୧୯୭୭)
| occupation = ପ୍ରଶାସନିକ ଅଧିକାରୀ
| occupation = ପ୍ରଶାସନିକ ଅଧିକାରୀ
}}
}}
୨୨ କ ଧାଡ଼ି: ୨୨ କ ଧାଡ଼ି:
* ଦୀପ୍ତି ଓ ଦ୍ୟୁତି (୧୯୬୩)
* ଦୀପ୍ତି ଓ ଦ୍ୟୁତି (୧୯୬୩)
* ଅଷ୍ଟପଦୀ (୧୯୬୭)
* ଅଷ୍ଟପଦୀ (୧୯୬୭)
* ଶବ୍ଦର ଆକାଶ (୧୯୭୧)
* ଶବଦର ଆକାଶ (୧୯୭୧)
* ସମୁଦ୍ର (୧୯୭୭)
* ସମୁଦ୍ର (୧୯୭୭)
* ଚିତ୍ରନଦୀ (୧୯୭୯)
* ଚିତ୍ରନଦୀ (୧୯୭୯)
୩୯ କ ଧାଡ଼ି: ୩୯ କ ଧାଡ଼ି:
* ସୂର୍ଯ୍ୟ ତୃଷ୍ଣା (୨୦୦୨)(ଅନୁବାଦ)
* ସୂର୍ଯ୍ୟ ତୃଷ୍ଣା (୨୦୦୨)(ଅନୁବାଦ)
* ପ୍ରଦକ୍ଷିଣା ( ୨୦୦୨)
* ପ୍ରଦକ୍ଷିଣା ( ୨୦୦୨)

=== ପ୍ରବନ୍ଧ ===
=== ପ୍ରବନ୍ଧ ===
* ଭିନ୍ନ ଆକାଶ ଭିନ୍ନ ଦୀପ୍ତି (୧୯୭୮)
* ଭିନ୍ନ ଆକାଶ ଭିନ୍ନ ଦୀପ୍ତି (୧୯୭୮)

୧୬:୪୬, ୨୭ ଅପ୍ରେଲ ୨୦୧୭ ଅନୁସାରେ କରାଯାଇଥିବା ବଦଳ

ସୀତାକାନ୍ତ ମହାପାତ୍ର
ଜନ୍ମ (1937-09-17) ୧୭ ସେପ୍ଟେମ୍ବର ୧୯୩୭ (ବୟସ ୮୬)
ବୃତ୍ତିପ୍ରଶାସନିକ ଅଧିକାରୀ
ପ୍ରସିଦ୍ଧିକବି, ସାହିତ୍ୟ ସମାଲୋଚକ
ଉଲ୍ଲେଖନୀୟ କୃତିଶବଦର ଆକାଶ (୧୯୭୧)
ସମୁଦ୍ର (୧୯୭୭)

ସୀତାକାନ୍ତ ମହାପାତ୍ର (ଜନ୍ମ ୧୭ ସେପ୍ଟେମ୍ବର, ୧୯୩୭, ମାହାଙ୍ଗା, କଟକ, ଓଡ଼ିଶା) ଓଡ଼ିଆଇଂରାଜୀ ଭାଷାର ଜଣେ ଜଣାଶୁଣା କବିସାହିତ୍ୟ ସମାଲୋଚକ[୧][୨] ସେ ଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ.)ରେ ୧୯୬୧ରୁ ଦୀର୍ଘକାଳ ଧରି କାମ କରିବା ପରେ ୧୯୯୫ରେ ଅବସର ନେଇ ଦିଲ୍ଲୀର ନ୍ୟାସନାଲ ବୁକ ଟ୍ରଷ୍ଟର ସଭାପତି ଭାବରେ କାମ କରିଆସୁଛନ୍ତି । ଜ୍ଞାନପୀଠ ପୁରସ୍କାର ପାଇବାରେ ସେ ହେଉଛନ୍ତି ୩ୟ ଓଡ଼ିଆ

ସାହିତ୍ୟ ସର୍ଜନା

କବିତା

  • ଦୀପ୍ତି ଓ ଦ୍ୟୁତି (୧୯୬୩)
  • ଅଷ୍ଟପଦୀ (୧୯୬୭)
  • ଶବଦର ଆକାଶ (୧୯୭୧)
  • ସମୁଦ୍ର (୧୯୭୭)
  • ଚିତ୍ରନଦୀ (୧୯୭୯)
  • ଆର ଦୃଶ୍ୟ (୧୯୮୧)
  • ସମୟର ଶେଷ ନାମ (୧୯୮୪)
  • କାହାକୁ ପୁଚ୍ଛିବା କୁହ (୧୯୮୭)
  • ଚଢେଇରେ ତୁ କି ଜାଣୁ (୧୯୯୦)
  • ଫେରି ଆସିବାର ବେଳ (୧୯୯୧)
  • ଶ୍ରେଷ୍ଠ କବିତା (୧୯୯୨)
  • ବର୍ଷା ସକାଳ (୧୯୯୩)
  • ପାଦ ଚିହ୍ନ ( ୧୯୯୬)
  • ମୃତ୍ୟୁର ଅସୀମ ଧୈର୍ଯ୍ୟ (୧୯୯୭)
  • ନିର୍ବାଚିତ କବିତା (୧୯୯୮)
  • କପଟ ପାସ (୨୦୦୦)
  • ଅସରନ୍ତି ପିଲାଦିନ, ମଗଧ ଓ ଅନ୍ୟାନ କବିତା ( ୨୦୦୨)(ଅନୁବାଦ)
  • ସୂର୍ଯ୍ୟ ତୃଷ୍ଣା (୨୦୦୨)(ଅନୁବାଦ)
  • ପ୍ରଦକ୍ଷିଣା ( ୨୦୦୨)

ପ୍ରବନ୍ଧ

  • ଭିନ୍ନ ଆକାଶ ଭିନ୍ନ ଦୀପ୍ତି (୧୯୭୮)
  • ନିଶଙ୍ଗ ମଣିଷ (୧୯୮୦)
  • ଶବ୍ଦ, ସ୍ଵପ୍ନ ଓ ନିର୍ଭୀକତା (୧୯୯୦)
  • ଅନ୍ଧାରର ଝୋଟି ଚିତ୍ର (୧୯୯୦)
  • ସମୟର ଆରପାରି (୧୯୯୮)

ଭ୍ରମଣକାହାଣୀ

ତାଳପତ୍ର ଉପରେ

  • ଉଷାବିଳାସ

ଇଂରାଜୀ

  • The curve of meaning (୧୯୭୪)
  • Bare foot in two reality (୧୯୭୫)
  • Gestures of Intimacy (୧୯୭୬)
  • Bhima Bhoi (୧୯୮୩)
  • Modernisation & Ritual (୧୯୮୬)
  • Tradition & Modern Artist (୧୯୮୭)
  • Mohabharat & Modern India Literature (୧୯୮୮)
  • Jagannath Dash (୧୯୯୦)
  • Tribal Wall Paintings of Orissa (୧୯୯୧)
  • Tribal Life and Culture of Orissa (୧୯୯୨)
  • The ruined Temple and other poems, 1996 (କବିତା, ଅନୁବାଦ)
  • Unending Rhythms (ଓଡ଼ିଶାର ଆଦିବାସୀଙ୍କ ବୋଲା କବିତା, ଅନୁବାଦ)

ପଦ ଓ ସମ୍ମାନ

ପଦ

ସମ୍ମାନ

  • ଜ୍ଞାନପୀଠ ସମ୍ମାନ (୧୯୯୩) - ଜୀବନ ବ୍ୟାପି ସାହିତ୍ୟ ସର୍ଜନା ପାଇଁ
  • ସାରଳା ପୁରସ୍କାର[୩] (୧୯୮୫) - ଆର ଦୃଶ୍ୟ ପୁସ୍ତକ ପାଇଁ
  • ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର (୧୯୭୧ ଓ ୧୯୮୪) - ଅଷ୍ଟପଦୀ ପୁସ୍ତକ ପାଇଁ
  • କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର (୧୯୭୪) - ଶବଦର ଆକାଶ ପୁସ୍ତକ ପାଇଁ[୪]
  • ସର୍ବୋଚ୍ଚ ସମ୍ମାନ, ସୋକା ବିଶ୍ୱବିଦ୍ୟାଳୟ, ଟୋକିଓ (୨୦୦୧)
  • ପିପୁଲ ଅଫ ଦି ଇୟର ୨୦୧୫(ଲିମକା ବୁକ ଅଫ ରେକର୍ଡ୍ସର ୨୬ତମ ସଂସ୍କରଣରେ ଭାରତୀୟ ସାହିତ୍ୟକୁ ଅବଦାନ ପାଇଁ, ସ୍ଥାନ ପାଇଥିବା ୧୫ଜଣ ଭାରତୀୟ ସାହିତ୍ୟିକମାନଙ୍କ ମଧ୍ୟରୁ ଜଣେ)[୫]

ଆଧାର

  1. "Deceptive simplicity". The Hindu. Dec 01, 2002. {{cite news}}: Check date values in: |date= (help)
  2. "The Mahapatra Muse: Two deeply vivid volumes of poems from the oriya masters". The Outlook. Sep 25, 1996. {{cite web}}: Unknown parameter |coauthors= ignored (|author= suggested) (help)
  3. ସାରଳା ପୁରସ୍କାର ବିଜେତାଙ୍କ ତାଲିକା
  4. http://odisha.gov.in/e-magazine/orissaannualreference/ORA-2011/pdf/87-89.pdf
  5. http://www.limcabookofrecords.in/peopleoftheyear.aspx?id=16

ଅଧିକ ତଥ୍ୟ